• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

family
କଟକଣାର ବେଡ଼ି ଭିତରେ ପେଷି ହୋଇଯାଉଛନ୍ତି ହଜାର ହଜାର ପରିବାର

ଭୁବନେଶ୍ୱର କରୋନାଠୁ ଜୀବନ ବଞ୍ଚାଇବାକୁ ସରକାର ଆପଣାଇଛନ୍ତି ଲକଡାଉନ୍, ସ଼ଟଡାଉନ୍ ଷ୍ଟ୍ରାଟେଜି, ହେଲେ ଦୀର୍ଘ କଟକଣା ଯୋଗୁଁ ଉଛନ୍ନ ହେଲାଣି ନିମ୍ନ ମଧ୍ୟବିତ୍ତଙ୍କ ସଂସାର। ସାଧାରଣ ଦୈନନ୍ଦିନ ବୃତ୍ତି କରି ପେଟ ପୋଷୁଥିବା ଲୋକଙ୍କ ବେପାର ବନ୍ଦ ହୋଇଯିଥିବାରୁ ସେମାନେ ଆଗକୁ…

  • Monday, 10 May 2021
jail
ଜେଲ ଭିତରେ ପଶିଲାଣି କରୋନା

କାରାଗାରକୁ କରୋନା ଭୟ। ଜେଲର ଚାରିକାନ୍ଥ ଭିତରକୁ ଧସେଇ ପଶିଲାଣି କରୋନା ଭୂତାଣୁ। ସଂକ୍ରମଣର ଶିକାର ହେଲେଣି ଅନ୍ତେବାସୀ ଓ କର୍ମଚାରୀ। ସେଥିପାଇଁ କଏଦୀଙ୍କ ଲାଗି କଡା କଟକଣା। ଆଜୀବନ ସଜା କାଟୁଥିବା କଏଦୀ କୋଭିଡ କଟକଣା ଭିତରେ କରୁଛନ୍ତି ଶ୍ରମ

  • Monday, 10 May 2021
CORONA
ସୁପରସ୍ପ୍ରେଡର ପାଲଟିବ ନି ତ ଟିକାକରଣ ଅଭିଯାନ?

କରୋନା ବିରୋଧୀ ମହାଯୁଦ୍ଧରେ ସବୁଠାରୁ ବଡ଼ ଅସ୍ତ୍ର ହୋଇଥିବା ଟିକାକରଣ ଅଭିଯାନ ଏବେ ପାଲଟିଛି ମୁଣ୍ଡବ୍ୟଥାର କାରଣ। ଖାସ୍ କରି ପରିଚାଳନାଗତ ତ୍ରୁଟି ବଢ଼ାଇଛି ଚିନ୍ତା

  • Monday, 10 May 2021
Black Poungous
କରୋନା ପରେ ପୁଣି ଡ଼ରାଇଲାଣି ବ୍ଲାକ୍ ଫଙ୍ଗସ୍: ରାଜ୍ୟରୁ ଜଣେ ହେଲେଣି ସଂକ୍ରମିତ...

କରୋନା କାଳରେ ଚିନ୍ତା ବଢ଼ାଇଲାଣି ଆଉ ଏକ ନୂଆ ସଂକ୍ରମଣ- ବ୍ଲାକ୍ ଫଙ୍ଗସ୍। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍‌ସନ୍‌, ଏବେ ଗୁଜୁରାଟ ସମେତ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ ଏହା ଦେଖାଦେଉଛି

  • Monday, 10 May 2021
126485908_10158077924788983_7928307393841287362_n-770x513
୨୨ ବର୍ଷ ବୟସରେ ବିିଶ୍ୱଶର୍ମା ଦେଖିଥିବା ସ୍ୱପ୍ନ ସତ ହେଲା ବୋଲି କହିଲେ ପତ୍ନୀ

ଗୌହାଟି: ତାଙ୍କ ସ୍ୱପ୍ନ ସତ ହେଲା । ଆସାମର ୧୫ତମ ନୂଆ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱଶର୍ମା ଶପଥ ପାଠ ପରେ ଏହି କଥା କହିଛନ୍ତି ତାଙ୍କ ପତ୍ନୀ ରିଙ୍କି ଭୂୟା ଶର୍ମା । ଆସାମ ରାଜନୀତିର ନେତୃତ୍ୱ ପରିବର୍ତ୍ତନ ପରେ…

  • Monday, 10 May 2021
Black fungus
ଭୁବନେଶ୍ୱରରୁ ଚିହ୍ନଟ ହେଲେ ରାଜ୍ୟର ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଏବେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ସେ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନଥିବା ସୂଚନା ମିଳିଛି। ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି।…

  • Monday, 10 May 2021
cabinet
ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର: ଜାଣନ୍ତୁ ଜନତା କେମିତି ପାଇବେ ଫାଇଦା?

ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର। ଟିକା ପାଇଁ ରାଜ୍ୟ ସରକାର ଆହ୍ୱାନ କରିବେ ଗ୍ଲୋବାଲ ଟେଣ୍ଡରା। ଗ୍ଲୋବାଲ ଟେଣ୍ଡର କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ବିଭିନ୍ନ ଟିକା କଂପାନୀରୁ ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର।

  • Monday, 10 May 2021
mask
ଦିନକରେ ସୁସ୍ଥ ହେଲେ ୯୭୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୯୭୦୬ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୪ଲକ୍ଷ ୫୭ ହଜାର ୫୬୯କୁ ବୃଦ୍ଧି ହୋଇଛିା ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ଟ୍ୱିଟ ଯୋଗେ…

  • Monday, 10 May 2021
Untitled-1
ଲକଡାଉନରେ ପିଲାମାନଙ୍କ ସହ ଦେଖନ୍ତୁ ଏହି ସିନେମା

କରୋନା ଲକଡାଉନ୍ କାରଣରୁ ଦୀର୍ଘ ସମୟ ଧରି ଘରେ ରହୁଥିବା ପିଲାମାନେ ନିଜକୁ ମନୋରଞ୍ଜନ କରିବା ପାଇଁ ଅଧିକ ସମୟ କମ୍ପ୍ୟୁଟର କିମ୍ବା ମୋବାଇଲରେ ଦେଉଛନ୍ତି। ତେବେ ଏହି ସମୟରେ ଆପଣ ପିଲାମାନଙ୍କୁ ମନୋରଞ୍ଜନ କରିବା ପାଇଁ କିଛି ବିଶେଷ ଚଳଚ୍ଚିତ୍ର…

  • Monday, 10 May 2021
billgates
ଏହି କାରଣରୁ ଗେଟସ୍ ଦମ୍ପତିଙ୍କ ୨୭ ବର୍ଷର ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେଲା ଫାଟ

ନୂଆଦିଲ୍ଲୀ-୨୭ ବର୍ଷର ବୈବାହିକ ଜୀବନରେ ଫାଟ ଦେଖା ଦେବା ପରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ମାଇକ୍ରୋସପ୍ଟ କୋ-ଫାଉଣ୍ଡର ବିଲ୍‌୍ ଗେଟସ୍‌୍ ଓ ପତ୍ନୀ ମେଲିଣ୍ଡା ଗେଟସ୍‌ । ଗେଟ୍‌ସ ଦମ୍ପତିଙ୍କର ଏହି ବିଚ୍ଛେଦକୁ ନେଇ ମିଡିଆରେ ବେଶ ଚର୍ଚ୍ଚା…

  • Monday, 10 May 2021
rahul main
ରାହୁଲଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ଭାବବିହ୍ୱଳପୂର୍ଣ୍ଣ ଭିଡିଓ ସେୟାର କରି ନ୍ୟାୟ ମାଗିଲେ ପତ୍ନୀ

ନୂଆଦିଲ୍ଲୀ: ହସ୍ପିଟାଲର ଅବହେଳା ଯୋଗୁଁ ରାହୁଲଙ୍କ ଜୀବନ ଚାଲିଗଲା । ଏଭଳି ଅଭିଯୋଗ ଆଣିଛନ୍ତି ଅଭିନେତା ତଥା ୟୁଟ୍ୟୁବ ଷ୍ଟାର ରାହୁଲ ଭୋରାଙ୍କ ପତ୍ନୀ । ରାହୁଲ କରୋନାରେ ଆକ୍ରାନ୍ତ ହେବା ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ…

  • Monday, 10 May 2021
kalasa jatra
ବିନା ମାସ୍କ ଓ ସାମାଜିକ ଦୂରତାରେ ହେଲା କଳସ ଯାତ୍ରା, ଶତାଧିକ ଲୋକେ ହେଲେ ସାମିଲ

କରୋନା ମହାମାରୀରେ ସ୍ଥିତିରେ କୋଭିଡ ନିୟମର ଉଲ୍ଲଂଘନ ହୋଇଛି। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି କଳସ ଯାତ୍ରାରେ। ଗଂଜାମ ଜିଲ୍ଲା ଆସିକା ଅଂଚଳର ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଶେରଗଡ଼ ଥାନା ଅନ୍ତର୍ଗତଦ କୃଷ୍ଣଛାଇ ଗାଁରେ ଚାଲିଛି କଳସ ଯାତ୍ରା

  • Monday, 10 May 2021
Untitled-1
ଏହି ସବୁ ଯୋଗ କରି ବଢାନ୍ତୁ ରକ୍ତ ସଂଚାଳନ ଓ ଅମ୍ଳଯାନ ସ୍ତର

ଯୋଗ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଅଭ୍ୟାସ। ଯୋଗ ମନ, ଶରୀର, ଆତ୍ମାକୁ ସନ୍ତୁଳନ କରିବା ସହିତ ଏକ ସୁସ୍ଥ ଜୀବନ ଜୀଇବାରେ ମାର୍ଗ ଦେଖାଇଥାଏ। ଏକ ସକରାତ୍ମକ ଓ ସର୍ଜନାତ୍ମକ ଜୀବନ ପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଅନେକ…

  • Monday, 10 May 2021
Corona
ଭ୍ୟାକ୍ସିନ୍‌ ନେବାକୁ ଆସି କରୋନା ନେଇ ଯିବେ ନାହିଁ ତ ଲୋକେ? ଜାଣନ୍ତୁ କାହିଁକି ଉଠିଲା ଏପରି ପ୍ରଶ୍ନ...

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୩୫ଟି ସ୍ଥାନରେ ଟୀକାକରଣ ପାଇଁ ବ୍ୟବସ୍ଥା ହୋଇଛି। ହେଲେ ଟୀକାଗ୍ରହଣ କେନ୍ଦ୍ର ମାନଙ୍କରେ ଟୀକା ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।

  • Monday, 10 May 2021
vaccine
ଏସପ୍ଲାନେଡ୍ ପରେ ଏହି ସବୁ ଜାଗାରେ ବିଏମସି ଦେବ ଟିକା

ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିଆଯାଉଛି ପଦକ୍ଷେପ। ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନ ବିଏମସି ନିର୍ଦ୍ଧାରଣ କରିଛି।

  • Monday, 10 May 2021
1
ମାନବ ମସ୍ତିଷ୍କ କାହିଁକି ରହସ୍ୟମୟ, ଜାଣନ୍ତୁ…

ବୈଜ୍ଞାନିକମାନେ ମାନବ ମସ୍ତିଷ୍କକୁ ଦୁନିଆର ସବୁଠାରୁ ରହସ୍ୟମୟ ଜିନିଷ ଭାବରେ ବିବେଚନା କରନ୍ତି। ଏହାର କାର୍ଯ୍ୟ କରିବାର ପଦ୍ଧତି ଶତାବ୍ଦୀ ଧରି ଅନୁସନ୍ଧାନ କରାଯାଇଆସୁଛି। ବୈଜ୍ଞାନିକମାନେ ମଧ୍ୟ ଏହି ମସ୍ତିଷ୍କର ବିବର୍ତ୍ତନକୁ ବୁଝିବାକୁ ଚେଷ୍ଟା କରୁଛନ୍ତି। ମାନବ ମସ୍ତିଷ୍କ ବିକାଶର କ୍ରମକୁ…

  • Monday, 10 May 2021
black fungus
କରୋନା ପରେ ଚିନ୍ତା ବଢାଇଲା ବ୍ଲାକ ଫଙ୍ଗସ: ଜାଣନ୍ତୁ ଏହା କେମିତି ଓ କାହାକୁ କରୁଛି ସଂକ୍ରମିତ

କରୋନା ପରେ ଡ଼ରାଇଲାଣି ବ୍ଲାକ ଫଙ୍ଗସ୍। ତେବେ ଏହି ରୋଗ କେମିତି ନବ୍ୟାପିବ ବା କେମିତି ଆପଣମାନେ ସାବଧାନ ରହିବେ ସେନେଇ ବଡ଼ ସୂଚନା ଦେଇଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର। ସେ କହିଛନ୍ତି ଯେ,  ବ୍ଲାକ ଫଙ୍ଗସ ମାଟିରେ ଥାଏ, କରୋନାରୁ ସୁସ୍ଥ ସତର୍କ ହେବା ଜରୁରୀ ଅଟେ

  • Monday, 10 May 2021
rahul-gandhi
ଜୁନ୍‌ ୨୬ରେ କଂଗ୍ରେସକୁ ମିଳିବ ନୂଆ ସଭାପତି: ଏଥର ରାହୁଲ ନା ଆଉ କିଏ?

କିଏ ହେବ କଂଗ୍ରେସ ଦଳର ନୂଆ ଅଧ୍ୟକ୍ଷ? କାହା କାନ୍ଧରେ ଭାର ଥୋଇବେ ଦଳର ବରିଷ୍ଠ ନେତ୍ରୀ ତଥା ବର୍ତ୍ତମାନର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ?

  • Monday, 10 May 2021
youth violates corona lockdown
ଲକ୍‌ଡାଉନ୍‌ରେ ବାହାରେ ବୁଲୁଥିଲେ; ଧରିଲା ପୋଲିସ୍‌, କାନ ଧରି ଉଠ୍‌ବସ୍‌ ସହ କଲେ ଏମିତି କାମ...

ଭୋପାଳ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି କରାଯାଇଛି। କଟକଣାକୁ ପାଳନ କରିବା ପାଇଁ ସରକାର ଲୋକଙ୍କୁ ଅପିଲ୍‌ କରୁଛନ୍ତି। ହେଲେ କିଛି ଅମାନିଆ କଟକଣାକୁ ନମାନି ବିନା କାରଣରେ ବାହାରେ ବୁଲୁଥିବା ଦେଖିବାକୁ…

  • Monday, 10 May 2021
coronavirus
ଗୋଟିଏ ମେଡ଼ିକାଲରେ ୮୦ ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ

ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ସାରା ଦେଶରେ ଭୟଙ୍କର ହେଉଛି ମହାମାରୀ। ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ମେଡିକାଲର ଷ୍ଟାଫ୍‌ର କର୍ମଚାରୀଙ୍କୁ ନିଜ ପଞ୍ଝାକୁ ନେଲାଣି କରୋନା।

  • Monday, 10 May 2021
corona
ବଡ଼ ବିଶ୍ୱବିଦ୍ୟାଳୟରେ ନୂଆ ଭାରିଏଣ୍ଟ ଭୟ, ୨୦ ଦିନରେ ୨୬ ପ୍ରଫେସର ମୃତ

ଆଲିଗଡ଼ : ଭାରତରେ କରୋନା କହର ଜାରି ରହିଥିବା ବେଳେ ଲଗାତାର ନୂଆ ନୂଆ ଭାରିଏଣ୍ଟ୍ ସାମ୍ନାକୁ ଆସୁଛି । ଏବେ ଆଲିଗଡ଼ ମୁସଲିମ ୟୁନିଭରସିଟିରେ କୋଭିଡ ୧୯ର ନୂଆ ଭାରିଏଣ୍ଟକୁୁ ନେଇ ଚିନ୍ତା ବଢ଼ିଯାଇଛି । ଏଥିପାଇଁ ୟୁନିଭରସିଟିର ଭାଇସ୍…

  • Monday, 10 May 2021