ୟୁଜର୍ସଙ୍କ ପାଇଁ ଏମିତି ଖୁସି ଖବର ନେଇ ଆସିଛି ହ୍ୱାଟ୍ସଆପ। ଯଦି ଆପଣ ଅନଲାଇନ କାରବାର କରିବେ ତେବେ ପାଇବେ କ୍ୟାସବ୍ୟାକ୍। ଲାଭ ଉଠାଇବାକୁ ଚାହୁଁଥିଲେ, ଜାଣନ୍ତୁ ସବୁ କିଛି...
ସାରା ଦୁନିଆ ଏବେ ଗୋଟିଏ ଗୀତରେ ଗୁଣୁଗୁଣୁ। ବାଥରୁମ ସିଙ୍ଗରରୁ ପ୍ରତିଷ୍ଠିତ ଗାୟକ, ସମସ୍ତଙ୍କ ମୁହଁରେ ଏହି ଗୀତ। ଗୀତଟିକୁ କେହି ବୁଝି ନ ପାରିଲେବି ମ୍ୟୁଜିକରେ ସମସ୍ତେ ମତୁଆଲା। ମାନିକେ ମାଗେ ହିଥେ ଗୀତର ସିଂହଳି ଗାୟିକା ୟୋହାନି ଦିଲୋକା ଡି ସିଲ୍ଭାଙ୍କ ବିଷୟରେ ଜାଣନ୍ତୁ ଏମିତି ସବୁ କଥା...
G20 ବୈଠକରେ ଭାଗ ନେଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ଆହ୍ୱାନ । ଏକ ବିଶ୍ୱ ଏବଂ ଏକ ସ୍ୱାସ୍ଥ୍ୟନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ।
ଆସନ୍ତାକାଲିଠାରୁ ସାରା ଦେଶରେ ହେଉଛି ବଡ଼ ପରିବର୍ତ୍ତନ। ହାଣ୍ଡିଶାଳଠାରୁ ପାଠପଢା ପର୍ଯ୍ୟନ୍ତ ସବୁ କିଛି ବଦଳିବାକୁ ଯାଉଛି। ଏମିତିକି ଏହିମାସରେ ଦୂରଯାତ୍ରା ଉପରେ ଅଙ୍କୁଶ ଲାଗିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୋଇଛି ଏହି ନିୟମ। ସବୁ କିଛି ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ...
ପୁଅ ଆଗ ନିଖୋଜ ହେଲା। କୁଆଡ଼େ ଗଲା କେହି କିଛି ଜାଣିପାରିଲେନି। ପ୍ରାୟ ଦୁଇ ସପ୍ତାହ ପରେ ଗୋଟେ କେନାଲରୁ ମିଳିଲା ମୃତ ଦେହ।
କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକି ୨ ନକଲି ଆଇଏଏସ୍ ଗିରଫ । ଟୁଇନ ସିଟିରୁ ଉଭୟ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଗିରଫ୍ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ୱାଇଁ
କେତେବେଳେ କେଉଁ ନାଁରେ ସେ ପରିଚିତ। ସବୁବେଳେ ନାଁ ବଦଳାଇ କରୁଥିଲା ଏମିତି। ଟଙ୍କା ଲୁଟିବା ଥିଲା ତାହାର କାମ। ଏବେ ଜାଣନ୍ତୁ ଲୁଟର ଶିକାର ପରେ କଣ କଲେ ଯୁବକ...
ଶିଶୁଙ୍କ ପାଇଁ ଆସିଲା କରୋନା କବଚ । ୫ରୁ ୧୧ବର୍ଷ ଶିଶୁଙ୍କୁ ଦିଆଯିବ କୋଭିଡ୍ ଟିକା । ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା । ଏ ନିଷ୍ପତ୍ତି ନେଇଛନ୍ତି ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ ଆଡମିନଷ୍ଟ୍ରସନର।
ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାରିଓ ଏବଂ ମୋଦିଙ୍କ ମଧୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଉଭୟଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରିଛନ୍ତି ଦୁଇ ନେତା ।
କଡ଼ା ସୁରକ୍ଷା ବ୍ୟବସ୍ଥାରେ ଆର୍ଥୁର ରୋଡ୍ ଜେଲରୁ ‘ରେଞ୍ଜ ରୋଭର’ରେ ବସି ମନ୍ନତ ଫେରୁଛନ୍ତି ଆର୍ୟନ ଖାନ। ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ ଶାହରୁଖ ଖାନଙ୍କ ପୁଅ.. ଅକ୍ଟୋବର ୨ ରାତିରେ ଗିରଫ ହୋଇ ଜେଲରେ ଥିଲେ.. ୨୭ ଦିନ ପରେ ମାଆ, ବାପାଙ୍କ ପାଖକୁ ଫେରୁଛନ୍ତି
ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଅନ୍ଧକାର ଉପରେ ଆଲୋକର ବିଜୟର ଏହି ପର୍ବରେ ସବୁଠି ଖୋଜା ପଡ଼େ ଦୀପ। ହେଲେ ସାରା ଦୁନିଆକୁ ଆଲୋକିତ କରିବା ପାଇଁ ଦୀପ ଯୋଗାଉଥିବା କୁମ୍ଭକାରର କୂଳ ବେଉସା ଏବେ ଅନ୍ଧାରରେ । ଦେଖନ୍ତୁ କେମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦୀପ କାରିଗର ।
ସମାଜରେ ଆପଣ ଅନେକ ମଣିଷ ଦେଖିଥିବେ। ଏମିତି ମଣିଷ କେବେ ହେଲେ ଦେଖି ନଥିବେ। ଯିଏ କି ସକାଳ ପାହିଲେ ଗଛ ମୂଳେ ହାଜର ହୋଇ ଗଛର ଯତ୍ନ ନିଅନ୍ତି। ଆଉ ବାଣ୍ଟନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା
ଗରିବ ଆଦିବାସୀ ଝିଅଟିଏ। ଏବେ ଅବିଭକ୍ତ କୋରାପୁଟ ସାରା ସବୁଆଡ଼େ ଶୁଭୁଛି ତାଆରି ସ୍ୱର। ଗୁରୁ ନାହିଁ କି ଟ୍ରେନିଂ ନାହିଁ, କିନ୍ତୁ ସେ ଏବେ ଗାୟିକା ଭାବେ ଖୁବ୍ ଲୋକପ୍ରିୟ। ସୋସିଆଲ୍ ମିଡିଆରେ ତାଙ୍କ ଗୀତକୁ ମିଲିୟନ ମିଲିୟନ ଲୋକ ଦେଖୁଛନ୍ତି। ଆସନ୍ତୁ ଭେଟିବା ଅବିଭକ୍ତ କୋରାପୁଟର କୋଇଲି- ରାୟଗଡ଼ା ଝିଅ ରୋଜାଲିନ୍ ମିଣିଆକାଙ୍କୁ।
ଆଉ ଚଳିବ ନାହିଁ ବାବୁଙ୍କ ମନମାନି। ଏଣିତି ସ୍ମାର୍ଟ ୱାଚ୍ ପିନ୍ଧିବେ ସବୁ କର୍ମଚାରୀ। ସରକାର ଆଣିଲେ ନୂଆ ନିୟମ। ଜାଣନ୍ତୁ, କେବେଠୁ ଲାଗୁ ହେବ ଏହି ନୂଆ ନିୟମ
ସଶକ୍ତୀକରଣ ଦିଗକୁ ଆଉ ପାଦେ ଆଗକୁ ଗଲାଣି ନାରିଶକ୍ତି। କାର୍ ନୁହେଁ କି ବାଇକ୍ ନୁହେଁ, ଟ୍ରକ୍ ଓ ବସ୍ ଚଳାଉଛନ୍ତି ଯାଜପୁରର ଏହି ଦୁଇ ଭଉଣୀ। ସରକାରୀ ଚାକିରି କରିବା ପାଇଁ ଇଚ୍ଛା ରଖି ଏପରି କରୁଛନ୍ତି
କିଙ୍ଗଖାନ୍ ଶାହାରୁଖ୍ଙ୍କ ସହ ଅଭିନୟ କରିବାକୁ ରାଜି ହେଉ ନାହାନ୍ତି ହିରୋଇନ୍। ଏବେ ଚିନ୍ତାରେ ପ୍ରଯୋଜକ ଓ ନିର୍ଦ୍ଦେଶକ।
କମ୍ ବୟସରେ ଘରର ଅଲିଅଳି ଚାଲିଗଲା.. ଜହ୍ଲାଦ୍ ଗୋବିନ୍ଦ ସାହୁ ତାକୁ ମାରିଦେଲା.. ଯିଏ..ଯିଏ ମମିତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଦଣ୍ଡ ମିଳୁ..ଫାଶୀ ଦିଆଯାଉ.. ମମିତା ତ ଆଉ ଫେରିବେନି.. ଏବେ ନ୍ୟାୟ ଅପେକ୍ଷାରେ ତାଙ୍କ ବାପା, ମାଆ..
ଷଣ୍ଢରେ ଗୁଡେଇ ହୋଇଥିଲା ନାଗ । ଏମିତି ଚିତ୍ର ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭେଡେନ ବ୍ଲକରେ ଥିବା ସିଦ୍ଧେଶ୍ୱର ବାବା ଶିବ ମନ୍ଦିରରେ ।ପ୍ରାୟ 3 ଫୁଟ ଲମ୍ବର ଏକ ନାଗ ସାପ ବାସୁଦେବ ଷଣ୍ଢଙ୍କ ମୂର୍ତ୍ତି ପଛପଟେ ଗୁଡେଇ ହୋଇଥିଲା । ଦେଖନ୍ତୁ ଏହାର ଭିଡ଼ିଓ...
ପରଲୋକରେ କନ୍ନଡ ସୁପରଷ୍ଟାର ରାଜକୁମାର ପୁନୀତ । ହୃଦଘାତରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ଏ ଖବରରେ ମର୍ମହାତ ହୋଇଛନ୍ତି ପୁନୀତଙ୍କ ଅସଂଖ୍ୟ ଫାନ
ସୁଇମିଂକୁ ନିଜ ପେସା କରିଛନ୍ତି ଅଭିନେତା ଆର. ମାଧବନଙ୍କ ପୁଅ ବେଦାନ୍ତ । ଜାତୀୟ ଜୁନିଅର୍ ଆକ୍ୱାଟିକ୍ ଚାମ୍ପିଅନସିପ୍ରେ ଜିତିଛନ୍ତି ୭ ମେଡାଲ । ବେଦାନ୍ତଙ୍କୁ ଇଣ୍ଟରନେଟରେ ଛୁଟୁଛି ପ୍ରଶଂସାର ସୁଅ
କେବେ ମିଳିବ WHO ମଂଜୁରୀ? ଭାରତର ପ୍ରଥମ ସ୍ବଦେଶୀ ଟିକା କୋଭାକ୍ସିନ । ମାନ୍ୟତା ଅପେକ୍ଷାରେ ବହୁ ଭାରତୀୟ। ଟିକା ନେବା ସତ୍ତ୍ୱେ ବହୁ ଦେଶ ପାଇଁ ରହିଛି କଟକଣା
ମାଟି ଦୀପ ନୁହେଁ କି ଚାଇନା ତିଆରି ଦୀପ ନୁହେଁ, ବରଂ କ୍ଷୀର, ଘିଅ ଆଉ ଗୋବର ମିଶ୍ରଣରେ ତିଆରି ହୋଇଛି ପଞ୍ଚଗବ୍ୟ ଦୀପ। ଏ ଦୀପର ସଳିତା ଜଳି ସାରିବା ପରେ ଦୀପ ଟିବି ସମ୍ପୂର୍ଣ୍ଣ ଜଳି ଯିବ। ଆଉ ଏମିତି ଦୀପ ଯିଏ କରିଛନ୍ତି ତାଙ୍କୁ ଆପଣ ଭେଟିବେନି? ଚାଲନ୍ତୁ ଦେଖିବା ତାଙ୍କ ଦୀପ ଦିଆରି ପ୍ରକ୍ରିୟା
ମିଛ କହୁଛନ୍ତି କି ୱାଙ୍ଖେଡ଼୍? ନିଜ ଧର୍ମକୁ ଲୁଚାଉଛନ୍ତି କି? ପୂର୍ବ ପତ୍ନୀଙ୍କ ବାପା ଦେଲେ ଚାଂଚଲ୍ୟକର ବୟାନ। ନୱାବ୍ ମଲ୍ଲିକ କି ଆଣିଥିଲେ ସମାନ ଅଭିଯୋଗ
ଫେସବୁକରେ ଫେକ ଆଇଡି ଖୋଲି ନାଁ ବଦଳାଉଥିଲା ଏ ମହିଳା। ଶିକ୍ଷିତ ଯୁବକଙ୍କୁ ଟାର୍ଗେଟ କରୁ କରୁଥିଲା ଚାଲବାଜି। ଦିନ ହଠାତ ଏମିତି ହେଲା, ସବୁ କିଛି ଖୋଲିଗଲା.
୧୯୯୯ ମହାବାତ୍ୟାକୁ ଆଜି ପୂରିଲା ୨୨ ବର୍ଷ। ସେଦିନ ବି ଥିଲା ଶୁକ୍ରବାର, ଆଜି ବି ହେଉଛି ଶୁକ୍ରବାର। ମନେ ପଡିଯାଉଛି ସେଦିନର ସେହି ସ୍ମୃତି