• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1952" result for "କଂଗ୍ରେସ" in https://otvkhabar.in

congress
ନିର୍ବାଚନ ପୂର୍ବରୁ ହରିଆଣାରେ କଂଗ୍ରେସକୁ ବଡ଼ ଝଟ୍‌କା

ଚଣ୍ଡିଗଡ଼:  ନିର୍ବାଚନ ପୂର୍ବରୁ ହରିଆଣାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ରାହୁଲଙ୍କ ଅନୁଗତ ତଥା ହରିଆଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନଓ୍ୱାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତିଯ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ବାରମ୍ବାର ଆଲୋଚନା ପରେ ଦଳ ଛାଡ଼ିବା ଲାଗି ସେ ନିଷ୍ପତ୍ତି ନେଲେ ବୋଲି ତନଓ୍ୱାର ଟ୍ୱିଟ୍ କରିଛନ୍ତି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ, କଂଗ୍ରେସ ଏବେ ତିଷ୍ଠି […]

congress
ପୁଣିଥରେ କ୍ଷମତାକୁ ଫେରିବ କଂଗ୍ରେସ !

ଭୁବନେଶ୍ୱର: କିଭଳି ପୁଣିଥରେ କ୍ଷମତାକୁ ଫେରିବ କଂଗ୍ରେସ ? କେଉଁ ପନ୍ଥା ଆପଣାଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ? ଏନେଇ ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ହୋଇଛି ବୁଦ୍ଧିଜୀବୀ ସମ୍ମିଳନୀ। ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ମିଶି ଅନ୍ୟ ବରିଷ୍ଠ କଂଗ୍ରେସ ନେତା, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମତ ଲୋଡ଼ିଛନ୍ତି। ବିଶେଷକରି ସାମ୍ପ୍ରତିକ ସମୟର ଆବଶ୍ୟକତା ଓ ଭବିଷ୍ୟ କାର୍ଯ୍ୟବିଧି ନେଇ କଂଗ୍ରେସ ବୁଦ୍ଧିଜୀବୀଙ୍କ […]

BJP
ବିଜେପୁର ନିର୍ବାଚନ: ଏମାନେ ହେଲେ କଂଗ୍ରେସ ଓ ବିଜେପିର ଷ୍ଟାର୍‌ ପ୍ରଚାରକ

ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର୍ କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ବିଜେପିର ଜାତୀୟ ଷ୍ଟାର କ୍ୟାମ୍ପେନରଙ୍କ ସହ ମୋଟ ୨୪ଜଣ ନେତା ଏହି ଷ୍ଟାର୍‌ ପ୍ରଚାରକ ତାଲିକାରେ ଅଛନ୍ତି। ସେହିଭଳି କଂଗ୍ରେସ ମଧ୍ୟ ନିଜର ୪୦ ଜଣ ଷ୍ଟାର୍ କ୍ୟାମ୍ପେନରଙ୍କ ତାଲିକା ଘୋଷଣା କରିଛି। ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି.ନଡ୍ଡା, ଅରୁଣ ସିଂହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଲିକାରେ […]

congress
କଟକ ଡିସିପିଙ୍କୁ ବଦଳି କରାଯାଉ: କଂଗ୍ରେସ

ଭୁବନେଶ୍ୱର: କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନ ଡକାଯିବା ଓ ଜାଣିଶୁଣି ତାଙ୍କୁ ଅସମ୍ମାନ କରାଯିବା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଥିପାଇଁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ତୁରନ୍ତ ଦଶହରା ପୂଜା ପୂର୍ବରୁ ସେଠାରୁ ବଦଳି କରିବା ନିମନ୍ତେ ଦାବି କରିଛି କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ […]

accident
ବସ୍‌ ଦୁର୍ଘଟଣାରେ ୩ କଂଗ୍ରେସ କର୍ମୀ ମୃତ

ବସ୍‌ ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ଘଟିଛି। ପଞ୍ଜାବର ମୋଗା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। 

niranja
ସଙ୍ଗଠନର ପୁନର୍ଗଠନ କରିବ କଂଗ୍ରେସ; ଏଥର ଯୋଜନା କିଛି ଏମିତି

ଭୁବନେଶ୍ୱର: ଦୀର୍ଘଦିନର ନିରବତା ପରେ ପୁଣିଥରେ କଂଗ୍ରେସ ନିଜର ସାଂଗଠନିକ ସ୍ଥିତିକୁ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ବରିଷ୍ଠ  ନେତାମାନେ ଏକଜୁଟ ହୋଇ ସଂଗଠନକୁ ସଜାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଆଇସିସି ପକ୍ଷରୁ ଓଡ଼ିଶା ପିସିସିର ସମସ୍ତ କମିଟି ଓ ସଂଗଠନକୁ ଭାଙ୍ଗି ଦିଆଯାଇଥିବାରୁ ଏଗୁଡ଼ିକୁ ପୁନର୍ଗଠନ କରିବା ପାଇଁ ସହମତି ହୋଇଛି। ତା’ଛଡ଼ା ସଦସ୍ୟ ସଂଗ୍ରହ ଅଭିଯାନ ଓ ମହାତ୍ମା ଗାନ୍ଧି ଜୟନ୍ତୀ ପାଇଁ […]

shivkumra
ମନି ଲଣ୍ତରିଂ ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ କଂଗ୍ରେସ ନେତା ଡିକେ ଶିବକୁମାର

ନୂଆଦିଲ୍ଲୀ: ମନି ଲଣ୍ତରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଶିବକୁମାରଙ୍କ ସ୍ୱାସ୍ଥ୍ୟ ନେଇ ବିଚାରପତି ଜଷ୍ଟିସ୍‌ ଅଜୟ କୁମାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ପ୍ରଥମେ ଏହି କଂଗ୍ରେସ ନେତାଙ୍କୁ ହସ୍ପିଟାଲ ନେଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ସେ ହସ୍ପିଟାଲରେ ଆଡମିଟ୍‌ ହେବା ନହେବା ନେଇ ନିଷ୍ପତ୍ତି ନିଆଯିବ। ତାଙ୍କୁ ନୂଆଦିଲ୍ଲୀର […]

we-9
ମାୟାବତୀଙ୍କୁ ଛାଡ଼ି କଂଗ୍ରେସରେ ମିଶିଲେ ୬ ବିଏସ୍‌ପି ବିଧାୟକ

ଜୟପୁର: ଆଉ କଂଗ୍ରେସକୁ ସରକାର ଭାଙ୍ଗିବାର ଧମକ ଦେଇପାରିବେନି ବିଏସ୍‌ପି ସୁପ୍ରିମୋ ମାୟାବତୀ। କାରଣ ରାଜସ୍ଥାନରେ ବିଏସ୍‌ପିର ୬ ଜଣ ଯାକ ବିଧାୟକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ବିଧାୟକମାନେ ପ୍ରଥମେ ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କୁ ଭେଟିଥିଲେ। ଏହାପରେ ସେମାନେ କଂଗ୍ରେସରେ ବିଲୀନ ହେବାକୁ ଚାହୁଁଥିବା ତାଙ୍କୁ ଜଣାଇଥିଲେ। ବାଚସ୍ପତିଙ୍କ ଅନୁମତିକ୍ରମେ ସମସ୍ତେ କଂଗ୍ରେସରେ ସାମିଲ ହୋଇଛନ୍ତି। ବିଏସ୍‌ପି ଓ କଂଗ୍ରେସ ମଧ୍ୟରେ ତିକ୍ତତା ଲାଗି ରହିଥିଲେ ହେଁ ଏହି ୬ ଜଣ ଯାକ ବିଧାୟକ […]

congress
ଏବେ ନେତା ନୁହେଁ, କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ୍

ଭୁବନେଶ୍ୱର: ବଦଳିବ କଂଗ୍ରେସର ସାଂଗଠନିକ ଢାଞ୍ଚା। ନେତା ନୁହେଁ, ଆଗାମୀ ଦିନରେ କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ। ବିଜେପିର ଆର୍‌ଏସ୍ଏସ୍ ଓ ବିଜୁ ଜନତା ଦଳର ବିଜୁ ଯୁବ ବାହିନୀ ଭଳି ନିଜକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ପ୍ରେରକ ନାଁରେ ପରିଚିତ ଏହି କ୍ୟାଡରମାନଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। କଂଗ୍ରେସର ନୀତି, ଆଦର୍ଶ ଓ ଅଭିମୁଖ୍ୟ ସଂପର୍କରେ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିଲାଗି ଜିଲା, ରାଜ୍ୟ […]

ନିଖୋଜ୍‌ର ୨୭ ଘଣ୍ଟା ପରେ କଂଗ୍ରେସ କାର୍ଯ୍ୟାଳୟରେ ଉଭା ହେଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ଇଡି ଏବଂ ସିବିଆଇ ଖୋଜୁଥିବାବଳେ ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଛନ୍ତି। ଜଣେ ଓକିଲ ଭାବେ ମଧ୍ୟ ଜଣାଶୁଣା ଚିଦାମ୍ବରମ୍‌ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଠାରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏଥିରେ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ମଧ୍ୟ ଉପସ୍ଥିତ ଥିଲେ। ଶେଷ ଖବର ସୁଦ୍ଧା ଏକ ସିବିଆଇ ଟିମ୍‌ […]

tara
ଆସନ୍ତା ୨୨ରେ ରାଜ୍ୟ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ରାଜ୍ୟ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା ହୋଇଛି। କେଉଁ ପ୍ରସଙ୍ଗରେ ଡକାଯାଇଛି ସେ ନେଇ ସ୍ପଷ୍ଟ ସୂଚନା ନାହିଁ। ଏ ସମ୍ପର୍କରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖି କହିଛନ୍ତି  ଯେ ଏବେ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ନକରିବାକୁ ଆମେ ଦିଲ୍ଲୀରେ କହିବୁ। ଆଗକୁ ପୌର ନିର୍ବାଚନ ଥିବାରୁ ଏବେ ନିରଞ୍ଜନଙ୍କୁ ନହଟାଇବାକୁ ଦିଲ୍ଲୀରେ କହିବୁ ବୋଲି ତାରା କହିଛନ୍ତି। ତୃଣମୂଳ ସ୍ତରରେ କର୍ମୀ ଏକାଠି ଅଛନ୍ତି, […]

‘କଂଗ୍ରେସ କର୍ମୀଙ୍କଠାରୁ ଢେର୍‌ ଭଲ ଭୟଙ୍କର ଅପରାଧୀ’

ନୂଆଦିଲ୍ଲୀ: ଝାରଖଣ୍ଡ ପିସିସି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଜୟ କୁମାର। ଶୁକ୍ରବାର ସେ ତାଙ୍କ ପଦରୁ ଇସ୍ତଫା ଦେବା ସହିତ ରାହୁଲ୍‌ଙ୍କୁ କଡ଼ା ଭାଷାରେ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି, “ଜଣେ ଭାରତୀୟ ହିସାବରେ ଏବଂ ସବୁଠାରୁ କମ୍‌ ବୟସରେ ପୁଲିସ ବୀରତା ପୁରସ୍କାର ବିଜେତା ଭାବରେ ଜାମ୍‌ସେଦ୍‌ପୁରରେ ସମସ୍ତ ମାଫିଆ ରାଜ୍‌ ଶେଷ କରିସାରିବା ପରେ ମୁଁ ଦୃଢ଼ତାର ସହ କହୁଛି ଯେ ସେହି ଭୟଙ୍କର ଅପରାଧୀମାନେ ମୋ ଦଳର ସହଯୋଗୀ […]

bjp
ବିଜେପିରେ ମିଶିଲେ କଂଗ୍ରେସର ଏହି ଟାଣୁଆ ନେତା

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ଚିଫ୍‌ ହ୍ୱିପ୍‌ ତଥା ସାଂସଦ ଥିବା ଭୁବନେଶ୍ୱର କଲିତା ଆଜି ବିଜେପିରେ ମିଶିଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ବିରୋଧ କରି ଭୁବନେଶ୍ୱର ରାଜ୍ୟସଭା ଓ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ଆସାମରୁ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ୯ରେ ଶେଷ ହୋଇଥାଆନ୍ତା। ହେଲେ ତା’ ପୂର୍ବରୁ, ଅଗଷ୍ଟ ୫ ତାରିଖରେ […]

ମଦଲୁଈଆଏଏ
କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଖୋରାକ୍‌ ଯୋଗାଉଛି ଏହି କଂଗ୍ରେସ୍‌ ନେତାଙ୍କ ବୟାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ବଳବତ୍ତର ଥିବା ଧାରା ୩୭୦ର ଉଚ୍ଛେଦକୁ ନେଇ ଏବେ କଂଗ୍ରେସକୁ ପୁଣିଥରେ ଅଡ଼ୁଆରେ ପକାଇଛନ୍ତି ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଜମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଥିବା ଅଧୀର ଏବେ ଜମ୍ମୁ-କାଶ୍ମୀରକୁ ନାଜି ଜର୍ମାନୀରେ ଥିବା ‘କନସେଣ୍ଟ୍ରେସନ୍‌ କ୍ୟାମ୍ପ’ ସହ ତୁଳନା କରିଛନ୍ତି। ଏହି ବୟାନକୁ ନେଇ ପାକିସ୍ତାନ ଉତ୍ସାହିତ ହୋଇ ଉଠିଛି। ସୋଶାଲ୍‌ ମିଡିଆରେ ଭାରତ ବିରୋଧରେ ଚାଲିଥିବା ଅପପ୍ରଚାରରେ କଂଗ୍ରେସ ନେତାଙ୍କ ବାକ୍ୟବାଣକୁ ବ୍ୟବହାର […]

୩୭୦ ଉଚ୍ଛେଦକୁ କଂଗ୍ରେସ ବିଧାୟିକାଙ୍କ ଖୋଲା ସମର୍ଥନ

ଲକ୍ଷ୍ନୌ: କଂଗ୍ରେସ ଧାରା-୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବେଳେ ଦଳର ଜଣେ ବିଧାୟିକା କିନ୍ତୁ ଏହାକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ସେ ହେଲେ ରାୟବରେଲୀର କଂଗ୍ରେସ ବିଧାୟିକା ଅଦିତି ସିଂହ। ଅଦିତି ୩୭୦ ଉଚ୍ଛେଦକୁ ସ୍ୱାଗତ କରିଛନ୍ତି। ଦେଶର ସୁରକ୍ଷା ସହ ଜମ୍ମୁ ଓ କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଏହା ଆବଶ୍ୟକ ଥିଲା ବୋଲି ଅଦିତି କହିଛନ୍ତି। ୩୭୦ ଉଚ୍ଛେଦକୁ ରାଜନୀତି ଦୃଷ୍ଟିକୋଣରୁ ନଦେଖି ଏହାକୁ ଦେଶର ସ୍ୱାର୍ଥ ହାସଲ ଦିଗରେ ବ୍ୟବହାର କରିବା ଉଚିତ୍ ହେବ […]

bb
ଗାନ୍ଧି-ଗଡ଼ସେ କଳି; ବିଜେପି-କଂଗ୍ରେସ କଳିରୁ ମଜା ନେଲା ଶାସକ ଦଳ

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧି ଓ ତାଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ନେଇ ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ବନ୍ଦେ ମାତରମ୍‌, ଭାରତମାତା କି ଜୟ, ଜାତୀୟ ପତାକା, RSS , ନାଥୁରାମ ଗଡ଼ସେ ଓ ମହାତ୍ମା ଗାନ୍ଧି ଆଦି ପ୍ରସଙ୍ଗ ନେଇ ଦୁଇ ବିରୋଧୀ ଦଳ ଭିତରେ କଳିର ମଜା ନେଇଛି ଶାସକ ବିଜେଡି ଦଳ। କେବଳ ଆଜି ନୁହେଁ, ଗତ ୪ରୁ ୫ ଦିନ ହେବ ଏହି […]

bbb
ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ଦାବି କଲା କଂଗ୍ରେସ

ଭୁବନେଶ୍ୱର: ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ନିଜର ମନ୍ତବ୍ୟ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ ନଚେତ୍ କଂଗ୍ରେସ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି। ବିଧାନସଭାରେ ଆଜି ବିଜେପି ବିଧାୟକ ବିଷ୍ଣୁ ସେଠୀ ମୁସଲିମ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା ସହ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି। କଂଗ୍ରେସ ଭବନଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି […]

sanjay-singh
ଦଳ ଛାଡ଼ିଲେ କଂଗ୍ରେସ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ରାଜ୍ୟସଭା କଂଗ୍ରେସ ସାଂସଦ ସଞ୍ଜୟ ସିଂହ ଆଜି ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଶ୍ରୀ ସିଂହ କହିଛନ୍ତି, “ମୁଁ ଆଜି କଂଗ୍ରେସ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଆସନ୍ତାକାଲି ମୁଁ ବିଜେପିରେ ଯୋଗଦେବି। କଂଗ୍ରେସ ଏବେ ନେତୃତ୍ୱ ନେବାକୁ କେହି ନାହାନ୍ତି। ମୁଁ ମୋଦିଙ୍କ ସବ୍‌କା ସାଥ ସବକା ବିକାଶକୁ ସମର୍ଥନ କରୁଛି। ମୁଁ କଂଗ୍ରେସ ସହ ୧୯୮୪ରୁ ରହି ଆସିଛି। […]

lootera
କଂଗ୍ରେସ ନେତାଙ୍କୁ ପିଲା ଚୋର ଭାବି ପିଟିଲେ ଲୋକେ

ଭୋପାଳ: ପିଲା ଚୋର ଭାବି ଜଣେ କଂଗ୍ରେସ ନେତାଙ୍କୁ ଲୋକେ ପିଟିଛନ୍ତି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଏକ ଗାଁରେ। ପିଲାଚୋର ଗ୍ୟାଙ୍ଗ୍‌ ମାତିଥିବାର ଏକ ଗୁଜବ ପ୍ରଚାର ଚାଲିଥିବା ବେଳେ ଗାଁ ଲୋକମାନେ ଏପରି କରିଥିବା ସୂଚନା ମିଳିଛି। ଗାଁ ଲୋକଙ୍କୁ ଖବର ମିଳିଥିଲା ଯେ ପିଲା ଅପହରଣ କରୁଥିବା ଏକ ଗ୍ୟାଙ୍ଗ୍ ବେତୁଲ୍ ଜିଲ୍ଲାରେ ଘୁରି ବୁଲୁଛି। ଏଥିପାଇଁ ଲୋକେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ତିନିଜଣ ସ୍ଥାନୀୟ କଂଗ୍ରେସ ନେତା ଧର୍ମେନ୍ଦ୍ର […]

ଈମ୍
ନୂଆ ଆର୍‌ଡିସି ଡିଭିଜନ ଗଠନ ପାଇଁ କଂଗ୍ରେସର ଦାବି

ଭୁବନେଶ୍ୱର: ଆଜି ବିଧାନସଭାରେ ଜଳ ସଂପଦ ବିଭାଗର ଆଲୋଚନା ବେଳେ ଭୂପୃଷ୍ଠ ଜଳକୁ ନେଇ ମନ୍ତ୍ରୀ ଦେଇଥିବା ତଥ୍ୟ ଉପରେ ଆଲୋଚନା ହୋଇଛି। ରାଜ୍ୟରେ ୯୫,୫୪୦ ମିଲିୟନ ଘନମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ମିଲିୟନ ଘନ ମିଟର ଜଳ ସମୁଦ୍ରକୁ ବୋହିଯାଉଛି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି। ତେବେ ଭୂପୃଷ୍ଠ ଜଳ ରୋକିବାକୁ ୧୪,୫୮୮ ଆଡ଼ିବନ୍ଧ ନିର୍ମାଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୂତଳ ଜଳ ପରିମାଣ କ୍ରମାଗତ ଭାବେ କମିବା ନେଇ ବିଧାୟକ […]

congress
ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ପୂର୍ବତନ କଂଗ୍ରେସ ନେତା

ଭୁବନେଶ୍ୱର: ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ କଂଗ୍ରେସ ନେତା ନିହାର ବେହେରା। ସ୍ମୃତି ରଞ୍ଜନ ଲେଙ୍କା ଜଣେ ମହିଳା କର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନିହାର ବେହେରା ଅଭିଯୋଗ କରିଛନ୍ତି। ପଦ, ପଦବୀରେ ରଖି ଦେବାକୁ କହି ସ୍ମୃତି ରଞ୍ଜନ ମହିଳା କର୍ମୀଙ୍କୁ ଶୋଷଣ କରିଥିବା ନିହାର ଅଭିଯୋଗ ଆଣିଛନ୍ତି। ଏନେଇ କିଛି ହ୍ୱାଟ୍ସଆପ୍‌ ଚାଟ୍ ଓ ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ନିହାର […]

congees
ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍‌- “ଆପଣ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ବ୍ୟସ୍ତ, ସେପଟେ...”

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଏକ ନିର୍ବାଚିତ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଥିବାବେଳେ ଆନ୍ତର୍ଜାତିକ ବଜାରରେ ତୈଳଦର ୩୫ ପ୍ରତିଶତ ହ୍ରାସ ପାଇବା ଘଟଣାକୁ ଅଣଦେଖା କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଧାସଳଖ ଟାର୍ଗେଟ୍‌ କରି ରାହୁଲ ଗାନ୍ଧି କହିଛନ୍ତି, “ଯେତେବେଳେ ଆପଣ ଏକ ନିର୍ବାଚିତ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି […]