• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Taste Of Odisha

Taste of Odisha - Know the recipe of Schezwan Mushroom
ସିଝା ଆଳୁରେ କଟା ଅଦା, କଟା ପିଆଜ ବଘାରି...ଛତୁ ପକାଇ କରନ୍ତୁ ସିଜୁଆନି ମଶରୁମ୍‌...

ସିଜୁଆନି ମଶରୁମ୍‌। ସିଝା ଆଳୁରେ କଟା ଅଦା, କଟା ପିଆଜ ଦେଇ ଅଳ୍ପ ତେଲରେ ବଘାରି ଦିଅନ୍ତୁ। ପରେ ବଟମ୍‌ ଛତୁ ମଝିରେ ଆଳୁ ବଘରା ଦେଇ ଏମିତି କରନ୍ତୁ ସିଜୁଆନି ମଶରୁମ୍‌ । ଏବେ ହିଁ ଲେଖି ରଖନ୍ତୁ କେମିତି କରିବେ ଏଇ ଡିଶ୍ । ନହେଲେ ଭୁଲିଯିବେ ପ୍ରସ୍ତୁତି ପ୍ରଣାଳୀ...

TASTE OF ODISHA
ଲଙ୍କା, ହଳଦୀ ଗୁଣ୍ଡ ଦେଇ ଟିକେ ମହୁ ମିଶାଇ ତିଆରି କରନ୍ତୁ ମହୁ ଚିକେନ୍‌ କଷା...

ଆଜି ରବିବାର। ଲଙ୍କା, ହଳଦୀ ଗୁଣ୍ଡ ଦେଇ ଟିକେ ମହୁ ମିଶାଇ ତିଆରି କରନ୍ତୁ ମହୁ ଚିକେନ୍‌ କଷା । ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...ଶିଖନ୍ତୁ ପ୍ରସ୍ତୁତ ପ୍ରଣାଳୀ...

Taste of Odisha
ଅଟାରେ ଗୁଆଘିଅ, କ୍ଷୀର, ଲବଙ୍ଗ ଓ ଗୁଜୁରାତି ଦେଇ ପ୍ରସ୍ତୁତ କରନ୍ତୁ ଲିଚୁ କୁଡ଼ି...

ଅଟାରେ ଗୁଆଘିଅ, କ୍ଷୀର, ଲବଙ୍ଗ ଓ ଗୁଜୁରାତି ଦେଇ....ପରେ ପରେ ଗୋଲ ଗୋଲ କରି ତେଲରେ ଛାଡ଼ି ଏମିତି ପ୍ରସ୍ତୁତ କରନ୍ତୁ ଲିଚୁ କୁଡ଼ି, ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ହେବ

Taste Of Odisha | Recipe of ‘Mitha Dali’
ମାଟି କୁଡ଼ୁଆରେ ହଳଦୀ ଗୁଣ୍ଡ ଦେଇ ଟିକିଏ ଡାଲି ପକାଇ ଏମିତି କରନ୍ତୁ ମିଠା ଡାଲି...

ମାଟି କୁଡ଼ୁଆରେ ଟିକିଏ ହଳଦୀ ଗୁଣ୍ଡ ପକାଇ ଦେଇ ଡାଲି ପକାନ୍ତୁ...ପରେ ପରେ ଚିନି ଓ ଲୁଣ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ମିଠା ଡାଲି, ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା

TASTE OF ODISHA
ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ଦେଇ କରନ୍ତୁ ପୁଟୁଳୀ ପିଠା...

ପୁଟୁଳୀ ପିଠା... ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ....ପରେ ପରେ ଆଣକୁ ଛୁଞ୍ଚିପତ୍ର ଷ୍ଟାଇଲରେ ଗଢି ତିଆରି କରନ୍ତୁ ପୁଟୁଳୀ ପିଠା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା..

kanika khechudi
ଟିକିଏ ଗୁଜୁରାତି, ଅଳେଇଚ ଗୁଣ୍ଡ ଦେଇ ତିଆରି କରନ୍ତୁ କାନିକା ଖେଚୁଡ଼ି

ଅରୁଆ ଚାଉଳକୁ ମୁଗ...କାଜୁ ସାଙ୍ଗକୁ କିସ୍‌ମିସ୍‌...ପିତଳ ହାଣ୍ଡରେ ଭାଜି ଭାଜି ଏମିତି ତିଆରି କରନ୍ତୁ କାନିକା ଖେଚୁଡ଼ି। ଥରେ ଖାଇଲେ ଆଉ ପାଟିରୁ ଜମା ଛାଡ଼ିବନି.....

Taste of Odisha
ଲଙ୍କା, ରସୁଣ ଛେଚା...କଟା ପିଆଜ ଓ ଲେମ୍ବୁ ରସ ଦେଇ ତିଆରି କରନ୍ତୁ ଲେମ୍ବୁ ଚିକେନ୍‌ ରୋଷ୍ଟ...

ଲଙ୍କା, ରସୁଣ ଛେଚା...କଟା ପିଆଜ ଓ ଲେମ୍ବୁ ରସ ଦେଇ ତିଆରି କରନ୍ତୁ ଲେମ୍ବୁ ଚିକେନ୍‌ ରୋଷ୍ଟ..ଗରମ ହେଉ କି ପଖାଳ ଯାହା ସାଙ୍ଗରେ ବି ଖାଇଲେ ଟେଷ୍ଟ ପୂରା ଜବରଦସ୍ତ ଆସିବ....ଏବେ ଟିପି ରଖନ୍ତୁ ପୂରା ପ୍ରସ୍ତୁତ ପ୍ରଣାଳୀ..

Taste Of Odisha
ବର୍ଷା ପାଗରେ କେମିତି କରିବେ ଛତୁ ପୁର ଗୋଟା ବାଇଗଣ?

ଭାରି ସୁଆଦିଆ ଛତୁ ପୁର ଗୋଟା ବାଇଗଣ? କଟା ଆଳୁ, କଟା ପିଆଜ, କଂଚା ଲଙ୍କା...ଅଦା ରସୁଣ ଆଉ ଟିକିଏ ହଳଦୀ ଗୁଣ୍ଡ ଦେଇ ଏମିତି ତିଆରି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍‌। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି...

Taste of Odisha- Know recipe of Rohi Machcha Posta
ଭାରି ସୁଆଦିଆ ରୋହୀ ମାଛ ପୋସ୍ତ....ଥରେ ଟେଷ୍ଟ କଲେ ପାଟିରୁ ଜମା ଛାଡ଼ିବନି

ନାଁ ଯେମିତି ଟେଷ୍ଟ ବି ସେମିତି। ଟିକିଏ ଜୀରା, କଟା ପିଆଜ ଓ ଲଙ୍କା ହଳଦୀ ଗୁଣ୍ଡ ଦେଇ ରୋହୀ ମାଛ ପୋସ୍ତରେ ଦିଅନ୍ତୁ ଛୁଙ୍କ। ଟେଷ୍ଟ ଏମିତି ଆସିବ ଯେ, ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି....

Taste of Odisha
କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି କରନ୍ତୁ ରୋହୀ ମାଛ ପୋସ୍ତ

ରୋହି ମାଛ ପୋସ୍ତ। ନା ଯେମିତି ଟେଷ୍ଟ ବି ସେମିତି। କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି ତିଆରି କରନ୍ତୁ ଏଇ ସୁଆଦିଆ ଡିସ୍‌। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା

TASTE OF ODISHA
ଚୁଡ଼ା ଚିତଉ….ଚୁଟ୍‌କିରେ ପ୍ରସ୍ତୁତ ହେବ, ଥରେ ଖାଇଲେ ପାଟିରୁ ଛାଡିବନି....

ଭାରି ସୁଆଦିଆ ଚୁଡ଼ା ଚିତଉ। ଟୁକୁଏ ଗୁଡ଼ ଓ ଗୋଲମରିଚ ଦେଇ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍‌...ଥରେ ଖାଇଲେ ଜମାରୁ ପାଟିରୁ ଛାଡ଼ିବନି

Taste Of Odisha
ଜିରା, ଡାଳଚିନି, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟିହାଣ୍ଡି ଦମ୍‌ ଚିକେନ୍‌...

ଭାରି ସୁଆଦିଆ ମାଟିହାଣ୍ଡି ଦମ୍‌ ଚିକେନ୍‌। ଜିରା, ଡାଳଚିନ୍‌, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟି ହାଣ୍ଡି ଦମ୍‌ ଚିକେନ୍‌। ଖାଲି ରିଫାଇନ୍‌ ତେଲର ଛୁଙ୍କ ଦେଲେ ବାସ୍‌...

Taste of Odisha
ଛେନାରେ ଗୁଡ଼, ନଡ଼ିଆ, ଗୋଲମରିଚ ଦେଇ ଏମିତି ରାନ୍ଧନ୍ତୁ ଚୁଡ଼ା ଚିତଉ...

ଚୁଡ଼ା ଚିତଉ କେବେ ଖାଇଛନ୍ତି କି? ଯଦି ନାଁ....ତେବେ ଏବେ ହିଁ ଛେନାରେ ଗୁଡ଼, ନଡ଼ିଆ, ଗୁଜୁରାତି ଓ ଗୋଲମରିଚ ଦେଇ ଘରେ ତିଆରି କରନ୍ତୁ ଏଇ ଡିସ୍‌। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି

Taste of Odisha- Know recipe of preparing special cake from Snake Gourd & Prawn
ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ ପିଆଜ ଦେଇ ଏମିତି କରନ୍ତୁ ଛଚିନ୍ଦ୍ରା ଚିଙ୍ଗୁଡ଼ି ପିଠଉ....

ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ, ପିଆଜ ବଟା ସାଙ୍ଗକୁ ଟିକିଏ ଗରମ ମସଲା ଦେଇ କଷି ଦିଅନ୍ତୁ ମାଛକୁ। ଚାଉଲ ବଟା ସାଙ୍ଗକୁ ହଳଦୀ ଗୁଣ୍ଡ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ଏହି ଖାଇବା...

Taste of Odisha - Mati handi dum chicken recipe
ମାଟି ହାଣ୍ଡି ଦମ୍‌ ଚିକେନ୍‌, ଶୁଣିଲେ ପାଟିରୁ ଲାଳ ବାହାରୁଛି...ଆଉ ରାନ୍ଧିଲେ....

ମାଟି ହାଣ୍ଡି ଦମ୍‌ ଚିକେନ୍‌। ଅଦା, ହଳଦୀ, ଲଙ୍କା ସହିତ ଟିକିଏ ଲୁଣ ଦେଇ ଖାଲି ରିଫାଇନ୍‌ ତେଲର ଛୁଙ୍କ ଦିଅନ୍ତୁ। ପିଆଜ ଭାଜି ହୋଇଗଲେ...ବାସ୍‌ ହାତ ଚାଟୁଥିବେ ଖାଲି

Taste of Odisha
ଫଟା ଫଟ୍ କରନ୍ତୁ... ଫଟା ଫଟ୍ ଖାଆନ୍ତୁ ସ୍କାଇସଡ୍ ଏଗ୍ ଫ୍ରାଏ

ମାତ୍ର କେଇ ମିନିଟରେ ତିଆରି ହୋଇଯିବ ସ୍କାଇସଡ୍ ଏଗ୍ ଫ୍ରାଏ। ଅଫିସରୁ ଆସି ତିଆରି କରି ଖାଆନ୍ତୁ ଏହି ସ୍ପେଶାଲ୍ ଆଇଟମ୍...

Taste of Odisha
ନା ଯେମିତି ଟେଷ୍ଟ ସେମିତି…ଏମିତି କରନ୍ତୁ ସାରୁ ପତ୍ର ବେସର

ସାରୁ ପତ୍ର ବେସର। ଏ ନାଁ ଶୁଣିଲେ ଆପଣମାନେ ନିଶ୍ଚୟ କହିବେ ଆମେ ତ ସବୁବେଳେ ଘରେ କରୁ। କିନ୍ତୁ ନା…ଆପଣ କରୁଥିବା ସାରୁପତ୍ର ବେସର ଆଉ ଏ ସାରୁପତ୍ର ବେସର ମଧ୍ୟରେ ଅନେକ ଫରକ୍‌ ରହିଛି। ବେସନ, କଂଚାଲଙ୍କା, ହଳଦୀ ଗୁଣ୍ଡ…ସହ ଟିକିଏ ରସୁଣ ଦେଇ ଏମିତି ତିଆରି କରନ୍ତୁ ଏହି ଡ଼ିସ୍‌। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା…

Taste Of Odisha
କଟା ପିଆଜ, ଲଙ୍କା, ଅଦା ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...

ଭାରି ସୁଆଦିଆ ଦେଶୀ ଆଳୁ ତାୱା ସେକା। ଟିକିଏ କଟା ପିଆଜ, ଲଙ୍କା ଗୁଣ୍ଡ ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ଡାକୁଥିବ..

Taste of Odisha | Recipe of chena bharta
ଜିରା, କଟା ପିଆଜ ଦେଇ ତିଆରି କରନ୍ତୁ ଛେନା ଭର୍ତା...

ଭାରି ସୁଆଦିଆ ଛେନା ଭର୍ତା । ଜିରା, କଟା ପିଆଜ ଦେଇ ଗରମ ତେଲରେ ଟିକିଏ ଲଙ୍କା ଛୁଙ୍କ ଦେଇ ତିଆରି କରନ୍ତୁ ଛେନା ଭର୍ତା । ଟେଷ୍ଟ୍‌ ଏମିତି ହେବ ଯେ, ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେବ...

Taste of Odisha
ଭାରି ସୁଆଦିଆ ପୋଟଳ କବାବ୍‌...ବାସ୍‌ ଚୁଟକିରେ ରାନ୍ଧନ୍ତୁ ଏହି ରାନ୍ଧଣା...

ଭାରି ସୁଆଦିଆ ପୋଟଳ କବାବ୍‌। ପୋଟଳ ଭିତରେ ରସୁଣ ବଟା, ଅଦାବଟା,ଲଙ୍କା ଗୁଣ୍ଡ ଦେଇ ଘରେ ପ୍ରସ୍ତୁତ କରନ୍ତୁ ପୋଟଳ କବାବ୍‌। ନିଜେ ଖାଆନ୍ତୁ...ଅନ୍ୟକୁ ବି ଖୁଆନ୍ତୁ

Taste of Odisha
ପିଆଜ, ରସୁଣ ଆଉ ଅଦା ବଟା ଦେଇ ତିଆରି କରନ୍ତୁ ମାଛ ଆମ୍ବିଳ

ଭାରି ସୁଆଦିଆ ମାଛ ଆମ୍ବିଳ। ଟିକିଏ କଟା ପିଆଜ, ବଟା ଅଦା ଓ ରସୁଣ ପେଷ୍ଟ ଦେଇ ତେନ୍ତୁଳି ଛୁଙ୍କ ମାରନ୍ତୁ। ଚାହୁଁ ଚାହୁଁ ତିଆରି ହୋଇଯିବ ଏହି ସୁଆଦିଆ ଖାଇବା...

Taste of Odisha
ପିଆଜ ବଟା, ଖଣ୍ଡ ରସୁଣ ଦେଇ ତିଆରି କରନ୍ତୁ କଙ୍କଡ଼ା ମୁସମୁସ୍‌ ଫ୍ରାଏ...

କଙ୍କଡ଼ା ମୁସମୁସ୍‌ ଫ୍ରାଏ। ନାଁ ଶୁଣିବା ମାତ୍ରେ ପାଟିରେ ଆସିଲାଣି ଲାଲ। ପିଆଡ ବଟା ସାଙ୍ଗକୁ ଅଦା ଆଉ ରସୁଣ ପେଷ୍ଟ ଦେଇ ଏବେ ହିଁ ତିଆରି କରନ୍ତୁ କଙ୍କଡ଼ା ମୁସମୁସ୍‌ ଫ୍ରାଏ। ନିଜେ ଖାଆନ୍ତୁ ଆଉ ଅନ୍ୟକୁ ବି ଖୁଆନ୍ତୁ...

Taste Of Odisha | Know recipe to prepare special dish from Silver Mullet Fish & Tamarind juice
ଥରେ ଖାଅ ଖଅଙ୍ଗା ମାଛର ଏହି ରେସିପୀ

ଆଜି ରବିବାର ଖାଲି ମାଛ ନୁହଁ, ଖଅଙ୍ଗା ମାଛର ଏହି ରେସିପୀ ତିଆରି କରନ୍ତୁ। ଘରେ ସମସ୍ତେ ମିଶି ଖାଆନ୍ତୁ ଓ କମେଣ୍ଟ ବକ୍ସରେ ଜଣାନ୍ତୁ କେମିତି ଲାଗିଲା ବୋଲି...

Taste of Odisha
କେମିତି ତିଆରି କରିବେ ପାନମଧୁରୀ ମୁଠି ଗଜା?

ପାନମଧୁରୀ ମୁଠି ଗଜା... ନାଁ ଯେମିତି, ଟେଷ୍ଟ ବି ସେମିତି। ଟିକିଏ ଗୋଲମରିଚ ସହ ଚିନି, ଲୁଣ ଦେଇ ଏମିତି ତିଆରି କରନ୍ତୁ ଏହି ସୁନ୍ଦର ରେସିପି… ନିଜେ ଖାଆନ୍ତୁ, ପରିବାର ସମ୍ପର୍କୀୟଙ୍କୁ ବି ଖୁଆନ୍ତୁ...

Taste of odisha
କଙ୍କଡା ଡାଲମା ତିଆରି କରନ୍ତୁ, ଖାଆନ୍ତୁ ଓ ଖୁଆନ୍ତୁ...

ଆଜି ରବିବାର ଜମିବ। ମାଛ କି ମଟନ୍ ନ ହୋଇ ହେବ କଙ୍କଡା ଡାଲମା। କେମିତି କରି ଜାଣି ନିଅନ୍ତୁ... ଆଉ ଖାଇ ସାରିବା ପରେ କମେଣ୍ଟ ବକ୍ସରେ ଜଣାଇବେ କେମିତି ଲାଗିଲା...