ବ୍ରହ୍ମପୁର: ଗଂଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ଅଘଟଣ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୪ ଜଣ ଶ୍ରମିକ ଫସି ରହିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ…
ଗୁଆହାଟୀ : ପାଞ୍ଚଟି ଗାଁର ଲୋକମାନେ ନଦୀର କ୍ଷୟ ହେତୁ ସେମାନଙ୍କ ଜମିରେ ପଡୁଥିବା ପ୍ରଭାବକୁ ରୋକିବା ପାଇଁ ସରକାରଙ୍କୁ ବାରମ୍ବାର ନିବେଦନ କରିଥିଲେ। ସରକାର କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ନିଜେ ଅଣ୍ଟା ଭିଡିଛନ୍ତି। ନଦୀ ଜଳକୁ ସେମାନଙ୍କ…
ଯେତେବେଳେ ଖାଦ୍ୟ ବିଷୟରେ କଥା ପଡେ ସେତେବେଳେ ବିଶ୍ୱର ଅନେକ ଦେଶର ସର୍ବୋତ୍ତମ ଖାଦ୍ୟ ସହିତ, ଭାରତୀୟ ଖାଦ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଏ। ସ୍ୱତନ୍ତ୍ର ମସଲା ସହିତ ରନ୍ଧା ହୋଇଥିବା ଭାରତୀୟ ଖାଦ୍ୟ ଖାଇବାର ଉପାୟ ମଧ୍ୟ ବିଶ୍ୱର ଅନ୍ୟମାନଙ୍କଠାରୁ…
ଜଳୁଛି କୁଏତ। ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ କୁଏତରେ ହେଉଥିବା ନେଇ ଜଣାପଡ଼ିଛି। ପାଖାପାଖି 54ଡିଗ୍ରୀ ରହିଛି ସେଠାକାର ତାପମାତ୍ରା। ଯାହାକୁ ନେଇ ଏବେ ଚିନ୍ତାରେ କୁଏତବାସୀ
ଭଦ୍ରକ( ପାର୍ଥ ସାରଥୀ ନାୟକ) : ପଢ଼ିବାର କୌଣସି ବୟସ ନଥାଏ । ପ୍ରବଳ ଇଛା ଶକ୍ତି ସାମ୍ନାରେ ସଫଳତା ଅବସ୍ୟାମ୍ଭାବୀ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଆଶା ଦିଦି । ୫୭ ବର୍ଷ ବୟସରେ ଲୋକଙ୍କୁ ସେବା ଯୋଗାଇବା…
ଦେଶରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ଅନେକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦ ରହିଛି। ଆଉ ଏହାରି ମଧ୍ୟରେ, ଜୁଲାଇ 21 ପର୍ଯ୍ୟନ୍ତ ଭାରତ-ୟୁଏଇ ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏନେଇ ବିଧିବଦ୍ଧ ଭାବରେ ୟୁଏଇ ସରକାର ସୂଚନା ଜାରି କରିଛନ୍ତି
ବର୍ତ୍ତମାନ ମୌସୁମୀ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା କରାଉଛି। ଏହାର ଆରମ୍ଭ ହେବା ସହିତ ବିହାରର ଅନେକ ଜିଲ୍ଲା ବନ୍ୟା ପରିସ୍ଥିତିରେ ଅଛନ୍ତି। ଏପରିକି ପାଣିପାଗ ବିଭାଗକୁ ଆସନ୍ତା ୭୨ ଘଣ୍ଟା ପାଇଁ ଏକ ସତର୍କ ସୂଚନା ଜାରି କରିବାକୁ…
: ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛି। ତେବେ ଆକ୍ରାନ୍ତ ଜଣକ ହେଲେ ଦେବଗଡ ବାରକୋଟ ବ୍ଳକ୍ ବସାଲୋଇ ଗାଁର ମିଲୁ ରାଜହଂସ। ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ସଂକ୍ରମିତ ହୋଇଥିଲେ।
କମିଶନରେଟ୍ ପୋଲିସର ସଚେତନତା ରାଲି। କରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପୂର୍ବରୁ ଆଜି ପୋଲିସ ଏକ ସଚେତନତା ରାଲି କରିଛି
ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା…
ଉତ୍ତରପ୍ରଦେଶର ଦେହତ ଜିଲ୍ଲାର ପରାଉଙ୍ଖ୍ ନିକଟରେ ହେଲିପ୍ୟାଡରେ ଅବତରଣ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଜନ୍ମ ମାଟିକୁ ଛୁଇଁ ପ୍ରଣାମ କରିଛନ୍ତି।
ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତରେ ଯାଇ ପୂର୍ବତନ ସେନା କର୍ମଚାରୀଙ୍କୁ ଭେଟିଛନ୍ତି । ପୂର୍ବତନ ସେନା କର୍ମଚାରୀଙ୍କ ସୁବିଧା ପାଇଁ ମୋଦି ସରକାରଙ୍କ ପକ୍ଷରୁ ୱାନ୍ ରାଙ୍କ୍ ୱାନ୍ ପେନସନ ଯୋଜନା ଘୋଷଣା କରାଯାଇଛି । ଏହାଦ୍ୱାରା ପୂର୍ବତନ…
ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ କରାଯାଇଛି। ଦଳ ପକ୍ଷରୁ ୫ ଜଣ ଉପଦେଷ୍ଟା, ୩ ଜଣ କାର୍ଯ୍ୟକାରୀ ସଭାପତି, ମହାସଚିବ ଓ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରିତା ତରାଇ,…
ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସରଙ୍କୁ ନୃଶଂସ ହତ୍ୟା ଲଇକେରା ଥାନା ସରଗିଗୁଡ଼ା ଘରେ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ ଝାରସୁଗୁଡ଼ା ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ଝାରସୁଗୁଡ଼ା : ପୂର୍ବତନ କୁଳପତିଙ୍କୁ ହତ୍ୟା…
ରାଜଗଡ଼ : କରୋନା ଟିକା ଭଲ କରିଦେଲା ପକ୍ଷାଘାତ ରୋଗ ? କରୋନା ଭ୍ୟାକ୍ସିନକୁ ନେଇ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଖବର ବ୍ୟାପୁଥିବା ବେଳେ ମଧ୍ୟପ୍ରଦେଶରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଭ୍ୟାକ୍ସିନ ନେବା ପରେ ପକ୍ଷାଘାତ ରୋଗ…
ପୋଖରୀ ଖୋଳା ନାଁରେ ଘୋଟାଲା ଦୁର୍ନୀତି ଅଭିଯୋଗ ଆସିବା ପରେ ନିଲମ୍ବିତ ହେଲେ ଫରେଷ୍ଟର ଦୁର୍ନୀତିରେ ଜଡିତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ଘଟଣାର ତଦନ୍ତ ପାଇଁ ଡିଏଫଓ ନିର୍ଦ୍ଦେଶ ଦେଇଥିଲେ ନବରଙ୍ଗପୁର: ମହଙ୍ଗା ପଡିଲା ଦୁର୍ନୀତି। ଅଭିଯୋଗ ଆସିବା…
ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଆପଣ ଯଦି ଚାକିରି ହରାଇଛନ୍ତି ଏବଂ ଏହି ସମୟରେ ରୋଜଗାର ପାଇଁ ଆପଣ କୌଣସି ବିକଳ୍ପ ଦେଖୁଛନ୍ତି, ତେବେ ଆପଣଙ୍କର ଏକ ଭଲ ସୁଯୋଗ ରହିଛି । ଏହି ସୁଯୋଗ ଦେଇଛି ଦେଶର ସର୍ବବୃହତ ସରକାରୀ…
ବାଲିଗୁଡା(ଅଜିତ୍ ନାୟକ) : ଗ୍ରାମାଂଚଳର ଉନ୍ନତି ପାଇଁ ସରକାର ଅନେକ ଯୋଜନା ତିଆରି କରୁଛନ୍ତି । ହେଲେ ସେ ସବୁ ଯୋଜନା ଲୋକଙ୍କ ନିକଟରେ ପହଂଚି ପାରୁନି । ମୌଳିକ ସୁବିଧାରୁ ବଂଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକଠାରୁ ମାତ୍ର ତିନି…
ମୁମ୍ବାଇ : ବଲିଉଡ୍ ଟାଇଗର୍ ସଲମାନ୍ ଖାନଙ୍କ ପରେ ଏବେ ଅର୍ଜୁନ୍ କପୁର ଓ ମଲାଇକା ଅରୋରାଙ୍କ ପଛରେ ପଡିଛନ୍ତି କମଲ ଆର୍ ଖାନ୍(କେଆର୍କେ)। ବଲିଉଡ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ତଥା ଫିଟନେସ୍ ଆଇକନ୍ ମଲାଇକା ଆରୋରା ଏବଂ ଅଭିନେତା ଅର୍ଜୁନ କପୁର…
ଜସିଡ଼ିହି : ମହମାରୀ ଭୟ ଭିତରେ ଆରପାରିକୁ ଚାଲିଗଲା ମା’ । ଏତେ ବଡ଼ ଦୁନିଆରେ ବେସାହାରା ହୋଇଗଲା ପୁଅ । ସବୁଦିନ ପାଇଁ ପର ହୋଇଗଲା ମା’ ଡାକ । ମା’ର ମୃତ୍ୟୁ ପରେ ଯୁବକ ପୂରାପୁରି ଭାଙ୍ଗିପଡ଼ିଥିଲେ ।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହା ହେଉଛି ମନ କି ବାତ୍ କାର୍ଯ୍ୟକ୍ରମର ୭୮ତମ ସଂସ୍କରଣ । ମନ୍ କି ବାତ୍ରେ ଟିକାକରଣ ଠାରୁ ଆରମ୍ଭ କରି…
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦିଲ୍ଲୀ ସରକାର କଟକଣା ଧୀରେ ଧୀରେ କୋହଳ କରୁଛନ୍ତି। ଏବେ ଦିଲ୍ଲୀରେ ବିବାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ଲୋକ ସାମିଲ ହୋଇପାରିବେ। ଏହାସହ Banquet ହଲ୍, ମ୍ୟାରେଜ୍…
ପୁରୀ : ଦୁନିଆକୁ ଭଲକରି ଦେଖିବାପୂର୍ବରୁ ହେମନ୍ତ ପଙ୍ଗୁ ପାଲଟିଗଲେ । ଚାରିକାନ୍ଥ ଭିତରେ ବନ୍ଦ ହୋଇ ଚିନ୍ତା କରୁଛନ୍ତି ସତରେ କ’ଣ ସେ ଜୀବନ ଯୁଦ୍ଧରେ ହାରିଯିବେ । ନା ପୁଣି ଦୁନିଆକୁ ଭଲକରି ଉପଭୋଗ କରିବ । ଏମିତି ଅନେକ…
ଫରିଦାବାଦ : ହରିୟାଣାରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟର ଏଣ୍ଟ୍ରି । ଫରିଦାବାଦ ଜିଲ୍ଲାରେ ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇନ୍ତି । ଜଣେ ଯୁବକଙ୍କ ନମୁନାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ନିଶ୍ଚିତ ହୋଇଛି । ଫଳରେ ଆଲର୍ଟରେ…
ଔରଙ୍ଗାବାଦ : ଭାଇ ନୁହେଁ, ବଡ଼ ଭଉଣୀର ମାନ ରଖିଲା ସାନ ଭଉଣୀ । ରୋଡ୍ ରୋମିଓକୁ ସାବାଡ କଲେ ଯୁବତୀ । ରାସ୍ତାରେ ଯାଉଥିବା ଯୁବତୀଙ୍କୁ କମେଂଟ୍ ମାରିବା ମହଙ୍ଗା ପଡିଛି । ବଡ଼ ଭଉଣୀକୁ କମେଣ୍ଟ୍ ମାରିବା ପରେ…