ଏହି ଧମକ ଥରେ କି ୨ଥର ନୁହେଁ ବରଂ ୩ଥର କଲ୍ କରାଯାଇ ଦିଆଯାଇଛି। କିଏ ଓ କାହିଁକି ଏହି ଧମକପୂର୍ଣ୍ଣ କଲ୍ କରିଥିଲା, ତାହା ଜଣାପଡ଼ିନି।
ମାସେ ନୁହେଁ କି ଦୁଇ ମାସ ନୁହେଁ। ବରଂ ୨ ବର୍ଷ ହେଲାଣି ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ। ଜାଣନ୍ତୁ କଣ ରହିଛି କାରଣ।
ରିଲାଏନ୍ସ କମ୍ପାନୀ ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅମ୍ବାନୀଙ୍କ ପାରିଶ୍ରମିକ "ଶୂନ୍ୟ" ରହିଥିଲା ।
ମୁକେଶ ଅମ୍ବାନୀ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ରିଲାଏନ୍ସ ଜିଓରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ନୂଆ ଚେୟାରମ୍ୟାନ୍ ପୁଅ ଆକାଶ ଅମ୍ବାନୀ ହୋଇଛନ୍ତି।
ବିଶ୍ୱ ତଥା ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
ପ୍ରକାଶ ପାଇଲା ଫୋବର୍ସ ଧନୀ ତାଲିକା ୨୦୨୨ । ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ୧୦ମ ସ୍ଥାନର୍ ରହିଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି।
ଦେଶ ୨ଜିରୁ ୪ଜିକୁ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଥିବା ବେଳେ ଆମେ ଅପ୍ଟିକାଲ୍ ଫାଇବର୍, କ୍ଲାଉଡ୍ ଏବଂ ଡାଟା ସେଂଟର ଭିତ୍ତିଭୂମି ଜରିଆରେ ଡିଭାଇସ୍ ଲାଗି ଏକ ସମାନ ସୁଲଭ ବ୍ୟବସ୍ଥା ବିକଶିତ କରିବା ପ୍ରକ୍ରିୟାରେ ରହିଛୁ । ପରବର୍ତୀ ପଦକ୍ଷେପ ହେବ ମେସିନ୍, ଡିଭାଇସ୍ ଓ ଗାଡ଼ି ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଯାହା ହେଉଛି ଇଟଂରନେଟ୍ ଅଫ୍ ଥିଙ୍ଗସ୍
ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ। ମୁକେଶଙ୍କୁ ପଛରେ ପକାଇ ଧନୀର ଶୀର୍ଷକୁ ଗଲେ ଆଦାନୀ...ଜାଣନ୍ତୁ ମୁକେଶଙ୍କ ସ୍ଥାନ ରହିଛି କେଉଁଠି?
ସତରେ କ’ଣ ମୁମ୍ବାଇରେ ରହିବାକୁ ଅମ୍ବାନୀ ପରିବାରର ମନ ନାହିଁ? ଆଣ୍ଟିଲିଆ ଭଳି ବିଳାଶମୟ ଘର ଛାଡି ଲଣ୍ଡନ ଯିବେ କି? ଏମିତି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଏମିତି କହିଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍...
ଆଣ୍ଟିଲିଆ ଭଳି ବିଳାସମୟ ଘର ଛାଡି ଲଣ୍ଡନ ଚାଲିଯିବେ କି ଅମ୍ବାନୀଙ୍କ ପରିବାର ? ଖବର ପଛର ସତ୍ୟତା କ’ଣ ?
ଦେଶର ଧନୀ ତାଲିକାରେ ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଗତ ବର୍ଷକ ମଧ୍ୟରେ ଅମ୍ବାନୀଙ୍କ ଆୟ ୪ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ପାଇଛି । ୯୯ ଦଶମିକ ୭ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ଲଗାତାର ଦେଶର ଶହେ ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅମ୍ବାନୀ ।
ଦେଶର ଧନୀ ତାଲିକାରେ ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଗତ ବର୍ଷକ ମଧ୍ୟରେ ଅମ୍ବାନୀଙ୍କ ଆୟ ୪ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ପାଇଛି । ୯୯ ଦଶମିକ ୭ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ଲଗାତାର ଦେଶର ଶହେ ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅମ୍ବାନୀ ।
ଆକସ୍ମିକ ଭାବରେ ବଢିବାରେ ଲାଗିଛି ରିଲାଏନ୍ସ ସେୟାର। ସପ୍ତାହର ଦ୍ୱିତୀୟ ଦିନରେ ରେଡ ମାର୍କରେ ସେୟାର ମାର୍କେଟ ୬୦ ହଜାରରୁ କମ୍ ବନ୍ଦ ହୋଇଯାଇଥିଲା। ଏହା ସତ୍ତ୍ୱେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାରଗୁଡିକ ଆଜି ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ପ୍ରାୟ ୧ ପ୍ରତିଶତ ଲାଭ ସହିତ ୨୫୪୮.୦୫ ଟଙ୍କା ରେକର୍ଡରେ ବନ୍ଦ ହୋଇଛି।
ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ। ତାଙ୍କ ସ୍କୁଲ ସହପାଠୀ ଥିବା ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବେ ଆକାଶ। ଶ୍ଲୋକ ହେଉଛନ୍ତି ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ସାନ ଝିଅ। ଆସନ୍ତା ଡିସେମ୍ବରରେ ଉଭୟଙ୍କ ବିବାହ ହେବା ଲାଗି ଦିନ ଧାର୍ଯ୍ୟ ହୋଇଛି। ଏପରିକି ଏମାନଙ୍କ ଏନଗେଜମେଣ୍ଟ ଶନିବାର ଗୋଆରେ ସରିଥିବା କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ତେବେ ଗତକାଲି ମୁମ୍ବାଇର […]
ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍ ଏବେ ଅପ୍କମିଂ ପିଲ୍ମ ‘ଠଗ୍ସ୍ ଅଫ୍ ହିନ୍ଦୁସ୍ଥାନ’ର ସୁଟିଂରେ ପୁରା ବ୍ୟସ୍ତ। କେବଳ ଠଗ୍ସ୍ ଅଫ୍ ହିନ୍ଦୁସ୍ଥାନ ନୁହେଁ, ଅମିର ଖାନ୍ଙ୍କ ବ୍ୟସ୍ତତାର ଆଉ ଏକ କାରଣ ମଧ୍ୟ ରହିଛି। ଏହି କାରଣଟି ହେଲା ‘ମହାଭାରତ’। ଅର୍ଥାତ, ମହାଭାରତର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ। କିନ୍ତୁ ଏହି ଫିଲ୍ମ କୌଣସି ସାଧାରଣ କାହାଣୀ ପରି ନିର୍ମାଣ କରାଯିବ ନାହିଁ। ହଲିଉଡ୍ ଫିଲ୍ମ ‘ଗେମ୍ ଅଫ୍ ଥ୍ରୋନ୍ସ’ […]