• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Love Marriage

tapaswaini
’ତପସ୍ୱିନୀଙ୍କ ସହ ୭ ଦିନ କାଳ ରହିବା ଭିତରେ ସଂପର୍କ କିଛି ବଢ଼ିନି ! ଅଡିଓ ରିଲିଜ୍ ଜରିଆରେ ଜବାବ ରଖିଲେ ସୁମିତ

ଅସୁସ୍ଥତା ଭିତରେ ସାଙ୍ଗ ଓ ପରିବାରକୁ ଜଣାଇ ଘର ଖୋଜା ଚାଲିଛି । ଖୁବ ଶୀଘ୍ର ଘର ମିଳଯାଇପାରେ । ହେଲେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।

Tapaswini and Sumit Case
ମୋ ଶ୍ୱଶୁର ଲଭ୍ ମ୍ୟାରେଜ୍ କରିଥିଲେ କିନ୍ତୁ ଆମ ବେଳକୁ ଶତ୍ରୁ ସାଜିଲେ: ତପସ୍ୱିନୀ

ପୋଲିସ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇପାରୁନି। କିନ୍ତୁ ଶ୍ୱଶୁର ଗୋଟିଏ ଭୁଲି ଯାଉଛନ୍ତି ଯେ, ସେ ନିଜେ ମଧ୍ୟ ଲଭ୍ ମ୍ୟାରେଜ୍ କରିଥିଲେ।

Father punished for marrying a Dalit youth
ଲଭ୍ ମ୍ୟାରେଜ୍ କରିବାରୁ ଶୁଦ୍ଧିକରଣ କରାଇଲେ ବାପା : ଅଇଁଠା ଖୁଆଇବା ସହ ଅର୍ଦ୍ଧ ଉଲଗ୍ନ କରାଇ ଝିଅର ଚୁଟି କଟାଇଲେ . . .

ମଧ୍ୟପ୍ରଦେଶର ବେତୁଲରେ ପଛୁଆ ବର୍ଗର ଜଣେ ନର୍ସିଂ ଛାତ୍ରୀ ଦଲିତ ଯୁବକଙ୍କୁ ବିବାହ କରିବା ଯୋଗୁଁ ତାଙ୍କ ବାପା ନର୍ମଦା ନଦୀରେ ସ୍ନାନ କରାଇ ଶୁଦ୍ଧି କରାଯାଇଥିବା ପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଅନର୍ କିଲିଂ ଭୟରେ ଦମ୍ପତି ବର୍ତ୍ତମାନ ପୋଲିସର ସୁରକ୍ଷା ଲୋଡିଛନ୍ତି

love marriage
’ମାଳା ପିନ୍ଧିଦେଲେ ବିବାହ ହୋଇଯାଏନି, ବିଧିବିଧାନରେ ସାତ ଫେରା ନେବା ଜରୁରୀ’

ମୋରେନା ନିବାସୀ ଜଣେ ୨୩ ବର୍ଷର ଯୁବକଙ୍କୁ ୨୧ ବର୍ଷୀୟ ଯୁବତୀଙ୍କୁ ଅଗଷ୍ଟ ୧୬ରେ ଗ୍ୱାଲିଅରର ଲୋହା ମାଣ୍ଡି ଦୁର୍ଗର ଆର୍ଯ୍ୟ ସମାଜ ମଣ୍ଡପରେ ପ୍ରେମ ବିବାହ କରିଥିଲେ । ଆର୍ଯ୍ୟ ସମାଜ ମଧ୍ୟ ଏହି ବିବାହର ପ୍ରମାଣପତ୍ର ଦେଇଛନ୍ତି । ହେଲେ ପ୍ରେମ ବିବାହ ପରେ ଉଭୟଙ୍କ ପରିବାର ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ କରି ସୁରକ୍ଷା ସମ୍ପର୍କରେ ହାଇକୋର୍ଟରେ ଆବେଦନ କରିଥିଲେ ଦମ୍ପତି