ଭୁବନେଶ୍ୱର: ଇସ୍ତାହାର କମିଟି ଘୋଷଣା କଲା ରାଜ୍ୟ କଂଗ୍ରେସ। ଏଆଇସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ମିଳିଛି। ପୂର୍ବରୁ ଏହି ଦାୟିତ୍ୱରେ ଥିବା ଶ୍ରୀକାନ୍ତ ଜେନାଙ୍କୁ ପଦରୁ ହଟାଇଦିଆଯାଇଛି। ଗଣେଶ୍ୱରଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଘୋଷଣା କରାଯାଇଛି। ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ, ନଟବର ଖୁଣ୍ଟିଆ, ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ, ବିସ୍ମୟ ମହାପାତ୍ର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।
ବୁଧବାର ପୂରା ବିଧି ଅନୁସାରେ ବିଘ୍ନବିନାଶୟ ଗଣେଶଙ୍କ ପୂଜା କରାଯାଏ। ଭଗବାନ ଗଣେଶ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଓ ସେମାନଙ୍କ ମନସ୍କାମନା ପୂରଣ କରନ୍ତି। ହିନ୍ଦୁମାନଙ୍କର ବିଶ୍ୱାସ ଯେ କୌଣସି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରିବା ଜରୁରୀ। ଗଣେଶ ପ୍ରତ୍ୟେକଙ୍କର ଦୁଖ ହରଣ କରନ୍ତି। କୁହାଯାଏ ଯେ ପ୍ରଥମ ପୂଜନୀୟ ଗଣେଶଙ୍କୁ ଶ୍ରଦ୍ଧା ଭାବରେ ପୂଜାକଲେ ଘରେ ସୁଖ ସମୃଦ୍ଧି ତ ଆସେ ଏହା ସହିତ ଘର ଧନଧାନ୍ୟରେ […]
ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୨୬ ତାରିଖ, ବୁଧବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଆଜି ୨୦୨୦ ମସିହା, ଫେବୃଆରୀ ମାସ ୭ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଆଜି ୨୦୨୦ ମସିହା, ଜାନୁଆରୀ ମାସ ୩୧ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏକ ଅଘଟଣ ଘଟିଛି। ମୂର୍ତ୍ତି ବିସର୍ଜନ ବେଳେ ଖଟ୍ଲାପୁରା ଘାଟରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ି ଯିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାରକାରୀ ଦଳ ୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। ଏବେବି କିଛି ଲୋକ ନିଖୋଜ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର […]
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମୁର୍ଷୁଣ୍ଢି ଗାଁରେ ଗଣେଶ ପୂଜା ଭସାଣି ସମୟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ୧୫ରୁ ଅଧିକ ଆହତ ହୋଇଛନ୍ତି। ବୀରମହାରାଜପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଛନ୍ତି। ସୂଚନା ଅନୁସାରେ, ଗତକାଲି ମୁର୍ଷୁଣ୍ଢି ଗାନ୍ଧିପଡ଼ା ଯୁବକ ଜ୍ୟୋତି ସଂଘ ପକ୍ଷରୁ ଗଣେଶ ଭସାଣି ଆୟୋଜିତ ହୋଇଥିଲା। ଭସାଣି ଗାନ୍ଧି ପଡ଼ିଆରୁ ବାହାରି ମୁର୍ଷୁଣ୍ଢି ଗାଁ ପରିକ୍ରମା କରି ଟିକ୍ରିପଡାରେ ପହଞ୍ଚିବା ପରେ […]
ଭୁବନେଶ୍ୱର: ଆଜି ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଗାଁରୁ ସହର ସବୁଠି ଚଳଚଞ୍ଚଳ। ଶଙ୍ଖ, ମନ୍ତ୍ର ପାଠରେ କମ୍ପି ଉଠୁଛି ବିଭିନ୍ନ ପୂଜା ମଣ୍ଡପ। ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭିନ୍ନ ମଣ୍ଡପରେ ସାଜସଜ୍ଜା ଅତି ସୁନ୍ଦର ଭାବେ କରାଯାଇଛି। ସକାଳୁ ସକାଳୁ ଛାତ୍ରଛାତ୍ରୀମାନେ ଫୁଲ, ନଡିଆ, କଦଳୀ, ଧୂପ ଆଦି ଧରି ନିଜ ନିଜର ଶିକ୍ଷାନୁଷ୍ଠାନ ଅଭିମୁଖେ ବାହାରିଛନ୍ତି। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଝଲସୁଛି ଖୋର୍ଦ୍ଧା ଜିଲ୍ଲାର ଜଟଣୀ […]