ପଇଡରେ ଚିଙ୍ଗୁଡି । ଥରେ ଖାଇଲେ ପାଟିରେ ଲାଳ ଆସିଯିବ। ଜାଣିଛନ୍ତି ମିତି ହୁଏ ତିଆରି । ତେବେ ଦେଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ।
ସିଝା ଅଣ୍ଡାରେ ଅଦା, ରସୁଣ, କଂଚାଲଙ୍କା ସହ ବଟା ସୋରିଷ ଦେଇ ଚିନି ଆଉ ରିଫାଇନ ତେଲରେ ଏମିତି କରନ୍ତୁ ଅଣ୍ଡା ଚଟପଟା। ଥରେ ଖାଇଲେ ପାଟିରୁ ଜମା ଛାଡିବନି ଏହାର ସ୍ୱାଦ
ରସୁଣ, କଂଚା ଲଙ୍କା, ଜିରା, ହଳଦୀ ଦେଇ ଏମିତି କରନ୍ତୁ ଅମୃତଭଣ୍ଡା ପତ୍ର ପୋଡା। ବାସ୍ ଟିକିଏ ଟମାଟୋ ଦେଲେ ଲାଗିବ ପୂରା ଖଟାଖଟା, ଏବେ ହିଁ ଟିପିରଖନ୍ତୁ ପୂରା ପ୍ରସ୍ତୁତି ପ୍ରଣାଳୀ
କେବେ ଶୁଣିଛନ୍ତି ଏ ଆଇଟମର ନାଁ। ଆଜି ଜାଣନ୍ତୁ ଏହି ସ୍ପେଶାଲ୍ ଆଇଟମ୍। ଆଉ ମନଭରି ଖାଆନ୍ତୁ ଚିଙ୍ଗୁଡି ସୁପ୍ତ...
ସିଜୁଆନି ମଶରୁମ୍। ସିଝା ଆଳୁରେ କଟା ଅଦା, କଟା ପିଆଜ ଦେଇ ଅଳ୍ପ ତେଲରେ ବଘାରି ଦିଅନ୍ତୁ। ପରେ ବଟମ୍ ଛତୁ ମଝିରେ ଆଳୁ ବଘରା ଦେଇ ଏମିତି କରନ୍ତୁ ସିଜୁଆନି ମଶରୁମ୍ । ଏବେ ହିଁ ଲେଖି ରଖନ୍ତୁ କେମିତି କରିବେ ଏଇ ଡିଶ୍ । ନହେଲେ ଭୁଲିଯିବେ ପ୍ରସ୍ତୁତି ପ୍ରଣାଳୀ...
ଆଜି ରବିବାର। ଲଙ୍କା, ହଳଦୀ ଗୁଣ୍ଡ ଦେଇ ଟିକେ ମହୁ ମିଶାଇ ତିଆରି କରନ୍ତୁ ମହୁ ଚିକେନ୍ କଷା । ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...ଶିଖନ୍ତୁ ପ୍ରସ୍ତୁତ ପ୍ରଣାଳୀ...
ଅଟାରେ ଗୁଆଘିଅ, କ୍ଷୀର, ଲବଙ୍ଗ ଓ ଗୁଜୁରାତି ଦେଇ....ପରେ ପରେ ଗୋଲ ଗୋଲ କରି ତେଲରେ ଛାଡ଼ି ଏମିତି ପ୍ରସ୍ତୁତ କରନ୍ତୁ ଲିଚୁ କୁଡ଼ି, ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ହେବ
ମାଟି କୁଡ଼ୁଆରେ ଟିକିଏ ହଳଦୀ ଗୁଣ୍ଡ ପକାଇ ଦେଇ ଡାଲି ପକାନ୍ତୁ...ପରେ ପରେ ଚିନି ଓ ଲୁଣ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ମିଠା ଡାଲି, ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
ପୁଟୁଳୀ ପିଠା... ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ....ପରେ ପରେ ଆଣକୁ ଛୁଞ୍ଚିପତ୍ର ଷ୍ଟାଇଲରେ ଗଢି ତିଆରି କରନ୍ତୁ ପୁଟୁଳୀ ପିଠା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା..
ଅରୁଆ ଚାଉଳକୁ ମୁଗ...କାଜୁ ସାଙ୍ଗକୁ କିସ୍ମିସ୍...ପିତଳ ହାଣ୍ଡରେ ଭାଜି ଭାଜି ଏମିତି ତିଆରି କରନ୍ତୁ କାନିକା ଖେଚୁଡ଼ି। ଥରେ ଖାଇଲେ ଆଉ ପାଟିରୁ ଜମା ଛାଡ଼ିବନି.....
ଲଙ୍କା, ରସୁଣ ଛେଚା...କଟା ପିଆଜ ଓ ଲେମ୍ବୁ ରସ ଦେଇ ତିଆରି କରନ୍ତୁ ଲେମ୍ବୁ ଚିକେନ୍ ରୋଷ୍ଟ..ଗରମ ହେଉ କି ପଖାଳ ଯାହା ସାଙ୍ଗରେ ବି ଖାଇଲେ ଟେଷ୍ଟ ପୂରା ଜବରଦସ୍ତ ଆସିବ....ଏବେ ଟିପି ରଖନ୍ତୁ ପୂରା ପ୍ରସ୍ତୁତ ପ୍ରଣାଳୀ..
ଭାରି ସୁଆଦିଆ ଛତୁ ପୁର ଗୋଟା ବାଇଗଣ? କଟା ଆଳୁ, କଟା ପିଆଜ, କଂଚା ଲଙ୍କା...ଅଦା ରସୁଣ ଆଉ ଟିକିଏ ହଳଦୀ ଗୁଣ୍ଡ ଦେଇ ଏମିତି ତିଆରି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି...
ନାଁ ଯେମିତି ଟେଷ୍ଟ ବି ସେମିତି। ଟିକିଏ ଜୀରା, କଟା ପିଆଜ ଓ ଲଙ୍କା ହଳଦୀ ଗୁଣ୍ଡ ଦେଇ ରୋହୀ ମାଛ ପୋସ୍ତରେ ଦିଅନ୍ତୁ ଛୁଙ୍କ। ଟେଷ୍ଟ ଏମିତି ଆସିବ ଯେ, ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି....
ରୋହି ମାଛ ପୋସ୍ତ। ନା ଯେମିତି ଟେଷ୍ଟ ବି ସେମିତି। କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି ତିଆରି କରନ୍ତୁ ଏଇ ସୁଆଦିଆ ଡିସ୍। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
ଭାରି ସୁଆଦିଆ ଚୁଡ଼ା ଚିତଉ। ଟୁକୁଏ ଗୁଡ଼ ଓ ଗୋଲମରିଚ ଦେଇ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍...ଥରେ ଖାଇଲେ ଜମାରୁ ପାଟିରୁ ଛାଡ଼ିବନି
ଭାରି ସୁଆଦିଆ ମାଟିହାଣ୍ଡି ଦମ୍ ଚିକେନ୍। ଜିରା, ଡାଳଚିନ୍, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟି ହାଣ୍ଡି ଦମ୍ ଚିକେନ୍। ଖାଲି ରିଫାଇନ୍ ତେଲର ଛୁଙ୍କ ଦେଲେ ବାସ୍...
ଚୁଡ଼ା ଚିତଉ କେବେ ଖାଇଛନ୍ତି କି? ଯଦି ନାଁ....ତେବେ ଏବେ ହିଁ ଛେନାରେ ଗୁଡ଼, ନଡ଼ିଆ, ଗୁଜୁରାତି ଓ ଗୋଲମରିଚ ଦେଇ ଘରେ ତିଆରି କରନ୍ତୁ ଏଇ ଡିସ୍। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି
ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ, ପିଆଜ ବଟା ସାଙ୍ଗକୁ ଟିକିଏ ଗରମ ମସଲା ଦେଇ କଷି ଦିଅନ୍ତୁ ମାଛକୁ। ଚାଉଲ ବଟା ସାଙ୍ଗକୁ ହଳଦୀ ଗୁଣ୍ଡ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ଏହି ଖାଇବା...
ମାଟି ହାଣ୍ଡି ଦମ୍ ଚିକେନ୍। ଅଦା, ହଳଦୀ, ଲଙ୍କା ସହିତ ଟିକିଏ ଲୁଣ ଦେଇ ଖାଲି ରିଫାଇନ୍ ତେଲର ଛୁଙ୍କ ଦିଅନ୍ତୁ। ପିଆଜ ଭାଜି ହୋଇଗଲେ...ବାସ୍ ହାତ ଚାଟୁଥିବେ ଖାଲି
ମାତ୍ର କେଇ ମିନିଟରେ ତିଆରି ହୋଇଯିବ ସ୍କାଇସଡ୍ ଏଗ୍ ଫ୍ରାଏ। ଅଫିସରୁ ଆସି ତିଆରି କରି ଖାଆନ୍ତୁ ଏହି ସ୍ପେଶାଲ୍ ଆଇଟମ୍...
ସାରୁ ପତ୍ର ବେସର। ଏ ନାଁ ଶୁଣିଲେ ଆପଣମାନେ ନିଶ୍ଚୟ କହିବେ ଆମେ ତ ସବୁବେଳେ ଘରେ କରୁ। କିନ୍ତୁ ନା…ଆପଣ କରୁଥିବା ସାରୁପତ୍ର ବେସର ଆଉ ଏ ସାରୁପତ୍ର ବେସର ମଧ୍ୟରେ ଅନେକ ଫରକ୍ ରହିଛି। ବେସନ, କଂଚାଲଙ୍କା, ହଳଦୀ ଗୁଣ୍ଡ…ସହ ଟିକିଏ ରସୁଣ ଦେଇ ଏମିତି ତିଆରି କରନ୍ତୁ ଏହି ଡ଼ିସ୍। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା…
ଭାରି ସୁଆଦିଆ ଦେଶୀ ଆଳୁ ତାୱା ସେକା। ଟିକିଏ କଟା ପିଆଜ, ଲଙ୍କା ଗୁଣ୍ଡ ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ଡାକୁଥିବ..
ଭାରି ସୁଆଦିଆ ଛେନା ଭର୍ତା । ଜିରା, କଟା ପିଆଜ ଦେଇ ଗରମ ତେଲରେ ଟିକିଏ ଲଙ୍କା ଛୁଙ୍କ ଦେଇ ତିଆରି କରନ୍ତୁ ଛେନା ଭର୍ତା । ଟେଷ୍ଟ୍ ଏମିତି ହେବ ଯେ, ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେବ...
ଭାରି ସୁଆଦିଆ ପୋଟଳ କବାବ୍। ପୋଟଳ ଭିତରେ ରସୁଣ ବଟା, ଅଦାବଟା,ଲଙ୍କା ଗୁଣ୍ଡ ଦେଇ ଘରେ ପ୍ରସ୍ତୁତ କରନ୍ତୁ ପୋଟଳ କବାବ୍। ନିଜେ ଖାଆନ୍ତୁ...ଅନ୍ୟକୁ ବି ଖୁଆନ୍ତୁ