ରିପୋର୍ଟ ଦେବାର ୫ ଦିନ ଭିତରେ କେନ୍ଦ୍ରରୁ ରିଲିଜ ହେଲା ଟଙ୍କା । କିନ୍ତୁ ଓଡ଼ଶା ସରକାର ରିପୋର୍ଟ ନଦେଇ ଟଙ୍କା ପାଇଁ ଖାଲି ଚିଠି ଲେଖୁଛନ୍ତି କେନ୍ଦ୍ରକୁ ।
ବଢିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି। ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ମହିଳା ମୋର୍ଚ୍ଚା। କାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ଘରକୁ ଅଣ୍ଡାମାଡ଼ ଛାତ୍ର କଂଗ୍ରେସ କରିଥିଲା।