କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ୍ ଉଦଯାପିତ...ଉଦଯାପିତ ସଂଧ୍ୟାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଭୁବନେଶ୍ୱରରେ ୩ ଦିନ ଧରି ଚାଲିଥିଲା ଲିଟେରାରୀ ଫେଷ୍ଟିଭାଲ୍.
ବର୍ଷା ଛାଡ଼ିବାର ସପ୍ତାହେ ପରେ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମର ଅନୁଧ୍ୟାନ... ଆଜି ଗଞ୍ଜାମ, ଯାଜପୁର ଓ କଟକ ଜିଲ୍ଲା ବୁଲି ଦେଖିବେ ...
ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଛାରଖାର୍ ଧାନ ଓ ପରିବା ଚାଷ... ପାଣି ଜମି ରହି ବିଲରେ ଗଜା ହୋଇଗଲାଣି ପାଚିଲା ଧାନ... ସେପଟେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ପରିବା ଚାଷୀ ହନ୍ତସନ୍ତ... ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ... କେମିତି ଶୁଝିବେ ଋଣ ସେହି ଚିନ୍ତାରେ ଚାଷୀ...
କଟକ ନିଆଳି ଗୋବିନ୍ଦପୁର ଶଙ୍ଖୁଆ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।
୧୯୭୧ ଯୁଦ୍ଧରେ ସ୍ୱର୍ଣ୍ଣିମ ବିଜୟର ଗାଥା... ନୂଆଦିଲ୍ଲୀ ଇଣ୍ଡିଆ ଗେଟରେ ୩ ଦିନିଆ ସ୍ୱର୍ଣ୍ଣିମ ବିଜୟ ପର୍ବ ପାଳନ ହେଉଛି... ଆଜି ସ୍ୱର୍ଣ୍ଣିମ ବିଜୟ ପର୍ବର ଦ୍ୱିତୀୟ ଦିନ
ଢେଙ୍କାନାଳ ଅଟୋନମସ୍ କଲେଜର କପିଳାସ ଛାତ୍ରାବାସକୁ ତିଆର ହେବାର ଅଢେଇ ବର୍ଷ ହେଲାଣି । ହେଲେ କାମରେ ଆସୁନି କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଛାତ୍ରାବାସ । ଦେଖନ୍ତୁ ଏହି ରିପୋର୍ଟ ।
କାଶୀ ବିଶ୍ୱନାଥ ମନ୍ଦିରରୁ ଗଙ୍ଗା ନଦୀକୁ ଯୋଡ଼ି ହେବ ସଂପର୍କ... ୧୧ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେବ ଗଙ୍ଗାଘାଟ... କାଶୀର ୭ ଲକ୍ଷ ଲୋକଙ୍କ ଘରେ ପହଞ୍ଚିବ କାଶୀ ବିଶ୍ୱନାଥଙ୍କ ପ୍ରସାଦ...
ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୨୦୦ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ... ବାଲିଯାତ୍ରା ଉପର ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜନ .
ବାଲେଶ୍ୱରରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବଢ଼ିଛି। ଆକାଶ ମେଘୁଆ ଥିଲେ ବି ଶୀତର ପ୍ରଭାବ ରହିଛି। ସ୍ଥାନୀୟ ଲୋକଙ୍କ ସହ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର...
ଓମିକ୍ରନ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ର ସୂଚନା । ଶରୀରରେ ଟିକାର ପ୍ରଭାବ ନଷ୍ଟ କରୁଛି ଓମିକ୍ରନ ଭାରିଏଣ୍ଟ । ଡେଲ୍ଟା ଅପେକ୍ଷା ତ୍ୱରିତ ସଂକ୍ରମଣ କରୁଛି ଓମିକ୍ରନ ।
ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଚପଲ ଫିଙ୍ଗା... ମାହାଙ୍ଗା ଏର କଣାରେ ଚପଲ ଫିଙ୍ଗିଲେ ଜଣେ ବ୍ୟକ୍ତି.... ଶରତ ଉତ୍ସବରେ ଭାଷଣ ଦେବାବେଳେ ଚପଲ ଫିଙ୍ଗିଲେ ବ୍ୟକ୍ତି ଜଣକ ...
ଆଜି କେମିତି କଟିବ ଆପଣଙ୍କ ଦିନ ଦେଖନ୍ତୁ ଭାଗ୍ୟରେଖା ||
ସବୁ ବେଳେ ମନ କହେ ସୁଆଦିଆ ଖାଇବାକୁ। ଏଥି ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବନ୍ଧାକୋବି ପୁର ସାରୁ ଫ୍ରାଏ। ଜାଣନ୍ତୁ ତିଆରି କରିବାର ତରିକା...
ଏ ହେଉଛି ଯାଜପୁର କୃଷି ବିଭାଗ ଅଫିସ। ଏଠି ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ସରକାରୀ କର୍ମଚାରୀ। କରୋନା ଗାଇଡଲାଇନ ନମାନି କାମ କରୁଛନ୍ତି..
ନ୍ୟୁଜଠୁ ଆରମ୍ଭ କରି ମନୋରଞ୍ଜନ ପାଇଁ ଦେଶର କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି ଫେସବୁକ। କିନ୍ତୁ ଏ ଖବର ସାମ୍ନାକୁ ଆସିବା ପରେ ଚିନ୍ତାରେ ପଡିଛନ୍ତି ୟୁଜର୍ସ। ଫ୍ରଡର ଶିକାର ହେବା ପୂର୍ବରୁ ଏମିତି କରି ଜାଣନ୍ତୁ ଲୁଚି ଲୁଚି ଆପଣଙ୍କ ଫେସବୁକ ପ୍ରୋଫାଇଲକୁ କିଏ ଦେଖୁଛି?
କଷ୍ଟମର କେୟାର ନମ୍ୱରକୁ କଲ କରି ବୁକିଂ କରିବା ଜମାନା ଗଲା। ଏଣିକି ଗୋଟିଏ ମିସକଲ କଲେ, ଘର ଦୁଆର ମୁହଁରେ ପହଂଚିଯିବ ଏଲପିଜି ଗ୍ୟାସ ସିଲିଣ୍ଡର। ଏହା ପରେ ଆଉ ଗ୍ୟାସ ବୁକିଂ ଅସୁବିଧା ରହିବ ନାହିଁ। ଜାଣନ୍ତୁ ସେହି ନମ୍ୱର.
ଯୁକ୍ତ ଦୁଇ ପାସ କରିନଥିବା ବେଳେ କିଭଳି ଦିଆଗଲା ଉପାଧିI ଅନୁଭବ ସାମ୍ନାକୁ ଆସି ସ୍ପଷ୍ଟ କରନ୍ତୁ ବୋଲି ଦାବି କରୁଛନ୍ତି ବିରୋଧି
ମୁଖ୍ୟମନ୍ତ୍ରୀ ଗଲେ ସ୍କୁଲ। ପିଲାଙ୍କ ସାଙ୍ଗେ ବସିଲେ , ପାଠପଢା କଲେ ତଦାରଖ। ଦେଖନ୍ତୁ ପିଲା କିପରି କଲେ ସ୍ୱାଗତ
ଗଞ୍ଜାମର ପ୍ରସିଦ୍ଧ ଦେବୀ ପୀଠ ମା ତାରା ତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପୋଲିସ କମିଶନରଙ୍କୁ ତାରା ବାହିନୀପତିଙ୍କ ଚ୍ୟାଲେଂଜ୍ । କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣିତ କଲେ ରାଜନୀତି ଛାଡିଦେବି । ହେଲେ ତାହା ପ୍ରମାଣିତ କରିନପାରିଲେ ପୋଲିସ କମିଶନର ତାଙ୍କ ଚାକିରି ଛାଡିବେ କି ବୋଲି ପ୍ରଶ୍ନ କରିଛନ୍ତି ତାରା । ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି ।
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ବିରୋଧ କରିଛି କଂଗ୍ରେସ.. ମମିତାକୁ ନ୍ୟାୟ ଦାବିରେ ହିଞ୍ଜିଳି ଆରଏମସି ଛକରେ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇ ପ୍ରବଳ ନାରାବାଜୀ କରିଛନ୍ତି.. ପୋଲିସ କଂଗ୍ରେସ ସେମାନଙ୍କୁ ଗିରଫ କରିଛି..
ସିଲଭର ସିଟିରେ ଧିରେ ଧିରେ ବଢୁଛି ଶୀତ । ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦେଖନ୍ତୁ କଟକରେ କେମିତି ଚାଲିଛି ଶୀତବସ୍ତ୍ରର ବ୍ୟବସାୟ ଏହି ରିପୋର୍ଟରେ...
ଆଉ ନାହାନ୍ତି ଜଳ, ସ୍ଥଳ, ଆକାଶ ବାହିନୀର ଭୀଷ୍ମ ପିତାମହ CDS ବିପିନ୍ ରାଓ୍ୱତ.. ହେଲେ ଆଜି ଇଣ୍ଡିଆ ଗେଟରେ ଶୁଭିଲା ତାଙ୍କର ଶେଷ ବାର୍ତ୍ତା.. ଗତ ୭ ତାରିଖରେ ରେକର୍ଡ କରାଯାଇଥିବା ଏହି ଭିଡିଓ ବାର୍ତ୍ତାଟି ଖାସ୍ ଆଜିର ଦିନ ପାଇଁ ଥିଲା.. ଆଜି ଇଣ୍ଡିଆ ଗେଟ୍ ଠାରେ ସ୍ୱର୍ଣ୍ଣିମ ବିଜୟ ପର୍ବର ଉଦଘାଟନୀ ଉତ୍ସବରେ ବିପିନ୍ ରାଓ୍ୱତଙ୍କ ଏହି ଶେଷ ଭିଡିଓ ବାର୍ତ୍ତା ଶୁଣିବାକୁ ମିଳିଲା..
ମାତିଛନ୍ତି ସାଇବର ଫ୍ରଡ୍ । ଖୋଦ୍ କ୍ରାଇମବ୍ରାଂଚ୍ ଏଡିଜିଙ୍କ ଠାରୁ ଠକେଇ ଉଦ୍ୟମ କରିଛନ୍ତି ସାଇବର ଠକ । ଆଉ ଏହି କାରନାମା କରିଛି ଓକାକ ସାଇବର ଫ୍ରଡରେ ଧରାପଡ଼ି ନଥିବା ଆଉ ଜଣେ ଅଭିଯୁକ୍ତ । ଏଡିଜିଙ୍କୁ ହ୍ୱାଟସଆପ୍ ମେସେଜରେ ଦୁଇଟି ଆକାଉଣ୍ଟ ନମ୍ବର ପଠାଇ ସାଇବର ଠକ ମାଗିଛି ୯୮ ହଜାର ଟଙ୍କା ।
ସରକାରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟହାଇସ୍କୁଲରେ ରୂପାନ୍ତରିତ କରାଯାଇଛି.. ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗଶାଳା ସହ ଇ-ଲାଇବ୍ରେରୀ, କାନ୍ଥ-ବାଡ଼ରେ ସୁନ୍ଦର ଚିତ୍ର,ରମଣୀୟ ପରିବେଶ ସାଙ୍ଗକୁ ଆହୁରି କେତେକଣ.. ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷକ ନିଯୁକ୍ତି କଥା କିନ୍ତୁ ଭୁଲିଗଲେ ସରକାର..ଏହି ସ୍ମାର୍ଟ ହାଇସ୍କୁଲରେ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରାଇମେରୀ ଶିକ୍ଷକ..ଓଡ଼ିଶା ସରକାରଙ୍କ ଆଧୁନିକ ଶିକ୍ଷା ବ୍ୟବସ୍ଥାର ଏଭଲି ବିକଳ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖାରିଆ ପଞ୍ଚାୟତ ହୁମୁକି ଗାଁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ..