Tusker Attacks Elephant Squad Member In Dhenkanal
ଦନ୍ତାକୁ ଇଞ୍ଜେକସନ୍ ଦେବାକୁ ଯାଇଥିଲେ, ଖେପି ଆସି ଦଳିଦେଲା ଦନ୍ତା
ଦନ୍ତାକୁ ଇଞ୍ଜେକସନ୍ ଦେବାକୁ ଯାଇଥିଲେ। ବଣୁଆ ଦନ୍ତା ଖେପି ଆସି ପାଦରେ ଦଳିଦେଲା। ଆବଡ଼ାଖାବଡ଼ା ରାସ୍ତା ଥିବାରୁ ହଠାତ୍ ପଛକୁ ଫେରିପାରିଲେନି ବିଶେଷଜ୍ଞ ଟିମ୍ ସଦସ୍ୟ...ମେଡ଼ିକାଲ ନେଲା ବେଳକୁ ସବୁ ସରିଯାଇଥିଲା..ଦେଖନ୍ତୁ କେମିତି ଥିଲା ସେହି ସମୟର ଦୃଶ୍ୟ...
Tusker Attacks Elephant Squad Member In Dhenkanal
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)