• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

who
କରୋନା ତଥ୍ୟ ପାଇଁ ଚୀନ ଉପରେ ଚାପ ପ୍ରୟୋଗ ହୋଇପାରିବ ନାହିଁ-WHO

ଚୀନ୍ ଜାଣିଶୁଣି ଲୁଚାଉଛି କି କରୋନା ସତ? ବିଶ୍ୱ ମହାମାରୀ ସୃଷ୍ଟି କରିଥିବା ଏହି ଭୂତାଣୁର ଉତ୍ପତ୍ତି ସଂପର୍କରେ ବିଶ୍ୱକୁ ଜଣାଇବାକୁ ଚାହୁଁନି କି ବେଜିଂ?

  • Wednesday, 09 June 2021
amri
ECMO ଚିକିତ୍ସା ପାଇଁ କୋଲକାତା ଅଭିମୁଖେ ଅଭିଷେକ

ଭୁବନେଶ୍ୱର: ଏୟାରପୋର୍ଟରେ ଅଭିଷେକ ମହାପାତ୍ର। ଅଭିଷେକଙ୍କୁ ଆମ୍ବୁଲାନ୍ସରୁ ଏୟାର ଆମ୍ବୁଲାନ୍ସକୁ ନିଆଯାଉଛି। କିଛି ସମୟ ମଧ୍ୟରେ ପ୍ରକ୍ରିୟା ସରିଲେ କୋଲକାତା ଉଡ଼ିବ ବିମାନ। ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ସେ କୋଲକାତା ଯିବେ। କୋଭିଡ ଆକ୍ରାନ୍ତ ପରଠାରୁ ଭଦ୍ରକ ବାସୁଦେବପୁର…

  • Wednesday, 09 June 2021
Narendra Modi
ଚାଷୀଙ୍କ ପାଇଁ ଗିଫ୍ଟ.. ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଚିନ୍ତା । ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଭିତରେ ଅନେକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଚାଷୀଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ…

  • Wednesday, 09 June 2021
corona
କରୋନାରେ କେମିତି ସଂକ୍ରମଣ ହେଲା ମଣିଷ?

ପୁଣି କରୋନା ଉତ୍ପତ୍ତିକୁ ନେଇ ବିବାଦ, ଆମେରିକାର ସନ୍ଦେହ ଚକ୍ଷୁରେ ଚୀନ୍। କରୋନା ଭୂତାଣୁ ବାଦୁଡ଼ି କି ବଜ୍ରକାପ୍ତା ଭଳି ଜୀବ ଠାରୁ ମଣିଷକୁ ସଂକ୍ରମିତ ହୋଇଛି ନା ଏହା ଚୀନର ଉହାନ୍ ଲାବରୁ ଲିକ୍ ହୋଇଛି, ସେନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥିବା ବେଳେ, ଏହାର ତଦନ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଗୁଇନ୍ଦାକୁ ନିର୍ଦ୍ଦେଶ ବି ଦେଇସାରିଛନ୍ତି।

  • Wednesday, 09 June 2021
Jitin Prasad
କଂଗ୍ରେସକୁ ଝଟ୍‌କା ! ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ଆଜି ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜିତିନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା…

mumbai rain
ମୌସୁମୀର ପ୍ରଥମ ଛୁଆଁରେ ବେହାଲ ମୁମ୍ବାଇ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା। ଆଜି ସକାଳୁ ଏଠାରେ ଆରମ୍ଭ ହୋଇ ଯାଇଛି ବର୍ଷା। ଗୋଟିଏ ଦିନର ବର୍ଷାରେ ଅସ୍ତବ୍ୟସ୍ତ ହୋଇଯାଇଛି ଜୀବନ। ମୌସୁମୀ ବର୍ଷାରେ ବର୍ଷାରେ ଉବୁଟୁବୁ ମୁମ୍ବାଇ ସହର। ମୁମ୍ବାଇର…

  • Wednesday, 09 June 2021
instagram
ଷ୍ଟିକରରେ ଭଗବାନ ଶିବଙ୍କ ହାତରେ ମଦ ଗ୍ଲାସ୍ : ଇନଷ୍ଟାଗ୍ରାମ ବିରୁଦ୍ଧରେ ଦିଲ୍ଲୀରେ ଅଭିଯୋଗ

ଶିବଙ୍କ ହାତରେ ମଦ ଗ୍ଲାସ ଆଉ ମୋବାଇଲ୍ ଷ୍ଟିକରରେ ଭୋଲେନାଥଙ୍କୁ ଅପମାନ ଇନଷ୍ଟାଗ୍ରାମ ବିରୁଦ୍ଧରେ ଅଭିଯୋଗ କଲେ ବିଜେପି ନେତା ନୂଆଦିଲ୍ଲୀ : ଭୋଳାନାଥଙ୍କୁ ଅପମାନ । ଭଗବାନ୍ ଶିବଙ୍କ ହାତରେ ମଦ ଗ୍ଲାସ! ସୋସିଆଲ ମିଡିଆକୁ ନେଇ ଚାଲିଥିବା ବିବାଦ…

  • Wednesday, 09 June 2021
1223
ରାଜ୍ୟକୁ ECMO ମେସିନ ଆଣିବା ପାଇଁ ଚେଷ୍ଟା ଚାଲିଛି-DMET

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନାରେ ଗୁରୁତର ରୋଗୀଙ୍କ ସଂଖ୍ୟା ବଢୁଛି। ସେମାନଙ୍କ ପାଇଁ  ଇକମୋ ଚିକିତ୍ସା ଜରୁରୀ ହୋଇ ପଡ଼ୁଛି। ହେଲେ ରାଜ୍ୟରେ ଏହି ଚିକିତ୍ସାର ଅଭାବ ରହିଥିବାବେଳେ ଏଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଆର୍ଥିକ ଦୁର୍ବଳ ଶ୍ରେଣୀ…

weather updates in odisha
ଆସୁଛି ଲଘୁଚାପ ! ପ୍ରବଳ ବର୍ଷିବ, ପବନ ବହିବ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗାମୀ ୨ରୁ ୩ ଦିନ ମଧ୍ୟରେ ଓଡିଶାର କେତେକ ଅଞ୍ଚଳରେ ପ୍ରବେଶ କରିବାର…

  • Wednesday, 09 June 2021
corona
୧୫ ଦିନରେ ଟଙ୍କା ଡବଲ୍ : ଲୋଭ ଦେଖାଇ ଆପ୍ ଜରିଆରେ ୨୫୦ କୋଟି ଟଙ୍କାର ଠକେଇ

ଆପ୍ ଦ୍ୱାରା ୨୫୦ କୋଟିର ଠକେଇ । ନିବେଶ କଲେ ୧୫ ଦିନ ମଧ୍ୟରେ ଟଙ୍କା ଡବଲ ମିଳିବ । ଏପରି ଏକ ବଡ଼ ଠକେଇର ଖୁଲାସା କଲା ଉତ୍ତରାଖଣ୍ଡ ପୋଲିସ୍ । ନୋଏଡାରୁ ଜଣେ ଅଭିଯୁକ୍ତକୁ ୨୫୦ କୋଟି ଟଙ୍କା…

  • Wednesday, 09 June 2021
bijoy mohapatra
ସେପ୍ଟେମ୍ବରରେ ଆସିପାରେ କରୋନାର ତୃତୀୟ ଲହର-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ତୃତୀୟ ଲହର ଆସିପାରେ। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଛୁଆଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ…

abhishek2
ଅଭିଷେକଙ୍କ ଜୀବନ ରକ୍ଷା ଲାଗି ସହାୟତା କରିବାକୁ ସ୍ତ୍ରୀର ଆକୁଳ ନିବେଦନ

ଭୁବନେଶ୍ୱର: ଇକମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ଭଦ୍ରକ ବାସୁଦେବପୁର ଅଞ୍ଚଳର ସଙ୍କଟାପନ୍ନ ଯୁବକ ଅଭିଷେକ ମହାପାତ୍ର। ହେଲେ ସେ ଦିଗରେ କିନ୍ତୁ ଅର୍ଥ ସାଜିଛି ବିରାଟ ପ୍ରତିବନ୍ଧକ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ପରିବାର…

  • Wednesday, 09 June 2021
corona test
ଆଜି ବି ଲକ୍ଷେ ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ବାହାରିଲେ ୯୨,୫୯୬ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନ ଯେତିକି ଜୋରଦାର କରାଯାଉଛି, କରୋନାର ପ୍ରଭାବ ସେତିକି କମୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ୨ୟ ଦିନ ପାଇଁ ଦେଶରେ ଲକ୍ଷେ ତଳକୁ ରହିଛି କରୋନା ସଂକ୍ରମଣର ହାର । ଦିନକରେ ୯୨ ହଜାର ୫୯୬ ପଜିଟିଭ…

up
ଲକଡାଉନ ପରେ ଆଜି ଠାରୁ ଲକ୍ଷ୍ନୌରେ ମେଟ୍ରୋ ସେବା ଆରମ୍ଭ

ଲକ୍ଷ୍ନୌ : ଆଜି ଠାରୁ ଲକ୍ଷ୍ନୌରେ ମେଟ୍ରୋ ସେବା ଆରମ୍ଭ । ସଂକ୍ରମଣ ହ୍ରାସ ପାଇଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସମୟରେ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଥିଲେ। ତେବେ…

  • Wednesday, 09 June 2021
vaccine
ଧାର୍ଯ୍ୟ ହେଲା କରୋନା ଟିକାର ମୂଲ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ସବୁଠୁ ବଡ଼, ସବୁଠୁ ବିଶାଳ ଟିକାକରଣ ଅଭିଯାନ ଭାରତରେ ଚାଲିଛି । କରୋନା କବଚ ନେଉଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ । ତେବେ ଟିକାର…

  • Wednesday, 09 June 2021
well
ବାପାକୁ ହତ୍ୟା କରି କୂଅରେ ପକାଇ ଦେଲା ପୁଅ

ଭଞ୍ଜନଗର: ପୁଅ ବଡ଼ ହେଲେ ବାପାର ସ୍ୱପ୍ନକୁ ପୂରଣ କରିବ। ପରିଣତ ବୟସରେ ନିଜର ହାତରେ ହାତ ମିଶାଇ ବୁଢା ବାର ସାଥ୍ ଦେବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ଦିନେ ଯେଉଁ ବାପା ନିଜେ ଦୁଃଖ, କଷ୍ଟ ସହି ତାର…

  • Wednesday, 09 June 2021
india
ପୁଣି ହଲଚଲ୍ LAC : ଲଦ୍ଦାଖରେ ଚୀନ୍ ବାୟୁସେନାର ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ : ପୁଣି ଷଡ଼ଯନ୍ତ୍ର ରଚୁଛି ଚୀନ୍ ? ସୀମାରେ ପିଏଲଏ ସକ୍ରିୟ । ଦେଶରେ କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ (LAC )ରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ଲଦ୍ଦାଖରେ ଚୀନ…

  • Wednesday, 09 June 2021