• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cds Bipin Rawat

Defence Minister Rajnath Singh
ହେଲିକପ୍ଟର ଲ୍ୟାଣ୍ଡିଂ ପୂର୍ବରୁ କ’ଣ ଘଟିଥିଲା ? ଦୁର୍ଘଟଣାର ବିବରଣୀ ଦେଲେ ରାଜନାଥ

କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବିବୃତି ରଖିଛନ୍ତି। ଲ୍ୟାଣ୍ଡିଂର ୭ ମିନିଟ୍‌ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Helicaptor Crash
ହେଲିକପ୍ଟର କ୍ରାସ୍ ଘଟଣାରେ ଓଡ଼ିଆ ଯବାନ ସହିଦ

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ ଯବାନ ଥିଲେ।

 IAF chopper crash
ଆସନ୍ତାକାଲି ହେବ ଜେନେରାଲ ବିପିନ ରାଓ୍ୱତଙ୍କ ଅନ୍ତିମ ସଂସ୍କାର

 ଏହି ଦୁର୍ଘଟଣା ସଂପର୍କରେ ଆଜି ସଂସଦରେ ବିବୃତି ରଖିପାରନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।

CDS Bipin Rawat
CDS ବିପିନ୍‌ ରାୱତଙ୍କ ଉପସ୍ଥିତି, ପାକିସ୍ତାନରେ ବି ପଡ଼ୁଥିଲା ପ୍ରଭାବ !

ଦୀର୍ଘ ୪ ଦଶନ୍ଧି ଧରି ଭାରତୀୟ ସେନାରେ ସେ ସେବା ଯୋଗାଇ ଆସୁଛନ୍ତି । ଅନେକ ଯୁଦ୍ଧରେ ସଫଳ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ ସେନା ଅନେକ କଠିନ୍‌ ମିଶନରେ ସଫଳତା ପାଇଛି ।

CDS Bipin Rawat
ଯୁଦ୍ଧରେ ଧୁରନ୍ଧର ଥିଲେ ରାୱତ, ଉଗ୍ରବାଦୀଙ୍କ ମୂଳପୋଛ କରିଥିଲେ; ପରିବାରର ପରମ୍ପରା ଯୁଦ୍ଧ !

ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ସୃଷ୍ଟି କରାଯାଇଥିବା ସିଡିଏସ୍ ପଦରେ ବସିବାର ଗୌରବ ମିଳିଥିଲା ଜେନେରାଲ ବିପିନ୍ ରାଓ୍ୱତଙ୍କୁ । ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଏହି ପଦ ମିଳିଥିବା ବେଳେ ୨୦୨୦ ଜାନୁଆରୀ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।

CDS Bipin Rawat
ସେନାର ବଡ଼ ମିଶନ ପଛରେ ଥିଲେ CDS ବିପିନ ରାୱତ, ଜାଣନ୍ତୁ କ’ଣ ଥିଲା ସେହି ସବୁ ମିଶନ..

ବୁଧବାର ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ସେଥିରେ ଜେନେରାଲ ବିପିନ ରାୱତଙ୍କ ପରଲୋକ ଘଟିଛି ।

Gen Bipin Rawat with PM Narendra Modi
'ରାୱତ ଥିଲେ ଜଣେ ଦୁର୍ଦ୍ଧର୍ଷ ଯୋଦ୍ଧା, ସଚ୍ଚା ଦେଶପ୍ରେମୀ'

ସିଡିଏସ୍ ବିପିନ ରାଓ୍ବତଙ୍କ ପରଲୋକରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

CDS Bipin Rawat
ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ

ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ହେବାକୁ ଥିବା ପ୍ରଶିକ୍ଷକ ଓ ଶିକ୍ଷାନବିଶଙ୍କୁ ଦୀକ୍ଷାନ୍ତ ଭାଷଣ ଦେବାକୁ ଯାଉଥିଲେ ସିଡିଏସ୍। ବାୟୁସେନା ହେଲିକର Mi 17 V5ରେ ଯିବା ବେଳେ କ୍ରାସ୍ ହୋଇଥିଲା।

Helicoptor
ଅତ୍ୟାଧୁନିକ ଥିଲା CDSଙ୍କ ଏହି ହେଲିକପ୍ଟର, ଜାଣନ୍ତୁ ଏହା କେଉଁଠୁ ଆସିଥିଲା କ’ଣ ରହିଛି ବିଶେଷତ୍ୱ

ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ହେଲିକପ୍ଟର ସବୁଠୁ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ । ଏହି ହେଲିକପ୍ଟରକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର କରାଯାଇଥାଏ । କାରଣି ଏଥିରେ ଯାତ୍ରା କରିବା ଅନ୍ୟ ହେଲିକପ୍ଟର ଅପେକ୍ଷା ଅଧିକ ସୁରକ୍ଷିତ ।

Bipin Rawat helicoptor Crash
ବ୍ଲାକ୍‌ ବକ୍ସ କହିବ ସତ, କେମିତି ହେଲା CDSଙ୍କ ହେଲିକପ୍ଟର ଦୁର୍ଘଟଣା

ଦୁର୍ଘଟଣାଗ୍ରସ୍ତ Mi-17V5 ବାୟୁସେନାର ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ ।୨୦୧୨ ମସିହା ଫେବୃଆରୀ ୧୭ ପରଠାରୁ ଏହା ବାୟୁସେନାରେ ସେବା ଯୋଗାଇ ଆସୁଛି ।

Rajnath Singh At Bipin Rawat House
ହେଲିକପ୍ଟର ଦୁର୍ଘଟଣା ପରେ CDSଙ୍କ ଘରେ ରାଜନାଥ, ସାମ୍ନାକୁ ଆସିଲା ଦୁର୍ଘଟଣା ସ୍ଥଳର ନୂଆ ଭିଡିଓ..

ପରେ ସେଠାରୁ ସିଧା ସଳଖ ସଂସଦ ଆଭିମୁଖେ ବାହାରିଲେ ରାଜନାଥ ସିଂହ । ତେବେ ସିଡିଏସ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା ନେଇ ଅନେକ ବଡ଼ ବଡ଼ ନେତା ଦୁଃଖ ପ୍ରକାଶ କରିଛନ୍ତି ।

BIPIN Rawat
CDSଙ୍କ ହେଲିକପ୍ଟର ଦୁର୍ଘଟଣା, କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପାଇଁ ନିର୍ଦ୍ଦେଶ; ଦେଖନ୍ତୁ ଘଟଣାସ୍ଥଳର ପୁରା ଭିଡିଓ..

କେମିତି ହେଲା ବିସ୍ଫୋରଣ ? କଣ ହେଲିକପ୍ଟରରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହାକୁ ଯାଞ୍ଚ କରାଯାଇନଥିଲା କି ? ନା ଏହି ଦୁର୍ଘଟଣା ପଛରେ ଅନ୍ୟ କିଛି କାରଣ ଅଛି ?

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର
ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ !

ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିବା ସୂଚନା ମିଳିଛି। 

CDS Bipin Rawat Admitted hospital
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ପରେ CDS ବିପିନ ରାୱତ୍‌ଙ୍କୁ ନିଆଗଲା ହସ୍ପିଟାଲ୍‌

ସିଡିଏସ୍ ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସିଡିଏସ୍ ବିପିନ ରାୱତ୍‌ଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କୁ ୱେଲିଂଟନ୍‌ ଏୟାରବେସ୍ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି।

helicopter crash
ସିଡିଏସ୍‌ଙ୍କ ହେଲିକପ୍ଟର କ୍ରାସ୍

ତାମିଲନାଡୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସେନା ମୁଖ୍ୟ ବିପିନ ରାୱତ ଥିଲେ ବୋଲି ସୂଚନା ମିଳିଛି।

CDS Gen Bipin Rawat
’ଚୀନ୍ ଓ ପାକିସ୍ତାନର ମୁକାବିଲା କରିବ ଭାରତର ନୂଆ ରକେଟ୍ ଫୋର୍ସ’ 

ସିଡିଏସ୍ ଜେନେରାଲ ବିପିନ ରାୱତ ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଚୀନ୍‌ ପକ୍ଷରୁ ବିପଦ ସମ୍ପର୍କରେ ଚେତାବନୀ ଦେଇ ଏପରି କହିଛନ୍ତି । ଇରାନ ଏବଂ ତୁର୍କୀ ସହ ସମ୍ପର୍କ ସ୍ଥାପନ କରିବା ପରେ ଡ୍ରାଗନ୍ ଖୁବ୍ ଶୀଘ୍ର ଆଫଗାନିସ୍ତାନରେ ପ୍ରବେଶ କରିବ । ଆଉ ଏଥିପାଇଁ ପାଇଁ ଫୁଲଫ୍ରୁଫ୍ ଯୋଜନା କରିଛି ଚୀନ୍ । ଉଭୟ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ୍ ଏବେ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି ।

CDS Bipin rawat
ବାହାରୁ ଶକ୍ତି ଧାର ଆଣି ଭାରତ ‘ଆଞ୍ଚଳିକ ଶକ୍ତି’ ହେଇପାରିବ ନାହିଁ: CDS ବିପିନ ରାୱତ

ଆତ୍ମନିର୍ଭରଶୀଳ ଭାରତକୁ ସମର୍ଥନ କରିବାକୁ ଯାଇ ସିଡିଏସ୍ ଜେନେରାଲ୍ ବିପିନ ରାୱତ କହିଛନ୍ତି ଯେ, ବାହାରୁ ଶକ୍ତି ଧାର ଆଣି ଭାରତର ରେଜିଓନାଲ ପାୱାର ହେବାର ସ୍ୱପ୍ନ କେବେ ବି ପୂରଣ ହୋଇପାରିବ ନାହିଁ ।

bipin-rawat
ଆମେ ଯାହା ଆଶଙ୍କା କରିଥିଲୁ ତାହା ହିଁ ହେଲା ଆଫଗାନିସ୍ତାନରେ: CDS ବିପିନ ରାୱତ

ଆଫଗାନିସ୍ତାନ ସ୍ଥିତିକୁ ନେଇ CDS ବିପିନ ରାୱତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ସେ କହିଛନ୍ତି, ‘ଆଫଗାନ୍‌ରେ ଯାହା ଘଟିବ ବୋଲି ଭାବିଥିଲୁ ତାହା ଘଟିଲା ବୋଲି କହିଛନ୍ତି CDS ବିପିନ୍‌ ରାୱତ ।