• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th September 2022: ଏହି ରାଶିର ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ

ସୈାର ସିଂହ ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ସୋମବାର ତିଥି – ୨ୟା ଦିବା ୧୧/୩୫ ଗତେ ୩ ୟା ଚନ୍ଦ୍ର – ମୀନ ଅହୋରାତ୍ର ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ମିଥୁନ ରାଶିର ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନ ଦିବା ୧୧/୩୫ ପର୍ଯ୍ୟନ୍ତ

Virgo

କନ୍ୟା

Monday 12 Sep 2022

ଉ , ଫାଲଗୁନୀ – ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ

ହସ୍ତା – କର୍ତୁପକ୍ଷ ଆପଣଙ୍କଠୁ କୈାଣସି ବଡ ଦାୟିତ୍ୱ ଦେବେ

ଚିତ୍ରା –ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ

ପ୍ରତିକାର - ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :

VASTU TIPS