• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

news varient
ଦିନକରେ ଆଖି ବୁଜିଲେ ୪୩ କରୋନା ରୋଗୀ

ଭୁବନେଶ୍ୱର: କରୋନା ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି। ମୃତ୍ୟୁ ହାର ୪୦ ଉପରେ ରହିଛି। ରାଜ୍ୟରେ  ଗତକାଲି ୪୫ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ଆଜି ଆଖି ବୁଜିଛନ୍ତି ୪୩ ଜଣ ରୋଗୀ। ଏହାକୁ ମିଶାଇ ରାଜ୍ୟରେ…

accident
ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

ବୌଦ୍ଧ: ପରିବାର ସହ ମିଶି କେତେ ଖୁସିରେ ଯାଉଥିଲେ କିନ୍ତୁ ବାଟରେ ଜଗିଥିଲା ମୃତ୍ୟୁ ସେମାନଙ୍କୁ ଅଜଣା ଥିଲା। ଦୁର୍ଘଟଣାରେ କାର୍ ଚୁରମାର୍ ହୋଇଗଲା ଆଉ ଅକାଳରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ। ବୌଦ୍ଧ ଜିଲ୍ଲା ଚାରିଛକ…

  • Wednesday, 09 June 2021
delta varient
ସିଙ୍ଗାପୁରରେ ଡେଲଟା ଭାରିଏଣ୍ଟ୍ ଆତଙ୍କ

ନୂଆଦିଲ୍ଲୀ : ଭାରତ ପରେ ସିଙ୍ଗାପୁରରେ ଡେଲଟା ଭାରିଏଣ୍ଟ୍ ଆତଙ୍କ । ମହାମାରୀର ନୂତନ ଲହରୀ ତୀବ୍ର ବେଗରେ ବିସ୍ତାର କରୁଥିବା ପଛରେ ଡେଲଟା ଭାରିଆଣ୍ଟର ପ୍ରମୁଖ ଭୂମିକା ରହିଛି ବୋଲି ସିଙ୍ଗାପୁରରେ କୋଭିଡ -୧୯ ସିକ୍ୱେନ୍ସିଂରେ ଜଣାପଡିଛି । ସିକ୍ୱେନ୍ସିଂ…

  • Wednesday, 09 June 2021
sunil-chhetri
ଲିଜେଣ୍ଡ ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଇତିହାସ ରଚିଲେ ଟିମ୍ ଇଣ୍ଡିଆର ଫୁଟବଲ୍ ଷ୍ଟ୍ରାଇକର ସୁନୀଲ ଛେତ୍ରୀ। ଲିଜେଣ୍ଡ ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି ସୁନୀଲ ଛେତ୍ରୀ। ବାଲାଂଦେଶ ବିପକ୍ଷ ୨୦୨୨ ଫିଫା ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୨ଟି ଗୋଲ୍ ଦେଇ ମେସିଙ୍କ ୭୨…

  • Wednesday, 09 June 2021
vaccine
ଆଜି ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା; ଚିହ୍ନଟ ହେଲେ ୬୦୧୯ କରୋନା ରୋଗୀ

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ପୁଣି ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୫୮୯୬ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୬୦୧୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୩୯୭ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୨୬୨୨…

collector, ganjam
ତୃତୀୟ ଲହର ପାଇଁ ଆଗୁଆ ପ୍ରସ୍ତୁତି: ଆଜିଠୁ ଘରକୁ ଘର ବୁଲି ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ

ବ୍ରହ୍ମପୁର: କରୋନାର ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଆରମ୍ଭ ହୋଇଯାଇଛି। ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀ ନବୀନ…

skin
କରୋନା ପରେ ଚୁଟି ଝଡ଼ିବା ଓ ଚର୍ମ ସମ୍ମନ୍ଧୀୟ ରୋଗର ଶିକାର ହେଉଛନ୍ତି ଲୋକେ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ଏପ୍ରିଲ ପରେ ପ୍ରଥମ ଥର ପାଇଁ ଦେଶରେ ଗତ ମଙ୍ଗଳବାର ଏକ ଲକ୍ଷରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ କମୁଥିବା ବେଳେ ମୃତ୍ୟୃ ସଂଖ୍ୟା…

lightning
ଆକାଶରୁ ଖସିଲା ମୃତ୍ୟୁ : ଝାଡ଼ଖଣ୍ଡରେ ବଜ୍ରାଘାତରେ ୫ ମୃତ

ରାଞ୍ଚି : ଆକାଶରୁ ଖସିଲା ମୃତ୍ୟୁ । ଝାଡ଼ଖଣ୍ଡ ଦୁମକା ତଥା ରାମଗଡ଼ ଜିଲ୍ଲାରେ ମଙ୍ଗଳବାର ବଜ୍ରପାତରେ ଜଣେ ନାବାଳକ ସମେତ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି । ସେହିପରି ବଜ୍ରପାତରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।…

  • Wednesday, 09 June 2021
kanpur
କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧୭ ଯାତ୍ରୀ ମୃତ

କାନପୁର : ଉତ୍ତରପ୍ରଦେଶ କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ପାଖାପାଖି ୧୭ ଜଣ ଯାତ୍ରୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ସଞ୍ଚେଡିରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଭାରସାମ୍ୟ ହରାଇ ଓଲଟି…

  • Wednesday, 09 June 2021
142793-nwkqunwnww-1591973793
ଇତିହାସ ରଚିଲେ ଟିମ୍ ଇଣ୍ଡିଆର ଷ୍ଟ୍ରାଇକର ସୁନୀଲ ଛେତ୍ରୀ, ଲିଓନେଲ ମେସିଙ୍କୁ ବି ପକାଇଲେ ପଛରେ

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଟିମ୍ ଇଣ୍ଡିଆର ଷ୍ଟ୍ରାଇକର ସୁନୀଲ ଛେତ୍ରୀ । ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ । ବାଲାଂଦେଶ ବିପକ୍ଷ ୨୦୨୨ ଫିଫା ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ବେଳେ ସେ ଏଭଳି…

vaccination
ଜୁଲାଇରୁ ତ୍ୱରାନ୍ୱିତ ହେବ ଟିକାକରଣ

ନୂଆଦିଲ୍ଲୀ: ଜୁଲାଇରୁ ଦେଶରେ ଜୋରଦାର ଟିକାକରଣ ପାଇଁ ଚାଲିଛି ପ୍ରସ୍ତୁତି। ପ୍ରାୟ ୭୪ କୋଟି ଡୋଜ୍ ଟିକା କିଣିବା ପାଇଁ କେନ୍ଦ୍ର ଅର୍ଡର କରିଥିବା ନେଇ ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ ସୂଚନା ଦେଇଛନ୍ତି। ୨୫ କୋଟି ଡୋଜ୍…

  • Tuesday, 08 June 2021
Jammu Kashmir Vaccination
ଜୀବନକୁ ବାଜି ଲଗାଇ ବିଲ ପାହାଡ଼ ଡେଇଁ, ଆଶା-ସ୍ୱାସ୍ଥ୍ୟକର୍ମୀ କରୁଛନ୍ତି ଟିକାକରଣ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼, ସବୁଠୁ ବିଶାଳ ଟିକାକରଣ ଅଭିଯାନ ଭାରତରେ ଚାଲିଛି । କରୋନା କବଚ ନେଉଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ । ତେବେ କେବଳ ଆମ ରାଜ୍ୟରେ ନୁହେଁ, ଅଧିକାଂଶ ସ୍ଥାନରେ ଲୋକେ କୋ-ଓ୍ୱିନ୍‌ରେ ପଞ୍ଜୀକରଣ କରି…

vaccine
ବିଭିନ୍ନ ଟିକାର ଦାମ୍‌ ନିର୍ଦ୍ଧାରଣ କଲେ କେନ୍ଦ୍ର ସରକାର

ଦେଶରେ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଘରୋଇ ହସ୍ପିଟାଲମାନଙ୍କ ଲାଗି ଟିକା ଦର ନିର୍ଦ୍ଧାରଣ ହୋଇଛି। ପ୍ରାଇଭେଟ ହସ୍ପିଟାଲରେ କ୍କୋଭିସିଲ୍ଡର ଟିକାର ଦାମ ଡୋଜ ପିଛା ସର୍ବାଧିକ ୭୮୦ ଟଙ୍କା ଧାର୍ଯ୍ୟ କରଯାଇଛି।

  • Tuesday, 08 June 2021
Exam
ମାଟ୍ରିକ୍ ଓ ଯୁକ୍ତ ଦୁଇ ପରେ ଏବେ ୟୁଜି-ପିଜି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ମାଟ୍ରିକ୍ ଓ ଯୁକ୍ତ ଦୁଇ ପରେ ଏବେ ୟୁଜି-ପିଜି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ । ପରୀକ୍ଷା ହେବ ନା ନାହିଁ ? ଯଦି ହେବ କେମିତି ଓ କେତେବେଳେ ? କାରଣ ସାଧାରଣ ସମୟରେ ଏବେ ସୁଦ୍ଧା ଶେଷ ସେମିଷ୍ଟର…

Disscount-tika
ଟିକା ନେଲେ ଡିସକାଉଣ୍ଟରେ ମିଳୁଛି ରାସନ, ଡାଇଲଗ୍ ମାରି କୁନି ପିଲା କରୁଛନ୍ତି ସଚେତନ

ଯାଜପୁର/ ହିଞ୍ଜିଳିକାଟୁ: ସତର୍କତା ହିଁ ସୁରକ୍ଷାର ମୂଳମନ୍ତ୍ର, ସଚେତନତା ହିଁ ପରିବର୍ତ୍ତନର ଚାବିକାଠି । ଏହି ବାର୍ତ୍ତାକୁ ଗଣ୍ଠି କରି ମୃତ୍ୟୁର ମହାମାରୀ ବେଳେ ଲୋକଙ୍କ ଭିତରେ ଆକର୍ଷଣୀୟ ଢଙ୍ଗରେ ଜନଜାଗରଣ ସୃଷ୍ଟି କରୁଛନ୍ତି ବହୁ ବ୍ୟକ୍ତି ବିଶେଷ । କେଉଁଠି…

Ecmo
ECMO ଟ୍ରିଟମେଂଟ୍‌ ପାଇଁ ବାଧକ ସାଜୁଛି ଅର୍ଥ

କୋଭିଡରେ ସଙ୍କଟାପନ୍ନ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଇକ୍ମୋ ଚିକିତ୍ସା ଲାଗି କୋଲକାତା ଏୟାରଲିଫ୍ଟିଂ କରାଯାଇଛି। କଟକରେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲରୁ ଭୁବନେଶ୍ୱର ଏୟାରପୋର୍ଟ ପର୍ଯ୍ୟନ୍ତ ତାଙ୍କୁ ଧରି ଆସିଥିବା ସ୍ୱତନ୍ତ୍ର ଆମ୍ବୁଲାନ୍ସ ପାଇଁ କରାଯାଇଥିଲା ଗ୍ରୀନ୍ କରିଡର

  • Tuesday, 08 June 2021
Tika
ଟିକାକୁ ନେଇ ନୂଆ ନିୟମ ଜାରି କଲା କେନ୍ଦ୍ର

ସମସ୍ତଙ୍କୁ ମାଗଣା ଟିକା ଘୋଷଣାର ଦିନକ ପରେ ଆସିଲା ଟିକାକରଣ ନେଇ କେନ୍ଦ୍ରର ପରିବର୍ତ୍ତିତ ଗାଇଡ୍ଲାଇନ୍ସ। ଯେଉଁଥିରେ ଟିକା ଅପଚୟ କଲେ ଯୋଗାଣ ପ୍ରଭାବିତ ହେବା ଏବଂ ଅନ୍ସାଇଟ୍ ରେଜିଷ୍ଟ୍ରେସନ୍ ଉପରେ ରହିଛି ଫୋକସ୍

naveen patnaik
ଶିଶୁଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଗୋଟିଏ ପଟେ କରୋନା ବଢୁଛି, ଅନ୍ୟ ପଟେ ଚିନ୍ତା ବି ବଢୁଛି। ଆଉ ଏହାରି ମଧ୍ୟରେ, ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

coastal areas
ବାତ୍ୟା କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରିଲା କେନ୍ଦ୍ରୀୟ ଟିମ୍‌

ବାତ୍ୟା ୟାସ୍ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ଓ କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରଛି କେନ୍ଦ୍ରୀୟ ଟିମ୍। ଏହି ଟିମ ଆଜି ଦୁଇଟି ଭାଗରେ ବିଭକ୍ତ ହୋଇ କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜର ପ୍ରଭାବିତ ଅଞ୍ଚଲ ବୁଲି ଦେଖିଛନ୍ତି

  • Tuesday, 08 June 2021
Pentagon
ଆମେରିକା ପାଖରେ ବିଶ୍ୱର ସବୁଠୁ ବଡ଼ ଗୁପ୍ତସେନା, ସେମାନଙ୍କୁ ଚିହ୍ନିବା ମୁସ୍କିଲ..

ନୂଆଦିଲ୍ଲୀ: ଆମେରିକା ପ୍ରସ୍ତୁତ କରିଛି ଏକ ଗୁପ୍ତ ସେନା । ଯାହାର କାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେହି ଜାଣନ୍ତି ନାହିଁ ଏହି ସେନାର ସୈନ୍ୟ କିଏ ? କିନ୍ତୁ ମିଶନ ସବୁବେଳେ ସସ୍କେସଫୁଲ । ଏହି ଗୁପ୍ତ…

corona
ଦେଶରେ କରୋନା ରିକଭରି ରେଟ୍ ୯୪.୩ ପ୍ରତିଶତକୁ ବୃଦ୍ଧି ପାଇଛି

ଦେଶରେ କରୋନା ରିକଭରି ରେଟ୍ ୯୪.୩ ପ୍ରତିଶତକୁ ବୃଦ୍ଧି ପାଇଛି। ୧୫ଟି ରାଜ୍ୟରେ ୫ ପ୍ରତିଶତ ତଳେ ପଜିଟିଭିଟି ହାର ରହିଛି।

  • Tuesday, 08 June 2021
corona
୭ ରୁ ୮ ଦିନ ମଧ୍ୟରେ ରାଜ୍ୟରେ କମିବ ସଂକ୍ରମଣ

ରାଜ୍ୟରେ ବେସ ଲାଇନ ଇନଫେକ୍ସନ କମିବା ସହ ଟେଷ୍ଟ ପଜିଟିଭିଟି ହାର ବି ଖସୁଛି। ଆଉ ୭ ରୁ ୮ ଦିନ ଭିତରେ ଏକ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା ରହିଛି।