• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Forest
ଦୁର୍ବଳ ହେଉଛି ଓଡ଼ିଶାର ସୁରକ୍ଷା କବଚ, ବିଶେଷଜ୍ଞଙ୍କ ମତ ଚିଙ୍ଗୁଡ଼ି-କାଠ ମାଫିଆ ଦାୟୀ

ଭୁବନେଶ୍ୱର: କିଛି ଦିନ ତଳେ ଆମେ ସାମ୍ନା କରିଥିବା ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ବେଶି ଘନୀଭୂତ ହୋଇପାରିନଥିଲା । ସ୍ଥଳଭାଗ ଛୁଇଁବା ପୂର୍ବରୁ ପବନ ବେଗ ଓ ବାତ୍ୟାର କୋପ ପୂର୍ବାନୁମାନ ଠାରୁ ବେଶ ଦୁର୍ବଳ ହୋଇସାରିଥିଲା । ଫଳରେ…

vaccination
ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ସ୍ଥାନରେ ମିଳିବ କରୋନା ଟିକା

ଉଚ୍ଚଶିକ୍ଷା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ବିଦେଶ ଯିବାର ଅଛି, ସେମାନଙ୍କୁ କରୋନା ଟିକା ଦେବାକୁ ସ୍ୱତନ୍ତ୍ର ଅଭିଯାନ କରାଯାଇଛି। ଏହି ବର୍ଗର ବ୍ୟକ୍ତି କଟକ ଗୋପାଳପୁରର କଲ୍ୟାଣ ମଣ୍ଡପ ଓ ଖୋର୍ଦ୍ଧା ପିଏନ୍ କଲେଜରେ ଟିକା ନେଇପାରିବେ ବୋଲି ସୂଚନା ମିଳିଛି।

  • Wednesday, 09 June 2021
Surat
ନିଜେ ଚାଲିଗଲେ, ୭ ଜଣଙ୍କ ଜୀବନ ବଞ୍ଚାଇ ଦେଲେ

ନିଜେ ଚାଲିଗଲେ, ହେଲେ ସାତ ଜଣଙ୍କ ଜୀବନ ବଞ୍ଚାଇ ଦେଲେ। ଲକଡାଉନ୍‌ ସମୟରେ ସୁରଟ୍‌ରୁ ଆସିଲା ହୃଦୟବିଦାରକ ଦୃଶ୍ୟ।

  • Wednesday, 09 June 2021
Mohan Majhi
ବିଧାୟକ ପାଣ୍ଠିରେ ଅକ୍ସିଜେନ୍ ଓ ଭେଣ୍ଟିଲେଟର ବେଡ୍ ଯୋଗାଇବାକୁ ବିଜେପିର ଦାବି

ବିଧାୟକ ପାଣ୍ଠି ନିୟମରେ ସଂଶୋଧନ ପାଇଁ ବିଜେପି ବିଧାୟକଙ୍କ ଦାବି । ଏନେଇ ମୁଖ୍ୟମନ୍ତ୍ରୀ ଓ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟର ବିଜେପି ବିଧାୟକ । ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ମହାମାରୀ ପାଇଁ ମାସ୍କ ବଣ୍ଟନ…

  • Wednesday, 09 June 2021
Congress
ଉତ୍ତରପ୍ରଦେଶ କଂଗ୍ରେସକୁ ଶକ୍ତ ଧକ୍କା ପରେ ଏବେ ପଞ୍ଜାବ ପାଳି..

ନୂଆଦିଲ୍ଲୀ: କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟ୍‌କା । ବିଗତ କିଛି ସାଧାରଣ ନିର୍ବାଚନରେ କଂଗ୍ରେସ ସୁଧୁରୁଥିବା ଓ ବିଜେପି ଖସୁଥିବା କଂଗ୍ରେସ ଦାବି କରୁଥିବା ବେଳେ ଏବେ ପୁଣି ଲାଗିଛି ଝଟ୍‌କା । ଗତବର୍ଷ ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଧିଆ…

cyber fraud
‘ସେୟାର ବଜାରରେ ଟଙ୍କା ଲଗାନ୍ତୁ ଆମେ ପ୍ରଫିଟ୍‌ ଦେବୁ’ ! ସାଇବର ଲୁଟେରାଙ୍କ ଲୁଟ୍ ଡାଇଲଗ୍

କେନ୍ଦ୍ରାପଡ଼ା/ଭୁବନେଶ୍ୱର: ସାଇବର ସେଲ୍‌କୁ ବଡ଼ ସଫଳତା । ଫେରାଇ ଆଣିଲା ଲକ୍ଷାଧିକ ଟଙ୍କା । ‘ସେୟାର ମାର୍କେଟରେ ଟଙ୍କା ଲଗାଇଲେ, ଆମେ ତୁମକୁ ପ୍ରଚୁର ଲାଭ ଦେବୁ ।’ ଏଭଳି କିଛି ଲୋଭ ଦେଖାଇ ଟଙ୍କା ଲୁଟ କରିବାର ଉପାୟ ବାହାର…

Rain-KO
ଆସୁଛି ବଡ଼ ବର୍ଷା: ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ SRC ଲେଖିଲେ ଚିଠି

ମାଡ଼ି ଆସୁଛି ବଡ଼ ବର୍ଷା। ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ  ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ SRC ଚିଠି ଲେଖିଛନ୍ତି। ହେବାକୁ ଥିବା ବର୍ଷା ନେଇ ସତର୍କ କରିବା ସହ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ SRC ।

  • Wednesday, 09 June 2021
farming
ବଳଦ କିଣିବାକୁ ଧନ ନାହିଁ ଚାଷୀ କାନ୍ଧରେ ପଡ଼ିଛି ଜୁଆଳି

ବରଗଡ଼: ଚାଷ କାମ ଯାହାର କେତେ ସୁଖ ତାହାର। ହେଲେ କରୋନାର ପ୍ରତିକୂଳ ପରିସ୍ଥିତିରେ ଚାଷୀ ଆଜି ନୟାନ୍ତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରୁ। ଜିଲ୍ଲାର ସୋହେଲା ବ୍ଲକ ମାଛିମୋରା ଗାଁରେ ଭୂମୀହିନ ଚାଷୀ ବାଲ୍ମୀକ ପ୍ରଧାନ ସମ୍ପୂର୍ଣ୍ଣ…

  • Wednesday, 09 June 2021
Football
ଜାତୀୟ ସ୍ତରୀୟ ଫୁଟବଲ ଖେଳାଳି ଏବେ ପେଟ୍ରୋଲ ପମ୍ପ କର୍ମଚାରୀ

ସୁନ୍ଦରଗଡ଼ ଜିଲ୍ଲା  ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏ ଜିଲ୍ଲାରେ ଖେଳାଳିଙ୍କ ଅଭାବ ନାହିଁ । ହକି, ଫୁଟବଲ ଭଲି ସମସ୍ତ ପ୍ରକାର ପ୍ରତିଭାଶାଳୀ ଖେଳାଳି ଏ ସୁନ୍ଦରଗଡ଼ ଜିଲ୍ଲାରେ ଭରି ରହିଛନ୍ତି

  • Wednesday, 09 June 2021
newborn corona
ଏତେ ସହଜରେ ସଂକ୍ରମିତ ହେବେନି ଶିଶୁ, ମାସ୍କ ପିନ୍ଧାଇବା ବି ଜରୁରୀ ନୁହେଁ..

ଭୁବନେଶ୍ୱର: ଗର୍ଭାବସ୍ଥାରେ ମା’ କରୋନା ଆକ୍ରାନ୍ତ ଥିଲେ ଛୁଆ ଆକ୍ରାନ୍ତ ହେବ, ତାହା ଜରୁରୀ ନୁହେଁ । ଛୋଟ ପିଲାଙ୍କୁ ମାସ୍କ ପିନ୍ଧାଇବା ବି ଆବଶ୍ୟକତା ନାହିଁ । ଗର୍ଭାବସ୍ଥାରେ ମା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ଛୁଆ ଜନ୍ମ…

balaosre
ବାତ୍ୟା ରିଲିଫ୍‌ ଚାଉଳକୁ ଖାଇଲା କିଏ?

ବାତ୍ୟା ୟାସ୍ ଯିବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦିଆଯାଉଥିବା ରିଲିଫ ଚାଉଳ ବଣ୍ଟାରେ ଅନିୟମିତତା ଦେଖାଦେଇଛି।

INDIAN ARMY
ସେନାକୁ ଶକ୍ତିଶାଳୀ କରୁଛି ଭାରତ: ଜାଣନ୍ତୁ କଣ ହୋଇଛି ବ୍ଲୁ ପ୍ରିଣ୍ଟ...

ବଦଳୁଛି ରଣକୌଶଳ। ବଦଳୁଛି ଯୁଦ୍ଧର ପରିଭାଷା। ଭବିଷ୍ୟତର ଲଢେଇ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରତ୍ୟେକ ଦେଶ। ତେବେ ଯାହାର ପଶ୍ଚିମରେ ପାକିସ୍ତାନ ଓ ପୂର୍ବରେ ଚୀନ୍ ଭଳି ଶତ୍ରୁ, ଅର୍ଥାତ୍ ଭାରତ ଲାଗି ଚ୍ୟାଲେଞ୍ଜ ସବୁଠୁ ଅଧିକ। ଏମିତିକି ଭାରତୀୟ ସେନାକୁ ଦିପଟୁଆ ଲଢେଇର ବି ସାମ୍ନା କରିବାକୁ ପଡିପାରେ

  • Wednesday, 09 June 2021
C CORONA
ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବା ଆଶଙ୍କାକୁ ନେଇ କ’ଣ କହୁଛନ୍ତି ବିଶେଷଜ୍ଞ ଜାଣନ୍ତୁ..

ଭୁବନେଶ୍ୱର: କରୋନା ସାରା ବିଶ୍ୱକୁ ଡରାଇ ରଖିଛି । କରୋନାରୁ ମୁକ୍ତି ପାଇବା ପାଇଁ ଦିନରାତି ଅହରହ ପରିଶ୍ରମ କରୁଛନ୍ତି ଅନେକ ବୈଜ୍ଞାନିକ ବିଶେଷଜ୍ଞ । ଆଉ ଅନ୍ୟପଟେ କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଦିନ ରାତି ଏକ କରିଛନ୍ତି…

who
କରୋନା ତଥ୍ୟ ପାଇଁ ଚୀନ ଉପରେ ଚାପ ପ୍ରୟୋଗ ହୋଇପାରିବ ନାହିଁ-WHO

ଚୀନ୍ ଜାଣିଶୁଣି ଲୁଚାଉଛି କି କରୋନା ସତ? ବିଶ୍ୱ ମହାମାରୀ ସୃଷ୍ଟି କରିଥିବା ଏହି ଭୂତାଣୁର ଉତ୍ପତ୍ତି ସଂପର୍କରେ ବିଶ୍ୱକୁ ଜଣାଇବାକୁ ଚାହୁଁନି କି ବେଜିଂ?

  • Wednesday, 09 June 2021
amri
ECMO ଚିକିତ୍ସା ପାଇଁ କୋଲକାତା ଅଭିମୁଖେ ଅଭିଷେକ

ଭୁବନେଶ୍ୱର: ଏୟାରପୋର୍ଟରେ ଅଭିଷେକ ମହାପାତ୍ର। ଅଭିଷେକଙ୍କୁ ଆମ୍ବୁଲାନ୍ସରୁ ଏୟାର ଆମ୍ବୁଲାନ୍ସକୁ ନିଆଯାଉଛି। କିଛି ସମୟ ମଧ୍ୟରେ ପ୍ରକ୍ରିୟା ସରିଲେ କୋଲକାତା ଉଡ଼ିବ ବିମାନ। ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ସେ କୋଲକାତା ଯିବେ। କୋଭିଡ ଆକ୍ରାନ୍ତ ପରଠାରୁ ଭଦ୍ରକ ବାସୁଦେବପୁର…

  • Wednesday, 09 June 2021
Narendra Modi
ଚାଷୀଙ୍କ ପାଇଁ ଗିଫ୍ଟ.. ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଚିନ୍ତା । ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଭିତରେ ଅନେକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଚାଷୀଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ…

  • Wednesday, 09 June 2021
corona
କରୋନାରେ କେମିତି ସଂକ୍ରମଣ ହେଲା ମଣିଷ?

ପୁଣି କରୋନା ଉତ୍ପତ୍ତିକୁ ନେଇ ବିବାଦ, ଆମେରିକାର ସନ୍ଦେହ ଚକ୍ଷୁରେ ଚୀନ୍। କରୋନା ଭୂତାଣୁ ବାଦୁଡ଼ି କି ବଜ୍ରକାପ୍ତା ଭଳି ଜୀବ ଠାରୁ ମଣିଷକୁ ସଂକ୍ରମିତ ହୋଇଛି ନା ଏହା ଚୀନର ଉହାନ୍ ଲାବରୁ ଲିକ୍ ହୋଇଛି, ସେନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥିବା ବେଳେ, ଏହାର ତଦନ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଗୁଇନ୍ଦାକୁ ନିର୍ଦ୍ଦେଶ ବି ଦେଇସାରିଛନ୍ତି।

  • Wednesday, 09 June 2021
Jitin Prasad
କଂଗ୍ରେସକୁ ଝଟ୍‌କା ! ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ଆଜି ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜିତିନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା…