ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ନିହତ ହୋଇଛନ୍ତି। ଏଥିରେ କମାଣ୍ଡିଂ ଅଫିସର, ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଅନ୍ୟ ୩ ଜଣ ସୈନିକ ନିହତ ହୋଇଛନ୍ତି। ମିଆଁମାର ସୀମାନ୍ତ ଚୁରାଚନ୍ଦ୍ରପୁରରେ ଆତଙ୍କବାଦୀମାନେ ହମ୍ଲା କରିଥିବା ସୂଚନା ମିଳିଛି।
ରିଲ୍ରେ ଆଇରନ୍ ମ୍ୟାନ୍କୁ ତ ସମସ୍ତେ ଦେଖିଛନ୍ତି, ହେଲେ ଆପଣ କେବେ ରିୟଲ୍ରେ ଆଇରନ୍ ମ୍ୟାନ୍କୁ ଦେଖିଛନ୍ତି କି ? ଆମେ ଆପଣଙ୍କୁ ଏମିତି ଜଣେ ଆଇରନ୍ ମ୍ୟାନ୍ଙ୍କ କଥା କହିବା, ଯାହା କୌଣସି କମ୍ପ୍ୟୁଟର ଗ୍ରାଫିକ୍ସ ନୁହେଁ, କି କାଳ୍ପନିକ ସିନ୍ ନୁହେଁ। ମଣିପୁରର ଏକ ଛୋଟିଆ ଗାଁ ରାସ୍ତାରେ ଚାଲୁଛି, ବୁଲୁଛି ଏହି ଆଇରନ୍ ମ୍ୟାନ୍।
ଆବର୍ଜନାରୁ ତିଆରି କଲେ ଆଇରନ୍ ମ୍ୟାନ୍ ସୁଟ୍ । ମଣିପୁରର ଯୁବକ ପ୍ରେମ୍ ଏଭଳି ଏକ ନିଆରା କଳାକୃତି କରି ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସୋସିଆଲ୍ ମିଡିଆରେ ଯୁବକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ଆଇରନ୍ ମ୍ୟାନ୍ର ମାକ୍ସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ଏହି ମାକ୍ସଟିକୁ ସେ ଆବର୍ଜନା ବସ୍ତୁ ତଥା ଜଙ୍କ୍ ଲାଗିଥିବା ଲୁହା ଆଦିରୁ ତିଆରି କରିଛନ୍ତି ।
ବେଳେବେଳେ ଏପରି କିଛି ଘଟଣା ଘଟେ,ଯାହା ଆଶ୍ଚର୍ଯ୍ୟଜନକ ମନେହୁଏ। ମଣିପୁରର ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୪୦ ବର୍ଷ ହେଲା ନିଖୋଜ ଥିବା ଜଣେ ୬୬ ବର୍ଷିୟ ବ୍ୟକ୍ତି ନିଜ ପରିବାରକୁ ଫେରିପାଇଛନ୍ତି। ଆଉ ଏହା କେବଳ ୟୁଟ୍ୟୁବ୍ ଯୋଗୁଁ ସମ୍ଭବ ହୋଇଛି। ଏକଥା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ଏମିତି ଥିଲା ପୁରା ଘଟଣା – ଖୋମଦାନ ସିଂହ ନାମକ ଜଣେ ବ୍ୟକ୍ତି ୧୯୭୮ମସିହାରେ ଇମ୍ଫାଲରୁ ନିଜ ଘରକୁ […]