• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

supreme-court
କେମିତି ହେବ ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ ? କୋର୍ଟଙ୍କୁ ଜଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: କେମିତି ହେବ ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ । ଦୁଇ ସପ୍ତାହ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ନେଇ ବିସ୍ତୃତ ତଥ୍ୟ ରଖିବାକୁ ସିବିଏସଇ ଓ ଆଇସିଏସଇକୁ କହିଛନ୍ତି ସୁପ୍ରିମକୋର୍ଟ । ପରୀକ୍ଷା ବାତିଲ ନିଷ୍ପତ୍ତିକୁ କୋର୍ଟ ସ୍ୱାଗତ କରିଛନ୍ତି । ତେବେ…

  • Thursday, 03 June 2021
Adar Poonawalla
ସ୍ପୁଟନିକ୍-ଭି ଉତ୍ପାଦନ କରିବାକୁ ଆଗ୍ରହ ଦେଖାଉଛି ‘ସେରମ ଇନଷ୍ଟିଚ୍ୟୁଟ୍’

ନୂଆଦିଲ୍ଲୀ: ଋଷୀୟ କୋରୋନା ଟିକା ସ୍ଫୁଟନିକ ଭି ଉତ୍ପାଦନ କରିବାକୁ ଆଗ୍ରହୀ ସେରମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଏହାକୁ ନେଇ ସେରମ୍ ତରଫରୁ ଡିସିଜିଆଇଙ୍କ ଅନୁମତି ଲୋଡ଼ାଯାଇଛି । ସୂଚନା ଅନୁଯାୟୀ, ସେରମ୍ ତରଫରୁ ଭାରତରେ ସ୍ପୁଟନିକ ଭି ଟିକା…

Children
ମେ’ ୨୯ ସୁଦ୍ଧା କରୋନା ଯୋଗୁଁ ୯୩୪୬ ଜଣ ଶିଶୁ ଅନାଥ: NCPCR

ଭୁବନଶ୍ୱର: ମହାମାରୀ କରୋନା ଅନେକ ପରିବାରରେ ଆଣିଦେଇଛି ଦୁଃଖ । କାହାର କୋଳ ପୋଛି ଦେଇଛି ତ କାହାର ବାପା ମା’ଙ୍କୁ ଛଡ଼ାଇ ନେଇଛି । ପ୍ରତ୍ୟେକ ଦିନ ଦେଶରେ ଶହ ଶହ ଲୋକଙ୍କ ମୁଣ୍ଡ ନେଉଛି ଏହି କରୋନା ରାକ୍ଷଷ…

Untitled-1
ଭୁଲ ଇଞ୍ଜେକସନ୍ ଯୋଗୁଁ ୫ ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ

ସୋନପୁର : ଭୁଲ ଇଞ୍ଜେକସନ୍ ଯୋଗୁଁ ୫ ବର୍ଷୀୟ ଶିଶୁର ମୃତ୍ୟୁ ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ଗାଁରେ। ଗାଁର ପିଣ୍ଟୁ ଜଗଦଲାଙ୍କ ପୁଅ ଚନ୍ଦନଙ୍କୁ କୋଟସମଲାଇ ମେଡିକାଲର ଫାର୍ମାସିଷ୍ଟ ଏକ ଇଞ୍ଜେକସନ୍ ଦେଇଥିଲେ ।…

  • Thursday, 03 June 2021
vaccaine
୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ

ଭୁବନେଶ୍ୱର: ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଛି। ଆଜି ଏହାକୁ ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ ଯେଉଁମାନେ ମେ…

Amrit Pradhan
ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ, ଚିକିତ୍ସାରେ ଲାଗିବ କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଛି । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି । ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ…

Oxygen Shelter
ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳି ଉନ୍ମୋଚିତ

ଭୁବନେଶ୍ୱର : କୋଭିଡ୍ ସଂକଟ ସମୟରେ ଅମ୍ଳଜାନ ଅଭାବ ଯୋଗୁଁ ଅନେକ ରୋଗୀଙ୍କ ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନେକ ହିତାଧିକାରୀ ମଧ୍ୟ ସହଯୋଗର ହାତ ବଢାଉଥିବା ଦେଖାଯାଏ। ଏହିକ୍ରମରେ କୋଭିଡ୍ ମହାମାରୀରରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍…

  • Thursday, 03 June 2021
mahapravu
କାଳିଆ ପ୍ରେମରେ ୧୫ ବର୍ଷୀୟ ଭକ୍ତ, ଘରେ ପ୍ରସ୍ତୁତ କରିଛନ୍ତି ରତ୍ନ ସିଂହାସନ

ଆର୍ତ୍ତତ୍ରାଣ ପ୍ରଧାନ(ନୟାଗଡ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କର ଓ ଭକ୍ତଙ୍କ ଭିତରେ ସମ୍ପର୍କ ଅବର୍ଣ୍ଣନୀୟ। କିଛି ଏହିଭଳି ଭାବାବେଗ ଦେଖିବାକୁ ମିଳିଛି ନୟାଗଡର ଜଣେ ୧୫ ବର୍ଷୀୟ ଭକ୍ତଙ୍କ ଭିତରେ। ଛୋଟ ବୟସରୁ…

  • Thursday, 03 June 2021
manmohan samal
‘ଏବେ ବି ପାଣିଘେରରେ ଅନେକ ଗାଁ ! ସରକାରଙ୍କ ଚିନ୍ତା ନାହିଁ, ରାଜସ୍ୱ ବିଭାଗ ଫେଲ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି । ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ । ଗୁରୁବାର ଏକ…

2
ଶାହାରୁଖ ଲଳନା ସୁହାନା ଖାନଙ୍କ୍ ବୋଲ୍ଡ ଅବତାର

ମୁମ୍ବାଇ: ବଲିଉଡ ରୋମାନ୍ସ କିଙ୍ଗ୍ ଶାହରୁଖ ଖାନଙ୍କ ଗେଲ୍ହା ଝିଅ ସୁହାନା ଖାନ ଆଜିକାଲି ବିଦେଶରେ ରହୁଛନ୍ତି ସତ କିନ୍ତୁ ସେ ପ୍ରାୟତଃ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଜଡିତ ରୁହନ୍ତି। ସୋସିଆଲ ମିଡିଆରେ ତାଙ୍କର ସୁନ୍ଦର ଫଟୋଗୁଡ଼ିକ…

  • Thursday, 03 June 2021
Ajay Parida
‘ରାଜ୍ୟରେ କମୁଛି ସଂକ୍ରମଣ, ପରିସ୍ଥିତି ଖରାପ ହେଲେ ତୃତୀୟ ଲହର ଆସିପାରେ’

ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ ସଂଖ୍ୟା । ଦିନକୁ ଦିନ ସୁଧୁରୁଛି ସ୍ଥିତି । ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକରେ ଥିଲା । ତା’ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା…

supreme court
ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି ଦେଶଦ୍ରୋହ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇପାରିବ ନାହିଁ କି ସେମାନଙ୍କୁ ଏହାର ଆଳରେ ଗିରଫ କରାଯାଇପାରିବ ନାହିଁ। କେଦାର ନାଥ ସିଂହ ଜଜମେଣ୍ଟ ଆଧାରରେ ସମସ୍ତ ସାମ୍ବାଦିକଙ୍କୁ ଏହି ସୁରକ୍ଷା ମିଳିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।…

  • Thursday, 03 June 2021
Bijaya sahoo
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ମଧ୍ୟ ଥିଲେ ବିଜୟ ସାହୁ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ହୋଇଯାଇଛି । କରୋନା ପରବର୍ତ୍ତୀ ଜଟିଳତା ନେଇ…

vaccine
ଖୁବ ଶୀଘ୍ର ଆସିବ ଆଉ ଏକ ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: କରୋନାକୁ ଦେଶ ମାତ ଦେବା ପାଇଁ ଆବଶ୍ୟକ ଭାକ୍ସିନ। ହେଲେ ଦେଶରେ ପର୍ଯ୍ୟପ୍ତ ପରିମାଣର ଭାକ୍ସିନ ନ ଥିବାବେଳେ  ଦେଶରେ ସମସ୍ତଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଆସୁଛି ଆଉ ଏକ ସ୍ୱଦେଶୀ…

3
ଅନାବଶ୍ୟକ 'ହୀରୋପନ୍ତୀ'ଙ୍କ ଠାରୁ ଦୂରେଇ ରହିବାକୁ ମୁମ୍ବାଇ ପୋଲିସର ଚେତାବନୀ

ମୁମ୍ବାଇ: ବଲିଉଡର ଗୁଜବ ଦମ୍ପତି ଦିଶା ପାଟାନି ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍‌ଆଇଆର୍‌ ଦାଖଲ କରିଛି। ମୁମ୍ବାଇରେ ତାଲାବନ୍ଦ ସେମାନେ ବୁଲୁଥିବା ଦେଖିବାକୁ ମିଳିଥିଲା। ନ୍ୟୁଜ୍ ଏଜେନ୍ସି ANI ରୁ ଏହା ଜାଣିବାକୁ ମିଳିଛି ଯେ ଯେତେବେଳେ…

  • Thursday, 03 June 2021