• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

2 dg
କରୋନା ଚିକିତ୍ସା ପାଇଁ ଡିଆରଡିଓର 2-DG ଔଷଧ ପ୍ରସ୍ତୁତ : ଆସନ୍ତାକାଲି ମିଳିବ ୧୦ ହଜାର ଡୋଜ

ନୂଆଦିଲ୍ଲୀ : କରୋନା ଭାଇରସ୍ ମୁକାବିଲା ପାଇଁ ଡିଆରଡିଓ ଦ୍ୱାରା ୨-ଡିଜି ଔଷଧ ପ୍ରସ୍ତୁତ କରାଯାଇଛି । ଏହି ଔଷଧର ୧୦ ହଜାର ଡୋଜ୍ ଆଜି କିମ୍ବା ଆସନ୍ତାକାଲି ଠାରୁ ଉପଲବ୍ଧ ହୋଇଯିବ ବୋଲି ଆଶା କରାଯାଉଛି । ଆଗାମୀ ସମୟରେ…

  • Saturday, 15 May 2021
oxizen
୪ ହଜାର ତଳକୁ ଖସିଲା କରୋନା ମୃତ୍ୟୁ ସଂଖ୍ୟା; ଦିଲ୍ଲୀରେ ବି କମିଲା ଦୈନିକ ସଂକ୍ରମଣ ହାର

ନୂଆଦିଲ୍ଲୀ- କରୋନାର ଦୈନକ ସଂକ୍ରମଣରୁ ଆଜି ସାମାନ୍ୟ ଆଶ୍ଵସ୍ତି ମିଳୁଛି । ମେ’ ମାସରେ ଦୈନିକ ସଂକ୍ରମଣ ଆଜି ସବୁଠାରୁ କମ୍‌ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଶନିବାର ୩ ଲକ୍ଷ ୨୬ ହଜାର…

child
ଗୁଜରାଟରେ ଶିଶୁଙ୍କୁ କରୋନା ଭୟ; ୪୩ ଦିନରେ ୭୬ ହଜାର ସଂକ୍ରମିତ

ମୁମ୍ବାଇ:ଦେଶରେ କରୋନାର ଦ୍ଵିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପକାଇଛି ମହାରାଷ୍ଟ୍ରରେ । କୁହାଯାଉଛି, କରୋନାର ତୃତୀୟ ଲହର ପିଲାମାନଙ୍କ ପାଇଁ ବେଶି ବିପଦ ନେଇ ଆସିବ । ହେଲେ ମହାରାଷ୍ଟ୍ରରେ ଦ୍ଵିତୀୟ ଲହର ବି ପିଲାମାନଙ୍କୁ ଛାଡ଼ିନି । ରାଜ୍ୟରେ…

  • Saturday, 15 May 2021
sea
ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବାତ୍ୟା ‘ତାଉତେ’

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାଇକ୍ଲୋନିକ୍‌ ଷ୍ଟର୍ମ ‘ତାଉତେ’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହା ତୀବ୍ର ସାମୁଦ୍ରିକ ଝଡ଼ ଏବଂ ଆସନ୍ତାକାଲି ସକାଳ ୧୧ଟା ୩୦ ସୁଦ୍ଧା ଅତି ତୀବ୍ର ସାମୁଦ୍ରିକ ଝଡ଼ର…

corona vaccine
ଅନଲାଇନରେ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ

ଭୁବନେଶ୍ୱର : ରାଜ୍ୟରେ କରୋନା ଟିକା ଚାହିଦା ପୂରଣ ପାଇଁ ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ । ନିଲାମ ପାଇଁ ନିଗମ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଆସନ୍ତା ୧୯ ତାରିଖରେ ଏନେଇ ଅନଲାଇନ ବୈଠକ…

  • Saturday, 15 May 2021
farmer
ଆଜି ପବିତ୍ର ଅକ୍ଷୟ ତୃତୀୟା : ଅଖି ମୁଠି ବୁଣି ଚାଷ କାମ ଆରମ୍ଭ କଲା ଚଷା ପୁଅ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ଚଷା ପୁଅ। ଆଜିର ଦିନରେ ଅଖି ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ସକାଳୁ ସକାଳୁ ଚାଷୀମାନେ ବିଲକୁ ଯାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି ।  କୃଷି ଭିତ୍ତିକ…

  • Saturday, 15 May 2021
monsoon
ଚଳିତ ବର୍ଷ ଧାର୍ଯ୍ୟ ତାରିଖ ପୂର୍ବରୁ କେରଳ ଛୁଇଁପାରେ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଚଳିତ ବର୍ଷ ଧାର୍ଯ୍ୟ ତାରିଖର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ୍ ୧ ବଦଳରେ ମେ ୩୧ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।…

  • Saturday, 15 May 2021
WHO Chief
‘ଭାରତରେ କରୋନା ସ୍ଥିତି ଚିନ୍ତାଜନକ,ଘାତକ ହେବ ମହାମାରୀର ଦ୍ୱିତୀୟ ବର୍ଷ’

ଭାରତରେ କରୋନା ସ୍ଥିତି ଚିନ୍ତାଜନକ । ବିଭିନ୍ନ ରାଜ୍ୟରେ ଲଗାତାର ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ହସ୍ପିଟାଲରେ ଭର୍ତ୍ତି ହେଉ ହେଉ ଲୋକଙ୍କ ଜୀବନ ଚାଲିଯାଉଛି । ଭାରତରେ କରୋନା ସ୍ଥିତି ନେଇ ପୁଣି ସତର୍କ କରାଇଲା ବିଶ୍ୱ…

  • Saturday, 15 May 2021
corona death
୨୪ ଘଣ୍ଟାରେ ୨୧ ମୁଣ୍ଡ ନେଲା କରୋନା : କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ଼ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁଛି । ଗତ ୨୪ ଘଣ୍ଟାରେ ପୁଣି ୨୧ ଜଣଙ୍କ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ…

  • Saturday, 15 May 2021
corona test
ଓଡ଼ିଶାରେ ୬ ଲକ୍ଷ ଟପିଲା ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୧,୮୦୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧,୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି…

  • Saturday, 15 May 2021
covid ptient
ଆନ୍ଧ୍ର-ତେଲେଙ୍ଗାନା ସୀମାରେ ଛଟପଟ ହେଉଥିଲେ କୋଭିଡ ରୋଗୀ, ପୋଲିସ ପହଞ୍ଚାଇଲା ଅକ୍ସିଜେନ

ହାଇଦ୍ରାବାଦ: ଦେଶରେ କରୋନା ମହାମାରୀର କରାଳ ଗ୍ରାସରେ ସମସ୍ତେ ଥରହର । ସବୁ କୋଣରୁ ଆସୁଛି ହୃଦୟ ବିଦାରକ ଘଟଣା । ଏଥିସହିତ ଦେଖିବାକୁ ମିଳୁଛି ଅନେକ ମାନବକ ସମ୍ବେଦନଶୀଳ ଉଦାହରଣ । ଏମିତି ଏକ ଖବର ଆସିଛି ତେଲେଙ୍ଗାନା-ଆନ୍ଧ୍ର ସୀମାରୁ…

  • Saturday, 15 May 2021
corona death
ଭାରତରେ କରୋନା ତାଣ୍ଡବ; ୧୪ ଦିନରେ ୫୦ ହଜାରରୁ ଅଧିକ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: କରାଳ ମହାମାରୀ ଭାରତରେ ଯେମିତି ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ଶ୍ମଶାନରେ ଲିଭୁନି ଜୁଇ । ଉଜାଡି ଦେଲାଣି ଲକ୍ଷ ଲକ୍ଷ ପରିବାର । ମୃତ୍ୟୁ ସଂଖ୍ୟାରେ ଯେମିତି ଲଗାମ ଲାଗିପାରୁନି । ଗତ କିଛି ଦିନ ହେବ…

  • Saturday, 15 May 2021
accident
ପୋଲ ତଳକୁ ଖସିଲା କାର୍‌; ୩ ମୃତ, ୨ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଏନ୍‌ଏଚ-୧୬ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବିର୍ଲା ଟାୟାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲ ତଳକୁ କାର୍‌ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।…

  • Saturday, 15 May 2021
corona
ବଡ଼ ଘୋଷଣା କଲା ବଜାଜ୍ ଅଟୋ : କରୋନାରେ ମୃତ କର୍ମଚାରୀଙ୍କ ପରିବାରକୁ ଦୁଇ ବର୍ଷ ପର୍ଯ୍ୟନ୍ତ ମିଳିବ ପୂରା ବେତନ

ଦେଶର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ ବଜାଜ ଅଟୋ ନିଜ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି । ସାରା ଦେଶରେ କରୋନା ସଂକ୍ରମଣ ସହ ଲଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ବେଡ ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ…

  • Saturday, 15 May 2021
chandan
ସଂକ୍ରମିତ ହୋଇ ଏକଟିଆପଣ ସହ ଲଢ଼ୁଥିଲେ ବୁଢ଼ାବାପା : ଚଳନ୍ତି ଠାକୁରଙ୍କ ପାଇଁ ୱାର୍ଡବୟ ସାଜିଲା ପୁଅ

ବାପାଙ୍କ ପାଇଁ କୋଭିଡ ହସ୍ପିଟାଲରେ ପୁଅ ସାଜିଲା ୱାର୍ଡବୟ ଡବଲ ସିପ୍ଟରେ କାମ କଲା ପୁଅ ଅନ୍ୟ ରୋଗୀଙ୍କ ମଧ୍ୟ ସେବାଶୁଶ୍ରୁଷା ମଧ୍ୟ କରୁଥିଲେ ଚନ୍ଦନ ଲକ୍ଷ୍ନୌ : ମହାମାରୀକୁ ନଡରି ବାପାଙ୍କ ପାଇଁ ୱାର୍ଡବୟ ସାଜିଲା ପୁଅ । ସଂକ୍ରମଣ…

  • Saturday, 15 May 2021
hardik pandya
ପୂର୍ବତନ ଚୟନକର୍ତ୍ତାଙ୍କ ବଡ଼ ବୟାନ- ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିବା ଉଚିତ୍‌ ନୁହେଁ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ, ଟେଷ୍ଟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାନଯିବା ଘଟଣାକୁ ସମର୍ଥନ କରିଛନ୍ତି । ସେ ବର୍ତ୍ତମାନର ଚୟନ କମିଟିର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ଏହି ଅଲରାଉଣ୍ଡର ଖେଳାଳି ଯଦି ଦଳକୁ…

  • Friday, 14 May 2021
farmer-destress
ଲକଡାଉନ୍ କଟକଣା ପରେ ଦୁର୍ଦ୍ଦିନକୁ ଚାଲିଗଲାଣି ପରିବା ଚାଷୀଙ୍କ ଜୀବନ ଜୀବିକା

ଏପଟେ ବଜାର ଖାଁ ଖାଁ, ସେପଟେ କ୍ଷେତରେ ଲୋଟୁଛି କଞ୍ଚା ପରିବା। ଲକଡାଉନ୍ ପାଇଁ ବେପାର ନଥିବାରୁ ଟେନସନରେ ଅଛନ୍ତି ଚାଷୀ ଆଉ ବ୍ୟବସାୟୀ। କରୋନାର ଦ୍ୱିତୀୟ ଲହର ବ୍ୟାପିବା ଓ ରାଜ୍ୟରେ ଲକଡାଉନ୍ ଘୋଷଣା ପରେ ପରିବା ଚାଷର ପ୍ରମୁଖ ଅଞ୍ଚଳ କଟକ ଜିଲ୍ଲା ବାଙ୍କୀରେ ବି ଦେଖିବାକୁ ମିଳିଛି ଚାଷୀର ଦୁଃଖ

  • Friday, 14 May 2021
Missile
Israel-Hamas Conflict: ୪୦ ମିନିଟ୍‌ରେ ୪୫୦ ମିସାଇଲ ମାଡ଼ କଲା ଇସ୍ରାଏଲ

ଜେରୁଜେଲମ: ଅନେକ ଚେଷ୍ଟା ସତ୍ତ୍ୱେ ଏବେ ବି ଇସ୍ରାଏଲ ଏବଂ ହମାସ ମଧ୍ୟରେ ସଂଘର୍ଷ ଥମିବାର ନାଁ ଧରୁନି । ଗତ ରାତିରେ ଇସ୍ରାଏଲ ପକ୍ଷରୁ ହମାସ ଉପରକୁ ଜୋରଦାର ଆକ୍ରମଣ କରାଯାଇଛି । ମାତ୍ର ୪୦ ମିନିଟରେ ୪୫୦ ମିସାଇଲ…

  • Friday, 14 May 2021
bolangir-death
କରୋନାର କରୁଣ ଚିତ୍ର: ଶ୍ମଶାନ ସାରା ଯୁଆଡ଼େ ଦେଖିବ ଖାଳି ମାଳ ଖପୁରୀ ଓ କଙ୍କାଳ

ମଶାଣୀ ସାରା କେଉଁଠି ମଣିଷ ମୁଣ୍ଡର ଖପୁରୀ ଗଡୁଛି ତ କେଉଁଠି ଅଧାପୋଡ଼ା କଙ୍କାଳ ଦେଖିବାକୁ ମିଳିଛି। ଜାଗା ଜାଗାରେ ପଡ଼ି ରହିଛି ଦରପୋଡ଼ା ଶବ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିରର ବିଜାଖମନ ନିକଟ ଶ୍ମଶାନରେ।

  • Friday, 14 May 2021
mask
ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ  ସୁସ୍ଥ ହେଲେ। ସୁସ୍ଥ ହୋଇଛନ୍ତି ୯୩୨୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା  ୪୯୧୬୭୪କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…

  • Friday, 14 May 2021
odisha-corona
ରେକର୍ଡ଼ ପରେ ରେକର୍ଡ଼ କରୁଛି ମହାମାରୀ: ରାଜଧାନୀ ସ୍ଥିତି ଅସମ୍ଭାଳ

ମେ ମାସ ଦେଖାଉଛି କରୋନାର ଉଗ୍ର ରୂପ। ଆଜି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ମହାମାରୀ ନେଇଛି ୨୨ ଜୀବନ। ଖୋର୍ଦ୍ଧା ଜିଲ୍ଲା ଖାସ୍ କରି ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ସବୁଠୁ ସାଂଘାତିକ ରହିଛି

  • Friday, 14 May 2021
amitabh-2
ପୁଣି ବିଗ୍‌ ବି ବଢ଼ାଇଲେ ସହଯୋଗର ହାତ; ପୋଲାଣ୍ଡରୁ କିଣିଲେ ଅମ୍ଳଜାନ, ବିଏମ୍‌ସିକୁ ଦାନ କଲେ ଭେଣ୍ଟିଲେଟର

ମୁମ୍ବାଇ: କରୋନା ଭାଇରସ୍ ଏହି ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି । ଦିନକୁ ଦିନ କରୋନା ଲୋକଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ମଧୁମେହ, ରକ୍ତଚାପ ଏବଂ ହୃଦ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥିବା…

  • Friday, 14 May 2021