• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th March 2024: ଆଜି ଏହି ରାଶିର ବ୍ୟକ୍ତି ଚାକିରିରେ ସ୍ଥାନାନ୍ତରିତ ହୋଇପାରନ୍ତି

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ବୁଧବାର ,ଚନ୍ଦ୍ର- ମେଷ ଅହୋରାତ୍ର,ତିଥ- ୪ର୍ଥୀ ରାତ୍ରି ୦୧.୨୬ ଗତେ ୫ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି ।

Sagittarius

ଧନୁ

Wednesday 13 Mar 2024

ମୂଳା- ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗିରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ବନ୍ଧୁ ମାନଙ୍କ ସହାନୁଭୂତି ଲାଭ କରିବା ଫଳରେ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିବ ।

ପୂ,ଷାଢା- କର୍ମ କ୍ଷେତ୍ରରେ ସହକର୍ମୀ ଙ୍କ ଦ୍ୱାରା କେତେକାଂଶରେ ଅଭିଳାଷ ମଧ୍ୟ ପୂରଣ ହୋଇଯିବ । ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ଉନ୍ନତି ହେବା ସହ ପ୍ରଶଂସା ମିଳିପାରେ ।

ଉ,ଷାଢା- ରାଜନୀତି କ୍ଷେତ୍ରରେ କୌଶଳ ପୂର୍ଣ୍ଣ ଦୃଢ ପଦକ୍ଷେପ ନେବେ । ଶତୃମାନେ ପୁନରାୟ ପଛରେ ଲାଗିଯାଇ ପାରନ୍ତି । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜ ପରିଶ୍ରମର ସଫଳତା ପାଇବେ ।

ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :