• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Rain
କଟକରେ ତାଣ୍ଡବ କଲା କାଳବୈଶାଖୀ : ଲୋକଙ୍କ ଆକ୍ରୋଶର ଶିକାର ହେଲା ପୋଲିସ

କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ବର୍ଷା ଓ ପବନରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଘର ଭାଙ୍ଗି ଛାରଖାର ହୋଇଛି।

  • Tuesday, 11 May 2021
1
ଆର୍ଥିକ ସଂକଟରେ ଶ୍ରୁତି ହାସନ

କରୋନା ଭାଇରସ୍ ସମଗ୍ର ଦେଶକୁ ହତାଶ କରିଦେଇଛି। ଧନ ଜୀବନ ନଷ୍ଟ ହେବା ସହିତ ଦେଶର ଲକ୍ଷ ଲକ୍ଷ ଲୋକ ଏହି ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଜଣାନାହିଁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ କେତେ ଯେ…

  • Tuesday, 11 May 2021
Untitled-1
ସୋନୁ ସୁଦ୍-ସଲମନ ପ୍ରଧାନମନ୍ତ୍ରୀ ହେବା ଉଚିତ : ରାଖୀ ସାୱନ୍ତ

ମୁମ୍ବାଇ: ବିଗ୍ ବସ୍-୧୪ର ପ୍ରତିଯୋଗୀ ତଥା ବଲିଉଡ ଡ୍ରାମା କୁଇନ ରାଖୀ ସାୱନ୍ତ ତାଙ୍କ ନିଆରା ମନୋଭାବ ଓ କଥା ନେଇ ସବୁବେଳେ ଚର୍ଚ୍ଚାର କେଦ୍ରବିନ୍ଦୁ ପାଲଟିଥାନ୍ତି। ସୋସିଆଲ ମିଡିଆରେ ରାଖୀ ସାୱନ୍ତଙ୍କ ଭିଡିଓ ହେଉକୁ କୌଣସି ଫଟୋ ଖୁବ ଭାଇରାଲ…

  • Tuesday, 11 May 2021
Cloudy
ହଠାତ୍‌ ଘୋଟି ଆସିଲା କଳାହାଣ୍ଡିଆ ମେଘ, କିଛି ସମୟ ଭିତରେ ହୋଇଗଲା ସବୁକିଛି ଛାର୍‌ଖାର୍‌

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ବର୍ଷା ହୋଇଛି। ଆଜି ଅପରାହ୍ଣ ୧୨ଟା ପରେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଜୋରରେ ବର୍ଷା ପବନ ହୋଇଥିଲା। ଏହାସହ ବଜ୍ରପାତ ମଧ୍ୟ ହୋଇଥିଲା।  ବଜ୍ରାଘାତରେ ରାଜ୍ୟର ୨ଟି ସ୍ଥାନରେ…

  • Tuesday, 11 May 2021
naxals
କରୋନା ଓ ଫୁଡ୍ ପଏଜନିଂରେ ୧୦ରୁ ଅଧିକ ମାଓବାଦୀ ମୃତ

ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦଶରୁ ଅଧିକ ମାଓବାଦୀ ମୃତ ମାଓ ମୃତ୍ୟୁ ନେଇ ଦନ୍ତେଓ୍ବାଡ଼ା ଏସ୍ପି ଅଭିଷେକ ପଲ୍ଲବଙ୍କ ସୂଚନା ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଂଗଠନର ସୂଚନା ଦାନ୍ତେୱାଡା :କରୋନା ମହାମାରୀ ବଢିଚାଲିଥିବା ବେଳେ  ଘଂଚ ଜଙ୍ଗଲରେ…

  • Tuesday, 11 May 2021
Untitled-1
ଟିକା ମହଜୁଦ୍ ପାଇଁ ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର

ଭୁବନେଶ୍ଵର: ରାଜ୍ୟରେ ଅଧିକ ପରିମାଣର ଟିକା ମହଜୁଦ୍ ରଖିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର। ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇବା ଉଦ୍ଦେଶ୍ୟରେ ଗ୍ଲୋବାଲ ଟେଣ୍ଡରକରି ଟିକା କିଣିବ ସ୍ଵାସ୍ଥ୍ୟ ବିଭାଗ। କ୍ୟାବିନେଟର ଅନୁମୋଦନ ପରେ ରାଜ୍ୟ ସରକାର ଗ୍ଲୋବାଲ…

  • Tuesday, 11 May 2021
vaccination
ଭୁଲ୍‌ରେ ଯୁବତୀଙ୍କୁ କରୋନା ଭ୍ୟାକ୍‌ସିନ୍‌ର ୬ଟି ଡୋଜ୍‌ ଦେଇଦେଲେ ନର୍ସ, ତା’ପରେ...

ରୋମ୍‌: କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଭାରତ ସମେତ ଅନେକ ଦେଶରେ ଭ୍ୟାକ୍ସିନେସନ୍‌ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଭ୍ୟାକ୍‌ସିନ୍‌ ନେବା ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଭ୍ୟାକ୍‌ସିନ୍‌ ନେବା ପାଇଁ କେଉଁଠି ଶୃଙ୍ଖଳିତ ଭାବେ ଲୋକମାନେ…

  • Tuesday, 11 May 2021
jogi 1
ଦଶ ଦିନରେ କମ୍ ହେଲା ଏକ ଲକ୍ଷ ସକ୍ରିୟ ସଂକ୍ରମିତ ସଂଖ୍ୟା

ଲକ୍ଷ୍ନୌ : ଦଶ ଦିନରେ କମିଲା ସଂକ୍ରମିତଙ୍କ ସଂଖ୍ୟା । କରୋନା ଭାଇରସକୁ କାବୁ କରିବାକୁ ଉତ୍ତରପ୍ରଦେଶରେ ଲଗାତାର କରୋନା କର୍ଫ୍ୟୁ ଲାଗୁ କରିବା ପରେ ସ୍ଥିତିରେ ସୁଧାର ଆସିଛି । ବିଗତ ୧୦ ଦିନରେ ଏକ ଲକ୍ଷ ସକ୍ରିୟ ସଂକ୍ରମିତଙ୍କ…

  • Tuesday, 11 May 2021
Untitled-1
ଆଜିଠୁ କେବିସି ପଞ୍ଜୀକରଣ ଆରମ୍ଭ

ମୁମ୍ବାଇ: ବଲିଉଡ ଶେହେନଶାହ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅମିତାଭଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବା ସହ ତାଙ୍କ ଗମ୍ଭୀର ସ୍ଵରର ଝଲକ ଶୁଣିବାକୁ ପାଇବେ, କାରଣ ବିଗ୍ ବି କୌନ ବନେଗା କରୋଡପତି-୧୩…

  • Tuesday, 11 May 2021
airabata ins
ବିଦେଶରୁ ଅକ୍ସିଜେନ୍ ଓ ମେଡିକାଲ ଉପକରଣ ନେଇ ଆସିଲା ଆଇଏନ୍ଏସ୍ ଐରାବତ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରରେ ଅଣନିଶ୍ୱାସୀ ହେଉଛି ଭାରତ । କରୋନା ସହ ଲଢ଼ିବା ପାଇଁ ସାଧନର ଘୋର ଅଭାବ। ଏପରି ସ୍ଥିତିରେ ବିଦେଶରୁ ଛୁଟୁଛି ସହାୟତାର ସୁଅ । କରୋନା ସେ ଲଢ଼ିବା ପାଇଁ ଦେଶ ଭିତରେ ବି ସବୁ…

  • Tuesday, 11 May 2021
twitter
ମହାମାରୀ ସହ ଲଢ଼ିବା ପାଇଁ ସହଯୋଗର ହାତ ବଢ଼ାଇଲା ଟ୍ୱିଟର

ନୂଆଦିଲ୍ଲୀ : ଭାରତର ସଙ୍କଟ ଘଡ଼ିରେ ମହାମାରୀର ମୁକାବିଲା କରିବାକୁ ସହଯୋଗର ହାତ ବଢ଼ାଇଲା ଟ୍ୱିଟର । ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଭିତରେ ୧. ୫କୋଟି ଡଲାର ପ୍ରଦାନ କରିଛି ସୋସିଆଲ ମିଡ଼ିଆ କମ୍ପାନୀ । କରୋନାର…

  • Tuesday, 11 May 2021
murder in bhadrak
‘ଟଙ୍କା ପାଇଁ ମୋ ଝିଅକୁ ମାରିଦେଲେ’

ଭଦ୍ରକ: ଯିଏ ଦିନେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କରିଥିଲେ, ଶେଷରେ ସେ ନିଜେ ମଥାରୁ ସିନ୍ଦୂର ଲିଭାଇ ଦେଲେ। ସାତ ଜନ୍ମର ସାଥୀ ହୋଇ ରହିବା ତ ଦୂରର କଥା ଗୋଟିଏ ଜନ୍ମ ପାଇଁ…

  • Tuesday, 11 May 2021
corona patient
କମୁଛି, କିନ୍ତୁ ଭୟ ଯାଇନି: ଚିହ୍ନଟ ହେଲେ ୩ ଲକ୍ଷରୁ ଅଧିକ କରୋନା ରୋଗୀ

ନୁଅଦୀଲ୍ଲି:କରୋନାକୁ ନେଇ ଆସିଛି ଅଶ୍ୱସ୍ତିର ଖବର। ଗତ କିଛି ଦିନ ହେବ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଥିବା ବେଳେ ୨ ଦିନ ହେବ ଏହା ସାମାନ୍ୟ ହ୍ରାସ ପାଇଛି । ଆଜି ଦେଶରେ କରୋନା ସଂକ୍ରାମିତଙ୍କ…

  • Tuesday, 11 May 2021
shop
କରୋନା କର୍ଫ୍ୟୁ ମଧ୍ୟରେ ଖୋଲିବ ମଦ ଦୋକାନ

ଆଗ୍ରା : ଖୋଲିବ ମଦ ଦୋକାନ । କରୋନା କର୍ଫ୍ୟୁ ମଧ୍ୟରେ ଉତ୍ତରପ୍ରଦେଶ ଆଗ୍ରା ଜନପଦରେ ମଦ ଦୋକାନ ଖୋଲିବ । ସୋମବାର ଦିନ ଜିଲ୍ଲା ଅବକାରୀ ଅଧିକାରୀ ନୀରେଶ ପାଲିଆଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ସମସ୍ତ ମଦ ଦୋକାନ…

  • Tuesday, 11 May 2021
liquor home delivery
ଏଠି ଆରମ୍ଭ ହେଲା ମଦର ହୋମ ଡେଲିଭରି, ଦିନକରେ ୪ କୋଟିର ବେପାର

ରାୟପୁର: କରୋନାର ଦ୍ଵିତୀୟ ଲହରରେ ଥରୁଛି ସାରା ଛତିଶଗଡ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାରା ରାଜ୍ୟ ଲକ୍‌ଡାଉନ । ଲକଡାଉନରେ ଆବଶ୍ୟକ ଜିନିଷ ପାଇଁ ଲୋକଙ୍କର ଚିିନ୍ତା ଯେତିକି ନୁହେଁ, ଚିନ୍ତା ବେଶୀ ମଦ ପାଇଁ । ଚାହିଦାକୁ…

  • Tuesday, 11 May 2021
covid warrior
କରୋନା କାଳରେ ଦେବଦୂତ ସାଜି ବଞ୍ଚାଉଛନ୍ତି ରୋଗୀଙ୍କ ଜୀବନ

ଭୁବନେଶ୍ୱର: କରୋନାର କହର ଆପଣାକୁ ବି କରି ଦେଉଛି ପର। ଆକ୍ରାନ୍ତଙ୍କୁ କେହି ଭେଟିବାର ଦୂରର କଥା, କଥା ହେବା ଲାଗି ବି ସଙ୍କୋଚ ପ୍ରକାଶ କରୁଛନ୍ତି ପରିଜନ। ଏଭଳି ସ୍ଥିତିରେ କରୋନା ରୋଗୀଙ୍କ ଲାଗି ଦେବଦୂତ ସାଜିଛନ୍ତି ରାଜଧାନୀ ଭୁବନେଶ୍ୱରର କିଛି…

  • Tuesday, 11 May 2021