• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "190" result for "ଗଣେଶ" in https://otvkhabar.in

lord ganesh
କଟକରେ ସାର୍ବଜନୀନ ଗଣେଶ ପୂଜାକୁ ମିଳିବନି ଅନୁମତି: ଡିସିପି

କଟକ: ଚଳିତ ବର୍ଷ କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ। କଟକ ଡିସିପି ପ୍ରତୀକ ସିଂହ ଆଜି ଏହା ସ୍ପଷ୍ଟ କରିଛନ୍ତି। ସାଂପ୍ରତିକ କରୋନା ପରିସ୍ଥିତି ଦେଖି ଅନୁମତି ଦିଆଯାଇପାରିବ ନାହିଁ ବୋଲି ଡିସିପି କହିଛନ୍ତି। ସୂଚନାଥାଉ କି, ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା। ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଏହି ମାମଲା କରାଯାଇଥିଲା। ତେବେ କୋର୍ଟ ମାମଲାକୁ ଖାରଜ କରି ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି […]

taaahahb
ଗଣେଶ ପୂଜା ବନ୍ଦ କରିବାରୁ ତହସିଲଦାରଙ୍କୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା

ବ୍ରହ୍ମପୁର: ଧୂମ୍‌ଧାମ୍‌ରେ ଗଣେଶ ପୂଜା ଚାଲୁଥିଲା। ମେଢ ମଣ୍ଡପ ବି ସଜାସଜି ହୋଇଥିଲା। ହେଲେ କୋଭିଡ ନିୟମକୁ ଉଲ୍ଲଂଘନ କରି ପୂଜା ଚାଲୁଥିବାରୁ  ଏନ୍‌ଫୋର୍ସମେଣ୍ଟ ପହଞ୍ଚିବା ପରେ ସବୁ ଫିକା ପଡିଗଲା।  ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ମଣ୍ଡପ ଭାଙ୍ଗି ଦେବାରୁ ଆରମ୍ଭ ହୋଇଗଲା ଉତ୍ତେଜନା। ତହସିଲଦାରଙ୍କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ସହ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଅଟକ ରଖିଲେ ଗାଁ ଲୋକ। ଏଭଳି ଘଟଣା ଘଟିଛି  ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ଗାଁରେ। […]

ganeshaff
ଏକ ସେଣ୍ଟିମିଟର ଉଚ୍ଚର ଗଣେଶ ମୂର୍ତ୍ତି; ବିଶ୍ୱର ସବୁଠୁ ଛୋଟ ବୋଲି ଦାବି କଲେ କାରିଗର

ଭୁବନେଶ୍ୱର: କରୋନା ପାଇଁ ସବୁଠି ନିରାଡ଼ମ୍ବର ଭାବେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ବ୍ରହ୍ମପୁର ସହରରେ ଦୁଇ ଜଣ ବ୍ୟକ୍ତି ନିଆରା ଢଙ୍ଗରେ ଗଣେଶ ପୂଜା ପାଳନ କରିଛନ୍ତି। ବ୍ରହ୍ମପୁର ସହରର ଡାକ୍ତର ଜାମୁଲା ନାରାୟଣଙ୍କ ଘରେ ୮୦ ପ୍ରକାରର ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି। ଏହି ୮୦ ପ୍ରକାରର ମୂର୍ତ୍ତି ଭିତରେ ରହିଛି ସୁନା, ରୂପା, ମହମ, ପିତ୍ତଳ, ସ୍ପଟିକ, ପଥର ସହ ଗୁଆ, ତାଳପତ୍ରର ଗଣେଶ ପ୍ରତିମା। ଡାକ୍ତର ଜାମୁଲା ସୁରେଶ ଓ […]

ganesha
ଏବର୍ଷ ମାର୍କେଟରୁ ଉଭାନ ଚାଇନିଜ୍ ଗଣେଶ ମୂର୍ତ୍ତି

ନୂଆଦିଲ୍ଲୀ: କୋଭିଡ୍‌-୧୯ ତଥା ଚୀନ୍ ସହ ସୀମା ବିବାଦର ପ୍ରଭାବ ଚଳିତବର୍ଷର ଗଣେଶ ପୂଜା ଉପରେ ପଡ଼ିଛି। ଗୋଟିଏ ପଟେ କୋଭିଡ୍‌-୧୯ କାରଣରୁ ସରକାର ସାର୍ବଜନୀନ ସ୍ଥାନରେ ପୂଜା କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ ସହ ଚାଲିଥିବା ବିବାଦ କାରଣରୁ ଦେଶରେ ଚାଇନିଜ୍ ସାମଗ୍ରୀ ପ୍ରତି ଆକ୍ରୋଶ ଜାରି ରହିଛି। ଏହି ପ୍ରଭାବରେ ଚଳିତବର୍ଷ ମାର୍କେଟରୁ ସମ୍ପୂର୍ଣ୍ଣ ଭାବେ ଉଭାନ୍ ହୋଇଯାଇଛି ଚାଇନିଜ୍ ମୂର୍ତ୍ତି। ଏ ନେଇ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) […]

murder in aska
ଗଣେଶ ଭସାଣକୁ ନେଇ ବିବାଦ: ସଂଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ମାରିଦେଲେ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁର କୋଳି ସାହିରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ନାଗା ଗୌଡ଼। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନାଗାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ନାଗାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ଆସିକା SDPO ଓ ଆସିକା […]

ଗଣେଶ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ
ଗଣେଶ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ

ବଲାଙ୍ଗିର  : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଗଣେଶ ବିସର୍ଜନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅାହତ ହୋଇଛନ୍ତି।  ଅାହତଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟିଟିଲାଗଡ଼ ବଜାରର ଶାସ୍ତ୍ରୀ ଛକରେ ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମୃତକ ହେଲେ ଅାଦିବାସୀ ପଡ଼ାର ବୁଲୁ ହାତୀ ଓ ଅାହତ ଯୁବକ ହେଲେ ରୋହିତ ବାଗ୍। ଏହି ମାମଲାରେ ପୁଲିସ ଜଣେ […]

ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ
ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ

ଦେଓଗଡ : ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ଅଘଟଣ। ପୋଖରୀରେ ବୁଡି ଜଣେ ଛାତ୍ର ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଓଗଡ ବାରକୋଟ ଝରବାହାଳ ଅାଶ୍ରମ ସ୍କୁଲରେ।  ଗଣେଶ ପୂଜା ବିସର୍ଜନ ବେଳେ ସ୍କୁଲର ଛାତ୍ର ଏବଂ ଶିକ୍ଷକମାନେ ପୋଖରୀକୁ ଯାଇଥିଲେ। ସେହି ସମୟରେ ଘନଶ୍ୟମ ସାହୁଙ୍କ ପାଦ ଖସି ଯାଇଥିଲା। ସେ ପୋଖରୀରେ ବୁଡି ଯାଇଥିଲେ। ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

governor-wife
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଧର୍ମପତ୍ନୀଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ପରଲୋକ ହୋଇଯାଇଛି। ସୁଶିଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଧର୍ମପ୍ରାଣ, ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସୁଶିଳା ଦେବୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଗତ […]

Untitled-1
ବିନାୟକ ଗଣେଶ ଚତୁର୍ଥୀର ପୂଜା ବିଧି

ଜ୍ୟେଷ୍ଠ ମାସର ଗଣେଶ ଚତୁର୍ଥୀ ଜୁନ୍ ୧୪ ବା ସୋମବାର ପଡୁଛି। ଅମାବାସ୍ୟା ପରେ ପଡୁଥିବା ଶୁକ୍ଳ ପକ୍ଷର ଚତୁର୍ଥୀକୁ ବିନାୟକ ଚତୁର୍ଥୀ କୁହାଯାଏ। ଏହା ପ୍ରତି ମାସରେ ପଡ଼େ। ଏହି ଉପବାସ ଭଗବାନ ଗଣେଶଙ୍କୁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ।…