• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

ipl
ରାଜସ୍ଥାନକୁ ୫ ୱିକେଟରେ ପରାସ୍ତ କଲା ହାଇଦ୍ରାବାଦ

ହାଇଦ୍ରାବାଦ: ଗତକାଲି ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦର ଦମଦାର ବିଜୟ ହୋଇଛି। ଘରୋଇ ପଡ଼ିଆରେ ହାଇଦ୍ରାବାଦ ୫ ଓ୍ୱିକେଟରେ ରାଜସ୍ଥାନ ରୋୟାଲ୍ସକୁ ପରାସ୍ତ କରିଛି। ୧୯୯ ରନର ବିଶାଳ ସ୍କୋରକୁ ପିଛା କରୁଥିବା ହାଇଦ୍ରବାଦ ଗୋଟିଏ ଓଭର ପୂର୍ବରୁ ମ୍ୟାଚକୁ ଜିତି ନେଇଛି। ଚଳିତ ସିଜିନରେ ଏହା ହାଇଦ୍ରାବାଦର ପ୍ରଥମ ବିଜୟ। ଡେଭିଡ ଓ୍ୱାର୍ଣ୍ଣର ଓ ଜୋନି ବେୟାରଷ୍ଟୋଙ୍କ ଦୃଢ ବ୍ୟାଟିଂ ବଦଳରେ ମ୍ୟାଚକୁ ସହଜରେ ଜିତିଛି ଘରୋଇ ଦଳ।  ବର୍ଷେ […]

  • Tuesday, 20 July 2021
IPL
ଆଜି ଆଇପିଏଲ୍‌ରେ ମୁମ୍ୱାଇ-ବାଙ୍ଗାଲୋର ଲଢ଼େଇ

ନୂଆଦିଲ୍ଲୀ: ଆଜି ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଅମରେ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ଟକ୍କର ହେବ। ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍‌ ରୋହିତ ଶର୍ମା ଓ ରେୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର କ୍ୟାପଟେନ୍‌ ବିରାଟ କୋହଲିଙ୍କ ମଧ୍ୟରେ ହେବ ଜୋରଦାର ଫାଇଟ୍‌। ତେବେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବା ପାଇଁ ଚେଷ୍ଟା କରିବେ। ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ନିଜର ପ୍ରଥମ ମ୍ୟାଚରେ ଚେନ୍ନାଇ ଠାରୁ ପରାସ୍ତ ହୋଇଥିଲା। […]

  • Tuesday, 20 July 2021
IPL
ଆଇପିଏଲ୍‌ ଟକ୍କର: ପଞ୍ଜାବକୁ ୨୮ରନ୍‌ରେ ହରାଇଲା କୋଲକାତା

ନୂଆଦିଲ୍ଲୀ: ଚଳିତ ସିଜିନ୍‌ର ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର ଆଉ ଏକ ବିଜୟ ହାସଲ କରିଛି। କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୨୮ରନରେ ହରାଇ କୋଲକାତା ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୧୮ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରବିନ ଉଥାପା ସର୍ବାଧିକ ୬୭ ରନ୍ କରିଥିବା ବେଳେ ନୀତିଶ ରାଣା ସର୍ବାଧିକ ୬୩  ରନ୍ କରିଥିଲେ। ତେବେ ଆଣ୍ଡ୍ୟୁ ରସେଲ ପୁଣି ଥରେ ଏକ ବିସ୍ଫୋରକ ପାଳି ଖେଳି ଥିଲେ। ସେ […]

  • Tuesday, 20 July 2021
tejindear-up
ଏସିଅାନ ଗେମ୍ସରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ

ଜାକର୍ତ୍ତା : ଏସିଅାନ୍ ଗେମ୍ସରେ ଭାରତକୁ ମିଳିଲା ଅାଉ ଏକ ସ୍ୱର୍ଣ୍ଣ ପଦକ। ପୁରୁଷ ସଟ୍‌ପୁଟ୍‌ରେ ଅାଜି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍ ସିଂ। ୨୦. ୭୫ ମିଟର ଦୂରକୁ ସଟ୍‌ପୁଟ୍‌ ଫିଙ୍ଗି ସେ ଏହି ସଫଳତା ହାସଲ କରିଛନ୍ତି । ତଜିନ୍ଦର ସ୍ୱର୍ଣ୍ଣ ପଦକ ସହ ଏସିଅାନ୍ ଗେମ୍ସରେ ମଧ୍ୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏହାକୁ ମିଶାଇ ଏସିଅାନ୍  ଗେମସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଏହାସହ ୫ଟି ରୌପ୍ୟ ଓ […]

  • Tuesday, 20 July 2021
vlcsnap-error096
ଓଡ଼ିଆଙ୍କୁ ଗୁରୁତ୍ୱ ଦେବେ ଦେବାଶିଷ ମହାନ୍ତି

ଭୁବନେଶ୍ୱର: ଭାରତୀୟ ଜୁନିୟର ଚୟନ କମିଟିରେ ସ୍ଥାନ ପାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଓଡ଼ିଆ ଖେଳାଳି ଦେବାଶିଷ ମହାନ୍ତି। ଏ ନେଇ ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବେ ବୋଲି ଦେବାଶିଷ କହିଛନ୍ତି। ସେହିପରି ତାଙ୍କ ସମୟରେ କେମିତି ଓଡ଼ିଆ ପିଲା ଭାରତୀୟ ଦଳରେ ସୁଯୋଗ ପାଇପାରିବେ ତାହା ଉପରେ ମଧ୍ୟ ସେ ଗୁରୁତ୍ୱ ଦେବେ। ଏଥିସହିତ ଯାହାର ଖେଳିବା […]

  • Tuesday, 20 July 2021
rishav
ଟେଷ୍ଟ ଡେବ୍ୟୁର ରାଜ୍‌ ଖୋଲିଲେ ରିଷଭ ପନ୍ତ

ମୁମ୍ବାଇ: ଯୁବ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ କହିଛନ୍ତି ଭାରତ-ଏ ଟିମ୍‌ ସହ ଇଂଲଣ୍ଡ ଗସ୍ତକରିବା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ମିଳିବା ସହିତ ଇଂଲଣ୍ଡର ପେସ୍‌ ଓ ବାଉନସର୍‌ ବଲ ସହ ପରିଚୟ ହୋଇଯାଇଥିଲା ବୋଲି ସେ କହିଛନ୍ତି। ୨୦ ବର୍ଷିୟ ପନ୍ତ ଟେଣ୍ଟବ୍ରିଜ୍‌ରେ ତାଙ୍କର ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ୨୪ ରନ୍‌ କରିଥିଲେ। ଏଥିସହିତ ୭ ଟି କ୍ୟାଚ୍‌ ମଧ୍ୟ ନେବାରେ […]

  • Tuesday, 20 July 2021
IPL
ଆଜି ହାଇଦ୍ରାବାଦ ଓ ରାଜସ୍ଥାନ ମଧ୍ୟରେ ଟକ୍କର

ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ରାଜୀବ ଗାନ୍ଧି ଷ୍ଟାଡିଅମରେ ଖେଳାଯିବ ଆଇପିଏଲ୍ ଚଳିତ ସିଜିନର ଅଷ୍ଟମ ମ୍ୟାଚ୍‌। ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ଜୋରଦାର ଟକ୍କର। ତେବେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବା ପାଇଁ ଚେଷ୍ଟା କରିବେ। ଗତକାଲି ଦୁଇ ଦଳ ରାଜୀବ ଗାନ୍ଧି ଷ୍ଟାଡିଅମରେ ଜୋରଦାର ଅଭ୍ୟାସ କରିଥିଲେ। ଭୁବନେଶ୍ୱର କୁମାରଙ୍କ ନେତୃତ୍ୱାଧିନ ହାଇଦ୍ରାବାଦ ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ […]

  • Tuesday, 20 July 2021
IPL
ଆଇପିଏଲ୍ ଲଢ଼େଇ: ବାଙ୍ଗାଲୋରକୁ ୬ରନରେ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ: ଚଳିତ ସିଜିନ୍‌ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜୟ ହାସଲ କରିଛି। ରୋହିତ ଶର୍ମା ନେତୃତ୍ୱାଧିନ ମୁମ୍ବାଇ ୬ ରନରେ ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ପରାସ୍ତ କରିଛି। ୧୮୮ରନ୍‌ ପିଛା କରୁଥିବା ବାଙ୍ଗାଲୋରକୁ ବିଜୟ ପାଇଁ ଶେଷ ୨ ଓଭରୁ ୨୨ ରନ୍‌ ଆବଶ୍ୟକ ହେଉଥିବା ବେଳେ ଦଳ ମାତ୍ର ୧୫ ରନ୍‌ କରିଥିଲା। ଫଳରେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିରାଟ ବାହିନୀ ବିଜୟ ଠାରୁ ୬ରନ୍‌ ପଛରେ ରହିଥିଲା। ବୁମରାହ ଓ ମାଲିଙ୍ଗା ଯୋଡ଼ି […]

  • Tuesday, 20 July 2021
murali
ବିୟର ବଟଲ୍‌ ଧରି ଫଟୋ ପୋଷ୍ଟ କରି ଟ୍ରୋଲ୍‌ ହେଲେ ବିଜୟ ଓ ଧାୱନ

ନୂଆଦିଲ୍ଲୀ: ନଟିଂହାମ୍‌ ମ୍ୟାଚ୍ ଜିତି ଭାରତୀୟ କ୍ରିକେଟ୍‌ ଦଳ ୫ ଟିକିଆ ଟେଷ୍ଟ ସିରିଜରେ କମ୍‌ବ୍ୟାକ୍‌ କରିଛି ସତ। ହେଲେ ବିଅର ବୋତଲ ଧରି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଦୁଇ ଭାରତୀୟ ଷ୍ଟାର୍‌ ଖେଳାଳି ସମାଲୋଚନାର ଶିକାର ହୋଇଛନ୍ତି। ଏହି ଦୁଇ ଖେଳାଳି ହେଉଛନ୍ତି ଶିଖର ଧାୱନ୍ ଓ ମୁରଲୀ ବିଜୟ। ଶିଖର ଧାୱନ ଏହି ଫଟୋ ପୋଷ୍ଟ କରିଛନ୍ତି। Celebrating a good victory with a good mate! ? #TeamIndia #ENGvIND […]

  • Tuesday, 20 July 2021
debasish
ବିସିସିଅାଇ ଜୁନିୟର ଚୟନ କମିଟି ସଦସ୍ୟ ହେଲେ ଦେବାଶିଷ ମହାନ୍ତି

ନୂଆଦିଲ୍ଲୀ  : ଓଡିଶା ପାଇଁ ଗୌରବର କଥା। ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ହୋଇଛନ୍ତି ବିସିସିଅାଇ ଜୁନିୟର ଚୟନ କମିଟି ସଦସ୍ୟ। ଭେଙ୍କଟେଶ ପ୍ରସାଦଙ୍କ କାର୍ଯ୍ୟ ଅବଧି ସରିବା ପରେ ଦେବାଶିଷଙ୍କୁ ତାଙ୍କ ସ୍ଥାନରେ ଦାୟିତ୍ୱ ମିଳିଛି। ଏବେ ସେ ଓଡିଶା କ୍ରିକେଟ ଦଳର କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଲୋଧା କମିଟିର ସୁପାରିଶ ଅାଧାରରେ ପ୍ରତି ଚୟନ କମିଟି ସଦସ୍ୟ ସଂଖ୍ୟା ୫ରୁ ୩କୁ ହ୍ରାସ କରାଯାଇଥିଲା। ତେବେ ଅଗଷ୍ଟ୯ ତାରିଖରେ […]

  • Tuesday, 20 July 2021
shooter
ଏସିଅାନ ଗେମ୍‌ସ ସୁଟିଂରେ ଭାରତକୁ ଅାଉ ଏକ ପଦକ

ଜାକର୍ତ୍ତା : ଏସିଅାନ ଗେମ୍‌ସର ପଞ୍ଚମ ଦିନରେ ଭାରତର ଦମଦାର ପ୍ରଦର୍ଶନ। ଅାଜି ପୁଣି ଚମକିଛନ୍ତି ସୁଟର । ପୁରୁଷ ବର୍ଗ ସୁଟିଂ ଡବଲ ଟ୍ରାପରେ ସୁଟର ସାର୍ଦ୍ଦୁଲ ବିହାନ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ ରାଉଣ୍ଡରେ ୭୩ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ୧୫ ବର୍ଷୀୟ ସାର୍ଦ୍ଦୁଲ ବିହାନ ଏସିଅାନ ଗେମସ୍‌ର ସୁଟିଂ ବର୍ଗରେ ମେଡାଲ ହାସଲ କରିଥିବା ଦେଶର ତୃତୀୟ ଖେଳାଳିଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୮ରେ […]

  • Tuesday, 20 July 2021
vlcsnap-error870
ବିଶ୍ୱକପ୍ ହକି: କଳିଙ୍ଗ ଷ୍ଟାଡିୟମ୍ ଭିତରେ ରହିବ ଫ୍ୟାନ୍‌ ଭିଲେଜ୍

ଭୁବନେଶ୍ୱର: ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍‌ରେ ଖେଳାଳି ଓ ଫ୍ୟାନ୍‌ଙ୍କ ଭିତରେ ରହିବନି ବେଶି ଦୂରତା। କଳିଙ୍ଗ ଷ୍ଟାଡିୟମ୍‌ରେ ରହିବ ଫ୍ୟାନ୍‌ ଭିଲେଜ୍‌। ହକି ଫିଭର୍‌କୁ ଦ୍ୱିଗୁଣିତ କରିବା ପାଇଁ ଏଭଳି ଏକ ଅଭିନବ ପ୍ରୟାସ ଆୟୋଜକମାନେ ହାତକୁ ନେଇଛନ୍ତି। ଏହାଦ୍ୱାରା ଦର୍ଶକମାନେ ସେମାନଙ୍କ ମନ ପସନ୍ଦର ଖେଳାଳିଙ୍କୁ ପାଖରୁ ଦେଖିବା ସହିତ ସେମାନଙ୍କ ସହ ହାତ ମିଳାଇବେ, ସେଲ୍‌ଫି ନେବେ, ଅଟୋଗ୍ରାଫ୍‌ ନେବେ ଆଉ କିଛି ସମୟ କଥାବାର୍ତ୍ତା କରିବାର ମଧ୍ୟ ସୁଯୋଗ ପାଇବେ। […]

  • Tuesday, 20 July 2021
india won
ନଟିଂହାମ୍‌ ଟେଷ୍ଟ୍ ଜିତି ସିରିଜ୍‌କୁ କମ୍‌ ବ୍ୟାକ୍‌ କଲା ଟିମ୍‌ ଇଣ୍ଡିଆ

ଲଣ୍ଡନ: ନଟିଂହାମ୍‌ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ଏଥିସହ ସିରିଜ୍‌କୁ କମ୍‌ ବ୍ୟାକ୍‌ କରିବାରେ ସଫଳ ହୋଇଛି। ପ୍ରଥମ ଇନିଂସ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ଓ ଦ୍ୱିତୀୟ ଇନିଂସ୍‌ରେ ଯଶପ୍ରୀତ୍‌ ବୁମ୍‌ରା, ପ୍ରତ୍ୟେକ ୫ଟି ଲେଖାଏ ୱିକେଟ୍‌ ନେଇ ଏହି ବିଜୟର ମଙ୍ଗୁଆଳ ସାଜିଛନ୍ତି। India win the 3rd Test by 203 runs.#ENGvIND pic.twitter.com/YkNJjsGRlQ — BCCI (@BCCI) 22 August 2018 ଯେଉଁଥିପାଇଁ ଟିମ୍‌ […]

  • Tuesday, 20 July 2021
saurabh-chaudhary
ସୁଟିଂରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ

ଜାକର୍ତ୍ତା: ଏସିଆନ ଗେମସ ସୁଟିଂରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୧୬ ବର୍ଷୀୟ ସୁଟର ସୌରଭ ଚୌଧୁରୀ ଏହି ସଫଳତା ପାଇଛନ୍ତି। ପ୍ରଥମ ଥର ପାଇଁ ସିନିୟର ଗ୍ରୁପରେ ପ୍ରତିନିଧିତ୍ୱ କରୁଥିବା ସୌରଭ ଫାଇନାଲରେ ୨୪୦. ୭ ପଏଣ୍ଟ ସ୍କୋର କରି ଏସିଆନ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଏହି ଇଭେଣ୍ଟରେ ଅଭିଷେକ ବର୍ମା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ୫୦ ମିଟର ରାଇଫଲ-ଥ୍ରୀ ପୋଜିସନ୍ରେ ସଞ୍ଜୀବ […]

  • Tuesday, 20 July 2021
india england
ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରର୍ଦଶନ ଜାରି, ଝଡ଼ିଲାଣି ୪ଟି ୱିକେଟ୍

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆକୁ ନଟିଂହାମ୍‌ ଟେଷ୍ଟ ବିଜୟର ସ୍ୱାଦ ଦେଇପାରେ। ଚାଲିଥିବା ତୃତୀୟ ଟେଷ୍ଟରେ ଦିଲ୍ଲୀ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା ଦମ୍‌ଦାର ବୋଲିଂ ଜାରି ରଖିଛନ୍ତି। କ୍ରମାଗତ ଦୁଇଟି ଓଭର୍‌ରେ ଦୁଇ ଇଂଲିଶ ଓପନ୍‌ରଙ୍କୁ ପ୍ୟାଭିଲିୟନ ଫେରାଇ ବିଶାଳ ୫୨୧ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଘରୋଇ ଦଳକୁ ଇଶାନ୍ତ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛନ୍ତି। ଭେଟେରାନ୍‌ ଆଲିଷ୍ଟର କୁକ୍‌୧୭ ଓ କେ ଜେନିଙ୍ଗ୍‌ସ ୧୩ ରନ୍‌ କରି […]

  • Tuesday, 20 July 2021
virat
୫୨୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଲଣ୍ଡନ: ନଟିଂହାମ୍ ଟେଷ୍ଟରେ ଇଂଲଣ୍ଡ ଅାଗରେ ୫୨୧ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଅାଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୩୫୨ ରନର ଅଗ୍ରଣୀ ନେଇ ଏହି ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେପଟେ ପ୍ରଥମ ଇନିଂସରେ ୯୭ରନ କରି ଶତକରୁ ବଞ୍ଚିତ ହୋଇଥିବା ବିରାଟ କୋହଲି ଦ୍ୱିତୀୟ ଇନିଂସରେ ଶତକୀୟ ଇନିଂସ ଖେଳିଛନ୍ତି। ସେ ୧୦୩ ରନ କରି ଅାଉଟ ହୋଇଛନ୍ତି। ସେହିଭଳି ପୂଜାରାଙ୍କ ୭୨ ରନ୍ ଓ […]

  • Tuesday, 20 July 2021
vinesh
ଏସିଆନ୍ ଗେମ୍‌ସ: କୁସ୍ତିରେ ସ୍ୱର୍ଣ୍ଣ ଜିତିଲେ ଭିନେଶ, ଭାରତର ପଦକ ସଂଖ୍ୟା ୫

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ ତମ ଏସିଆନ୍‌ ଗେମ୍ସର ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ। ଦ୍ୱିତୀୟ ଦିନରେ ଭାରତ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଛି। ଭାରତ ପାଇଁ ଭିନେଶ ଫୋଗାଟ ଏହି ଗୌରବ ଆଣିଛନ୍ତି। ଏଥିସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସେହିପରି ଆଜି ଶୁଟିଂରେ ଭାରତକୁ ୨ଟି ରୌପ୍ୟ ପଦକ ମିଳିଥିଲା। ଭାରତ ପାଇଁ ୧୯ ବର୍ଷୀୟ ଲକ୍ଷ୍ୟ ଶେହରାନ୍‌ ଓ ଦୀପକ କୁମାର ଏହି ପଦକ ଜିତିଥିଲେ। ଭିନେଶ […]

  • Tuesday, 20 July 2021
india england
ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ: କୋହଲି ଓ ପୂଜାରାଙ୍କ ଅର୍ଦ୍ଧଶତକ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଭାରତର ସ୍ଥିତି ଦୃଢ଼ ରହିଛି। ପ୍ରଥମ ଇନିଂସ୍‌ରେ ୧୬୮ ରନ୍‌ର ଅଗ୍ରଣୀ ଲାଭ କରିଥିବା ଟିମ୍‌ ଇଣ୍ଡିଆ ଏବେ ସୁଦ୍ଧା ଘରୋଇ ଦଳ ଆଗରେ ଏକ ବିଶାଳ ସ୍କୋର୍‌ ଛିଡ଼ା କରିସାରିଛି। ଅଧିନାୟକ ବିରାଟ୍‌ କୋହଲି ଆଜି ତାଙ୍କ ଟେଷ୍ଟ୍‌ କ୍ୟାରିୟରର ୧୯ ତମ ଅର୍ଦ୍ଧଶତକ ହାସଲ କରି ଇଂଲଣ୍ଡ ବୋଲ୍‌ରଙ୍କ ଉପରେ ଚାପ ପକାଇଛନ୍ତି। ସେହିପରି ଟେଷ୍ଟ୍‌ ସ୍ପେଶାଲିଷ୍ଟ୍‌ ଚେତେଶ୍ୱର ପୂଜାରା ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶେଷ ଖବର […]

  • Tuesday, 20 July 2021
asian game
ଭାରତକୁ ଶୁଟିଂରେ ଆଉ ଏକ ରୌପ୍ୟ ଦେଲେ ଲକ୍ଷ୍ୟ ଶେହରାନ୍‌

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ ତମ ଏସିଆନ୍‌ ଗେମ୍ସର ଭାରତକୁ ଆଉ ଏକ ପଦକ। ଦ୍ୱିତୀୟ ଦିନରେ ଭାରତ ଶୁଟିଂରେ ପୁଣି ଏକ ରୌପ୍ୟ ପଦକ ଜିତିଛି। ଭାରତ ପାଇଁ ୧୯ ବର୍ଷୀୟ ଲକ୍ଷ୍ୟ ଶେହରାନ୍‌ ଏହି ପଦକ ଜିତିଛନ୍ତି। ଅନ୍ତିମ ପର୍ଯ୍ୟାୟରେ ଲକ୍ଷ୍ୟ ୧୫ଟି ଶଟ୍‌ରୁ ୧୪ ଥର ଟାର୍ଗେଟ ଭେଦ କରିବାରେ ସକ୍ଷମ ହୋଇଥିଲେ। ସେହିପରି ସମୁଦାୟ ୪୫ଟି ଶଟ୍‌ରୁ ଲକ୍ଷ୍ୟ ୩୯ଟି ଟାର୍ଗେଟ୍‌ ଭେଦ କରିପାରି  ଥିଲେ। ତେବେ ତାଙ୍କ ସହ ସ୍ୱର୍ଣ୍ଣ […]

  • Tuesday, 20 July 2021
deepak-kumar
ଏସିଆନ ଗେମ୍ସ ୨୦୧୮: ଏୟାର ରାଇଫଲ୍‌ରେ ଦୀପକ କୁମାରଙ୍କୁ ରୌପ୍ୟ

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ୧୦ ମିଟର୍ ଏୟାର ରାଇଫଲ୍‌ରେ ଦୀପକ କୁମାର ରୌପ୍ୟ ପଦକ ଜିତିଛନ୍ତି। ଦୀପକ କୁମାରଙ୍କ ରୌପ୍ୟ ପଦକକୁ ମିଶାଇ ଏ ପର୍ଯ୍ୟନ୍ତ ଭାରତକୁ ୩ଟି ପଦକ ମିଳିଛି। ଗତକାଲି କୁସ୍ତିରେ ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ରେସ୍‌ଲର ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ଜିତିଥିଲେ। ଆଗରୁ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା ଓ ରବିକୁମାର ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। […]

  • Tuesday, 20 July 2021
asian game
ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ

ଜାକର୍ତ୍ତା: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ଜାକର୍ତ୍ତାରେ ଚାଲିଥିବା ଏସିଆନ୍ସ ଗେମ୍ସର ପୁରୁଷ କୁସ୍ତି ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ବଜରଙ୍ଗ ପୁନିଆ। ଜାପାନର ତାକାତିନି ଦାଇଚିଙ୍କୁ ୧୧-୮ରେ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି। ଏହାକୁ ମିଶାଇ ଟୁର୍ଣ୍ଣାମେଣ୍ଟରେ ଭାରତକୁ ମୋଟ ୨ଟି ପଦକ ମିଳିଛି। ଏହା ପୂର୍ବରୁ ଆଜି ସୁଟିଂରେ ଭାରତକୁ ପ୍ରଥମ ପଦକ ମିଳିଥିଲା। ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା […]

  • Tuesday, 20 July 2021
india england match
ନଟିଂହାମ୍‌ ଟେଷ୍ଟ: ୩୨୯ ରନ୍‌ରେ କରି ଭାରତ ଅଲ୍‌ଆଉଟ୍

ଟ୍ରେଣ୍ଟବ୍ରିଜ୍‌: ଟ୍ରେଣ୍ଟ୍‌ବ୍ରିଜ୍‌ର ନଟିଂହାମ୍‌ରେ ଚାଲିଥିବା ଘରୋଇ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସ୍‌ରେ ୩୨୯ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଛି। ଜବାବ୍‌ରେ ଇଂଲଣ୍ଡ ଶେଷ ଖବର ସୁଦ୍ଧା ବିନା କୌଣସି କ୍ଷତିରେ ୪୬ ରନ୍ କରିଛି। ନିର୍ଭରଯୋଗ୍ୟ କୁକ୍‌ ୨୧ ଓ ଅନ୍ୟତମ ଓପନର୍ ଜେନିଙ୍ଗ୍‌ସ୍‌ ୨୦ ରନ୍‌ କରି ବ୍ୟାଟିଂ ଜାରି ରଖିଛନ୍ତି। ପୂର୍ବଦିନର ସ୍କୋର୍ ୬ ୱିକେଟ୍‌ରେ ୩୦୭ ରନ୍‌ରୁ ଖେଳ ଆରମ୍ଭ କରି ମାତ୍ର ୧୬ ରନ୍‌ ଯୋଡ଼ିବା […]

  • Tuesday, 20 July 2021
ଏସିଅାନ୍‌ ଗେମ୍‌ସରେ ଭାରତକୁ ପ୍ରଥମ ପଦକ

ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାନ୍‌ ଗେମ୍‌ସରେ ଭାରତକୁ ପ୍ରଥମ ପଦକ। ସୁଟିଂରୁ ଭାରତକୁ ମିଳିଛି ପ୍ରଥମ ପଦକ। ୧୦ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା ଓ ରବିକୁମାରଙ୍କୁ ମିଳିଲା ବ୍ରୋଞ୍ଜ। ମିକ୍ସଡ୍‌ ଡବଲ୍ସ୍ ଟିମ୍‌ ଇଭେଣ୍ଟ୍‌ରେ ୪୨୯.୯ ପଏଣ୍ଟ ପାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଏହି ଯୋଡ଼ି। ଏହି ପ୍ରତିଯୋଗିତାରେ ଚାଇନିଜ୍‌ ତାଇପେକୁ ସ୍ୱର୍ଣ୍ଣ ଓ ଚୀନ୍‌କୁ ରୌପ୍ୟ ପଦକ ମିଳିଛି। ସେପଟେ ଏସିଅାନ ଗେମ୍ସର ପ୍ରଥନ ଦିନରେ ଭାରତୀୟ ମହିଳା କବାଡିକୁ ପ୍ରାରମ୍ଭିକ ସଫଳତା […]

  • Tuesday, 20 July 2021
india england test
ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ: ଡେବ୍ୟୁ କଲେ ରିଷଭ୍ ପନ୍ତ

ଟ୍ରେଣ୍ଟବ୍ରିଜ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ଭାରତ ୦-୨ରେ ପଛୁଆ ରହିଛି। ତେବେ ଆଜି କମ୍‌ ବ୍ୟାକ୍‌ ଲକ୍ଷ୍ୟରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ବେଶ ସତର୍କତାର ସହ ପାଳି ଆରମ୍ଭ କରିଛି। ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ୱିକେଟ୍‌ ହରାଇ ୮୨ ରନ୍‌ କରିଛି। ଟିମ୍‌କୁ ଫେରିଥିବା […]

  • Tuesday, 20 July 2021
infan
ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି ଫସିଗଲେ ଇର୍ଫାନ ପଠାନ୍‌

ମୁମ୍ୱାଇ: ପଠାନ୍‌ ବ୍ରଦର୍ସ ଏବେ ଟିମ୍‌ ଇଣ୍ଡିଆରେ ନାହାନ୍ତି ସତ। ହେଲେ ବର୍ତ୍ତମାନ ବି ସେମାନଙ୍କର ଫ୍ୟାନ୍‌ କମ୍‌ ନାହାନ୍ତି। ଇର୍ଫାନ ପଠାନ୍‌ କେବଳ ତାଙ୍କ ଖେଳ ପାଇଁ ନୁହେଁ ତାଙ୍କ କ୍ୟୁଟ୍‌ ଲୁକ୍‌ ପାଇଁ ମଧ୍ୟ ବେଶ୍‌ ପରିଚିତ।  ବର୍ତ୍ତମାନ ଇର୍ଫାନ ତାଙ୍କ ପତ୍ନୀଙ୍କ ସହ କାଶ୍ମୀରରେ ଛୁଟି କଟାଉଛନ୍ତି। ଏହାରି ଭିତରେ ଇନ୍‌ଷ୍ଟାଗ୍ରାମରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ତାଙ୍କୁ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ର ସାମ୍ନା କରିବାକୁ ପଡ଼ିଛି। ଫଟୋରେ […]

  • Tuesday, 20 July 2021