• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

14
ଗଣମାଧ୍ୟମରେ ଚର୍ଚ୍ଚା, ଆଜି ଅବସର ନେବେ ଯୁବରାଜ

ମୁମ୍ବାଇ: ଅବସର ନେବେ ୨୦୧୧ ବିଶ୍ୱକପ୍ ହିରୋ ଯୁବରାଜ ସିଂହ, ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସୋମବାର ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ସେ ଏକ ପ୍ରେସ୍ମିଟ୍ ଡାକିଛନ୍ତି, ଯାହା ଏହି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଯୁବି ସୀମିତ ଓଭର କ୍ରିକେଟରେ ଏବଂ ବିଶେଷ କରି ବଡ଼ ବଡ଼ ଆଇସିସି ଇଭେଣ୍ଟରେ ଅବିଶ୍ୱସନୀୟ ଇନିଂସ୍ମାନ ଖେଳି ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ୨୦୦୭ ଟି୨୦ […]

  • Wednesday, 21 July 2021
match
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ଫୋକସ୍‌ରେ ରହିବେ ଏହି ତାରକା

ଲଣ୍ଡନ: ୫ଥରର ବିଶ୍ୱ ଚାମ୍ପିୟନ ତଥା ଚଳିତ ବିଶ୍ୱକପ୍‌ରେ ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଆସନ୍ତାକାଲି ଭାରତ ଭେଟିବ। ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ମ୍ୟାଚ୍‌ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ନିକଟରେ ଅଷ୍ଟ୍ରେଲିଆ ଭାରତ ଆସି ଟିମ୍‌ ଇଣ୍ଡିଆକୁ ଦିନିକିଆ ସିରିଜ୍‌ରେ ପରାସ୍ତ କରିଥିଲା। ଏବେ ଟିମ୍‌ ଇଣ୍ଡିଆ ଏହାର ବଦଲା ନେବା ମୁଡ୍‌ରେ ରହିଛି। ୨୦୧୧ରେ ଭାରତ ଟିମ୍‌ ଅଷ୍ଟ୍ରେଲିଆକୁ ସେମି-ଫାଇନାଲ୍‌ରେ ପ୍ରବେଶ କରିବାକୁ ଦେଇ […]

  • Wednesday, 21 July 2021
FAWAD
ଧୋନିଙ୍କୁ ସମାଲୋଚନା କଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ବଳିଦାନ ବ୍ୟାଜ୍ ଲାଗିଥିବା ଗ୍ଲୋଭସ ପିନ୍ଧିବାକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଛି। ଇମ୍ରାନ୍ ଖାନଙ୍କ ସରକାରରେ ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରୀ ଥିବା ଚୌଧୁରୀ ଫୱାଦ ହୁସେନ୍ ଏହି ମାମଲାରେ ଧୋନିଙ୍କ ସମେତ ଭାରତୀୟ ଗଣାମାଧ୍ୟମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ଧୋନି ଇଂଲଣ୍ଡରେ କ୍ରିକେଟ୍ ଖେଳିବାକୁ ଯାଇଛନ୍ତି, କୌଣସି ମହାଭାରତ ଯୁଦ୍ଧ ପାଇଁ ଯାଇନାହାନ୍ତି। ଏବେ […]

  • Wednesday, 21 July 2021
msdhonigloves
ଧୋନିଙ୍କ ଗ୍ଲୋଭ୍‌ସକୁ ବିରୋଧ କଲା ଆଇସିସି

ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ବଡ଼ ଝଟକା ଦେଇଛି। ଆଇସିସି ଧୋନିଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ୍ ଫୋର୍ସର ପ୍ରତୀକ ଚିହ୍ନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଆଇସିସି ବିସିସିଆଇକୁ ଅବଗତ କରାଇଛି। ଧୋନି ତୁରନ୍ତ ନିଜ ଗ୍ଲୋଭସରୁ ଏହି ପ୍ରତୀକ ଚିହ୍ନ ହଟାନ୍ତୁ ବୋଲି ଆଇସିସି ବିସିସିଆଇକୁ ଅନୁରୋଧ କରିଛି। ଧୋନି ପାରା ସ୍ପେଶାଲ ଫୋର୍ସକୁ ସମ୍ମାନ ଦେବା […]

  • Wednesday, 21 July 2021
hovckey
ବୃହତ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ଭୁବନେଶ୍ୱର: ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ହକି ଟିମ୍ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଭାରତ ତା’ର ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ରୁଷକୁ ୮-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚରେ ଭାରତ ଉନ୍ନତ ପ୍ରଦର୍ଶନ କରି ରୁଷକୁ ସବୁ ବିଭାଗରେ ପଛରେ ପକାଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୩୨ତମ ଓ ୪୮ତମ) ଓ ଆକାଶଦୀପ ସିଂହ (୪୨ତମ […]

  • Wednesday, 21 July 2021
2dfn5d3g_virat-kohli-afp_625x300_07_November_18
ବିରାଟ କୋହଲିଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ: ବ୍ୟାଟିଂରେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଅଧିନାୟକ ଭାବେ ବିରାଟଙ୍କ ଏହା ଦିନିକିଆ କ୍ୟାରିୟରର ୫୦ତମ ବିଜୟ ଥିଲା। ଏହି ମାମଲାରେ ସେ ପ୍ରଥମ ଏସୀୟ କ୍ୟାପଟେନ୍ ଭାବେ ଦ୍ରୁତ ୫୦ତମ ବିଜୟର ମାଇଲଖୁଣ୍ଟ ଛୁଇଁଛନ୍ତି। ୨୦୧୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ବିରାଟ ଭାରତୀୟ […]

  • Wednesday, 21 July 2021
Indian-cricket-team
ଆଜି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ଭାରତ, ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଦେବ ଟକ୍କର

ନୂଆଦିଲ୍ଲୀ: ଆଜିଠାରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ବିଶ୍ୱକପ୍‌ର ପ୍ରଥମ ମୁକାବିଲାରେ ସାଉଥ ଆଫ୍ରିକା ବିରୋଧରେ ପଡ଼ିଆକୁ ଓହ୍ଲାଇବ ‘ବିରାଟ’ ବାହିନୀ। ଗତ ୨ ବର୍ଷ ମଧ୍ୟରେ ୧୩ଟି ସିରିଜରୁ ୧୦ଟିରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିବା ଲକ୍ଷ୍ୟ ରଖିଛି। ଟିମ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟସ୍‌ମ୍ୟାନ୍‌ରେ ଶିଖର ଧାଓ୍ୱନ ଓ ରୋହିତ ଶର୍ମାଙ୍କ ରହିଛନ୍ତି। ସେହିପରି ଜସପ୍ରିତ ବୁମରାହଙ୍କ ନେତୃତ୍ୱାଧିନ ପେସ୍ ବୋଲିଂ ଏବଂ […]

  • Wednesday, 21 July 2021
11
ବିଶ୍ୱକପ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ

ଲଣ୍ଡନ: ଆଇସିସି ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍‌ରେ ଇଂଲଣ୍ଡ ଶୋଚନୀୟ ଭାବେ ପରାସ୍ତ କରିଛି। ଲଣ୍ଡନର ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଏହାର ଜବାବ୍‌ରେ ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ମାତ୍ର ୨୦୭ ରନ୍ କରି ଅଲ୍ଆଉଟ୍‌ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚେର ୨୭ ରନ୍ ଦେଇ ସର୍ବାଧିକ ୩ ଓ୍ୱିକେଟ୍ ନେଇଥିଲେ। ଅନ୍ୟପକ୍ଷେ, […]

  • Wednesday, 21 July 2021
10
କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ହକି ସିରିଜ୍‌

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ(FIH) ପୁରୁଷ ହକି ସିରିଜ୍ ଅନୁଷ୍ଠିତ ହେବ। ଏହି ହକି ସିରିଜ୍ ଲାଗି ଭୁବନେଶ୍ୱରରେ  ବିଭିନ୍ନ ଦଳର ଟିମ୍ ପହଞ୍ଚିବାକୁ ଲାଗିଛନ୍ତି। ଆୟୋଜକ ଭାରତୀୟ ଟିମ୍‌ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି। ଆଜି ପୋଲାଣ୍ଡ ଓ ରୁଷିଆ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହି ସିରିଜ୍‌ରେ ଭାରତ ସମେତ ୮ ଟି ଦଳ ଭାଗ ନେଉଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ […]

  • Wednesday, 21 July 2021
crickert
କ୍ୟୁଟ୍ ଚେହେରାରେ ଷ୍ଟାର କ୍ରିକେଟର

ଭୁବନେଶ୍ୱର: ସରିଯାଇଛି ଫଟାଫଟ୍‌ କ୍ରିକେଟ୍‌ର ମଜା। ସବୁ କଳ୍ପନା ଜଳ୍ପନା ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ର ଟ୍ରଫି ହାତେଇଛି। ଏବେ ସବୁ ଖେଳାଳିମାନେ ଟିକେ ରିଲାକ୍ସ ପାଇଁ ଛୁଟି କାଟୁଛନ୍ତି। କ୍ରିକେଟ୍‌ ପ୍ରେମୀମାନଙ୍କ ଭିତରେ ଆଇପିଏଲ୍‌ର ଫିଭର୍‌ ଆଉ ନାହିଁ। ହେଲେ ଆଗକୁ ଆସୁଥିବା ୱାଲ୍ଡ କପ୍‌ ନିଶା ଚଢ଼ିବାକୁ ଯାଉଛି। ଠିକ୍ ଏତିକି ବେଳେ ବିଭିନ୍ନ ସୋଶାଲ ମିଡିଆ ସାଇଟ୍‌ରେ ଭାରତର ଷ୍ଟ୍ରାର କ୍ରିକେଟରମାନଙ୍କୁ ନେଇ ଯେଉଁ ଫଟୋ ଭାଇରାଲ୍ ହୋଇଛି ଆପଣ ଦେଖିଲେ ନିଶ୍ଚୟ […]

  • Wednesday, 21 July 2021
b-1
ତ୍ରି-ରାଷ୍ଟ୍ରୀୟ ସିରିଜ୍ ଜିତି ରେକର୍ଡ କଲା ବାଂଲାଦେଶ

ଡୁବଲିନ୍‌: ପ୍ରଥମଥର ପାଇଁ କୌଣସି ତ୍ରି-ରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳା ଜିତି ବାଂଲାଦେଶ ନୂଆ ରେକର୍ଡ କରିଛି। ଆୟାର୍ଲ୍ୟାଣ୍ଡର ଡବଲିନ୍‌ରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲ୍‌ ମ୍ୟାଚ୍‌ରେ ବାଂଲାଦେଶ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଏହି ରେକର୍ଡ କରିଛି। ବାଂଲାଦେଶ ପକ୍ଷରୁ ପ୍ରଥମ କ୍ରିକେଟ୍‌ର ଭାବେ ମୋସାଡେକ ହୋସେନ୍‌ ୨୦ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମ୍ୟାଚରେ ବାଂଲାଦେଶ ୭ଟି ବଲ୍‌ ପୂର୍ବରୁ ୫ ୱିକେଟ୍‌ରେ ବିଜୟ ଲାଭ କରିଛି। ବର୍ଷା ବାଧାପ୍ରାପ୍ତ […]

  • Wednesday, 21 July 2021
kapil
ପତ୍ନୀଙ୍କ ପାଇଁ ଦିନେ ଏମିତି ଶାୟରୀ ଗାଇଥିଲେ କପିଲ୍‌ ଦେବ

ପ୍ରିୟ ଖାଦ୍ୟ କ’ଣ ବୋଲି ପଚାରିଲେ ବେଶ ଏକ ଲମ୍ବା ତାଲିକା ମିଳିବ ପ୍ରାୟ ସମସ୍ତଙ୍କର। ହେଲେ ‘ଫୁଡ୍‌’ କାହାର ପ୍ରିୟ ଖାଦ୍ୟ ହୋଇଥିବ, ଏମିତି ଜାଣନ୍ତି କି ? ହଁ, ଏମିତି ଉତ୍ତର ଦେଇଛନ୍ତି କ୍ରିକେଟ ତାରକା କପିଲ ଦେବ। କ୍ରିକେଟ କିମ୍ବଦନ୍ତୀର ମାଇଲ ଖୁଣ୍ଟ କପିଲ ଦେବ କେବଳ ଭଲ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରନ୍ତି ନାହିଁ, ବେଶ ମଜା କଥା କହି ସମସ୍ତଙ୍କୁ କେମିତି ହସାଇ ପାରନ୍ତି ଆସନ୍ତୁ ଦେଖିବା। […]

  • Wednesday, 21 July 2021
sachin 2
ହାପି ବାର୍ଥ ଡେ’ ସଚିନ୍‌

ନୂଆଦିଲ୍ଲୀ: ଆଜି ହେଉଛି ଭାରତୀୟ କ୍ରିକେଟ୍‌ ଜଗତର ବାଦ୍‌ସାହା ସଚିନ ତେନ୍ଦୁଲକରଙ୍କର ୪୬ତମ ଜନ୍ମଦିନ। ଏହି ଅବସରରେ ସଚିନ୍‌ଙ୍କ ପ୍ରଶଂସକମାନେ ତାଙ୍କ ସହ ସେଲ୍‌ଫି ନେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆଜି ତାଙ୍କ ପ୍ରଶଂସକମାନେ ସଚିନ୍‌ଙ୍କୁ ଖୁବ୍‌ ନିକଟରୁ ପାଇ ଅତିମାତ୍ରାରେ ଉତ୍ସାହିତ ହୋଇଥିଲେ। ସେହିପରି ବିଭିନ୍ନ ସୋଶାଲ୍‌ ମିଡିଆରେ ମଧ୍ୟ ସଚିନ୍‌ଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ନିଜ ଜୀବନର ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ପଡ଼ିଆରେ ସକ୍ରିୟ ଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲ୍‌କର […]

  • Wednesday, 21 July 2021
ravi-sastri
ଏହି ଦଳକୁ ବିଶ୍ୱକପ୍ ଟାଇଟଲ୍ ଦାବିଦାର କହିଲେ ଶାସ୍ତ୍ରୀ

ଦୁବାଇ: ବିଶ୍ୱକପ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି। ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଟିମ୍ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିଶ୍ୱକପ୍ ଟ୍ରଫି ପାଇଁ ଅନ୍ୟତମ ଦାବିଦାର ଭାରତ ତା’ର ୧୫ଜଣିଆ ଦଳର ଘୋଷଣା କରିଛି। ଏହି ୧୫ ଜଣିଆ ଟିମ୍ ଭାରତକୁ ଏଥର ବିଶ୍ୱକପ୍ ଦେବ ବୋଲି ଅନେକେ ଆଶା ବାନ୍ଧିଛନ୍ତି। କିନ୍ତୁ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ମତ ସାମାନ୍ୟ ଭିନ୍ନ। ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍ ପାଇଁ […]

  • Tuesday, 20 July 2021
koholi
ଭାଇରାଲ୍‌ ହେଉଛି ବିରାଟ୍‌ କୋହଲିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ଆଇପିଏଲରେ ଲଗାତାର ପରାଜୟରେ ନିରାଶ ହୋଇନାହାନ୍ତି ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ୱାର୍ଲ୍ଡ କପ୍ ପାଇଁ ବିରାଟ ଆତ୍ମବିଶ୍ୱାସରେ ଭରପୂର ଅଛନ୍ତି। ମଇଦାନରେ ନିଜର ଦମଦାର ବ୍ୟାଟିଂ ଦ୍ୱାରା ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଥିବା ବିରାଟ୍ ସୋଶାଲ ମିଡିଆରେ ମଧ୍ୟ ନିଜ ଫ୍ୟାନଙ୍କୁ ଖୁସି କରିବାରେ ଲାଗି ପଡ଼ିଛନ୍ତି। ସେ ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ନୂଆ ଅବତାରରେ ନଜର ଆସୁଛନ୍ତି। ବିରାଟ ଏହି ଫଟୋରେ […]

  • Tuesday, 20 July 2021
cricket-.
ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ କ୍ରିକେଟ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ କ୍ରିକେଟ ୨୦୧୯ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ ଟିମ୍। ଦଳରେ ବିରାଟ କୋହଲି ଅଧିନାୟକ ଏବଂ ରୋହିତ ଶର୍ମାଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ଏମାନଙ୍କ ବ୍ୟତୀତ ଦଳରେ ଅନ୍ୟ ଖେଳାଳି ଶିଖର ଧାୱନ, କେଏଲ୍ ରାହୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନି, କେଦାର ଯାଦବ ଓ ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସ୍‌ପ୍ରୀତ ବୁମରା, ୟୁଜ୍‌ବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ […]

  • Tuesday, 20 July 2021
rajastan
ବାଙ୍ଗାଲୋରକୁ ହରାଇ ପ୍ରଥମ ବିଜୟ ହାସଲ କଲା ରାଜସ୍ଥାନ ରୋୟାଲ୍ସ

ଜୟପୁର: ବାଙ୍ଗାଲୋରକୁ ହରାଇ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି ରାଜସ୍ଥାନ ରୋୟାଲ୍ସ। ୧୫୯ ରନକୁ ପିଛା କରୁଥିବା ରାଜସ୍ଥାନ ଶେଷ ଓଭରରେ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିଛି। ଦଳ ପକ୍ଷରୁ ଜୋସ ବଟଲର ୫୯ ରନ, ଷ୍ଟଭ୍ ସ୍ମିଥ ୩୮ ରନ ଏବଂ ରାହୁଲ ତ୍ରିପାଠୀ ଅପରାଜିତି ୩୪ ରନର ଇଂନିସ ଖେଳିଥିଲେ। ସେପଟେ ଏହି ମ୍ୟାଚ ସହ ଲଗାତାର ଚତୁର୍ଥ ମ୍ୟାଚରେ ପରାଜୟର ସାମ୍ନା କରିଛି ବିରାଟ କୋହଲି ନେତୃତ୍ୱାଧିନ ରୋୟାଲ […]

  • Tuesday, 20 July 2021
gautam gambhir
ପଦ୍ମ ଧରିଲେ ଗୌତମ ଗମ୍ଭୀର 

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ କ୍ରିକେଟର ଗୌତମ ଗମ୍ଭୀର  ବିଜେପିରେ ଯୋଗ ଦେଇଛନ୍ତି। ଆଜି ସେ ଦିଲ୍ଲୀରେ ଥିବା ବିଜେପିର ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଥିବା ଗମ୍ଭୀର କହିଛନ୍ତି। ନିର୍ବାଚନର ଠିକ୍ ପୂର୍ବରୁ ସେ ବିଜେପିରେ ମିଶି ଥିବାରୁ ତାଙ୍କୁ ଏମ୍‌ପି […]

  • Tuesday, 20 July 2021
saina
ସାଇନା ଇଣ୍ଡିଆ ଓପନ୍‌ରୁ ଓହରିଲେ

ନୂଆଦିଲ୍ଲୀ: ଭାରତର ଶୀର୍ଷ ଶଟଲର ସାଇନା ନେହ୍ୱାଲ ପେଟଜନିତ ସମସ୍ୟା କାରଣରୁ ଇଣ୍ଡିଆ ଓପନ୍ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର ସୁପର-୫୦୦ ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛନ୍ତି। ସୋମବାର ୨୯ ବର୍ଷରେ ପଦାର୍ପଣ କରିଥିବା ସାଇନା ଯନ୍ତ୍ରଣା ସତ୍ତ୍ବେ ଅଲ ଇଂଲଣ୍ଡ ଚାମ୍ପିଅନଶିପ୍ ଖେଳିଥିଲେ। ଏହି କାରଣରୁ ସେ ଗତ ସପ୍ତାହରେ ସ୍ୱିସ ଓପନରୁ ବାଦ୍ ପଡ଼ିଥିଲେ ଏବଂ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଇଣ୍ଡିଆ ଓପନରୁ ଓହରିବା ନେଇ ସାଇନା ବୁଧବାର ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ (ବିଏଆଇ)କୁ ସୂଚନା […]

  • Tuesday, 20 July 2021
irfan
ଇରଫାନ୍‌ଙ୍କୁ ଅଲମ୍ପିକ୍ସ ଟିକେଟ୍‌

ନୂଆଦିଲ୍ଲୀ: ଜାତୀୟ ରେକର୍ଡଧାରୀ ଇରଫାନ୍ କେଟି ପ୍ରଥମ ଭାରତୀୟ ଆଥଲେଟ୍ସ ଭାବେ ଆସନ୍ତାବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନର ନୋମିରେ ଚାଲିଥିବା ଏସିଆନ୍ ରେସ ୱାକିଂ ଚାମ୍ପିଅନଶିପରେ ଇରଫାନ୍ ୨୦ କି.ମି. ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହି ଏହି ସଫଳତା ଅର୍ଜନ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଧାର୍ଯ୍ୟ ସମୟ ୧ ଘଣ୍ଟା ୨୧ ମିନିଟ୍ ରଖାଯାଇଥିବା ବେଳେ ୨୯ ବର୍ଷୀୟ ଇରଫାନ୍‌ ୧ ଘଣ୍ଟା ୨୦ ମିନିଟ୍ ୫୭ ସେକେଣ୍ଡରେ […]

  • Tuesday, 20 July 2021
sourav-ganguly
ଗାଙ୍ଗୁଲିଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଆଇଭାଇଜର ନିଯୁକ୍ତ ହୋଇଛନ୍ତି। ଏହି ନୂଆ ଭୂମିକା ସହ ଗାଙ୍ଗୁଲି ଏବେ ଟିମର ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ସହ କାମ କରିବେ। ଏ ନେଇ ଗାଙ୍ଗୁଲି କହିଛନ୍ତି, ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଗଦେବା ନେଇ ବହୁତ ଖୁସି। ଜିନ୍ଦଲ ଏବଂ ଜେଏସଡବଲ୍ୟୁ ଏକ ବଡ଼ ବ୍ରାଣ୍ଡ। ଏଭଳି କମ୍ପାନୀର ଅଂଶୀଦାର ହେବା ମୋ ପାଇଁ […]

  • Tuesday, 20 July 2021
cricket
ସିରିଜ ବରାବର କଲା ଅଷ୍ଟ୍ରେଲିଆ

ମୋହାଲି: ପିଟର ହ୍ୟାଣ୍ଡସ୍କମ୍ବଙ୍କ ପ୍ରଥମ ଶତକ ଏବଂ ଆଷ୍ଟନ ଟର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ରେ ବରାବର ସ୍ଥିତିକୁ ଆଣିଛି। ଦିନିକିଆରେ ରନ୍ ପିଛା କରିବାରେ ଅଷ୍ଟ୍ରେଲିଆର ଏହା ସର୍ବଶ୍ରେଷ୍ଠ ବିଜୟ। ଏହି ହାଇସ୍କୋରିଂ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୩୫୮ ରନ୍ କରିଥିଲା। […]

  • Tuesday, 20 July 2021
kk
ବିଶ୍ୱକପ୍ ଫାଇନାଲ୍‌: ସଂଘର୍ଷ କରି ଜିତିଲା ଇଂଲଣ୍ଡ

ଲର୍ଡ୍ସ: ଓଃ କି ରୋମାଞ୍ଚ, କି ଉତ୍କଣ୍ଠା। ଶେଷରେ ଜିତିଲା କ୍ରିକେଟ୍। ମାତ୍ର ୬ ବଲରେ ନିର୍ଣ୍ଣୟ ହେଲା ବିଶ୍ୱ ଚାମ୍ପିଅନ୍। ସୁପର ଓଭରର ଶେଷ ବଲରେ ବଟ୍ଟଲରଙ୍କ ଷ୍ଟମ୍ପା ଭାଙ୍ଗିବା ଐତିହାସିକ ଲର୍ଡ୍ସରେ ଯେଉଁ ଆତଶବାଜୀର ଧୂଆଁ ସୃଷ୍ଟି କଲା, ତାହା ସାରା ଦୁନିଆକୁ କ୍ରିକେଟର ମନ୍ତ୍ର ଦେଇଥିବା ଟିମ୍ ଇଂଲଣ୍ଡକୁ ଯାବତୀୟ ପରାଜୟ ସତ୍ତ୍ୱେ ବିଶ୍ୱବିଜୟୀର ଏକ ସ୍ୱତନ୍ତ୍ର ସ୍ୱାଦ ଦେଇଛି। ଆଜି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆୟୋଜକ ଇଂଲଣ୍ଡ ଯାବତୀୟ ପରମ୍ପରାକୁ ଭାଙ୍ଗି […]

  • Tuesday, 20 July 2021
cricket
ଆଜି ତୃତୀୟ ଦିନିକିଆ: ମ୍ୟାଚ୍‌ ଜିତି ସିରିଜ୍‌ ହାତେଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ରାଞ୍ଚି: ଆଜି ରାଞ୍ଚିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ସିରିଜର ତୃତୀୟ ଦିନିକିଆ। ଏହି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ଭାରତୀୟ ସମୟ ଅପରାହ୍ଣ ସାଢ଼େ ଗୋଟାଏରେ ଖେଳ ଆରମ୍ଭ ହେବ। ପ୍ରଥମ ୨ଟି ମ୍ୟାଚରେ କଙ୍ଗାରୁ ଟିମ୍‌କୁ ମାତ ଦେଇଛି ଭାରତ। ସେପଟେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ ଜିତି ସିରିଜରେ ରହିବାକୁ ଚେଷ୍ଟା କରିବ। ଆରୋନ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିବାକୁ ସଫଳ ହୋଇନାହିଁ। ଭାରତ […]

  • Tuesday, 20 July 2021
inia
ଦ୍ୱିତୀୟ ଦିନିକିଆ ଜିତି ସିରିଜ୍‌ ୨-୦ରେ ଆଗୁଆ ଭାରତ

ନାଗପୁର: ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ଓ ଶେଷ ଓଭର୍‌ରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଶାଣିତ ବୋଲିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ଦିନିକିଆରେ ଏହା ଟିମ୍‌ ଇଣ୍ଡିଆର ୫୦୦ତମ ବିଜୟ। ଜାମଥାର ଭିସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ବିରାଟ (୧୧୬)ଙ୍କ ଶତକୀୟ ଇନିଂସ୍ ସତ୍ତ୍ୱେ […]

  • Tuesday, 20 July 2021