ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ନୀରବ ମୋଦୀ ଏବଂ ଅନ୍ୟାନ୍ୟ ଆର୍ଥିକ ଅପରାଧୀଙ୍କୁ ଶୀଘ୍ର ପ୍ରତ୍ୟର୍ପଣ ପାଇଁ ବ୍ରିଟେନ ଭାରତକୁ ନିଶ୍ଚିତ କରିଛି। ବ୍ରିଟେନ ସରକାର ଭାରତକୁ କହିଛନ୍ତି ଯେ ଏହି ଅପରାଧୀଙ୍କୁ ଶୀଘ୍ର ପ୍ରତ୍ୟର୍ପଣ ପାଇଁ ସମସ୍ତ ପ୍ରକାର ସହଯୋଗ…
ଗଲା ୨୪ ଘଣ୍ଟାରେ ଦେଶରେ ୬ ହଜାର ୧୪୮ ଜଣଙ୍କ ମୃତ୍ୟୁ ସହ ଦୈନିକ ମୃତ୍ୟୁସଂଖ୍ୟାରେ ସୃଷ୍ଟି ହୋଇଛି ଅଲୋଡ଼ା ରେକର୍ଡ। ଏଣେ ରାଜ୍ୟରେ ବି ଗଲା କିଛିଦିନ ଧରି ଯେଉଁ ୪୦ ପ୍ଲସ୍ ଟ୍ରେଣ୍ଡ୍ ଜାରି ରହିଛି। ତାହା ଆଜି ବି ଦେଖିବାକୁ ମିଳିଛି।
ନୂଆଦିଲ୍ଲୀ: କରୋନା ଭାଇରସକୁ ମାତ ଦେବାକୁ ମାସ୍କ ପିନ୍ଧିବା ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ସୁପାରିଶ କରାଯାଇ ନାହିଁ। ଏହା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସିଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚ୍ଏସ୍)। ୬ରୁ…
କରୋନା ବଦଳାଇଦେଲା ଜୀବନର ମୋଡ଼। ସବୁ ସ୍ପପ୍ନକୁ ଭାଙ୍ଗି ଚୁରମାର କରିଦେଲା ମହାମାରୀ। ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଯିଏ ଦିନେ ଫୁଟବଲ ମୈଦାନରେ କମାଲ ଦେଖାଉଥିଲେ, ଏବେ ସେ ପାଲଟି ଯାଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ।
କୋଭିଡ୍ ସଂକ୍ରମଣ ଥମିନଥିବାରୁ ଗତବର୍ଷ ଭଳି ଏଥର ବି କେବଳ ପୁରୀରେ ବିନା ଭକ୍ତରେ ହେବ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା।
କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ବୃଦ୍ଧି କରିବା ପରେ ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। ତିନି ପ୍ରମୁଖ ଦଳ ମଧ୍ୟରେ ବୟାନବାଜି ଜାରି ରହିଛି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଧାନର ଏମ୍ଏସ୍ପି ବୃଦ୍ଧି କରିବା ସ୍ୱାଗତ ଯୋଗ୍ୟ
ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ECMO ମେସିନ। ଗୁରୁତର କୋଭିଡ ରୋଗୀ ଏବଂ ଅନ୍ୟାନ୍ୟ ଆଇସିୟୁ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଲାଗିବ ECMO ମେସିନ୍। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ECMO ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ।
ଗତ ୨ ମାସ ମଧ୍ୟରେ ଅମାନିଆ ଦେଲେଣି ସାଢ଼େ ୧୪ କୋଟି ଜରିମାନା। କରୋନା ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପାଖରୁ ଏ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ଆଜି ପ୍ରେସମିଟ୍ କରି ଏପରି ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ୱା
ମୁମ୍ବାଇ : ଆଜିକାଲି ଦକ୍ଷିଣ ଆଫ୍ରିକାର କେପଟାଉନରେ ରିଆଲିଟି ସୋ ‘ଖତରୋ କେ ଖିଲାଡି ୧୧’ର ସୁଟିଂ ଚାଲିଛି। ସମସ୍ତ ପ୍ରତିଯୋଗୀ ଇନଷ୍ଟାଗ୍ରାମରେ ସୁଟିଂ ପରେ ସେମାନଙ୍କର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହି ଶୋ’ର ପ୍ରତିଯୋଗୀ ବିଶାଲ ଆଦିତ୍ୟ…
ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କଲେ।
ବ୍ରହ୍ମପୁର: ହୃଦୟ ତ ଆମ ସମସ୍ତଙ୍କ ପାଖରେ ଅଛି, ହେଲେ ବିଶାଳ ହୃଦୟ ବାସ୍ ମାତ୍ର ଅଳ୍ପ ଜଣଙ୍କ ପାଖରେ ଥାଏ। ଲକଡାଉନ୍ ସମୟରେ ଅନେକ ଖାଦ୍ୟ ପାଉନାହାନ୍ତି। କିଏ କେତେବେଳେ ଗଣ୍ଡାଏ ଖାଇବାକଉ ଦେବ ତାହାକୁ ଅନାଇ ରହିଛନ୍ତି। ଆଉ…
ଅସହାୟ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଘର ଯୋଗାଇଦେବା ପାଇଁ ସରକାରଙ୍କର ରହିଛି ବିଜୁପକ୍କା ଘର ଏବଂପ୍ରଧାନମନ୍ତ୍ରୀ ଆବାସ ଯୋଜନା।
ଭୁବନେଶ୍ୱର: ମୌସୁମୀ ରୁତୁରେ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ଆଗୁଆ ପ୍ରସ୍ତୁତି । ଲଘୁଚାପ ଜନିତ ବର୍ଷା ଓ ମୌସୁମୀ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା…
ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବହୁତ ମଜବୁତ ହେବାରେ ଲାଗିଛି। ସେ ହୁଏତ ଏହା କହୁ ନାହାଁନ୍ତି, କିନ୍ତୁ ବି-ଟାଉନ୍ କରିଡରରେ ଏହାର ଚର୍ଚ୍ଚା ଜୋର ଧରିଛି। ଉଭୟ ଏ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ…
ଭୁବନେଶ୍ୱର: ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି । ଅହୁରି ୨ବର୍ଷ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜଳ ସଂପଦ ନଦୀ ବିକାଶ ଓ ଗଙ୍ଗା ସରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।…
ରଜ ପର୍ବ ! ମା’ ଓ ମାଟିର ପୂଜାର ପର୍ବ । ଏକ କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି…
ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ ବୋଲି କହିଲେ ନବୀନ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା…
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଟିଏମ୍ସି ସାଂସଦ ନୁସରତ୍ ଜହାଁ ଶେଷରେ ନିଜର ବୈବାହିକ ଜୀବନକୁ ନେଇ ମୁହଁ ଖୋଲିଛନ୍ତି। ୨୦୧୯ରେ ବିଜ୍ନେସ୍ ମ୍ୟାନ୍ ନିଖିଲ ଜୈନଙ୍କ ସହ ହୋଇଥିବା ତାଙ୍କର ବିବାହ ବୈଧ(ଭାଲିଡ୍) ନୁହେଁ ବୋଲି ନୁସରତ୍ କହିଛନ୍ତି। ସେ କହିଛନ୍ତି,…
ଗତ ସପ୍ତାହରେ ଜଣେ ମହିଳା ତାଙ୍କ କୋଭିଡ ଆକ୍ରାନ୍ତ ଶ୍ୱଶୁରଙ୍କୁ ପିଠିରେ ବୋହି ନେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ସମସ୍ତେ ଉକ୍ତ ବୋହୂଙ୍କୁ ଭୁରି…