ଓବିସିଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅବିଚାର କରିଛନ୍ତି କହି ସମାଲୋଚନା କରିଛନ୍ତି କଂଗ୍ରେସ ଓପିସିସି ମିଡିଆ ସେଲ୍ ଅଧକ୍ଷ ଗଣେଶ୍ୱର ବେହେରା ।
ପୁନେ: ସାରା ଦେଶରେ ଗଣେଶ ପୂଜା ଧୁମ୍ଧାମ୍ରେ ପାଳିତ ହୋଇଛି। କେଉଁଠି ଧାନରେ ଗଣେଶ ତ କେଉଁଠି ତିଳ ବା ବିରି ଚାଉଳରେ ଗଣେଶ। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ମୂର୍ତ୍ତି ସାଙ୍ଗକୁ ତୋରଣ ମଧ୍ୟ ନିର୍ମାଣ କରାଯାଇଛି। ତେବେ ପୁନେରେ ଏକ ଦୋକାନରେ ଏକ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି। ଇକୋ ଫ୍ରେଣ୍ଡଲି ଥିମ୍କୁ ନେଇ ଗୁପ୍ଚୁପ୍ରେ ଏହି ମୂର୍ତ୍ତିଟି ତିଆରି ହୋଇଛି। ମୂର୍ତ୍ତିଟି ୧୦ ହଜାର ଗୁପ୍ଚୁପ୍ ଓ ବାଉଁଶ କାଠିକୁ ନେଇ […]
ମୁମ୍ବାଇ: ଦେଶର ବିଭିନ୍ନ ସ୍ଥାନରେ ଧୁମ୍ଧାମ୍ରେ ଗଣେଶ ପୂଜା ପାଳିତ ହୋଇଛି। ବିଜ୍ନେସ୍ ସେଣ୍ଟର କହୁଯାଉଥିବା ମୁମ୍ବାଇ ସହରରେ ମଧ୍ୟ ଗଣେଶ ପୂଜା ପାଳିତ ହୋଇଛି। ମହାରାଷ୍ଟ୍ରରେ ଗଣେଶ ପୂଜାର ସ୍ୱତନ୍ତ୍ରତା ସବୁଠାରୁ ଅଲଗା। ଚଳିତ ବର୍ଷ ଗଣେଶ ପୂଜା ଅବସରରେ ମୁମ୍ବାଇର ସିଅନ୍ ଇଷ୍ଟ୍ ସ୍ଥିତ ଗଣେଶଙ୍କ ମୂର୍ତ୍ତି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଜିଏସ୍ବି ସେବା ମଣ୍ଡଲ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ୭୦ କି.ଗ୍ରା.ରୁ ଅଧିକ ସୁନାରେ ଗଣେଶଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଇଥିବା […]
ଭୁବନେଶ୍ୱର: ରାଜଧାନୀରେ ଗଣେଶ ପୂଜା ବହୁତ ଜାକଜମକରେ ପାଳିତ ହୋଇଯାଇଛି। ସ୍କୁଲ କଲେଜ ସହିତ ବିଭିନ୍ନ କ୍ଲବ, ବ୍ୟବସାୟିକ ସଂଘ ଓ ସଂଗଠନ ପକ୍ଷରୁ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ପୂଜା ମଣ୍ଡପ ସଜେଇ ହୋଇଥିଲା। ଏହା ସହିତ ରାଜଧାନୀର ଅନେକ ପୂଜା ମଣ୍ଡପରେ ନିଆରା ଗଣେଶ ମୂର୍ତ୍ତି ଦେଖିବାକୁ ମିଳିଛି। ସହିଦ ନଗର ଉଇନର ଆସୋସିଏସନ୍ ମଣ୍ଡପରେ ମୁମ୍ବାଇ ଭଳି ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି […]
ଭୁବନେଶ୍ୱର: ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର। ଗଜାନନଙ୍କ ପୂଜାର୍ଚ୍ଚନା ଲାଗି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ପଡିଛି। ବିଦ୍ୟାଦାତାଙ୍କ ପୂଜାର୍ଚ୍ଚନା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ସହରରେ ବଡ଼ ବଡ଼ ପୂଜାମେଢ଼ ପ୍ରସ୍ତୁତ ହୋଇଛି। ରାଜଧାନୀ ଭୁବନେଶ୍ୱର, କଟକ ଭଳି ପ୍ରମୁଖ ସହରରେ ଧୁମଧାମର ସହ ଗଣେଶ ପୂଜା […]
ଭୁବନେଶ୍ୱର : ସୁଦୃଶ୍ୟ ତୋରଣ, ଅାକର୍ଷଣୀୟ ସାଜସଜ୍ଜା। ଚିକ୍ମିକ୍ ଲାଇଟ୍ରେ ଝଲସୁଛି ତୋରଣ। ରାତି ପାହିଲେ ଅଗ୍ରଗଣ୍ୟଙ୍କ ପୂଜା। ଅାଉ ତା ପୂର୍ବରୁ ସଜେଇ ହୋଇଛି ଜଟଣୀ ସହର। ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଜଟଣୀରେ ଏ ବର୍ଷ ଛୋଟବଡ଼଼ ପ୍ରାୟ ୨୦୦ଟି ମଣ୍ଡପରେ ପୂଜା ପାଇବେ ବିଘ୍ନ ବିନାଶକ। ଏଥିପାଇଁ ପୂଜା କମିଟି ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି। ଶିଳ୍ପ ନଗରୀ ତାଳଚେରରେ ବି ୧୩ ଦିନ ଧରି ମହାସମାରୋହରେ ଚାଲିବ […]
ଆମେ ସବୁ ପୂଜା ପର୍ବରେ ଘରେ ପୂଜା କରିବା ପାଇଁ ମିଠା ଜିନିଷ ବା ପିଠା ତିଆରି କରିଥାଉ। ତେବେ ଗଣେଶ ପୂଜାରେ ଠାକୁରଙ୍କ ପାଖରେ ତାଙ୍କ ପ୍ରିୟ ଭୋଗ ମୋଦକ ପୂଜା କରାଯାଇଥାଏ। ପବିତ୍ର ଗଣେଶ ପୂଜାରେ ଘରେ ମୋଦକ ପ୍ରସ୍ତୁତ କରି ପୂଜା କରନ୍ତୁ। ଆବଶ୍ୟକୀୟ ସାମଗ୍ରୀ ଚାଉଳ ଚୂନା,ଗୁଡ଼, ଘିଅ,ନଡ଼ିଆ କୋରା, କାଜୁ, କିସ୍ମିସ୍, ଗୁଜୁରାତି,ରାଶି, ସ୍ୱାଦ ଅନୁସାରେ ଲୁଣ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପାତ୍ରରେ ପାଣି ଗରମ କରି ସେଥିରେ […]
କଟକ: ଗଣେଶ ପୂଜା ପାଇଁ କଟକ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି। ବିଭିନ୍ନ ଡିଜାଇନ୍ର ଗଣେଶ ମୂର୍ତ୍ତି ତିଆରି କରି ସହରର ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଚାଲିଥାଏ। ତେଣୁ ମୂର୍ତ୍ତି ନିର୍ମାଣର ଏନ୍ତୁଡ଼ିଶାଳ କୁହାଯାଉଥିବା କୁମ୍ଭାରସାହି ଏବେ ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି। ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର। ବାହୁବଳୀ, ମତ୍ସ ଅବତାର ଓ ବାଲ୍ ଗଣେଶ ଭଳି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରୁଛନ୍ତି କାରିଗର। କଟକ […]
ଗୁଜରାଟ : ଗଣେଶ ପୂଜା ପେଣ୍ଡାଲରେ ଉଡିଲା ନୋଟ୍। ଗୁଜରାଟର ରାଜକୋଟରେ ଏକ ପୂଜା ପେଣ୍ଡାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଣେଶ ପୂଜା ଅବସରରେ ସେଠାରେ ଏକ ଲୋକ ସାହିତ୍ୟ ଏବ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ମଞ୍ଚ ଉପରେ ସଙ୍ଗୀତ ପରିବେଷଣ ବେଳେ ଲୋକ ଆସି ନୋଟ୍ ବର୍ଷା କରିଥିବା ଦେଖିବାକୁ ମିଳିଥିଲା। ସୂଚନା ଯେ ,ରଜଭା ଗଡଭୀ ନାମକ ଜଣେ ଗାୟକ ଗାଉଥିଲେ। ତାଙ୍କ ଗାୟନରେ ଲୋକେ ଏତେ ଖୁସି ହୋଇଥିଲେ ଯେ […]
ଭୁବନେଶ୍ୱର : ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଗଣେଶୀ ଲାଲ୍। ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି। ନୂଆ ରାଜ୍ୟପାଳଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର୍। ସୂଚନା ଯେ, ପ୍ରଫେସର ଗଣେଶୀ ଲାଲ୍ ଓଡ଼ିଶାର ୪୫ତମ ରାଜ୍ୟପାଳ ଭାବେ ମଙ୍ଗଳବାର ଶପଥ କରିଛନ୍ତି। ରାଜଭବନଠାରେ ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମାରୋହରେ ଅସ୍ଥାୟୀ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଠାରୁ ଗଣେଶୀ ଲାଲ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଏସ୍.ସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ […]
ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ପ୍ରଫେସର ଗଣେଶୀ ଲାଲ। ହରିୟାଣାର ବିଜେପି ନେତା ପ୍ରଫେସର ଲାଲଙ୍କୁ କେନ୍ଦ୍ର ସରକାର ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ହରିୟାଣା ସୀର୍ସା ଆସନରୁ ବିଧାୟକ ଥିଲେ। ଏଥିସହିତ ସେ ବିଜେପି ଶୃଙ୍ଖଳା କମିଟିର ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ପ୍ରକାଶ ଥାଉକି ରାଜ୍ୟପାଳ ପଦରୁ ଏସ୍.ସି ଜମିର ଅବସର ନେବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ତୁଲାଉଛନ୍ତି।
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଛି ପୁଲିସ ମେଡାଲ। ମୋଟ ୫୭ ଜଣଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍ ଏହି ମେଡାଲ ପ୍ରଦାନ କରିଛନ୍ତି। କୋରାପୁଟ ଓ କଳାହାଣ୍ଡିରେ ନକ୍ସଲ ଦମନ କ୍ଷେତ୍ରରେ ଭଲ କାମ ପାଇଁ ୧୧ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ ଓ ଉଲ୍ଲେଖନୀୟ ସେବା ନିମନ୍ତେ ୧୮ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ୧୪ ଜଣଙ୍କୁ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ […]
ଭୁବନେଶ୍ୱର : ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ସଫ୍ଟୱେର ଆପ୍ଲିକେସନକୁ ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସଫ୍ଟୱେର ଆପ୍ଲିକେସନର ନାଁ ରହିଛି ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ’ । ଆସନ୍ତା ଫେବ୍ରୁଆରୀ ମାସରୁ ଏହି ଆପ୍ଲିକେସନ ଜରିଆରେ ରାଜ୍ୟପାଳଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆବେଦନ କରିପାରିବେ। କାର୍ଯ୍ୟକ୍ରମର ୨୦ ଦିନ ପୂର୍ବରୁ ଏହି ଆପ୍ଲିକେସନ ଜରିଆରେ ଆବେଦନ କରିବାକୁ ପଡିବ। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ […]