ସହାୟତାର ହାତ ବଢ଼ାଇଲେ ଦେଶର ସବୁଠାରୁ ଧନୀ ଯୁବତୀ ସୋନୁ ସୁଦ ଫାଉଣ୍ଡେସନକୁ ୧୫୦୦୦ ସହାୟତା ରାଶି ପ୍ରଦାନ କଲେ ଦୃଷ୍ଟିବାଧିତ ଯୁବତୀ ସୋନୁ କହିଲେ, ଯନ୍ତ୍ରଣା ଦେଖିବାକୁ ଆଖିର ଆବଶ୍ୟକତା ନାହିଁ ଭାରତର ସବୁଠାରୁ ଧନୀ ଯୁବତୀ ବୋଡୁ ନାଗା…
ନୂଆଦିଲ୍ଲୀ : ଭାରତରେ ଧାର୍ଯ୍ୟ ହେଲା ରୁଷୀୟ ଟିକା ସ୍ପୁଟନିକ-ଭି ଦର। ରୁଷ୍ରୁ ଟିକା ଆମଦାନୀ ପରେ ଏହାର ଦର ଧାର୍ଯ୍ୟ କରିଛି ହାଇଦ୍ରାବଦର ଡକ୍ଟର ରେଡ୍ଡୀ ଲ୍ୟାବ୍। ସ୍ପୁଟନିକ୍-ଭି ଡୋଜ୍ ପିଛା ଦର ୯୪୮ ଟଙ୍କା ରହିଛି। ତେବେ ୫…
ମୁମ୍ବାଇ: ବିଗ୍ ବସ୍-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ବହୁ ପ୍ରତୀକ୍ଷିତ ତଥା ରୋମାଣ୍ଟିକ୍ ୱେବ୍ ସିରିଜ୍ ‘ବ୍ରୋକେନ ବଟ୍ ବ୍ୟୁଟିଫୁଲ୍-୩’ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତୃତୀୟ ସିଜନରେ ସିଦ୍ଧାର୍ଥ ଶୁକ୍ଲା ଓ ସୋନିଆ ରାଠୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।…
ଭୁବନେଶ୍ୱର: ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ଓ ମୃତ୍ୟୁରେ ସର୍ବକାଳୀନ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୨୨ଜଣଙ୍କ ଜୀବନ ଯାଇଥିବା ବେଳେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୮ ତାରିଖରେ ରାଜ୍ୟରେ କରୋନା…
ବ୍ରହ୍ମପୁର : ବ୍ରହ୍ମପୁର ଜେଲରେ ବେକାବୁ କରୋନା ସ୍ଥିତି । ବ୍ରହ୍ମପୁର ଜେଲର ୪୮ ଅନ୍ତେବାସୀ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ବଢିଛି ଚିନ୍ତା । ଜେଲରେ ଜଣେ ଆଜୀବନ କଏଦୀ କରୋନା ପଜିଟିଭ ଚିହ୍ନଟ ହେବା…
ମୁମ୍ବାଇ: ବଲିଉଡ୍ ଭାଇଜାନ ତଥା ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର “ରାଧେ – ୟୁଅର୍ ମୋଷ୍ଟ ୱାଣ୍ଟେଡ୍ ଭାଇ” ରିଲିଜ୍ ହୋଇଛି। କିନ୍ତୁ ଫିଲ୍ମ ରିଲିଜ ହେବାର କିଛି ସମୟ ପରେ ଲିକ୍ ହୋଇଯାଇଥିବାରୁ ଏହା ସଲମାନ ଖାନ ଓ…
ଭୋପାଳ: ସରକାରୀ ହସ୍ପିଟାଲ୍ରେ ଦୁଷ୍କର୍ମର ଶିକାର ହୋଇ ଶେଷରେ ଆଖି ବୁଜିଲେ କରୋନା ଆକ୍ରାନ୍ତ ମହିଳା। ଦୁଷ୍କର୍ମ ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ ଭୋପାଳର ଏକ ସରକାରୀ ହସ୍ପିଟାଲ୍ରେ ଏହି ଘଟଣା ଘଟିଥିବା ଗୁରୁବାର ପୋଲିସ୍…
ନୂଆଦିଲ୍ଲୀ: ମାଡି ଆସୁଛି କରୋନାର ଦ୍ଵିତୀୟ ଲହର । ପ୍ରଥମ ଲହର ବୟସ୍କମାନଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ୨ୟ ଲହର ଯୁବଗୋଷ୍ଠୀଙ୍କ ପାଇଁ ଘାତକ ସାଜିଛି । ତୃତୀୟ ଲହର ପାଇଁ ବିଶେଷଜ୍ଞମାନେ ଚେତାବନୀ ଦେଇ ସାରିଲେଣି । ବିଶେଷକରି…
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ସରକାରଙ୍କ ବିକାଶ ଚିତ୍ରର ଆଉ ଏକ ଆଇନା । ରାସ୍ତା, ପାଣି, ବିଜୁଳି ଓ ସ୍ୱାସ୍ଥ୍ୟ ସେବା ନିର୍ବାଚନର ଏ ଚାରି ପ୍ରମୁଖ ପ୍ରସଙ୍ଗକୁ ନେଇ ଏବେ ମଇଦାନରେ ମୁହାଁମୁହିଁ ହେଉଛନ୍ତି ନେତା। ନିର୍ବାଚନ ପୂର୍ବରୁ ଭୋଟରଙ୍କ…
ନୂଆଦିଲ୍ଲୀ: କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶାର କିରଣ ଦେଖା ଦେଇଛି । କରୋନା ଚିକିତ୍ସା ପାଇଁ ୨ଟି ଆୟୁର୍ବେଦିକ ମେଡିସିନକୁ କେନ୍ଦ୍ର ଆୟୁଷ ମନ୍ତ୍ରାଳୟର ଅନୁମୋଦନ ମିଳିଛି । ଏହି ଔଷଧ ଦୁଇଟି ହେଉଛି କଫସୁରା କୁଦିନିର ଏବଂ ଆୟୁଷ-୬୪।…
ମୋହନା: ଥାନାରେ ମାମଲା ହେବା ପରେ ଆତ୍ମସମର୍ପଣ କଲେ କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିବା ଯୁବକ। ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡ଼ି କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହୋଇଯାଇଥିବା ଅନ୍ତେବାସୀ ଜଣକ ଅଡ଼ବା ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି। ଗତକାଲି ଯୁବକ…
ବାପାଙ୍କ ଇଚ୍ଛା ପୂରଣ କଲା ସୁଯୋଗ୍ୟ ପୁଅ ପୋଲିସ ବାବୁଙ୍କ ଉପରେ ସଂକ୍ରମିତଙ୍କ ଚିକିତ୍ସା ଭାର ନୂଆଦିଲ୍ଲୀ : ମହାମାରୀ ସଙ୍କଟରେ ବାପାଙ୍କ ସ୍ୱପ୍ନ ପୂରଣ ହେଲା । ବାପାଙ୍କର ଇଚ୍ଛା ଥିଲା ପୁଅ ବଡ଼ ହୋଇ ଡାକ୍ତର ହେବ ।…
ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି । ଦୈନିକ ସଂକ୍ରମଣ ହାର ୪ ଲକ୍ଷରୁ ଖସି ଏବେ ୩ ଲକ୍ଷରେ ସ୍ଥିର ରହିଛି । ଏହାବ୍ୟତୀତ ଆଉ ଏକ ଆଶ୍ୱସ୍ତିର ଖବର ହେଉଛି, ନୂଆ ସଂକ୍ରମିଙ୍କ ତୁଳନାରେ ସୁସ୍ଥ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଗତକାଲି ସକାଳେ ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କ୍ରମଶଃ ଏହା ଘନୀଭୂତ ହୋଇ ୧୬ ତାରିଖ ସୁଦ୍ଧା ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ। ଆଜି ଏହା ଲାକ୍ଷାଦ୍ୱୀପ ଉପରେ ୱେଲ୍ମାକର୍ଡ…
ଆଜି ପବିତ୍ର ଇଦ୍ ପର୍ବ। ରମଜାନ ମାସ ସାରା ଉପବାସ ରଖିବା ପରେ ରୋଜା ଭାଙ୍ଗିବେ ଇସଲାମ ଧର୍ମାବଲମ୍ବୀ। । ଦିଲ୍ଲୀ ସମେତ ଦେଶର ଏକାଧିକ ରାଜ୍ୟରେ ପାଳନ ହେଉଛି ମୁସଲିମ୍ ସଂପ୍ରଦାୟଙ୍କ ଏହି ମହାନ ପର୍ବ । ଶୁକ୍ରବାର ହେଉଥିବାରୁ…
ନୂଆଦିଲ୍ଲୀ-ଭାରତରୁ ଠାବ ହୋଇଥିବା କୋଭିଡ ଭାରିଏଣ୍ଟ ଘାତକ ଏବଂ ଅଧିକ ସଂକ୍ରାମକ । କରୋନା ସ୍ଥିତିର ସମୀକ୍ଷା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏହା କୁହାଯାଇଛି । WHO ପକ୍ଷରୁ ଏକଥା ବି କୁହାଯାଇଛି ଯେ, ଏପରି ସ୍ଥିତିରେ…
ରାୟଗଡ଼ା: କରୋନା କାଳରେ ଅନ୍ୟର ଜୀବନ ବଞ୍ଚାଇବାକୁ ପଣ କରିଛନ୍ତି ରାୟଗଡ଼ାର ସ୍ୱେଚ୍ଛାସେବୀ ବି.ଭେଙ୍କଟେଶ। କରୋନା ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ସେ ସହାୟତାର ହାତ ବଢାଇଛନ୍ତି। ରାୟଗଡ଼ା ସାଇପ୍ରିୟା ନଗରରେ ରହୁଥିବା ଭେଙ୍କଟେଶ ୧୫ ଦିନ ମଧ୍ୟରେ ୩ ଥର…
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ଅନୁଗୁଳରୁ ୩ ଆକ୍ରାନ୍ତ ମୃତ କଳାହାଣ୍ଡି, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ମୃତ ବଲାଙ୍ଗିର, ବୌଦ୍ଧ, କଟକ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ଗଜପତି, ଗଞ୍ଜାମ ଓ କନ୍ଧମାଳରୁ…
ନାଗାଓ : ଜଙ୍ଗଲ ଭିତରେ ମରି ପଡ଼ିଛନ୍ତି ୧୮ ହାତୀ । ଏପରି କିଛି ଘଟଣା ଘଟିଛି ଆସାମର ନାଗାଓ କାଠିଆଟୋଲୀ ରେଞ୍ଜର ପାହାଡ଼ିଆ ଅଞ୍ଚଳରେ । କୁନ୍ଦୋଲି ସଂରକ୍ଷିତ ଜଙ୍ଗଲର ଦୁଇଟି ପୃଥକ ସ୍ଥାନରେ ଏତେ ସଂଖ୍ୟାରେ ହାତୀମାନଙ୍କ ମୃତଦେହ…