• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Make Up Tips

How to wear makeup in a traditional look
ଟ୍ରାଡିସ୍‌ନାଲ୍ ଲୁକ୍‌ରେ କପରି ନେବେ ମେକଅପ୍, ଜାଣନ୍ତୁ କିଛି ବିଉଟି ଟିପ୍ସ୍

ପର୍ବପର୍ବାଣୀ ହେଉ କି କୈଣସୀ ବାହାଘର ଫଙ୍କସନ୍, ଏଭଳି ନିଆରା ଅବସରରେ କେବଳ ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ପିନ୍ଧି ଦେଲେ ହେବନାହିଁ । ବରଂ ପର୍‌ଫେକ୍ଟ୍‌ ଲୁକ୍‌ ପାଇଁ ଆପଣଙ୍କ ପାଇଁ ମେକଅପ୍‌ ମଧ୍ୟ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ପାରମ୍ପରିକ ପୋଷାକରେ କିଭଳି ମେକ୍‌ଅପ୍ ନେବା ଆବଶ୍ୟକ ତାହା ଜଣାଇବୁ।