• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Football
ଜାତୀୟ ସ୍ତରୀୟ ଫୁଟବଲ ଖେଳାଳି ଏବେ ପେଟ୍ରୋଲ ପମ୍ପ କର୍ମଚାରୀ

ସୁନ୍ଦରଗଡ଼ ଜିଲ୍ଲା  ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏ ଜିଲ୍ଲାରେ ଖେଳାଳିଙ୍କ ଅଭାବ ନାହିଁ । ହକି, ଫୁଟବଲ ଭଲି ସମସ୍ତ ପ୍ରକାର ପ୍ରତିଭାଶାଳୀ ଖେଳାଳି ଏ ସୁନ୍ଦରଗଡ଼ ଜିଲ୍ଲାରେ ଭରି ରହିଛନ୍ତି

  • Wednesday, 09 June 2021
newborn corona
ଏତେ ସହଜରେ ସଂକ୍ରମିତ ହେବେନି ଶିଶୁ, ମାସ୍କ ପିନ୍ଧାଇବା ବି ଜରୁରୀ ନୁହେଁ..

ଭୁବନେଶ୍ୱର: ଗର୍ଭାବସ୍ଥାରେ ମା’ କରୋନା ଆକ୍ରାନ୍ତ ଥିଲେ ଛୁଆ ଆକ୍ରାନ୍ତ ହେବ, ତାହା ଜରୁରୀ ନୁହେଁ । ଛୋଟ ପିଲାଙ୍କୁ ମାସ୍କ ପିନ୍ଧାଇବା ବି ଆବଶ୍ୟକତା ନାହିଁ । ଗର୍ଭାବସ୍ଥାରେ ମା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ଛୁଆ ଜନ୍ମ…

balaosre
ବାତ୍ୟା ରିଲିଫ୍‌ ଚାଉଳକୁ ଖାଇଲା କିଏ?

ବାତ୍ୟା ୟାସ୍ ଯିବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦିଆଯାଉଥିବା ରିଲିଫ ଚାଉଳ ବଣ୍ଟାରେ ଅନିୟମିତତା ଦେଖାଦେଇଛି।

INDIAN ARMY
ସେନାକୁ ଶକ୍ତିଶାଳୀ କରୁଛି ଭାରତ: ଜାଣନ୍ତୁ କଣ ହୋଇଛି ବ୍ଲୁ ପ୍ରିଣ୍ଟ...

ବଦଳୁଛି ରଣକୌଶଳ। ବଦଳୁଛି ଯୁଦ୍ଧର ପରିଭାଷା। ଭବିଷ୍ୟତର ଲଢେଇ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରତ୍ୟେକ ଦେଶ। ତେବେ ଯାହାର ପଶ୍ଚିମରେ ପାକିସ୍ତାନ ଓ ପୂର୍ବରେ ଚୀନ୍ ଭଳି ଶତ୍ରୁ, ଅର୍ଥାତ୍ ଭାରତ ଲାଗି ଚ୍ୟାଲେଞ୍ଜ ସବୁଠୁ ଅଧିକ। ଏମିତିକି ଭାରତୀୟ ସେନାକୁ ଦିପଟୁଆ ଲଢେଇର ବି ସାମ୍ନା କରିବାକୁ ପଡିପାରେ

  • Wednesday, 09 June 2021
C CORONA
ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବା ଆଶଙ୍କାକୁ ନେଇ କ’ଣ କହୁଛନ୍ତି ବିଶେଷଜ୍ଞ ଜାଣନ୍ତୁ..

ଭୁବନେଶ୍ୱର: କରୋନା ସାରା ବିଶ୍ୱକୁ ଡରାଇ ରଖିଛି । କରୋନାରୁ ମୁକ୍ତି ପାଇବା ପାଇଁ ଦିନରାତି ଅହରହ ପରିଶ୍ରମ କରୁଛନ୍ତି ଅନେକ ବୈଜ୍ଞାନିକ ବିଶେଷଜ୍ଞ । ଆଉ ଅନ୍ୟପଟେ କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଦିନ ରାତି ଏକ କରିଛନ୍ତି…

who
କରୋନା ତଥ୍ୟ ପାଇଁ ଚୀନ ଉପରେ ଚାପ ପ୍ରୟୋଗ ହୋଇପାରିବ ନାହିଁ-WHO

ଚୀନ୍ ଜାଣିଶୁଣି ଲୁଚାଉଛି କି କରୋନା ସତ? ବିଶ୍ୱ ମହାମାରୀ ସୃଷ୍ଟି କରିଥିବା ଏହି ଭୂତାଣୁର ଉତ୍ପତ୍ତି ସଂପର୍କରେ ବିଶ୍ୱକୁ ଜଣାଇବାକୁ ଚାହୁଁନି କି ବେଜିଂ?

  • Wednesday, 09 June 2021
amri
ECMO ଚିକିତ୍ସା ପାଇଁ କୋଲକାତା ଅଭିମୁଖେ ଅଭିଷେକ

ଭୁବନେଶ୍ୱର: ଏୟାରପୋର୍ଟରେ ଅଭିଷେକ ମହାପାତ୍ର। ଅଭିଷେକଙ୍କୁ ଆମ୍ବୁଲାନ୍ସରୁ ଏୟାର ଆମ୍ବୁଲାନ୍ସକୁ ନିଆଯାଉଛି। କିଛି ସମୟ ମଧ୍ୟରେ ପ୍ରକ୍ରିୟା ସରିଲେ କୋଲକାତା ଉଡ଼ିବ ବିମାନ। ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ସେ କୋଲକାତା ଯିବେ। କୋଭିଡ ଆକ୍ରାନ୍ତ ପରଠାରୁ ଭଦ୍ରକ ବାସୁଦେବପୁର…

  • Wednesday, 09 June 2021
Narendra Modi
ଚାଷୀଙ୍କ ପାଇଁ ଗିଫ୍ଟ.. ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଚିନ୍ତା । ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଭିତରେ ଅନେକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଚାଷୀଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ…

  • Wednesday, 09 June 2021
corona
କରୋନାରେ କେମିତି ସଂକ୍ରମଣ ହେଲା ମଣିଷ?

ପୁଣି କରୋନା ଉତ୍ପତ୍ତିକୁ ନେଇ ବିବାଦ, ଆମେରିକାର ସନ୍ଦେହ ଚକ୍ଷୁରେ ଚୀନ୍। କରୋନା ଭୂତାଣୁ ବାଦୁଡ଼ି କି ବଜ୍ରକାପ୍ତା ଭଳି ଜୀବ ଠାରୁ ମଣିଷକୁ ସଂକ୍ରମିତ ହୋଇଛି ନା ଏହା ଚୀନର ଉହାନ୍ ଲାବରୁ ଲିକ୍ ହୋଇଛି, ସେନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥିବା ବେଳେ, ଏହାର ତଦନ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଗୁଇନ୍ଦାକୁ ନିର୍ଦ୍ଦେଶ ବି ଦେଇସାରିଛନ୍ତି।

  • Wednesday, 09 June 2021
Jitin Prasad
କଂଗ୍ରେସକୁ ଝଟ୍‌କା ! ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ଆଜି ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜିତିନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା…

mumbai rain
ମୌସୁମୀର ପ୍ରଥମ ଛୁଆଁରେ ବେହାଲ ମୁମ୍ବାଇ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା। ଆଜି ସକାଳୁ ଏଠାରେ ଆରମ୍ଭ ହୋଇ ଯାଇଛି ବର୍ଷା। ଗୋଟିଏ ଦିନର ବର୍ଷାରେ ଅସ୍ତବ୍ୟସ୍ତ ହୋଇଯାଇଛି ଜୀବନ। ମୌସୁମୀ ବର୍ଷାରେ ବର୍ଷାରେ ଉବୁଟୁବୁ ମୁମ୍ବାଇ ସହର। ମୁମ୍ବାଇର…

  • Wednesday, 09 June 2021
instagram
ଷ୍ଟିକରରେ ଭଗବାନ ଶିବଙ୍କ ହାତରେ ମଦ ଗ୍ଲାସ୍ : ଇନଷ୍ଟାଗ୍ରାମ ବିରୁଦ୍ଧରେ ଦିଲ୍ଲୀରେ ଅଭିଯୋଗ

ଶିବଙ୍କ ହାତରେ ମଦ ଗ୍ଲାସ ଆଉ ମୋବାଇଲ୍ ଷ୍ଟିକରରେ ଭୋଲେନାଥଙ୍କୁ ଅପମାନ ଇନଷ୍ଟାଗ୍ରାମ ବିରୁଦ୍ଧରେ ଅଭିଯୋଗ କଲେ ବିଜେପି ନେତା ନୂଆଦିଲ୍ଲୀ : ଭୋଳାନାଥଙ୍କୁ ଅପମାନ । ଭଗବାନ୍ ଶିବଙ୍କ ହାତରେ ମଦ ଗ୍ଲାସ! ସୋସିଆଲ ମିଡିଆକୁ ନେଇ ଚାଲିଥିବା ବିବାଦ…

  • Wednesday, 09 June 2021
1223
ରାଜ୍ୟକୁ ECMO ମେସିନ ଆଣିବା ପାଇଁ ଚେଷ୍ଟା ଚାଲିଛି-DMET

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନାରେ ଗୁରୁତର ରୋଗୀଙ୍କ ସଂଖ୍ୟା ବଢୁଛି। ସେମାନଙ୍କ ପାଇଁ  ଇକମୋ ଚିକିତ୍ସା ଜରୁରୀ ହୋଇ ପଡ଼ୁଛି। ହେଲେ ରାଜ୍ୟରେ ଏହି ଚିକିତ୍ସାର ଅଭାବ ରହିଥିବାବେଳେ ଏଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଆର୍ଥିକ ଦୁର୍ବଳ ଶ୍ରେଣୀ…

weather updates in odisha
ଆସୁଛି ଲଘୁଚାପ ! ପ୍ରବଳ ବର୍ଷିବ, ପବନ ବହିବ

ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗାମୀ ୨ରୁ ୩ ଦିନ ମଧ୍ୟରେ ଓଡିଶାର କେତେକ ଅଞ୍ଚଳରେ ପ୍ରବେଶ କରିବାର…

  • Wednesday, 09 June 2021
corona
୧୫ ଦିନରେ ଟଙ୍କା ଡବଲ୍ : ଲୋଭ ଦେଖାଇ ଆପ୍ ଜରିଆରେ ୨୫୦ କୋଟି ଟଙ୍କାର ଠକେଇ

ଆପ୍ ଦ୍ୱାରା ୨୫୦ କୋଟିର ଠକେଇ । ନିବେଶ କଲେ ୧୫ ଦିନ ମଧ୍ୟରେ ଟଙ୍କା ଡବଲ ମିଳିବ । ଏପରି ଏକ ବଡ଼ ଠକେଇର ଖୁଲାସା କଲା ଉତ୍ତରାଖଣ୍ଡ ପୋଲିସ୍ । ନୋଏଡାରୁ ଜଣେ ଅଭିଯୁକ୍ତକୁ ୨୫୦ କୋଟି ଟଙ୍କା…

  • Wednesday, 09 June 2021
bijoy mohapatra
ସେପ୍ଟେମ୍ବରରେ ଆସିପାରେ କରୋନାର ତୃତୀୟ ଲହର-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ତୃତୀୟ ଲହର ଆସିପାରେ। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଛୁଆଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ…

abhishek2
ଅଭିଷେକଙ୍କ ଜୀବନ ରକ୍ଷା ଲାଗି ସହାୟତା କରିବାକୁ ସ୍ତ୍ରୀର ଆକୁଳ ନିବେଦନ

ଭୁବନେଶ୍ୱର: ଇକମୋ ଚିକିତ୍ସା ପାଇଁ କୋଲକାତା ଯିବା ଅପେକ୍ଷାରେ ଭଦ୍ରକ ବାସୁଦେବପୁର ଅଞ୍ଚଳର ସଙ୍କଟାପନ୍ନ ଯୁବକ ଅଭିଷେକ ମହାପାତ୍ର। ହେଲେ ସେ ଦିଗରେ କିନ୍ତୁ ଅର୍ଥ ସାଜିଛି ବିରାଟ ପ୍ରତିବନ୍ଧକ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ପରିବାର…

  • Wednesday, 09 June 2021