ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର ପୁଣି CBIରେ ହାଜର ହୋଇଛନ୍ତି। ପୁଣି ଥରେ ତାଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଉଭୟ ବାପା ପୁଅଙ୍କୁ ସିବିଆଇ ଜେରା କରୁଛି।