• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

jamia
କରୋନାରେ ଜୀବନ ହାରିଲେ ଜାମିଆ ମିଲିଆ ଇସଲାମିଆର ସହକାରୀ ପ୍ରଫେସର

ନୂଆଦିଲ୍ଲୀ : ‘ରାଜଧାନୀ ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ’ । ମହାମାରୀର ଭୟାବହତା ସମ୍ପର୍କରେ ଜାଣି କିଛି ଦିନ ପୂର୍ବରୁ ଏପରି ଟ୍ୱିଟ କରିଥିଲେ ଜାମିଆ ମିଲିଆ ଇସଲାମିଆର ସହକାରୀ ପ୍ରଫେସର । ଆଉ ଟ୍ୱିଟ୍ କରିବାର କିଛି ଦିନ ପରେ…

  • Wednesday, 19 May 2021
puri
ପୁଲିସ-ଦୋକାନୀ ମୁହାଁମୁହିଁ, ସାମ୍ବାଦିକଙ୍କୁ ବି ପିଟିଲେ

ପୁରୀ : ପୁଲିସ୍-ଦୋକାନୀ ମୁହାଁମୁହିଁ। ପୁରୀ ବଡ଼ଶଙ୍ଖରେ ପୁଲିସ୍ ଓ ଦୋକାନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳେ ବଡ଼ଶଙ୍ଖ ନିକଟରେ କିଛି ଦୋକାନୀ ବସିଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇଥିଲା। ଏହାକୁ ନେଇ ପୁଲିସ୍ ସହ ଯୁକ୍ତିତର୍କ…

  • Wednesday, 19 May 2021
covid-1
ଆଜି କରୋନାରେ ସର୍ବାଧିକ ରୋଗୀଙ୍କ ମୃତ୍ୟୁ: ଚାଲିଗଲା ୪,୫୨୯ ଜୀବନ

ନୂଆଦିଲ୍ଲୀ: ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା। ଦେଶରୁ ସଂକ୍ରମଣ ହାର ଧୀରେ ଧୀରେ କମୁଥିଲେ ହେଁ କମୁନି ମୃତ୍ୟୁ ସଂଖ୍ୟା। ଆଜି ଦେଶରେ ସର୍ବାଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ଗତ ୨୪ ଘଣ୍ଟା ମଧ୍ୟରେ ୪,୫୨୯ ଜଣ କରୋନାରେ…

nitin gadkari
କେନ୍ଦ୍ରକୁ ନୀତିନ ଗଡ଼କରୀଙ୍କ ପରାମର୍ଶ : ଟିକା ଉତ୍ପାଦନ ପାଇଁ ଅଧିକ କମ୍ପାନୀଙ୍କୁ ଲାଇସେନ୍ସ ଦେବା ଆବଶ୍ୟକ

ନୂଆଦିଲ୍ଲୀ : କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ । ଭାରତରେ ଟିକାକରଣ ଚାଲିଥିବା ବେଳେ ଟିକାର ଅଭାବ ସମୟରେ ବଡ଼ ବୟାନ ଦେଇଛନ୍ତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କରୋନା ଟିକାର ଉତ୍ପାଦନ ବଢ଼ାଇବା ପାଇଁ ଅନ୍ୟ କମ୍ପାନୀକୁ ଲାଇସେନ୍ସ ଦେବା ଆବଶ୍ୟକ,…

  • Wednesday, 19 May 2021
iron dom
ହମାଶର ଘନଘନ ରକେଟ ମାଡକୁ କେମିତି ପ୍ରତିହତ କରୁଛି ଇସ୍ରାଏଲ ?

ଗାଜାସିଟି: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାଶର ଘନ ଘନ ରକେଟ୍ ମାଡ଼  ଜାରି ରହିଛି । ସପ୍ତାହକ ମଧ୍ୟରେ ଜେରୁଜେଲମ ସହରକୁ ଟାର୍ଗେଟ କରି ୩ ହଜାରରୁ ଅଧିକ ରକେଟ୍ ମାଡ଼ କଲାଣି ହମାଶ । ତେବେ ଆଇରନ…

  • Wednesday, 19 May 2021
cyclone-tauktae
ଧିରେ ଧିରେ ଦୁର୍ବଳ ହେଉଛି ତାଉତେ

ନୂଆଦିଲ୍ଲୀ : ଡିପ୍ ଡିପ୍ରେସନରେ ପରିଣତ ହୋଇଥିବା ତାଉତେ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଛି। ବର୍ତ୍ତମାନ ଗୁଜରାଟରୁ ଉତ୍ତର-ଉତ୍ତରପୂର୍ବ ଭାରତ ଆଡକୁ ଗତିକରୁଛି। ଘଣ୍ଟାକୁ ୨୦ କିମି ବେଗରେ ଏହା ଆଗକୁ ଆଗକୁ ବଢି ଦୁର୍ବଳ ହେଉଛି। ଆସନ୍ତା ୬…

  • Wednesday, 19 May 2021
praveen kumar
ହସ୍ପିଟାଲରେ ବେଡ୍ ମିଳିଲାନି : ଆଖି ବୁଜିଲେ ୩୦୦ ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରିଥିବା କରୋନା ଯୋଦ୍ଧା

୩୦୦ରୁ ଅଧିକ ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରିଥିଲେ ନିଜେ କରୋନା ସଂକ୍ରମିତ ହେବା ପରେ ୩ ଘଣ୍ଟା ପର୍ଯ୍ୟନ୍ତ ମିଳିଲାନି ବେଡ ଅକାଳରେ ଚାଲିଗଲା ଜୀବନ ହିସାର : ନିର୍ଦ୍ଦୟ ହୋଇଗଲା ମହାମାରୀ । ଆଉ ଜଣେ ଗରିବଙ୍କ ଦେବଦୂତକୁ କବଳିତ…

  • Wednesday, 19 May 2021
vaction for old man
ଭାକ୍ସିନ ନେବା ପାଇଁ ଆଉ ଟିକାକରଣ କେନ୍ଦ୍ରକୁ ଯିବେନି ବୟସ୍କ, ଭିନ୍ନକ୍ଷମ-ସିଏମ୍‌ସି ଆଣିଲା ଏମିତି ସୁବିଧା

କଟକ: କରୋନା ଟେଷ୍ଟିଂ ହେଉ କିମ୍ବା ଟିକା ନେବା ପାଇଁ, ବୟସ୍କ ଲୋକଙ୍କୁ ଆଉ ଟିକାକରଣ କେନ୍ଦ୍ରକୁ ଦଉଡିବାକୁ ପଡ଼ିବ ନାହିଁ। ୭୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି।  କଟକରେ ବୟସ୍କ…

  • Wednesday, 19 May 2021
Untitled-1
କରୋନାରେ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ଓଡିଶା ପାଇଁ ପୁଣି ଏକ ଦୁଃଖ ଖବର। ବିଶିଷ୍ଟ ପଥର ଶିଳ୍ପୀ ତଥା ସ୍ଥପତି ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋ‍ଇଛି। ଏହି ସୂଚନା ଦେ‍ଇଛନ୍ତି…

  • Wednesday, 19 May 2021
bengaluru
ଗୋଟିଏ ମଣ୍ଡପରେ ଦୁଇ ଭଉଣୀଙ୍କୁ ବିବାହ ମହଙ୍ଗା ପଡ଼ିଲା : ଯୁବକଙ୍କୁ ଗିରଫ କଲା ପୋଲିସ୍

କୋଲାର  : ବେଦୀ ସଜା ହୋଇଥିଲା । ବାଜାବାଣରେ ଉଚ୍ଛୁଳି ଉଠୁଥିଲା ଘର ପରିବାର । କରୋନା ନିୟମ ଉଲ୍ଲଂଘନ କରି ଦୁଇ ଦୁଇଟି ଝିଅ ଗୋଟିଏ ଦିନରେ ବିବାହ କରୁଥିଲେ ପରିବାର ଲୋକ । ବେଶ ଖୁସିବାସିରେ ମଣ୍ଡପରେ ଦୁଇ…

  • Wednesday, 19 May 2021
corona death
ଦିନକରେ ଆଖି ବୁଜିଲେ ୨୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବାବେଳେ ମୃତୁ୍ୟ ସଂଖ୍ୟା ୨୦ ଉପରେ ରହୁଛି। ଆଜି ରାଜ୍ୟରୁ ୧୧,୦୯୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୧ ଜଣ ଆଖି ବୁଜିଛନ୍ତି।  ଏହାକୁ…

nature
ସଙ୍କଟ ଶିଖାଇଲା ପ୍ରକୃତିର ପ୍ରକୃତ ମୂଲ୍ୟ : ୩ ଗୁଣା ଅଧିକ ସଚେତନ ହେଲେ ଭାରତୀୟ

ସଙ୍କଟର ଘଡ଼ିରେ ବୁଝିହେଲା ପ୍ରକୃତିର ପ୍ରକୃତ ମୂଲ୍ୟ । ପ୍ରକୃତି ସହ ଖେଳ ବହୁତ ହୋଇଗଲା । ଏବେ ସଚେତନ ହେବାର ସମୟ ଆସିଛି । ଜୈବ ବିବିଧତା କ୍ଷତି ସମ୍ପର୍କରେ ବୁଝିବା ପାଇଁ ଭାରତୀୟ ତିନି ଗୁଣା ଅଧିକ ଗୁଗଲ…

  • Wednesday, 19 May 2021
lockdown 1
ଆଜିଠାରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ଏହି କଟକଣା ଜୁନ ପହିଲା ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କଟକଣାରେ ଆହୁରି କଡ଼ାକଡ଼ି ଚେକିଂ ହେବ ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍ ୨.୦ରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟକୁ…

7
ନେତା ହେବ ତ ଏମିତି : ହାତରେ ଘସି ଘସି କୋଭିଡ ସେଣ୍ଟରର ଶୌଚାଳୟ ସଫା କଲେ ବିଜେପି ସାଂସଦ

କୋଭିଡ ସେଣ୍ଟର ପରିଦର୍ଶନ ସମୟରେ ମଇଳା ଶୌଚାଳୟ ଦେଖିଲେ ବିଜେପି ସାଂସଦ ବ୍ରସ ନମିଳିବାରୁ ହାତରେ ଘସି ଘସି ଟଏଲେଟ୍ ସଫା କଲେ ଜନାର୍ଦ୍ଦନ ମିଶ୍ରା ରିୱା : ଜନତାଙ୍କ ନେତା ଜନାର୍ଦ୍ଦନ । ଭୋଟ ପାଇବା ପରେ ଭୋଟରଙ୍କୁ ଭୁଲିଯାଉଥିବା…

  • Wednesday, 19 May 2021
corona
ଆଜି ୧୧ ହଜାର ଟପିଲା କରୋନା ସଂକ୍ରମଣ, ପୁଣି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। କିଛି ଦିନ ବ୍ୟବଧାନ ପରେ ଗତକାଲି ଦୈନିକ ସଂକ୍ରମଣ  ୧୦,୩୨୧ରେ ସୀମିତ ଥିବାବେଳେ ଆଜି ପୁଣି ୧୧ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ…

cbse exams
CBSE ଦଶମ ଶ୍ରେଣୀ ପାଇଁ ବଢ଼ିଲା ମାର୍କ ଟାବୁଲେସନ ଅବଧି

ନୂଆଦିଲ୍ଲୀ :  CBSE ଦଶମ ଶ୍ରେଣୀ ପାଇଁ ବଢ଼ିଲା ମାର୍କ ଟାବୁଲେସନ ଅବଧି। ଟାବୁଲେସନ ଡେଡଲାଇନକୁ ଜୁନ୍ ୩୦ ତାରିଖକୁ ବୃଦ୍ଧି କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ। ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଲକଡାଉନ୍-ସଟଡାଉନ୍ କଟକଣାକୁ ଦେଖି…

  • Tuesday, 18 May 2021
Oxygen
ଅକ୍ସିଜେନ୍ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱ: ରାଜ୍ୟରେ ଅକ୍ସିଜେନ୍ ସୁପରିଚାଳନା ପାଇଁ ଗଠନ ହେଲା ଟାସ୍କଫୋର୍ସ । ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅକ୍ସିଜେନ ଯୋଗାଣ ପାଇଁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା କିଭଳି ପରିଚାଳନା କରି ହେବ ସେଥିପାଇଁ ଏହି ଟାସକ ଫୋର୍ସ ଗଠନ କରାଯାଇଛି । ଏଥିରେ…

  • Tuesday, 18 May 2021
ଦୁଇ ଡୋଜ୍ ଟିକାକରଣ ପରେ ବି ପଦ୍ମଶ୍ରୀ ଡା. କେକେ ଅଗ୍ରୱାଲଙ୍କ କରୋନାରେ ନିଧନ

କରୋନା ଟିକା ଦ୍ଵିତୀୟ ଡୋଜ ନେବା ପରେ ମଧ୍ୟ ଲୋକମାନେ ଭାଇରସର ଶିକାର ହେଉଥିବା ଦେଖିବାକୁ ମିଳୁଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ଏଥିରେ କିଛି ଲୋକଙ୍କର ମୃତ୍ୟୁ ବି ଘଟିଛି। ଦୁଇଟି ଡୋଜ୍ ଟିକା ନେବା ପରେ ଡାକ୍ତରଙ୍କ ମୃତ୍ୟୁ…

  • Tuesday, 18 May 2021
cm-naveen
ସଂକ୍ରମଣ କମିବା ପାଇଁ ଯାହା ପଦକ୍ଷେପ ନେବା କଥା ତୁରନ୍ତ ନିଅ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଅଛି କୋଭିଡ୍ ସଂକ୍ରମଣ ସ୍ଥିତି । ଓଡ଼ିଶାରେ ସଂକ୍ରମଣ ମେ’ ୧୩ ତାରିଖରେ ସର୍ବାଧିକ ଥିଲା । ତାପରଠାରୁ ଏହା କମିବାରେ ଲାଗିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପଜିଟିଭିଟି ରେଟ୍ ଗତ ସପ୍ତାହରେ ୨୧…

  • Tuesday, 18 May 2021
child Vaccination
ଖୁବଶୀଘ୍ର ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା, ପରୀକ୍ଷଣ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି

ନୂଆଦିଲ୍ଲୀ:  ଛୋଟ ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତି ଦିଗରେ ତତ୍ପରତା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପିଲାମାନଙ୍କ ଉପରେ ଟ୍ରାଏଲ କରାଯିବ । ଆସନ୍ତା ୧୦ରୁ ୧୨ ଦିନ ଭିତରେ ୨ରୁ ୧୮ ବର୍ଷର…

  • Tuesday, 18 May 2021
Doctor corona
କରୋନା କବଳରେ ଡାକ୍ତର ! ବଢ଼ୁଛି ମୃତ୍ୟୁ ସଂଖ୍ୟା, ସତର୍କତାର ସହ ଚିକିତ୍ସା କରିବାକୁ ପରାମର୍ଶ

ନୂଆଦିଲ୍ଲୀ: କରୋନା କବଳରେ ଡାକ୍ତର । ଦ୍ୱିତୀୟ ଲହର ସଂକ୍ରମଣ ଆରମ୍ଭରୁ ଏଯାଏଁ ଆଖି ବୁଜିଲେଣି ୨୬୯ ଡାକ୍ତର । ଦ୍ୱିତୀୟ ଲହରରେ ମହାମାରୀ କ୍ଷୀପ୍ର ଗତିରେ ବ୍ୟାପୁଥିବା ଏବଂ ଏହା ଅଧିକ ଘାତକ ହେଉଥିବାରୁ ଏତେ ସଂଖ୍ୟକ ଡାକ୍ତରଙ୍କୁ ହରାଇବାକୁ…

  • Tuesday, 18 May 2021
ପୋଖରାନ ପରୀକ୍ଷଣ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀଙ୍କୁ ବି ଅଜ୍ଞ ଥିଲା

୧୯୭୨ ମସିହାରେ, ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେଠାରେ ଥିବା ବୈଜ୍ଞାନିକମାନଙ୍କୁ ଆଣବିକ ପରୀକ୍ଷଣ ପାଇଁ ପ୍ଲାଣ୍ଟ୍ ନିର୍ମାଣ କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହି ଅନୁମତି ମୌଖିକ ଥିଲା। ଅପରେସନ୍ ପରୀକ୍ଷା ଦିନ ପର୍ଯ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିଲା। ଏପରିକି ଆମେରିକା ମଧ୍ୟ ଏ ବିଷୟରେ କୌଣସି ସୂଚନା ପାଇପାରିଲା ନାହିଁ।

  • Tuesday, 18 May 2021
Chid corona
ଭାରତ ପରେ ସିଙ୍ଗାପୁରରେ ଡରାଇଲାଣି କରୋନାର ନୂଆ ଷ୍ଟ୍ରେନ୍, କମ୍ ବୟସ୍କଙ୍କ ପ୍ରତି ରହିଛି ବିପଦ

ନୂଆଦିଲ୍ଲୀ: ଭାରତ ପରେ ସିଙ୍ଗାପୁରକୁ ଡରାଇଲା କରୋନାର ନୂଆ ଷ୍ଟ୍ରେନ୍ B.1.617 । ଭାରତରେ ଦ୍ୱିତୀୟ ଲହର ପଛରେ ଏହି ଭାରିଆଣ୍ଟର ପ୍ରମୁଖ ଭୂମିକା ଥିବା ଆଶଙ୍କା କରାଯାଉଥିବା ବେଳେ, ସିଙ୍ଗାପୁରରେ ବି ହଠାତ୍ ସଂକ୍ରମଣ ହାରକୁ ବଢ଼ାଇଛି ଏହି ନିର୍ଦ୍ଦିଷ୍ଟ…

  • Tuesday, 18 May 2021
vlcsnap-error997
ସହର ପରେ ଗାଁ ମୁହାଁ ହେଲାଣି କରୋନା ! କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମାଞ୍ଚଳ

ସହର ଅପେକ୍ଷା ଏବେ ଗାଁରେ ଅଧିକ ବ୍ୟାପୁଛି କରୋନା । ଗ୍ରାମାଞ୍ଚଳରେ ସଂକ୍ରମଣ ହାର ବଢିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଗାଁ । ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳରୁ ଏପ୍ରିଲରେ ୫୧ ପ୍ରତିଶତ ଓ ମେ’ରେ…

  • Tuesday, 18 May 2021
mask
'ବାୟୋ ମେଡିକାଲ୍ ୱେଷ୍ଟର ସଠିକ୍ ପରିଚାଳନା ନହେଲେ ସଂକ୍ରମଣ ବଢ଼ାଇବ'

ଭୁବନେଶ୍ୱର: କଲବଲ କରିଚାଲିଥିବା କରୋନା ଭୂତାଣୁର ଭୟ ଭିତରେ ଏବେ ଚିନ୍ତା ବଢ଼ାଉଛି ମାସ୍କଠୁ ଆରମ୍ଭ କରି ଗ୍ଲୋବ୍ସ, ପିପିଇ କିଟ୍ ଆଦି ବ୍ୟବହୃତ କୋଭିଡ୍ ସାମଗ୍ରୀ। କାରଣ ବହୁଳ ଭାବେ ବ୍ୟବହାର ହେଉଥିବା ଏସବୁ ସାମଗ୍ରୀ ଏବେ ପଡ଼ିରହୁଛି ଏତେତେଣେ।…

  • Tuesday, 18 May 2021