ଆପଣ ପିଆଜ ଓ ରସୁଣ ଚୋପାକୁ ଫିଙ୍ଗି ଦେଉଛନ୍ତି, ତା’ହେଲେ ଏହାକୁ ନଫିଙ୍ଗି ଏହାର ବ୍ୟବହାର କରିପାରିବେ। ପିଆଜ ଓ ରସୁଣ ସ୍ୱାସ୍ଥ୍ୟ ପାଇଁ ଅନେକ ହିତକର ସାବ୍ୟସ୍ତ ହୋଇଥିବା ବେଳେ ଏହାର ଚୋପାରୁ ମଧ୍ୟ ଅନେକ ଫାଇଦା ମିଳିଥାଏ।