ରାଜ୍ୟରେ ପ୍ରଥମ ଥର ଲାଗି ସଫଳତାର ସହ ଜଣେ ଶିଶୁର ଅସ୍ଥି ମଜ୍ଜା ପ୍ରତିରୋପଣ ହୋଇଛି । କଟକ ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।