• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manas Murder Case

Manas Murder Case
କ୍ୟାମେରାମ୍ୟାନ ହତ୍ୟାକାଣ୍ଡରେ କ୍ରାଇମବ୍ରଞ୍ଚକୁ ମିଳିଲା ବଡ଼ ପ୍ରମାଣ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରଞ୍ଚକୁ ମିଳିଲା ବଡ଼ ପ୍ରମାଣ। ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ଯାଜପୁର ଚଣ୍ଡିଖୋଲକୁ ଯାଇଥିଲେ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତ । ଏହାର ଠୋସ୍ ପ୍ରମାଣ ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଟାଙ୍ଗୀ ଟୋଲ୍ ଗେଟ୍ ଦେଇ ଶର୍ମିଷ୍ଠାଙ୍କ କାର୍ ଅତିକ୍ରମ କରିବା ସମୟର ଭିଡିଓ ଏବଂ ସିସିଟିଭି ଫୁଟେଜକୁ ଜବତ କରିଛି ତଦନ୍ତକାରୀ ଟିମ୍ । ସେପଟେ ୫ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରିବା ପାଇଁ ଚାନ୍ଦବାଲି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଛି ।

manas murder case
ମାନସ ହତ୍ୟା ମାମଲା, ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର ହେବେ ଅଭିଯୁକ୍ତ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ କ୍ରାଇମବ୍ରାଞ୍ଚ ରିମାଣ୍ଡ ସରିଛି । ଆଜି ଅଭିଯୁକ୍ତ ମାନଙ୍କୁ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ । ତେବେ ଏହି ଘଟଣାରେ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମ ବ୍ରାଞ୍ଚ ।

Cameraman Manas Swain Murder
ଦୟାଲ ଆଶ୍ରମରେ କାନ୍ଦିଲେ ଶର୍ମିଷ୍ଠା

ମାନସ ମର୍ଡର ମିଷ୍ଟ୍ରିର ମହାଖୁଲାସା କଲେ ମାଡ଼ାମ୍ ଶର୍ମିଷ୍ଠା । ଅପହରଣ, ହତ୍ୟା ଆଉ ଶବ ପୋତିବା ଯାଏଁ ସମସ୍ତ ଘଟଣାରେ ଦୋଷ ସ୍ୱୀକାର କରି ଗୋଟି ଗୋଟି କରି ଡେମୋ ଦେଖାଇଲେ । ୫ ଦିନିଆ ରିମାଣ୍ଡର ଚତୁର୍ଥ ଦିନରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରି ଅପରାଧର ଛାପ ଥିବା ୩ଟି ଜିଲ୍ଲାକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଇଛି ।

Manas Swain & Sarmistha Rout
ମିଳିଲା କ୍ୟାମେରାମ୍ୟାନ୍ ମାନସ ଲେଖିଥିବା ଶେଷ ଚିଠି

କ୍ୟାମେରାମ୍ୟାନ୍ ମାନସ ଜାଣିଥିଲେ, ଲେଡ଼ି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତ ଆଣ୍ଡ କୋ’ଙ୍କ କବଳରୁ ଆଉ ବର୍ତ୍ତିବେନି । ଏକଥା ବି ଆଶଙ୍କା କରୁଥିଲେ, ମୃତ୍ୟୁର ଶିକାର ହେବା ସୁନିଶ୍ଚିତ । ତେଣୁ ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ଦୟାଲ୍ ଆଶ୍ରମରେ ମାନସ ଛାଡ଼ି ଦେଇଗଲେ ଭାବବିହ୍ୱଳ ଚିଠି ।