• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Taste Of Odisha

Taste Of Odisha
ଭାରି ସୁଆଦିଆ କଲରାପତର ମକା ପିଠଉ, ପତ୍ରରେ ମକା ମସଲା ଗୋଳାଇ ଦେଲେ...ବାସ୍‌

ଭାରି ସୁଆଦିଆ କଲରାପତର ମକା ପିଠଉ। ଟିକିଏ ମସଲାରେ ଗୋଳାଇ ପ୍ୟାନରେ ପକାଇ ସେକି ଦେଲେ କେବଳ ହାତ ଚାଟୁଥିବେ

Taste Of Odisha
ପଣସ କଠା ମସଲା ଖାଇଥିବେ, ଆଜି ଖାଆନ୍ତୁ ବାମ୍ଫ ପଣସ କଠା ଚିଙ୍ଗୁଡ଼ି

ପଣସ କଠା ଏବେ ଯାହାକୁ ଯେତେ ମିଳୁଛି। ଘରେ ଘରେ ବିଭିନ୍ନ ରେସିପି ହେଉଛି। ହେଲେ ଆଜି ଘରକୁ କିଛି ଚିଙ୍ଗୁଡ଼ି ଆଣି ତିଆରି କରନ୍ତୁ ବାମ୍ଫ ପଣସ କଠା ଚିଙ୍ଗୁଡ଼ି...

Taste of Odisha
ଆଜି ରବିବାର... ଟିକେ ହେଇଯାଉ ମାଗୁର ମାଛ ମସଲା ପୋଡା

ସବୁ ବେଳେ ରୋହି ଭାକୁର ମାଛ ଖାଇ ଖାଇ ଚିଡିଲାଗିଲାଣି। ଆଜି ଆମିଷ ବାରରେ ମାଗୁର ମାଛ ଆଣି ତିଆରି କରନ୍ତୁ ଏହି ସୁନ୍ଦର ପାଟି ସୁଆଦିଆ ଆଇଟମ୍...

TASTE OF ODISHA
ଲଙ୍କା ଆଉ ଧନିଆ ଗୁଣ୍ଡ ଦେଇ ତିଆରି କରନ୍ତୁ ନଡ଼ିଆ ପନିର୍‌

ଟିକିଏ ଧନିଆ ଗୁଣ୍ଡ ଆଉ ଅଳ୍ପ ଲଙ୍କା ଗୁଣ୍ଡ...ଆଉ ଏହିସବୁ ମସଲା ଦେଇ କଡ଼େଇରେ କଷିଦେଲେ ବାସ୍‌...ସାଙ୍ଗେ ସାଙ୍ଗେ ତିଆରି ହୋଇଯିବ ନଡ଼ିଆ ପନିର୍‌

Taste Of Odisha। Know Special Recipe Of Preparing Mustard Prawn (Sorisa Chingudi)
ସୋରିଷ ଚିଙ୍ଗୁଡ଼ି...ଏତେ ସୁଆଦିଆ ଯେ, ପାଖ ଘରେ ହେଉଥିଲେ ବି ଖାଇବାକୁ ହେବ ଇଚ୍ଛା

ସୋରିଷ ଚିଙ୍ଗୁଡ଼ି। ନାଁ ଯେମିତି ଟେଷ୍ଟ ବି ସେମିତି…ଟିକିଏ ସୋରିଷ ଦେଇ ଖାଲି ଗରମ କଡ଼େଇରେ ପକାଉ ପକାଉ ପ୍ରସ୍ତୁତ ହେବ ଏହି ଆଇଟମ୍…ଆଜି ରବିବାର, ଜମା ଡେରି କରନ୍ତୁନି ବରଂ ନିଜେ କରି ଚାଖନ୍ତୁ। ଆଉ କେମିତି ଲାଗିଲା ଆମକୁ ଜଣାନ୍ତୁ…

ଭାରି ସୁଆଦିଆ ଭାକୁର ମାଛ ଦହି ବେସର? ଏବେ ହିଁ ଶିଖନ୍ତୁ ରାନ୍ଧଣା
ଭାରି ସୁଆଦିଆ ଭାକୁର ମାଛ ଦହି ବେସର? ଏବେ ହିଁ ଶିଖନ୍ତୁ ରାନ୍ଧଣା

ଭାରି ସୁଆଦିଆ ଭାକୁର ମାଛ ଦହି ବେସର। ପଖାଳ ହେଉ କି ଗରମ, ଗରମ ଗରମ ଝୋଳ ଦେଖି ଦେଲେ ପାଟିରୁ ଗଳିପଡ଼ିବ ଲାଲ...ଜମା ଡେରି ନକରି ଏବେ ଶିଖନ୍ତୁ କେମିତି ତିଆରି ହୁଏ ଭାକୁର ମାଛ ଦହି ବେସର

Taste Of Odisha- Bhakura Machcha Dahi Besara । Know How To Prepare Special Dish With Catla Fish
ଭାକୁର ମାଛ ଦହି ବେସର...ଗରମ ଭାତ ସହ ଜମିବ ଜବରଦସ୍ତ ପାଗ

ଭାକୁର ମାଛ ଦହି ବେସର। ଗରମ ଭାତକୁ ଜମିଯିବ ଜବରଦସ୍ତ ପାଗ...ଟିକିଏ କଂଚାଲଙ୍କା ଆଉ ପାଖୁଡ଼ାଏ ରସୁଣ। ଖାଲି ତ ହାମ୍ପୁଡ଼ି ହାମ୍ପୁଡ଼ି ଖାଉଥିବେ...ମାଛ କଣ୍ଟାକୁ କାଢୁଥିବେ.....

Taste Of Odisha- Learn How To Prepare Schezwan Prawn
ସ୍ପୋଶାଲ୍ ଆଇଟମ୍ ସିଜୁଆନୀ ଚିଙ୍ଗୁଡ଼ି, ହାତ ଚାଟି ନିଶ୍ଚୟ ଖାଇବେ

ମଟନ କି ଚିକେନ ନୁହେଁ, ଚିଙ୍ଗୁଡିର ଏହି ସ୍ପେଶାଲ୍ ରେସିପୀ ଦେଖିଲେ ତିଆରି କହିବାକୁ ମନ କହିବ। ଆରମ୍ଭରୁ ଶେଷ ଯାଏଁ ଟିକିନିଖି ଦେଖି ତିଆରି କରନ୍ତୁ ଏହି ଡିସ୍...

Taste Of Odisha।  How To Prepare Besar Fry Of Paniakhia Fish
ପାଣି ଆଖିଆ ବେସର ଫ୍ରାଏ

ପାଣି ଆଖିଆ ମାଛର ବେସର ଫ୍ରାଏ... କେମିତି ଘରେ କରିବେ ଏହି ଷ୍ଟାଟର ଆଇଟମ? ଦେଖନ୍ତୁ ମୂଳରୁ ଶେଷ ଯାଏଁ...

Taste Of Odisha। How To Prepare Chicken Tawa Masala
ଚିକେନର ଦମଦାର୍ ରେସିପୀ, ଆଜି ଜମିଲା ରବିବାର

ଆଜି ଖୁବ୍ ଜମିବ। ରବିବାରରେ ତିଆରି ହେବ ଚିକେନର ଦମଦାର୍ ରେସିପୀ। ଆଉ ଡେରି ନ କରି ଆରମ୍ଭ କରି ଦିଅନ୍ତୁ ଆଜିର ଏଇ ସ୍ପେଶାଲ୍ ଡିସ୍...

Taste Of Odisha- Know How To Prepare Apple Khir
ଚାଉଳରେ ତିଆରି କ୍ଷିରୀ ଛାଡି ଖାଆନ୍ତୁ ସେଓ କ୍ଷିରୀ

ଭାରି ସୁଆଦିଆ। ଯିଏ ଥରେ ଖାଇଛି ଏ କ୍ଷିରୀ। ଘରେ ତିଆରି କରି ବାରମ୍ୱାର ଖାଇବାକୁ ମନ କହିବ। ଆଜି ଆମିଷ ବାର ନୁହେଁ, ନିଶ୍ଚୟ ତିଆରି କରନ୍ତୁ ସେଓ କ୍ଷିରୀ..

Taste Of Odisha ।How To Prepare Sagu Khichdi
କେମିତି ତିଆରି କରିବେ ଶାଗୁ ଖେଚୁଡ଼ି ? ଜାଣି ରଖନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଚାଉଳ ନୁହେଁ ବରଂ ଶାଗୁ ଖେଚୁଡ଼ି। ଥରେ ଖାଇଲେ ଦିନସାରା ଭୋକ କରିବନି, ଏବେ ହିଁ ଘରେ ପ୍ରସ୍ତୁତ କରନ୍ତୁ ଶାଗୁ ଖେଚୁଡ଼ି। ଜାଣିରଖନ୍ତୁ ପ୍ରସ୍ତୁତି କରିବେ କେମିତି?

Taste Of Odisha- Know How To Prepare \'Bampha Chunka Chingudi\', Special Prawn Recipe
ବାମ୍ଫ ଛୁଙ୍କ ଚିଙ୍ଗୁଡ଼ି, କଂସାଏ ପଖାଳେ ଖାଆନ୍ତୁ ହାମ୍ପୁଡ଼ି ହାମ୍ପୁଡ଼ି

ବାମ୍ଫ ଛୁଙ୍କ ଚିଙ୍ଗୁଡ଼ି, କଂସାଏ ପଖାଳ ସାଙ୍ଗକୁ ରସୁଣ ଓ ଲଙ୍କା ଦେଇ ଖାଆନ୍ତୁ ହାମ୍ପୁଡ଼ି ହାମ୍ପୁଡ଼ି... ତେବେ ଜମା ବି ଡେରି କରନ୍ତୁ ନାହିଁ, ଏବେ ହିଁ ବନାନ୍ତୁ ଏହି ଆଇଟମ୍‌

Taste Of Odisha- Know How To Prepare Mushroom Chatpatta
ଭାରି ଟେଷ୍ଟି ଛତୁ ଛଟପଟା, ଲେଖି ରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ଭାରି ସୁଆଦିଆ ଛତୁ ଛଟପଟା। ଟିକିଏ ସୋରିଷ ତେଲକୁ ହାଲକା ଲଙ୍କା...ଓଃ, ପାଟିରୁ ତ ନାଳ ବାହାରି ପଡ଼ିବ। ଗରମ ସାଙ୍ଗକୁ ପଖାଳ, ସବୁ ସାଙ୍ଗରେ ଜମିବ ପାଗ

Taste Of Odisha- Know Recipe Of \'Chicken Besar Tanduri\' For Party Starters
ଭାରି ସୁଆଦୁଆ ଚିକେନ୍‌ ବେସର ତନ୍ଦୁରି, ଥରେ ଖାଇଲେ ଶହେଥର ଖାଇବାକୁ ହେବ ଇଚ୍ଛା

ଭାରି ସୁଆଦୁଆ ଚିକେନ୍‌ ବେସର ତନ୍ଦୁରି...ଥରେ ଚାଖିଲେ ଶହେଥର ଖାଇବାକୁ ଇଚ୍ଛା ହେବ, ଏବେ ଦେଖନ୍ତୁ କେମିତି ତିଆରି ହେଉଛି ଚିକେନ ବେସର ତନ୍ଦୁରୀ, ନିଜେ ଖାଆନ୍ତୁ ଓ ଅନ୍ୟକୁ ବି ଖୁଆନ୍ତୁ...

TASTE OF ODISHA EP 290 | 22 JAN  2022 | କଦଳୀ ଗୋଲାପଜାମୁନ
TASTE OF ODISHA EP 290 | 22 JAN 2022 | କଦଳୀ ଗୋଲାପଜାମୁନ

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Taste Of Odisha । Want To Enjoy Country Style Chicken, Try ‘Chicken Besara’
ଆଜି ଦେଖନ୍ତୁ, କାଲି ରାନ୍ଧିବେ ଚିକେନ୍ ବେସର

ଆଜି ମଙ୍ଗଳବାର। କାଲି ହେବ ବୁଧବାର। ଏହି ଆମିଷ ବାରକୁ ହାତ ଛଡା କରନ୍ତୁ ନାହିଁ। ଚିକେନ୍ ଆଣି ତିଆରି କରନ୍ତୁ ଚିକେନ୍ ବେସର। ରୁଟି ହେଉ କି ଭାତ ସବୁଥିବେ ଖାଇ ପାରିବେ ଏହି ସ୍ପେଶାଲ୍ ଆଇଟମ୍...

Taste Of Odisha।Want To Relish Sweet Dish In Winters, Try Banana Gulaab Jamoon
ଭାରି ସୁଆଦିଆ କଦଳୀ ଗୋଲାପ୍ ଜାମୁନ୍, ଏମିତି ଘରେ ବନାନ୍ତୁ...

ସବୁଦିନେ ମସଲା ଖାଉଛନ୍ତି। ପାଟିକୁ ସ୍ପାଇସରୁ ମୁକ୍ତି ଦେବା ପାଇଁ କିଛି ମିଠା ହୋଇଯାଉ। ଏଥି ପାଇଁ ଆଜି ଘରେ ହିଁ ତିଆରି କରନ୍ତୁ କଦଳୀରେ ତିଆରି ଗୋଲାପ୍ ଜାମୁନ୍। ପରିବାର ସହ ମିଶି ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆଇବାକୁ ଦିଅନ୍ତୁ..

Mandia Laddu
ଆଜି ସନ୍ଧ୍ୟାରେ ଘରେ ବନାନ୍ତୁ, ନିଜେ ଖାଇବା ସହ ସାହି ପଡ଼ିଶାଙ୍କୁ ବି ଖୁଆଉନ୍ତୁ...

ଭାରି ସୁଆଦିଆ ମାଣ୍ଡିଆ ଲଡ଼ୁ। ଏମିତି ଘରେ ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ଲଡ଼ୁ, ନିଜେ ଖାଇବା ସହ ସାହିପଡ଼ିଶା ଲୋକଙ୍କୁ ବି ଖୁଆନ୍ତୁ..

Taste Of Odisha- Odia Food & Recipe।Special Dish From Radish Leaves
ମାଟି ଚୁଲିରେ ମାଉସୀ ଗଢ଼ିବେ ମୂଳାପତ୍ର ପିଠା

ଆମ ମାଉସୀଙ୍କ ନାଁ ହରସ ମାଉସୀ। ମାଉସୀ ଏ ବୟସରେ ବି ପୂରା ଚାଙ୍ଗା ଅଛନ୍ତି। ପିଠୋଉ ବଟାବଟି କରି ମୂଳାପତ୍ର ଆଉ ନଡ଼ିଆ କୋରା ପକା ପିଠା ତିଆରୁଛନ୍ତି ମାଉସୀ। ପୂରା ଖାଣ୍ଟି ଗାଉଁଲି ଢଙ୍ଗରେ ଆଜି ପିଠା ନେଉଟେଇବେ। ଚଲାନ୍ତୁ ଦେଖିବା ଆଉ ଟିକେ ଚାଖିବା।

TASTE OF ODISHA_EP_288_SEG_1.mxf
ଭାରି ସୁଆଦିଆ ମାଛମୁଣ୍ଡ ଅଣ୍ଡା କଷା... ଆଜି ରବିବାରେ ବନାନ୍ତୁ

ଆଜି ଜମିଲା ରବିବାର। ମାଛ ଓ ଅଣ୍ଡାକୁ ମିଶାଇ ତିଆରି ହେବ ଏହି ଆଇଟମ୍। ଯାହାକୁ ଆପଣ ଖାଇବେ ଓ ଖୁଆଇବାକୁ ମନ ବଳାଇବେ.

TASTE OF ODISHA| EP 287| 01 JAN 2022| NEW YEAR SPECAL| ଚିକେନ କୁରକୁରେ
TASTE OF ODISHA| EP 287| 01 JAN 2022| NEW YEAR SPECAL| ଚିକେନ କୁରକୁରେ

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

TASTE OF ODISHA EP 285 | 18 DEC 2021 | ଖାସି ଗୋଡ଼ ସୁରମା | ମଧୁ ରୁଚି |
TASTE OF ODISHA EP 285 | 18 DEC 2021 | ଖାସି ଗୋଡ଼ ସୁରମା | ମଧୁ ରୁଚି |

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

TASTE OF ODISHA| EP 286| 25  DEC 2021|ଧନିଆ ପତ୍ର କେକ
TASTE OF ODISHA| EP 286| 25 DEC 2021|ଧନିଆ ପତ୍ର କେକ

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Taste Of Odisha - Here\'s The Recipe For Delicious Madhu Ruchi
ପାନ ମଧୁରୀ ଦେଇ ତିଆରି କରନ୍ତୁ ମଧୁ ରୁଚି

ସବୁ ଦିନେ ଡାଲମା, ରାଇତା ଖାଇ ଖାଇ ଆପଣ ଚିଡି ଗଲେଣି କି? ଯଦି ହଁ, ତେବେ ଆଉ ନଚିଡି ପାନ ମଧୁରୀ ଦେଇ ତିଆରି କରନ୍ତୁ ମଧୁ ରୁଚି। ଏହି ସୁଆଦିଆ ଆଲଟମଟିକୁ ନିଜେ ଖାଆନ୍ତୁ ଓ ଅନ୍ୟକୁ ଖାଇବାକୁ ଦିଅନ୍ତୁ...