• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

petrol
ପେଟ୍ରୋଲ ପରେ ଏବେ ୧୦୦ ଟପିବ ଡିଜେଲ ଦର

ତୈଳ ଦରରେ ଲାଗୁନି ଲଗାମ ।  ମହାମାରୀ ସଙ୍କଟ ମଧ୍ୟରେ ପୁଣି ଥରେ ବୃଦ୍ଧି ପାଇଲା ତେଲ ଦର । ପେଟ୍ରୋଲ ପରେ ଏବେ ଡିଜେଲ ଲିଟର ପିଛା ମୂଲ୍ୟ ୧୦୦ ଟପିବ । ପେଟ୍ରୋଲ, ଡିଜେଲ ମୂଲ୍ୟ ଏବେ ସୁଦ୍ଧା…

antibody cocktail
୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଖି ବୁଜିଲେ ୩୯

ଭୁବନେଶ୍ୱର: ରାଜ୍ୟରେ ୮ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୪,୩୩୧ ଜଣ ଥିବାବେଳେ ଲୋକାଲ କେସ୍ ଅଛି ୩,୩୯୮  ।…

rent
ଏଣିକି ସହଜରେ ହୋଇପାରିବ ଘର ଭଡ଼ା ବିବାଦର ସମାଧାନ

ଭୁବନେଶ୍ୱର: କେତେବେଳେ ଘର ମାଲିକଙ୍କ ବିରୋଧରେ ଘରେ ଭଡ଼ାରେ ରହୁଥିବା ବ୍ୟକ୍ତିଙ୍କ ଜୁଲୁମ ଅଭିଯୋଗ, ତ ଆଉ କେତେବେଳେ ଭଡ଼ାଟିଆ ଦାଦାଗିରି କରୁଥିବା ନେଇ ଘର ମାଲିକଙ୍କ ଆପତ୍ତି। ଏଭଳି ଅନେକ ବିବାଦ ବିଭିନ୍ନ ସମୟରେ ଉଗ୍ର ରୂପ ଧାରଣ କରିଛି…

  • Friday, 04 June 2021
corona
ନରେନ୍ଦ୍ର ମୋଦିଙ୍କୁ ଫୋନ୍ କଲେ ଆମେରିକା ରାଷ୍ଟ୍ରପତି : ଭ୍ୟାକ୍ସିନ ଯୋଗାଣର ପ୍ରତିଶ୍ରୁତି ଦେଲେ କମଲା ହ୍ୟାରିସ

ନୂଆଦିଲ୍ଲୀ : ପୂରଣ ହେବ କି ଭ୍ୟାକ୍ସିନର ଅଭାବ ? କରୋନା ସଙ୍କଟ ମଧ୍ୟରେ ଆମେରିକାରୁ ଭାରତକୁ ଆସିଲା କଲ୍ । ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନରେ ଫୋନରେ କଥାବାର୍ତ୍ତା ହୋଇଛନ୍ତି ।…

  • Friday, 04 June 2021
C CORONA
କାମ କରୁନି ଭ୍ୟାକ୍ସିନ୍ : ନେପାଳର ନୂଆ କରୋନା ଭାରିଏଣ୍ଟ୍ ପାଇଁ ଭୟରେ ୟୁରୋପ

ନେପାଳର ନୂଆ ଭାରିଏଣ୍ଟ୍ ପାଇଁ ଆତଙ୍କରେ ୟୁରୋପ । ନୂଆ ଭାରିଏଣ୍ଟ୍ ସାମ୍ନାରେ ଟିକାକରଣ ପ୍ରଭାବଶୂନ୍ୟ ହୋଇପଡ଼ିଛି । ବିଶ୍ୱର ଅନେକ ଦେଶରେ ତଥା ବିଭିନ୍ନ ଅଞ୍ଚଳରେ କରୋନାର ନୂଆ ନୂଆ ଭାରିଏଣ୍ଟ୍ ଚିହ୍ନଟ ହେଉଛି, ଯାହା ତୀବ୍ର ବଗେରେ ବ୍ୟାପିବା…

  • Friday, 04 June 2021
snanapurnima
ସରିଲା ଭଉଁରୀ, ଆସୁଛି ସ୍ନାନ ପୂର୍ଣ୍ଣମୀ ! ଭକ୍ତଙ୍କ ଆଗମନ ନେଇ ପ୍ରଶାସନ କହିଲା, ଅବସ୍ଥା ଦେଖି ବ୍ୟବସ୍ଥା ହେବ

ପୁରୀ: ସରିଲା ଭଉଁରୀ, ଆସୁଛି ସ୍ନାନ ପୂର୍ଣ୍ଣମୀ । ଏଠି ପ୍ରଶ୍ନ କରୋନା କହର ଲାଗି ରହିଥିବାବେଳେ କଣ ଏଥର ବି ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଘୋଷ ଯାତ୍ରାରେ ବି ରଥ ଉପରେ ସିଧାସଳଖ ସାନିଧ୍ୟ ପାଇବେନି…

BBSR Kidnapped
ଡେଲଟା ଛକରୁ ଯୁବକଙ୍କୁ ଅପହରଣ ଘଟଣାରେ ଟ୍ୱିଷ୍ଟ, ଅପହରଣ ନୁହେଁ କହିଲେ ଡିସିପି

ଭୁବନେଶ୍ୱର: ଭୁବନେଶ୍ୱର ଡେଲଟା ଛକରୁ ଯୁବକଙ୍କୁ ଅପହରଣ ଘଟଣାରେ ଆସିଲା ଟ୍ୱିଷ୍ଟ । ଏହା ଅପହରଣ ନୁହେଁ କହିଲେ ଡିସିପି । ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିଲେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି । ତେବେ…

  • Thursday, 03 June 2021
Bolangir
ଗୋଟିଏ ଜୁଇରେ ଜଳୁଛି ଏକାଧିକ ମୃତଦେହ, ଜଣାପଡ଼ୁନି ଅସ୍ଥି କାହାର !

ବଲାଙ୍ଗିର: ମାନବ ସମାଜକୁ ଦାରୁଣ ଦୁଃଖ ଦେଇ କଲବଲ କରୁଛି କରୋନା । ଅଦିନରେ ସଂକ୍ରମିିତ ହୋଇ ଚାଲିଯାଉଛି ସୁସ୍ଥ ସବଳ ମଣିଷଙ୍କ ଜୀବନ । ମହାମାରୀରେ ମୃତ୍ୟୁ ଯୋଗୁଁ, ଚାରିକାନ୍ଧ ବଦଳରେ ସରକାରୀ ଗାଡି ସାଜିଛି ସାହାରା । ସରକାରୀ…

BBSR Kidnapped
ରାଜଧାନୀର ରାଜରାସ୍ତାରୁ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରୁ ଯୁବକଙ୍କୁ କାରରେ ଉଠାଇ ନେଲେ ଦୁର୍ବତ୍ତ । ଲୋକଙ୍କୁ ଭୟଭୀତ କରି ପୁରା ଫିଲ୍ମ ଷ୍ଟାଇଲରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି ସମସ୍ତେ । ଆଜି ଅପରାହ୍ଣରେ ଭୁବନେଶ୍ୱର ଡେଲଟା ଛକରୁ ଏକ କାରରେ ଜଣେ ଯୁବକଙ୍କୁ କିଛି…

  • Thursday, 03 June 2021
garden
ୱେଷ୍ଟେଜ ସାମଗ୍ରୀରେ ସଜାଇଛନ୍ତି ବଗିଚା, ଲୋକଙ୍କୁ କରୁଛି ଅଧିକ ଆକୃଷ୍ଟ

ରାୟଗଡ଼ା: ଓଡ଼ିଆରେ ଗୋଟିଏ କଥା ରହିଛି ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ । ଆଉ ଘରଣୀ ଯଦି ପ୍ରକୃତି ପ୍ରେମରେ ପଡ଼ନ୍ତି, ତେବେ ସେ ଘର ଆଉ ତା ଆଖ ପାଖ ପରିବେଶ ବି ସୁନ୍ଦର ସବୁଜ ବନାନୀ ହୋଇଉଠେ ।…

  • Thursday, 03 June 2021
supreme-court
କେମିତି ହେବ ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ ? କୋର୍ଟଙ୍କୁ ଜଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: କେମିତି ହେବ ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ । ଦୁଇ ସପ୍ତାହ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ନେଇ ବିସ୍ତୃତ ତଥ୍ୟ ରଖିବାକୁ ସିବିଏସଇ ଓ ଆଇସିଏସଇକୁ କହିଛନ୍ତି ସୁପ୍ରିମକୋର୍ଟ । ପରୀକ୍ଷା ବାତିଲ ନିଷ୍ପତ୍ତିକୁ କୋର୍ଟ ସ୍ୱାଗତ କରିଛନ୍ତି । ତେବେ…

  • Thursday, 03 June 2021
Adar Poonawalla
ସ୍ପୁଟନିକ୍-ଭି ଉତ୍ପାଦନ କରିବାକୁ ଆଗ୍ରହ ଦେଖାଉଛି ‘ସେରମ ଇନଷ୍ଟିଚ୍ୟୁଟ୍’

ନୂଆଦିଲ୍ଲୀ: ଋଷୀୟ କୋରୋନା ଟିକା ସ୍ଫୁଟନିକ ଭି ଉତ୍ପାଦନ କରିବାକୁ ଆଗ୍ରହୀ ସେରମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଏହାକୁ ନେଇ ସେରମ୍ ତରଫରୁ ଡିସିଜିଆଇଙ୍କ ଅନୁମତି ଲୋଡ଼ାଯାଇଛି । ସୂଚନା ଅନୁଯାୟୀ, ସେରମ୍ ତରଫରୁ ଭାରତରେ ସ୍ପୁଟନିକ ଭି ଟିକା…

Children
ମେ’ ୨୯ ସୁଦ୍ଧା କରୋନା ଯୋଗୁଁ ୯୩୪୬ ଜଣ ଶିଶୁ ଅନାଥ: NCPCR

ଭୁବନଶ୍ୱର: ମହାମାରୀ କରୋନା ଅନେକ ପରିବାରରେ ଆଣିଦେଇଛି ଦୁଃଖ । କାହାର କୋଳ ପୋଛି ଦେଇଛି ତ କାହାର ବାପା ମା’ଙ୍କୁ ଛଡ଼ାଇ ନେଇଛି । ପ୍ରତ୍ୟେକ ଦିନ ଦେଶରେ ଶହ ଶହ ଲୋକଙ୍କ ମୁଣ୍ଡ ନେଉଛି ଏହି କରୋନା ରାକ୍ଷଷ…

Untitled-1
ଭୁଲ ଇଞ୍ଜେକସନ୍ ଯୋଗୁଁ ୫ ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ

ସୋନପୁର : ଭୁଲ ଇଞ୍ଜେକସନ୍ ଯୋଗୁଁ ୫ ବର୍ଷୀୟ ଶିଶୁର ମୃତ୍ୟୁ ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ଗାଁରେ। ଗାଁର ପିଣ୍ଟୁ ଜଗଦଲାଙ୍କ ପୁଅ ଚନ୍ଦନଙ୍କୁ କୋଟସମଲାଇ ମେଡିକାଲର ଫାର୍ମାସିଷ୍ଟ ଏକ ଇଞ୍ଜେକସନ୍ ଦେଇଥିଲେ ।…

  • Thursday, 03 June 2021
vaccaine
୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ

ଭୁବନେଶ୍ୱର: ରାଜଧାନୀରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଟିକାର ଅଭାବ ରହିଛି। ଆଜି ଏହାକୁ ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ। ସେ କହିଛନ୍ତି, ଆମ ପାଖରେ ଯଥେଷ୍ଟ ଟିକା ନାହିଁ ଯେଉଁମାନେ ମେ…

Amrit Pradhan
ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ, ଚିକିତ୍ସାରେ ଲାଗିବ କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଛି । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି । ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ…

Oxygen Shelter
ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳି ଉନ୍ମୋଚିତ

ଭୁବନେଶ୍ୱର : କୋଭିଡ୍ ସଂକଟ ସମୟରେ ଅମ୍ଳଜାନ ଅଭାବ ଯୋଗୁଁ ଅନେକ ରୋଗୀଙ୍କ ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅନେକ ହିତାଧିକାରୀ ମଧ୍ୟ ସହଯୋଗର ହାତ ବଢାଉଥିବା ଦେଖାଯାଏ। ଏହିକ୍ରମରେ କୋଭିଡ୍ ମହାମାରୀରରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ମାଇଲ୍…

  • Thursday, 03 June 2021
mahapravu
କାଳିଆ ପ୍ରେମରେ ୧୫ ବର୍ଷୀୟ ଭକ୍ତ, ଘରେ ପ୍ରସ୍ତୁତ କରିଛନ୍ତି ରତ୍ନ ସିଂହାସନ

ଆର୍ତ୍ତତ୍ରାଣ ପ୍ରଧାନ(ନୟାଗଡ): ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କର ଓ ଭକ୍ତଙ୍କ ଭିତରେ ସମ୍ପର୍କ ଅବର୍ଣ୍ଣନୀୟ। କିଛି ଏହିଭଳି ଭାବାବେଗ ଦେଖିବାକୁ ମିଳିଛି ନୟାଗଡର ଜଣେ ୧୫ ବର୍ଷୀୟ ଭକ୍ତଙ୍କ ଭିତରେ। ଛୋଟ ବୟସରୁ…

  • Thursday, 03 June 2021
manmohan samal
‘ଏବେ ବି ପାଣିଘେରରେ ଅନେକ ଗାଁ ! ସରକାରଙ୍କ ଚିନ୍ତା ନାହିଁ, ରାଜସ୍ୱ ବିଭାଗ ଫେଲ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି । ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ । ଗୁରୁବାର ଏକ…

2
ଶାହାରୁଖ ଲଳନା ସୁହାନା ଖାନଙ୍କ୍ ବୋଲ୍ଡ ଅବତାର

ମୁମ୍ବାଇ: ବଲିଉଡ ରୋମାନ୍ସ କିଙ୍ଗ୍ ଶାହରୁଖ ଖାନଙ୍କ ଗେଲ୍ହା ଝିଅ ସୁହାନା ଖାନ ଆଜିକାଲି ବିଦେଶରେ ରହୁଛନ୍ତି ସତ କିନ୍ତୁ ସେ ପ୍ରାୟତଃ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଜଡିତ ରୁହନ୍ତି। ସୋସିଆଲ ମିଡିଆରେ ତାଙ୍କର ସୁନ୍ଦର ଫଟୋଗୁଡ଼ିକ…

  • Thursday, 03 June 2021
Ajay Parida
‘ରାଜ୍ୟରେ କମୁଛି ସଂକ୍ରମଣ, ପରିସ୍ଥିତି ଖରାପ ହେଲେ ତୃତୀୟ ଲହର ଆସିପାରେ’

ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ ସଂଖ୍ୟା । ଦିନକୁ ଦିନ ସୁଧୁରୁଛି ସ୍ଥିତି । ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକରେ ଥିଲା । ତା’ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା…

supreme court
ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି ଦେଶଦ୍ରୋହ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନଇଚ୍ଛା ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇପାରିବ ନାହିଁ କି ସେମାନଙ୍କୁ ଏହାର ଆଳରେ ଗିରଫ କରାଯାଇପାରିବ ନାହିଁ। କେଦାର ନାଥ ସିଂହ ଜଜମେଣ୍ଟ ଆଧାରରେ ସମସ୍ତ ସାମ୍ବାଦିକଙ୍କୁ ଏହି ସୁରକ୍ଷା ମିଳିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।…

  • Thursday, 03 June 2021