• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

kj
ଲର୍ଡସ ଗ୍ରାଉଣ୍ଡରୁ ହାଉସ୍ ଅଫ୍ ଲର୍ଡସ, ଜାଣନ୍ତୁ ଏହି ମହାନ ଖେଳାଳୀ କିଏ ?

ଲଣ୍ଡନ: ଦିନେ କ୍ରିକେଟ୍ ଖେଳୁଥିଲେ, ପରେ ପାର୍ଲାମେଣ୍ଟରେ ସାଂସଦ ହେଲେ। ବଦଳିଗଲା କ୍ରିକେଟରଙ୍କ ଭାଗ୍ୟ। ମାତ୍ର ୧୬ ବର୍ଷ ବୟସରେ ଲଣ୍ଡନର ଲର୍ଡସ ଗ୍ରାଉଣ୍ଡରେ କ୍ରିକେଟ ଖେଳିବା ପାଇଁ ବ୍ୟାଟ୍ ଧରିଥିବା ବାଳକ ଯେ ଦିନେ ବ୍ରିଟେନର ହାଉସ ଅଫ୍ ଲର୍ଡସରେ ପହଞ୍ଚିଯାଇ ପାରେ, ଏକଥା କେହି କେବେ ଭାବି ନଥିଲେ। ଏହି ବାଳକ, କ୍ରିକେଟ ଖେଳି ଏବେ ସାରା ବିଶ୍ୱରେ ନାଁ କମେଇଛନ୍ତି। କ୍ରିକେଟରେ ଯେଉଁ କେତେଜଣ ଆଗଧାଡ଼ିର ପ୍ରବାଦପୁରୁଷ ଭାବେ ଗଣା ହୁଅନ୍ତି ସେମାନଙ୍କ […]

  • Friday, 02 July 2021
Untitled-1
ଫେୟାର୍ ରିପୋର୍ଟିଂ ଅପରାଧ ନୁହେଁ

ସାମ୍ୱାଦିକତାରେ ଫେୟାର ବା ନ୍ୟାୟସଙ୍ଗତ ରିପୋର୍ଟିଂ ଅପରାଧ ନୁହେଁ। ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେବାସହ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ରଦ୍ଦ କରିଦେଇଛନ୍ତି। ୨୦୧୮ ମସିହା ଏପ୍ରିଲ୍ ୩ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିଲା ଯେ, ‘ଜମ୍ମୁ ଓ କାଶ୍ମୀରରେ ଷ୍ଟୋନ୍ ପେଲ୍ଟର ବା ପଥର ଫିଙ୍ଗାଳିମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଛନ୍ତି, ୪ ମହିଳା ଆହତ’। ବିଭିନ୍ନ ଟ୍ରାଭେଲ ଏଜେନ୍ସୀ ଆସୋସିଏସନ୍ ଏହାକୁ ନେଇ […]

  • Friday, 02 July 2021
dacokta
ଏୟାରପୋର୍ଟର ଡମ୍ପିଂୟାର୍ଡରେ ଅଛି ବିଜୁଙ୍କ ଡାକୋଟା, ଆସିବ ତ ଓଡ଼ିଶା ?

ଭୁବନେଶ୍ୱର: କୋଲକାତା ଏୟାରପୋର୍ଟର ଡମ୍ପିଂୟାର୍ଡରେ ଡାକୋଟା । ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ । ଯେଉଁଥିରେ ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଦେଶରୁ ଭାରତକୁ ଉଡ଼ାଇ ଆଣିଥିଲେ, ୧୯୪୭ରେ ଶ୍ରୀନଗରରୁ-ପାକ୍ ଶତ୍ରୁ ସେନା ବଳୟରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ…

painter
ଫରୱାର୍ଡ ମେସେଜ୍‌ ବଞ୍ଚାଇଦେଲା ପଟ୍ଟଚିତ୍ର ଶିଳ୍ପୀଙ୍କ ଜୀବୀକା

ପୁରୀ: କରୋନା ପରଠାରୁ ସଙ୍କଟରେ ଓଡ଼ିଶାର ପଟ୍ଟ ଚିତ୍ର ଶିଳ୍ପୀ ବିପିନ ଦାସ । ପଟ୍ଟଚିତ୍ର ବିକ୍ରି ହେଉ ନ ଥିବାରୁ ଘରେ ଚୁଳି ଜଳୁନି । କେହି କଳାପ୍ରେମୀ ପଟ୍ଟଚିତ୍ର କିଣିଲେ ବିପିନଙ୍କ ଭଳି ପରିବାର ପେଟକୁ ଦାନା ଯୋଗାଡ଼…

chua
ପିଲା ଜନ୍ମ ପାଇଁ ସରକାର ଦେଉଛନ୍ତି ୪ଲକ୍ଷରୁ ଅଧିକ ଟଙ୍କା: ୩ଟି ପିଲା ଥିଲେ ରହିଛି ମାସିକିଆ ବୋନସ୍‌ ସୁବିଧା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଜନସଂଖ୍ୟା ବଢିବାରେ ଲାଗିଛି। ଲୋକମାନେ ମଧ୍ୟ କମ୍‌ ସନ୍ତାନର ନିଷ୍ପତ୍ତି ନେଉଛନ୍ତି। ଆମେ ଦୁଇ ଆମର ଦୁଇ, ଆମେ ଦୁଇ ଆମର ଏକ ପରି ସ୍ଲାଗାଲ୍‌ ଦ୍ୱାରା ଲୋକଙ୍କୁ ଜନସଂଖ୍ୟା ସମ୍ପର୍କରେ ସଚେତନ କରାଯାଉଛି। କିନ୍ତୁ ଏମିତି ଏକ ଦେଶ ରହିଛି ଯେଉଁଠି ପିଲା ଜନ୍ମ ହେଲେ ସରକାରଙ୍କ ପକ୍ଷରୁ ମୋଟା ଅଙ୍କର ଉପହାର ମୁଳୁଛି। ଜାପାନ ସରକାର ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି। ଏଠାରେ ସରକାର ବିବାହିତ ଦମ୍ପତିଙ୍କୁ […]

  • Friday, 02 July 2021
atm-picture
ଏଟିଏମ୍‌ର ଆବିଷ୍କାର କେବେ ହୋଇଥିଲା? ପ୍ରଥମେ ଚେକ୍‌ ପୁରାଇ ଉଠାଯାଉଥିଲା ଟଙ୍କା

ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଆମେ ଏଟିଏମ୍‌ର ବ୍ୟବହାର କରୁ। କିନ୍ତୁ ଆପଣ ଜାଣନ୍ତି ଏହି ମେସିନ୍‌ର ଆବିଷ୍କାର କେବେ ହୋଇଥିଲା? ଏଟିଏମ୍‌ ଅର୍ଥାତ୍‌ ଅଟୋମେଟେଡ୍‌ ଟେଲର୍‌ ମେସିନ୍ ବ୍ୟାକିଂ ଜଗତରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲା। ସର୍ବ ପ୍ରଥମେ ଲଣ୍ଡନରେ ଏଟିଏମ୍‌ର ବ୍ୟବହାର ହୋଇଥିଲା। ଯଦିଓ ଏଇଟା ମଧ୍ୟ ଶୁଣିବାକୁ ମିଳେ ଯେ, ଆଧୁନିକ ଏଟିଏମ୍‌ର ବ୍ୟବହାର ସର୍ବପ୍ରଥମେ ୧୯୬୯ରେ ଆମେରିକାରେ ହୋଇଥିଲା। କିନ୍ତୁ ୧୯୬୭ରେ ଲଣ୍ଡନର ବାରକ୍ଲେଜ୍‌ ବ୍ୟାଙ୍କର ଏକ ଶାଖାରେ ଏଟିଏମ୍‌ ଲଗାସରିଥିଲା। […]

  • Friday, 02 July 2021
corona
କାମ ଦେଲାନି ୫୦ ଦିନର ଲକ୍‌ଡାଉନ୍, ଫେଲ୍‌ ମାରିଲା ରାଜ୍ୟ ସରକାରଙ୍କ କୋଭିଡ୍‌ ବିରୋଧୀ ରଣନୀତି

ଭୁବନେଶ୍ୱର: ଲଗାତାର ୫୦ ଦିନ ଧରି ଲକ୍‌ଡାଉନ୍ ବି କାମ ଦେଲାନି । ଏବେ ଅନଲକ୍ ମୁହାଁ ହୋଇଥିଲେ ବି ରାଜ୍ୟରେ ନା ଦୈନିକ ସଂକ୍ରମଣରେ ସୁଧାର ଆସୁଛି, ନା ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁଛି । ଜୁନ୍ ଶେଷ ସପ୍ତାହରୁ…

Petrol
ବେଲଗାମ୍‌ ପେଟ୍ରୋଲ ଦର, ରାଜଧାନୀରେ ୧୦୦ ପାର୍‌, ତିନି ଟଙ୍କା ଦୂରରେ ଡିଜେଲ.. ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ମାଲକାନଗିରି କଥା ଶୁଣି ଯାହା ଶଙ୍କା ଥିଲା, ସେୟା ହେଲା । ଭୁବନେଶ୍ୱର-କଟକରେ ବି ଶହେ ଟପିଗଲା ପେଟ୍ରୋଲ୍ । ମହଙ୍ଗା ମାଡ଼ରେ ଜନତା ଆକ୍ତାମାକ୍ତା ହେଉଥିବା ବେଳେ କ୍ରମାଗତ ତୈଳ ଦର ବୃଦ୍ଧି ସିଧା ସେମାନଙ୍କ ପକେଟ୍‌କୁ ମାଡ଼…

tiger
୫ ଲକ୍ଷ ଟଙ୍କା ଦେଇ ମଗାଇଲେ ବିଲେଇ, ହେଲେ ଆସିଲା ବାଘ ଛୁଆ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ଭାରି ବିରାଡି ପ୍ରିୟ। ଦୁହେଁ ନିଷ୍ପତ୍ତି ନେଲେ ଅନ୍‌ଲାଇନ୍‌ରେ ଏକ ବିଲେଇ ମଗାଇବେ।  ୫ ହଜାର ୟୁରୋ ଅର୍ଥାତ୍‌ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ (Savannah Cat) ଅନ୍‌ଲାଇନ୍‌ରେ ମଗାଇଥିଲେ। ଅର୍ଡର ଘରେ ପହଞ୍ଚିଲା। ଖୁସି ହୋଇ ସ୍ୱାମୀ ସ୍ତ୍ରୀ ଡେଲିଭରି ବକ୍ସ ଖୋଲି ଦେଲେ। ହେଲେ ପ୍ୟାକେଟରେ ଥିବା ବିଲେଇକୁ ଦେଇ ଉଭୟଙ୍କର ହୋସ ଉଡିଗଲା। ପ୍ରକୃତରେ ଏହି ଭିତରେ ବିଲେଇ ନ ଥିଲା। ଏମିତି ଘଟଣା ଘଟିଛି ଫ୍ରାନ୍ସର […]

  • Friday, 02 July 2021
light
୯ବର୍ଷ ହେବ ଏହି ମନ୍ଦିରରେ ପାଣିରେ ଜଳୁଛି ଦୀପ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତରେ ଅନେକ ମନ୍ଦିର ଅଛି ଯାହାର ନିଜସ୍ୱ ବିଶେଷତ୍ତ୍ୱ ରହିଛି। ଅନେକ ମନ୍ଦିର ସେମାନଙ୍କର ଚମତ୍କାର ଶକ୍ତି ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏମିତି ଏକ ମନ୍ଦିର ମଧ୍ୟପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଅବସ୍ଥିତ। ଏହି ମନ୍ଦିରର ବିଶେଷତ୍ତ୍ୱ ହେଉଛି, ଏଠି ତେଲରେ ନୁହେଁ ପାଣିରେ ଦୀପ ଜଳୁଛି। ଏହି ଦେବୀ ମନ୍ଦିର କାଲିସିନ୍ଧ ନଦୀ କୂଳରେ ଅବସ୍ଥିତ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୯ବର୍ଷ ହେବ ଏହି ମନ୍ଦିରରେ ଏମିତି ପାଣିରେ […]

  • Friday, 02 July 2021
palabhuta
କରୋନାରୁ ବଞ୍ଚାଉଛି ପାଳଭୂତ! ଏଥିପାଇଁ ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ

କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ୱନ କରୁଛନ୍ତି।  ନିଜର ଜୀବନଶୈଳୀ ବଦଳାଉଛନ୍ତି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କରୋନା କବଳରୁ ବର୍ତ୍ତିବା ପାଇଁ ଲୋକେ ପାଳଭୂତର ସାହାଯ୍ୟ ନେଇଛନ୍ତି। ବିଜ୍ଞାନ ଯୁଗରେ ଏହା ଅନ୍ଧ ବିଶ୍ୱାସ ବୋଲି ଲାଗେ। କିନ୍ତୁ କାମ୍ୱୋଡିଆରେ ଲୋକମାନଙ୍କର ଧାରଣା ପାଳଭୂତ ହିଁ କରୋନାରୁ ସେମାନଙ୍କୁ ରକ୍ଷା କରିପାରିବ ଓ ରକ୍ଷା କରୁଛି ମଧ୍ୟ। ଏହି ପାଳଭୂତକୁ ଇଂରାଜୀରେ ସ୍କେଆରକ୍ରୋ ଓ କାମ୍ୱୋଡିଆର ଖେମର୍ ଭାଷାରେ […]

  • Friday, 02 July 2021
saree
ଶାଢୀ ପିନ୍ଧି ପାହାଡ ଚଢିଲେ ୬୮ବର୍ଷୀୟ ବୃଦ୍ଧା, ଲୋକେ କଲେ ପ୍ରଶଂସା

ନୂଆଦିଲ୍ଲୀ: ନିକଟରେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଜଣେ ୬୮ବର୍ଷୀୟ ବୃଦ୍ଧା ଉଚ୍ଚ ପାହାଡକୁ ଅତି ସହଜରେ ଚଢିଯାଉଛନ୍ତି। ନାସିକର ହରିହର ପାହାଡ ଉପରକୁ ମହିଳା ଜଣଙ୍କ ଚଢୁଛନ୍ତି। ପାହାଡରେ ଥିବା ପାହାଚ ବେଶ୍‌ ଅସୁରକ୍ଷିତ କିନ୍ତୁ ମହିଳା ଜଣଙ୍କ ଆଦୌ ଭୟ ନକରି ଏହି ପାହାଡ ଉପରକୁ ଚଢିଯାଉଥିବା ଦେଖିବାକୁ ମିଳିଛି। ମହିଳାଙ୍କ ସାହସ ଦେଖି ଆଖ ପାଖରେ ଥିବା ଲୋକମାନେ ତାଳି ମାରି ତାଙ୍କର ସ୍ୱାଗତ କରିଛନ୍ତି। ଭିଡିଓରେ ଦେଖିବାକୁ […]

  • Friday, 02 July 2021
Capture 7
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ଭୋଟ ବର୍ଜନ ଚେତାବନୀ

ହିଞ୍ଜିଳିକାଟୁ: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକାଟୁରେ ବିଭିନ୍ନ ଉନ୍ନୟନମୂଳକ କାମ ହେଉନଥିବାରୁ ଲୋକେ ଭୋଟ ବର୍ଜନ ଧମକ ଦେଇଛନ୍ତି । ଗାଁରେ ଲୋକେ ବିପିଏଲ ଚାଉଳ ନେଉନଥିବା ବେଳେ ଏନଆରଇଜିଏସ୍ କାମ ବର୍ଜନ କରିଛନ୍ତି । ଗାଁ ପାଖରେ ଥିବା ନନ୍ଦିନୀ…

tapang
ତାପଙ୍ଗ ପରେ ବାଲେଶ୍ୱର, ନୀଳ ପାଣି ଦେଖିବାକୁ ଧାଉଁଛନ୍ତି ଲୋକ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଗତ କିଛି ଦିନ ତଳେ ଖୋର୍ଦ୍ଧାର ତାପଙ୍ଗରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ ଜମୁଥିଲା। ଏଠାରେ ଥିବା ନୀଳ ରଙ୍ଗର ପାଣି ଏବଂ ପାହାଡ ଖଣ୍ଡ ଲୋକଙ୍କୁ ଆକର୍ଷିତ କରୁଥିଲା। ସେଥିପାଇଁ ତ ପ୍ରତିଦିନ ସେଠାରେ ଶହସ୍ର ଲୋକ ଭିଡ ଜମାଉଥିଲେ। କିଏ ସେଲ୍‌ଫି ଉଠାଉଥିଲା ଆଉ କିଏ ସାଙ୍ଗ ସାଥୀଙ୍କ ସହ ମଜାମସ୍ତି ପାଇଁ ସେଠାରେ ପହଞ୍ଚିଯାଉଥିଲା। ନିକଟରେ ପାହାଡରେ ଖଞ୍ଜା ଯାଇଥିବା କିଛି ଡିନାମାଇଟ୍ ଅଫୁଟା ଅବସ୍ଥାରେ ରହିଥିବା ଆଶଙ୍କା କରି ଏହି […]

  • Friday, 02 July 2021
sanvi
ଗୋଟେ ଘଣ୍ଟାରେ ୩୩ପ୍ରକାର ଖାଦ୍ୟ କରି ରେକର୍ଡ କଲେ ୧୦ବର୍ଷର ଝିଅ

ନୂଆଦିଲ୍ଲୀ: ସୁସ୍ୱାଦୁ ଖାଦ୍ୟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ସାଧାରଣ କଥା ନୁହେଁ। ପାଟି ସୁଆଦିଆ ଖାଦ୍ୟ ରୋଷେଇ କରିବାରେ ପରିଶ୍ରମ ଲାଗେ। କୁହାଯାଏ ଅଭିଜ୍ଞତା ଖାଦ୍ୟ ପ୍ରସ୍ତୁତିକୁ ସହଜ କରିଦିଏ। ସେଥିପାଇଁ ତ ମାଆ ଆଇ ମା ଆଦି ବୟସ୍କ ମହିଳାଙ୍କ ହାତ ରନ୍ଧା ଆମକୁ ଟିକେ ଅଧିକ ଭଲ ଲାଗେ। କିନ୍ତୁ ନିକଟରେ ଜଣେ ୧୦ବର୍ଷୀୟା ଝିଅ ରୋଷେଇକୁ ନେଇ ରେକ ସୋଶାଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା […]

  • Friday, 02 July 2021
brain-fog
କରୋନାକୁ ନେଇ ନୂଆ ତଥ୍ୟ; ସୁସ୍ଥଙ୍କ ଠାରେ ଦେଖାଯାଉଛି ଏସବୁ ଲକ୍ଷଣ, ମସ୍ତିଷ୍କ ଉପରେ ପଡ଼ୁଛି ଏମିତି ପ୍ରଭାବ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କରୋନା ଭାଇରସ ଉପରେ ଏବେ ଗବେଷଣା ଜାରି ରହିଛି। ଗବେଷଣାରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋଗର ନୂଆ ନୂଆ ଲକ୍ଷଣ ଜଣାପଡ଼ିବା ସହିତ ଭାଇରସର ବଞ୍ଚି ରହିବା ଉପରେ ବି ନୂଆ ତଥ୍ୟ ଦେଖିବାକୁ ମିଳୁଛି। କରୋନାକୁ ନେଇ ସଦ୍ୟ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ମଧ୍ୟରେ ବ୍ରେନ୍‌ ଫଗ ସମସ୍ୟା ଦେଖା ଦେଉଛି। ବ୍ରେନ ଫଗ୍‌ ଏମିତି […]

  • Friday, 02 July 2021
itika
ଜୀବନର ଶେଷ ନିଶ୍ୱାସ ଯାଏ ହସାଉଥିବି, ମରିଗଲେ ଲୋକ କହିବେ...

କଟକ(ବିଶ୍ୱଜିତ୍‌ ଆଚାର୍ଯ୍ୟ): ସମୟ ବଦଳିବା ସହିତ ବଦଳିଛି କମେଡି ଟ୍ରେଣ୍ଡ। ଆଗରୁ ଲୋକଙ୍କୁ ହସେଇବା ପାଇଁ ବଡ ପରଦା ନହେଲେ ଷ୍ଟେଜ୍‌ର ଆବଶ୍ୟକ ହେଉଥିଲା। ଏବେ କିନ୍ତୁ ସୋଶାଲ୍‌ ମିଡିଆର ବ୍ୟବହାର କରି ଲୋକମାନେ ଦର୍ଶକଙ୍କର ଖୁବ୍‌ ମନୋରଞ୍ଜନ କରୁଛନ୍ତି। ଏଇ ଯେମିତି କଟକ ଚହଟା ଅଞ୍ଚଳର ଇତିକା ପ୍ରିୟଦର୍ଶିନୀ ପତି। ଇତିକା ସୋଶାଲ୍‌ ମିଡିଆରେ କମେଡି ଭିଡିଓ ପେଷ୍ଟ କରି ଏବେ ଚର୍ଚ୍ଚାରେ ଅଛନ୍ତି। ଇତିକା ନିଆରା ଶୈଳୀରେ କଥା ହୋଇ ସୋଶାଲ୍‌ ମିଡିଆରେ ଭିଡ଼ିଓ […]

  • Friday, 02 July 2021
robo
ଆସିଗଲା ମେଡ୍‌ ରୋବୋ: ଆଉ ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବେନି ଡାକ୍ତର

ଭୁବନେଶ୍ୱର: ଡାକ୍ତର ଓ ନର୍ସଙ୍କୁ ବାରମ୍ବାର କରୋନା ରୋଗୀ ସଂସ୍ପର୍ଶରେ ଆସିବାକୁ ପଡ଼ିବନି। ସାମାଜିକ ଦୂରତା ବଜାୟ ରହିବ,  କରୋନା ସଂକ୍ରମଣର ଆଶଙ୍କା ବି କମିଯିବ। ଏମିତି ଏକ ମହତ୍ ଉଦ୍ଦେଶ୍ୟ ନେଇ ପୂର୍ବତଟ ରେଳପଥ ବିକାଶ କରିଛି ମେଡ୍ ରୋବୋ। କେବଳ ବିକାଶ କରିନି, ମଞ୍ଚେଶ୍ୱର ସେଣ୍ଟ୍ରାଲ ରେଲେୱେ ହସ୍ପିଟାଲରେ ଏହି ରୋବୋକୁ କାମରେ ଲଗାଇ ସଫଳତା ବି ପାଇଛି। ୪୦ ଫୁଟ ଦୂରତାରୁ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କରୋନା ଯୋଦ୍ଧା […]

  • Friday, 02 July 2021
soumya
କୋଳରେ ପିଲା ହାତରେ ପେନ୍‌, ମା' ହେବାର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ IAS

ନୂଆଦିଲ୍ଲୀ: ଅନନ୍ୟ କର୍ତ୍ତବ୍ୟନିଷ୍ଠାର ନିଆରା ଉଦାହରଣ। ମା ହେବାର ମାତ୍ର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ଅଫିସର। ଅଫିସକୁ ନିଜ ନବଜାତ ଶିଶୁକୁ ଧରି କାର୍ଯ୍ୟରେ ଯୋଗଦେଇଥିବା ଏହି ଆଇଏଏସ୍ ଅଫିସର ଜଣଙ୍କ ହେଉଛନ୍ତି ସୌମ୍ୟା ପାଣ୍ଡେ। ତାଙ୍କୁ ଏବେ ଗାଜିଆବାଦର କୋଭିଡ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି। ସୌମ୍ୟା କରୋନା ସଂକ୍ରମଣ ଭଳି କଠିନ ପରିସ୍ଥିତି ସତ୍ତ୍ୱେ ମୋଦିନଗର ସବ ଡିଭିଜନାଲ ମାଜିଷ୍ଟ୍ରେଟ୍ ଭାବେ ଯୋଗ ଦେଇଛନ୍ତି। ମାତ୍ର ୧୪ ଦିନର ଶିଶୁକୁ ଧରି […]

  • Friday, 02 July 2021
couple
ମନ୍ଦିରରେ ବିବାହ, ୫ଶହ କୁକୁରକୁ ରିସେପସନ୍‌ ଭୋଜି ଦେଲେ ଦମ୍ପତ୍ତି

ଭୁବନେଶ୍ୱର: ବିବାହକୁ ନେଇ ପ୍ରାୟ ଲୋକଙ୍କର କିଛି ନା କିଛି ସ୍ନପ୍ନଥାଏ। ବିବାହକୁ କେମିତି ଆଡମ୍ବର ସହ କରିବେ ସେ ନେଇ ପ୍ରାୟ ଲୋକ ଯୋଜନା କରନ୍ତି। ସାଙ୍ଗ, ସାଥୀ, ବନ୍ଧୁ, ବାନ୍ଧବଙ୍କ ସହ ସେ ଏହି ଖୁସିକୁ ବାଣ୍ଟିବାର ଲକ୍ଷ ରଖିଥାନ୍ତି।  ଆଉ ବିବାହ ପରେ ଗୋଟେ ଗ୍ରାଣ୍ଡ ରିସେପସନ୍‌ ନହେଲେ ସବୁକିଛି ଅସମ୍ପୂର୍ଣ୍ଣ ଲାଗେ। ହେଲେ ବିବାହକୁ ବିଶେଷ ଆଡମ୍ବରରେ ନକରି ପଶୁ ସେବାକୁ ଗୁରୁତ୍ୱ ଦେଇଛନ୍ତି ଭୁବନେଶ୍ୱରର ଜଣେ ଦମ୍ପତ୍ତି। ୨୫ ସେପ୍ଟେମ୍ବର ଦିନ […]

  • Friday, 02 July 2021
car
ବିନା ଡ୍ରାଇଭର୍‌ରେ ଚାଲିଲା ଗାଡି, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ଗୋଟେ ଗାଡିକୁ ଚଲାଇବା ପାଇଁ ଡ୍ରାଇଭରର ନିହାତି ଆବଶ୍ୟକ ହୋଇଥାଏ। ବିନା ଡ୍ରାଇଭରରେ ଗାଡି ଚାଳନା ଅସମ୍ଭବ ପ୍ରାୟ। କିନ୍ତୁ ନିକଟରେ ସୋଶାଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ବିନା ଡ୍ରାଇଭରରେ ଗାଡି ଚାଲୁଥିବା ଦେଖିବାକୁ ମିଳିଛି। ଭିଡିଓଟି ତାମିଲ୍‌ନାଡୁର। ଭିଡିଓରେ ଯାହା ଦେଖିବାକୁ ମିଳିଛି କାର୍‌ର ଆଗ ସିଟ୍‌ରେ ଜଣେ ବ୍ୟକ୍ତି ବସିଛନ୍ତି। ଡ୍ରାଇଭର୍‌ ସିଟ୍‌ରେ କେହି ନଥିବା ବେଳେ ଗାଡି ଟି ଆରାମରେ ରାସ୍ତାରେ ଉପରେ ଚାଲୁଛି। ସୋଶାଲ୍‌ […]

  • Friday, 02 July 2021
pic
ମା'କୁ ବନ୍ଧୁକ ଦେଖାଇଲେ ଦୁର୍ବୃତ୍ତ, ୫ବର୍ଷର ପିଲା କଲା ଏମିତି ସାହସିକ କାର୍ଯ୍ୟ

ନୂଆଦିଲ୍ଲୀ: ଜଣେ ୫ବର୍ଷ ପିଲାର ଦୁଃସାହସିକ କାର୍ଯ୍ୟ। ଘରେ ଚୋର ପସି ପରିବାର ଲୋକଙ୍କ ଉପରେ ଆକ୍ରମଣ କରିବା ସମୟରେ ଉକ୍ତ ପିଲାଟି ଚୋରକୁ ପିଟିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପିଲାର ନାଁ ଡେଭିଡ ଜନସନ। ଆମେରିକାରେ ରହୁଥିବା ଡେଭିଡ୍‌ ତାଙ୍କ ମା ଏବଂ ଭଉଣୀଙ୍କୁ ସୁରକ୍ଷା ଦେବା ପାଇଁ ଆକ୍ରମଣକାରୀଙ୍କ ସହ ସଂଘର୍ଷ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସାଉଥ ବେଣ୍ଡ ପୋଲିସର ସୂଚନାନୁସାରେ, ସେପ୍ଟେମ୍ବର ୩୦ରେ ଚାରି ଜଣ […]

  • Friday, 02 July 2021
abdul-kalam
ମତ୍ସଜୀବି ପରିବାରରୁ ମିସାଇଲ୍‌ ମ୍ୟାନ୍‌: କାହିଁକି ବିବାହ କରିନଥିଲେ ଅବଦୁଲ୍ କଲାମ୍‌?

ନୂଆଦିଲ୍ଲୀ: ଆଜି ଭାରତର ମିସାଇଲ୍‌ ମ୍ୟାନ୍‌ ଭାବରେ ଲୋକପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜନ୍ମଦିନ। ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍‌ରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍‌ କଲାମ। ବେଶ୍‌ ସରଳ ସ୍ୱାଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଅବଦୁଲ୍‌ଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ କୁହାଯାଉଥିଲା। ସମାଜର ସମସ୍ତ ବର୍ଗ ଏବଂ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିବା ଡକ୍ଟର କଲାମଙ୍କ ପାଇଁ ଆଜି ବି ଭାରତବାସୀଙ୍କ ହୃଦୟରେ ରହିଯାଇଛି ଏକ ସ୍ୱତନ୍ତ୍ର ସ୍ଥାନ। ରାମେଶ୍ୱରମ୍‌ର ଏକ ସାଧାରଣ ପରିବାରରେ […]

  • Friday, 02 July 2021
mask
ବଜାରକୁ ଆସିବ 'ମୋକ୍ଷ ମାସ୍କ', ରହିବ ଫ୍ୟାନ୍‌ ସୁବିଧା

ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ନୂଆ ଧରଣର ମାସ୍କ। ଏନ୍ ୯୫ ସହ ଏୟାର ଫିଲଟର୍ ସଂଯୋଗ ହୋଇଥିବା ମାସ୍କ ଏବେ ନିର୍ମାଣ ହୋଇଛି। ଆଇଆଇଟିର ପୂର୍ବତନ ଓଡିଆ ଛାତ୍ର ପିୟୁଷ ଅଗ୍ରୱାଲ୍ ଏହାକୁ ନିର୍ମାଣ କରିଛନ୍ତି। ମୋକ୍ଷ ନାମକ ଏହି ମାସ୍କରେ ବିଶେଷ ବ୍ୟବସ୍ଥା ରହିଛି। ମାସ୍କ ଏନ୍ ୯୫ ଧରଣର ହୋଇଥିବା ବେଳେ ଏଥିରେ ଲାଗିଛି ବାୟୁ ବିଶୁଦ୍ଧିକରଣ ବ୍ୟବସ୍ଥା। ଯାହା ଦ୍ୱାରା ଶରୀରକୁ ଅଧିକ ଅମ୍ଲଜାନ ମିଳିପାରିବ ବୋଲି କୁହାଯାଉଛି। ମାସ୍କର ଉଭୟ […]

  • Friday, 02 July 2021
3
ଡାଇବେଟିସ୍‌ ଏବଂ ହାର୍ଟ ରୋଗୀଙ୍କ ପାଇଁ ଲାଭ ଦାୟକ ଏହି ପତ୍ର

ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଛି। ଶୀତୁଆ ସକାଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଶାଗର ଭଜା ହେଉ ବା ବିଭିନ୍ନ ପନିପରିବାର ସନ୍ତୁଳା ହେଉ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ଗୃହିଣୀମାନେ ଏହି ଋତୁରେ ରୋଷେଇ ଘରେ ମେଥି ଶାଗର ବ୍ୟବହାର…

  • Friday, 02 July 2021