• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

krushna
ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

ଆଜି ପବିତ୍ର ଜନ୍ମାଷ୍ଟମୀ। ଧରାପୃଷ୍ଠରେ ବାଲଗୋପାଳଙ୍କୁ ପୂଜା କରିବା ଲାଗି ଉତ୍ସବମୁଖର ହୋଇପଡ଼ିଛି ପୁରପଲ୍ଲୀ। ଚଳିତ ବର୍ଷ ୧୧ ଓ ୧୨ ଅଗଷ୍ଟରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯିବ। ତେବେ ଗୃହସ୍ଥ ଓ ପାରିବାରିକ ସଦସ୍ୟମାନେ ଆଜି ଜନ୍ମାଷ୍ଟମୀ ପୂଜା କରିବେ। ବୈଷ୍ଣବ, ସାଧୁ ଓ ସନ୍ନ୍ୟାସୀମାନେ ଆସନ୍ତା କାଲି ପୂଜା କରିବେ। ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କିପରି ଶୃଙ୍ଗାର କରିବେ ଓ କ’ଣ ପ୍ରଭୁଙ୍କୁ ଭୋଗ ଲାଗାଇବେ। ଶ୍ରୀକୃଷ୍ଣଙ୍କ ପୂଜାରେ ବିଭିନ୍ନ ରଙ୍ଗର […]

  • Monday, 05 July 2021
golddddddd
ନଦୀରୁ ବାହାରିଲା ପୁଳାପୁଳା ସୁନା!

ରାୟପୁର: ଛତିଶଗଡ଼ର ଯଶପୁରରେ ସୁନା ଖଣି ମିଳିବାର ସମ୍ଭାବନା ରହିଛି। ଶତାବ୍ଦୀ ଧରି ଏଠାରେ ଥିବା ଦୁଇଟି ନଦୀରୁ ସୁନା ବାହାରୁଥିବାର ଦେଖିବାକୁ ମିଳୁଛି। ଏନେଇ ସେଠାରେ ଖୁବ୍‌ ଶୀଘ୍ର ସୁନା ଖଣି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ୁଛି। ଏହା ହେଉଛି ପ୍ରାଥମିକ ତଦନ୍ତ। କିନ୍ତୁ ସେଠାରେ ସୁନା ଖଣି ହେବାର ସମ୍ଭାବନାକୁ ଅନୁସନ୍ଧାନ କରିବା ପାଇଁ ଏକ ନୂଆ ସର୍ଭେ ପ୍ରସ୍ତୁତ କରାଯାଉଛି।   ଖବର ଅନୁଯାୟୀ, ଜୋରା ଆଦିବାସୀ ସମ୍ପ୍ରଦାୟ ଯଶପୁରନଗର ଓ ଏହାର […]

  • Monday, 05 July 2021
krusna
୧୦୦କୋଟି ମୂଲ୍ୟର ସୁନା ଗହଣାରେ ସଜେଇ ହେଲେ ଠାକୁର

ଗ୍ୱାଲିଅର: ସିନ୍ଧିଆ ରାଜବଂଶର ୨୦୦ ବର୍ଷର ପୁରୁଣା ଅଳଙ୍କାରକୁ ଜନ୍ମାଷ୍ଟମୀ ଅବସରରେ ଗ୍ୱାଲିଅରର ଏହି ମନ୍ଦିରକୁ ସଜାଯାଇଥାଏ। ଏହି ଅଳଙ୍କାରର ମୂଲ୍ୟ ପ୍ରାୟ ୧୦୦ କୋଟି ବୋଲି ଜଣାପଡ଼ିଛି। କରୋନା ଭାଇରସ ଯୋଗୁ ଏଥର ଅନ୍‌ଲାଇନ୍‌ରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି। ଏହି ମନ୍ଦିରର ନାଁ ଗୋପଳ ମନ୍ଦିର। ଯାହା ଗ୍ୱାଲିଅରର ଫୁଲବାଗରେ ଅବସ୍ଥିତ। ଏହି ମନ୍ଦିରର ଅଳଙ୍କାରକୁ ଜିଲ୍ଲା ରାଜକୋଷରୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରତିବର୍ଷ ମନ୍ଦିରକୁ ଅଣାଯାଇଥାଏ। ଅଳଙ୍କାର ଗୁଡ଼ିକର ପ୍ରଥମେ ତାଲିକା ପ୍ରସ୍ତୁତ […]

  • Monday, 05 July 2021
snake
ଜୋତା ଭିତରେ ସାପ, ଅଳ୍ପକେ ବର୍ତ୍ତିଲେ ଏସ୍‌ପି

ଭୋପାଳ: ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳର ଏସ୍‌ପି ମୟଙ୍କ ଅୱସ୍ତି ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ଏସିପ୍‌ଙ୍କ ଜୋତା ଭିତରେ ଏକ ବିଷାକ୍ତ ସାପ ଲୁଚି ରହିଥିଲା। ଜୋତା ଭିତରୁ ମୋଜାକୁ ବାହାର କରିବା ପାଇଁ ସେ ଯେତେବେଳେ ଜୋତା ଭିତରେ ହାତ ଭର୍ତ୍ତି କରିଥିଲେ, ତାଙ୍କ ହାତ ବିଷାକ୍ତ ସାପ ଦେହରେ ବାଜିଥିଲା। କିନ୍ତୁ ସାପଟି ତାଙ୍କୁ ଚୋଟ ମାରିବା ପୂର୍ବରୁ ସେ ସତର୍କ ହୋଇ ଯାଇଥିଲେ। ସତର୍କତା […]

  • Monday, 05 July 2021
purana
ଆଖିକୁ ଦେଖା ଯାଉନି, ତଥାପି UPSC ପରୀକ୍ଷାରେ କଲେ କମାଲ୍

ଚେନ୍ନାଇ: ସାଧାରଣତ ଜଣେ ମଣିଷ ବିଫଳତା ପାଇଁ ନିଜ ଭିତରେ ଥିବା ଦୁର୍ବଳତାକୁ ଅଧିକ ଦୋଷ ଦେଇଥାଏ। ଏହି କାରଣରୁ ପ୍ରତିଟି ଛୋଟ ସମସ୍ୟା ତା’କୁ ବଡ଼ ଲାଗିଥାଏ। ଏଥିରେ ନିରାଶ ହୋଇ ଅଧିକାଂଶ ଲୋକେ ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ। କିନ୍ତୁ ଏସମସ୍ତଙ୍କ ପାଇଁ ଦୃଷ୍ଟିବାଧିତ ପୂର୍ଣ୍ଣା ସୁନ୍ଦରୀ ଆଶାର କିରଣ ସାଜିଛନ୍ତି, ଯିଏ ସେମାନଙ୍କୁ ନିରାଶାର ଛାୟା ତଳୁ ବାହାର କରିବାର ଆଶା ଉଜାଗର କରିଛନ୍ତି। ତାମିଲନାଡୁର ୨୫ ବର୍ଷୀୟା ଛାତ୍ରୀ ପୂର୍ଣ୍ଣାଙ୍କୁ ଆଖିକୁ […]

  • Monday, 05 July 2021
dipa-dana
ଭାରତୀୟ ପରମ୍ପରାରେ ଦୀପଦାନର ମହତ୍ତ୍ୱ

।। ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ହରତୁ ମେ ପାପଂ, ଦୀପଜ୍ୟୋତି ନମୋସ୍ତୁତେ ।। ଭାରତୀୟ ସଂସ୍କୃତିରେ ଦୀପଦାନର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର, ମନ୍ତ୍ର ଏବଂ ଆଧ୍ୟାତ୍ମିକତାରେ ଏହାର ଏକ ବିଶିଷ୍ଟ ସ୍ଥାନ ରହିଛି। ସାତ୍ତ୍ଵିକ ସାଧନା ପାଇଁ ଘିଅଦୀପ ଏବଂ ତାନ୍ତ୍ରିକ ସାଧନା ପାଇଁ ତେଲଦୀପ ଜଳା ଯାଇଥାଏ। ଭିନ୍ନ ଭିନ୍ନ […]

  • Monday, 05 July 2021
birds
ସୀମାରୁ ମିଳିଲା ୧୫ଲକ୍ଷ ଟଙ୍କାର ବିରଳ ପ୍ରଜାତିର ପକ୍ଷୀ!

ଢାକା: ବାଂଲାଦେଶ ସୀମାରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ସୀମାରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ବିଏସଏଫ୍ କର୍ମଚାରୀ ଖବର ପାଇ ସେଠାରେ ପହଞ୍ଚିଥିଲେ। ଯାହା ପରେ ସେମାନେ ଦେଖିବାକୁ ପାଇଲେ ଯେ ସେଠାରେ ଉପସ୍ଥିତ ଥିବା ସନ୍ଦିଗ୍ଧ ଲୋକମାନେ ଏକ ପଞ୍ଜୁରୀକୁ ଫୋପାଡ଼ି ଦେଇ ପଳାଇ ଯାଇଛନ୍ତି। ସେହି ପଞ୍ଜୁରୀରେ ବିରଳ ଟୁକନ୍‌ ପକ୍ଷୀଙ୍କ ଯୋଡ଼ା ରହିଥିଲା। ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା କୁହାଯାଉଛି। ଏହା ଏକ ବିରଳ ପ୍ରଜାତିର ପକ୍ଷୀ। ଯାହା ମଧ୍ୟ […]

  • Monday, 05 July 2021
dhoni
କାହିଁକି ୧୫ ଅଗଷ୍ଟ ୧୯;୨୯ ସମୟରେ ଅବସର ନେଲେ ଧୋନି ?

ନୂଆଦିଲ୍ଲୀ: ଗତକାଲି ୭୪ ତମ ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଗଲେ ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ କୁଲ୍ ଧୋନି। ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କ ଅବସର ଘୋଷଣା କରିଥିଲେ। ଇନ୍‌ଷ୍ଟାରେ ପୋଷ୍ଟ କରି ସେ ଲେଖିଥିଲେ “ ଆପଣଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଅଶେଷ ଧନ୍ୟବାଦ। ୧୯୨୯ ଘଣ୍ଟା ଠାରୁ ମୁଁ ଅବସରପ୍ରାପ୍ତ ବୋଲି ବିଚାର କରିବେ।” ତାଙ୍କର ଏହି ପୋଷ୍ଟ ଠିକ୍‌ ସନ୍ଧ୍ୟା ୧୯;୨୯ ସମୟରେ ହିଁ ଆସିଥିଲା। […]

  • Monday, 05 July 2021
lic
ସାବଧାନ ! LIC ନାଁରେ ଆସୁଛି କି ଫେକ୍‌ କଲ୍‌ ?

ଭୁବନେଶ୍ୱର: ଦେଶର ସର୍ବବୃହତ ଓ ବିଶ୍ୱାସନୀୟ ଜୀବନ ବୀମା କଂପାନୀ ହେଉଛି ଏଲଆଇସିର ଲୋକପ୍ରିୟତାର ଫାଇଦା ନେବାକୁ ଲାଗି ପଡ଼ିଛନ୍ତି କିଛି ଠକ। ଗ୍ରାହକମାନଙ୍କ ପାଖକୁ ବାରମ୍ୱାର ଫୋନ କରି ତାଙ୍କୁ ଫଲାଇ ଲୁଟ୍ କରିବାରେ ଉଦ୍ୟମ ରୁଛନ୍ତି। ବିଭିନ୍ନ ପଲିସି ବିଷୟରେ ବୁଝାଇବା ସହ ଭଲ ରିଟର୍ଣ୍ଣର ଲୋଭ ଦେଖାଇ ପଲିସି ବିଷୟରେ ବୁଝାଇବା ସହ ସରେଣ୍ଡର କରିବାକୁ କହୁଛନ୍ତି। ଏମିତି ଅନେକ ଅଭିଯୋଗ ଆସିବା ପରେ ନିଜର ଗ୍ରାହକମାନଙ୍କୁ ସତର୍କ କରାଇ ଦେଇଛି ଭାରତୀୟ […]

  • Monday, 05 July 2021
atal-j
ସ୍ମୃତିରେ 'ଭାରତ ରତ୍ନ' ବାଜପେୟୀ

ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପୂଣ୍ୟତିଥୀ। (୨୫ ଡିସେମ୍ବର ୧୯୨୪ – ୧୬ ଅଗଷ୍ଟ ୨୦୧୮)। ବାଜପେୟୀ ଜଣେ ରାଜନେତା, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ। ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ଅଟଳ ଜୀ’ ତିନିଥର (୧୯୯୬ ମସିହାରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ। ଜଣେ ଉଦାରବାଦୀ ନେତା […]

  • Monday, 05 July 2021
1
ଏହି ଅଦ୍ଭୁତ ପେଣ୍ଟିଂ ଦେଖୁଥିଲେ ସାବଧାନ; ଘଟିପାରେ ଏମିତି କିଛି ଅଘଟଣ !

ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ସହ ଏକ ଫଟୋର ସମ୍ପର୍କ ଥିବା ରିୟା ଚକ୍ରବର୍ତ୍ତୀ କହିଥିଲେ। ୟୁରୋପ ଟ୍ରିପ୍‌ ସମୟରେ ଏହି ପେଣ୍ଟିଂକୁ ଦେଖିବା ପରଠୁ ସୁଶାନ୍ତଙ୍କ ବ୍ୟବହାର ପରିବର୍ତ୍ତନ ହେବାକୁ ଲାଗିଥିଲା। ଏହି ପେଣ୍ଟିଂର ଶନି ତାଙ୍କର ନବଜାତ ପୁତ୍ରକୁ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରକୃତରେ ଏହି ପେଣ୍ଟିଂ ମଣିଷର ମନକୁ ବିଚଳିତ କରିବା ପରି ଏକ ଆର୍ଟ। କେବଳ ଏଇ ପେଣ୍ଟିଂ ନୁହେଁ, ବିଶ୍ୱରେ ଏମିତି ଅନେକ ପେଣ୍ଟିଂ ରହିଛି ଯାହାକୁ ଦେଖିଲେ […]

  • Sunday, 04 July 2021
chennai
ଆଉ ନାହାନ୍ତି '୫ ଟଙ୍କିଆ ଡାକ୍ତର'

ଚେନ୍ନାଇ: ଆଉ ନାହାନ୍ତି ‘୫ ଟଙ୍କିଆ ଡାକ୍ତର’। ‘୫ ଟଙ୍କିଆ ଡାକ୍ତର’ ଭାବେ ଖୁବ୍ ଲୋକପ୍ରିୟ ବ୍ୟାସରପାଡ଼ିର ଡାକ୍ତର ଭି. ଥିରୁଭେଙ୍ଗାଡମଙ୍କର ଶନିବାର ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଅଗଷ୍ଟ ୧୩ ତାରିଖରେ ଡାକ୍ତର ଥିରୁଭେଙ୍ଗାଡମ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ଯାହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକରେ ଉତ୍ତର ଚେନ୍ନାଇରେ ରହୁଥିବା ଅନେକ ବାସିନ୍ଦା ଗଭୀର […]

  • Sunday, 04 July 2021
1
ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ ନିଲାମ ହେବ

ନୂଆଦିଲ୍ଲୀ: ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢୀ ପିନ୍ଧି ଫିଲ୍ମ ‘ଶକୁନ୍ତଳା’ର ପ୍ରମୋଶନ ପାଇଁ ଆସିଥିଲେ। କଳାରଙ୍ଗର ଏଇ ସମ୍ବଲପୁରୀ ବାନ୍ଧ ଶାଢୀରେ ବିଦ୍ୟା ବାଲାନ ବହୁତ ସୁନ୍ଦର ଦିଶୁଥିଲେ। ଖାଲି ବିଦ୍ୟାଙ୍କର ସୌନ୍ଦର୍ଯ୍ୟ ବଢି ଯାଇ ନ ଥିଲା, ଶାଢୀର ମୂଲ୍ୟ ମଧ୍ୟ ବଢି ଯାଇଥିଲା।  ବିଦ୍ୟା ନିଜେ ମଧ୍ୟ ଶାଢୀର ଡିଜାଇନକୁ ବହୁତ ପ୍ରଶଂସା କରିଥିଲେ। ଏହାପରଠାରୁ ଏଇ ସମ୍ବଲପୁରୀ ବାନ୍ଧ ଶାଢୀର ବେଶ ଚର୍ଚ୍ଚା ହେଉଥିଲା। ଏବେ ବିଦ୍ୟା ବାଲାନ ପିନ୍ଧିଥିବା ଏଇ […]

  • Sunday, 04 July 2021
123
ବୁଡ଼ି ଯାଉଥିଲେ ଦୁଇ ମହିଳା; ପାଣିକୁ ଡେଇଁ ଉଦ୍ଧାର କଲେ ଏଇ ଦେଶର ରାଷ୍ଟ୍ରପତି

ଲିସ୍‌ବନ୍‌: ପର୍ତ୍ତୁଗାଲର ଆଲଗର୍ଭ ବିଚ୍‌ରେ ଘଟିଥିବା ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଚାଲିଛି । ସମୁଦ୍ର କୂଳରେ ବୁଡି ଯାଉଥିଲେ ୨ ଜଣ ମହିଳା। ହଠାତ୍‌ ଜଣେ ବ୍ୟକ୍ତି ପାଣିକୁ ଡେଇଁ ପଡ଼ିଲେ। ନିଜ ଜୀବନକୁ ବାଜି ଲଗାଇ ମହିଳା ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ଏକଥା ପଢି ଆପଣ ନିଶ୍ଚୟ ଭାବୁଥିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଏମିତି ଘଟଣା ତ ପ୍ରାୟ ଘଟିଥାଏ।  ହେଲେ, ମହିଳା ଦ୍ୱୟଙ୍କୁ ଉଦ୍ଧାର […]

  • Sunday, 04 July 2021
1-1
ଜଣେ ପୁଅ ନେତା, ଅନ୍ୟ ଜଣେ ଅଫିସର, ହେଲେ ରାସ୍ତା ଉପରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଚଣ୍ଡିଗଡ଼: ସନ୍ତାନକୁ ନେଇ ପ୍ରତ୍ୟେକ ବାପା-ମା’ଙ୍କ ମନରେ ଅନେକ ଆଶା, ସ୍ୱପ୍ନ। ତାଙ୍କର ପିଲା ଭଲ ପାଠ ପଢିବ, ଭଲ ଚାକିରୀ କରିବ, ଭଲ ମଣିଷ ହେବ ଆଉ  ବାର୍ଦ୍ଧକ୍ୟର ତାଙ୍କର ସହାରା ହେବ…ଏମିତି ଅନେକ। ନିଜର ଅପୂରଣୀୟ ସ୍ୱପ୍ନ ସନ୍ତାନ ଆଖିରେ ଦେଖିବାକୁ ଚାହାନ୍ତି ପ୍ରତ୍ୟେକ ବାପା-ମା’। ଏଥିପାଇଁ ସେମାନେ ସବୁ କଷ୍ଟକୁ ହସି ହସି ବରି ନେଇଥାନ୍ତି। ହେଲେ ସେମାନଙ୍କ ସ୍ୱପ୍ନ ଅପୂରଣୀୟ ରହିଯାଏ। ବାର୍ଦ୍ଧକ୍ୟରେ ଅଲୋଡ଼ା ହୋଇ ଯାଆନ୍ତି ଠିକ୍‌ ଚଣ୍ଡୀଗଡ଼ର ଏଇ […]

  • Sunday, 04 July 2021
Chora-polic
ମଝି ନଈରେ ପୋଲିସ-ଅଭିଯୁକ୍ତ ଲୁଚକାଳି

କେନ୍ଦ୍ରାପଡ଼ା: ମଝି ନଈରେ ପୋଲିସ-ଅଭିଯୁକ୍ତ ଛକାପଞ୍ଝା । ଏକ ମନ୍ଦିରରୁ ମୂର୍ତ୍ତି ଚୋରି ମାମଲାରେ ଅଭିଯୁକ୍ତକୁ ଧରିବାକୁ ଯାଇ ନାକେଦମ୍ ପୋଲିସ୍ । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ନଈ ଭତରେ ପୋଲିସ-ଅଭିଯୁକ୍ତ ମଧ୍ୟରେ ଚାଲିଥିଲା ପହଁରା…

neem
କରୋନା ଭାଇରସକୁ ରୋକି ପାରିବ କି ନିମ୍ବ ? ଭାରତରେ ହେବ ହ୍ୟୁମାନ ଟ୍ରାଏଲ

ନୂଆଦିଲ୍ଲୀ: ନିମ୍ବର ସ୍ୱାଦରେ ମଧୁରତା ନାହିଁ ସତ, ହେଲେ ଏହାର ଉପକାର ଅମୃତ ପରି ମଧୁର। ଏବେ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ନିମ୍ବର ବ୍ୟବହାର ବେଶ ଉପଯୋଗୀ ହୋଇପାରିବ। ଏ ନେଇ ଗବେଷଣା ଆରମ୍ଭ ହୋଇଛି। ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (AIIB) ପକ୍ଷରୁ କୁହାଯାଇଛି କରୋନା ମୁକାବିଲା ଦିଗରେ ନିମ୍ବ କେତେ ଦୂର ସଫଳ ହୋଇପାରିବ ସେ ନେଇ ଗବେଷଣା ଚାଲିଛି। ଏ ଦିଗରେ AIIB […]

  • Sunday, 04 July 2021
Bhatruhari-mahatab
ବିଜେଡିରେ କୁହୁଳୁଛି କି ଦଳୀୟ ଅସନ୍ତୋଷ ? ସୌମ୍ୟଙ୍କ ପରେ ବାଣ ମାରିଲେ ଭର୍ତ୍ତୃହରି

ଭୁବନେଶ୍ୱର: ବିଜେଡିରେ କୁହୁଳୁଛି କି ଦଳୀୟ ଅସନ୍ତୋଷ ? କିଛି ନେତା ଦଳରେ ପ୍ରଭାବ ବିସ୍ତାର କରିଥିବା ବେଳେ ଅନ୍ୟମାନେ ନିଜକୁ କୋଣଠେସା ମନେ କରୁନାହାନ୍ତି ତ ? ବିଧାୟକ ସୌମ୍ୟରଞ୍ଜନଙ୍କ ବିଷୋଦଗାର ପରେ ସାଂସଦ ଭର୍ତ୍ତୃହରିଙ୍କ କଟାକ୍ଷ ଏଭଳି ଚର୍ଚ୍ଚାକୁ…

Bus
୨୦ ଜିଲ୍ଲାରେ ବସ୍ ଚଳାଚଳ ଅନୁମତି ସତ୍ତ୍ୱେ, ଗଡ଼ୁନି ବସ୍‌ ! ଅନିଶ୍ଚିତତା ଭିତରେ ମାଲିକ ଓ କର୍ମଚାରୀ..

ଭୁବନେଶ୍ୱର: ୨୦ ଜିଲ୍ଲାକୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ସତ୍ତ୍ୱେ ସେବା ଠପ୍ । ଅନୁମତିର ୪ ଦିନ ପରେ ବି ରାଜ୍ୟରେ ସ୍ୱାଭାବିକ ହୋଇପାରିନି ବସ୍ ଚଳାଚଳ । ରାଜ୍ୟର ସବୁ ପ୍ରମୁଖ ସହରର ବଡ଼ ବଡ଼…

TO-HWLWRE
୨୦ ହଜାରରୁ କମ୍‌ ମୂଲ୍ୟରେ ମିଳିବ ଏହି ଜବରଦସ୍ତ ଟୁ-ହ୍ୱିଲର

ନୂଆଦିଲ୍ଲୀ: ମାତ୍ର ୨୯୯ ଟଙ୍କାର ଫିଚର ଫୋନ୍‌, ୩,୯୯୯ ଟଙ୍କାର LED ଟିଭି ଲଞ୍ଚ୍ କରିଥିବା କମ୍ପାନୀ Detel ଏବେ ଇଲେକ୍ଟ୍ରିକ ଟୁ-ହ୍ୱିଲର କ୍ଷେତ୍ରରେ ଜବରଦସ୍ତ ଧମାକା କରିଛି। ଡିଟେଲ ମାତ୍ର ୧୯,୯୯୯ ଟଙ୍କାରେ ଗ୍ରାହକଙ୍କ ପାଇଁ ଏକ ଦମ୍‌ଦାର ଟୁ-ହ୍ୱିଲର ଲଞ୍ଚ କରିଛି। ଯାହାର ନାଁ ରହିଛି Detel Easy । ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ଏଭଳି ଆଶ୍ଚର୍ଯ୍ୟକର ପ୍ରଡକ୍ଟ ଆଣିବାରେ ଡିଟେଲ୍‌ କମ୍ପାନୀ ବେଶ୍‌ ଚର୍ଚ୍ଚିତ। Detel Easy ଟୁ-ହ୍ୱିଲର […]

  • Sunday, 04 July 2021
ଆଜି ବାଲି ତୃତୀୟା: ଭିନ୍ନ ଏକ ଓଡ଼ିଆ ପରମ୍ପରା

|| ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତ‌ତଂ ନମଃ । ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ || ଆଜି ବାଲି ତୃତୀୟା। ଭିନ୍ନ ଏକ ଓଡ଼ିଆ ପରମ୍ପରା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ। ଏହି ପର୍ବ ଭାରତ ବର୍ଷରେ କେବଳ ଓଡ଼ିଶାରେ ହିନ୍ଦୁ ତଥା ବିଶେଷ କରି ବ୍ରାହ୍ମଣ ପରିବାରର ଗୁଡ଼ିକରେ ପାଳନ କରାଯାଏ। ବିବାହିତା ମହିଳା ମାନେ ସ୍ୱାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା […]

  • Sunday, 04 July 2021
husband
ସ୍ୱାମୀଙ୍କ ପ୍ରେମରେ ଅଣନିଃଶ୍ୱାସୀ ପତ୍ନୀ; ତଲାକ ପାଇଁ କୋର୍ଟରେ ଆବେଦନ କଲେ

ଲକ୍ଷ୍ନୌ: କଥାରେ ଅଛି ଅତିରୁ ଇତି। ଅର୍ଥାତ ଆବଶ୍ୟକ ଠାରୁ ଅଧିକ ମିଳିବା ଖରାପ। ସମ୍ପର୍କରେ ବି ଠିକ୍ ସେମିତି ହୋଇଥାଏ। କୁହାଯାଏ, ପିଲାଙ୍କୁ ଆବଶ୍ୟକତା ଠାରୁ ଅଧିକ ଗେହ୍ଲା କଲେ ସେମାନେ ବିଗିଡ଼ିଯାଆନ୍ତି, କିନ୍ତୁ ଅତ୍ୟଧିକ ଭଲପାଇବା ଯେ କାହାକୁ ଅଣନିଶ୍ୱାସୀ କରିଦେବ, ଏକଥା ଅପଣ କେବେ ଶୁଣିନଥିବେ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଠିକ୍‌ ଏଭଳି ଏକ ଘଟଣା ଘଟିଛି। ସ୍ୱାମୀରେ ଅତ୍ୟଧିକ ଭଲ ପାଇବାରେ ଅତିଷ୍ଠ […]

  • Sunday, 04 July 2021
Chocolate Girl Pragyan Paramita
ଚର୍ଚ୍ଚାରେ ଚକୋଲେଟ୍ ଗାର୍ଲ: Odisha's Chocolate Girl Pragyan Paramita

ମୟୂରଭଞ୍ଜ: କିଏ ଡାକ ଟିକଟ ତ କିଏ ଖବର କାଗଜ, ପୁଣି କିଏ କାଗଜ ନୋଟ ସଂଗ୍ରହ କରୁଥିବା କଥା ଆପଣମାନଙ୍କ ନଜରକୁ ଆସିଥିବl ତେବେ ଭିନ୍ନ ଭିନ୍ନ ଦେଶର ଚକୋଲେଟ ଜରି ସଂଗ୍ରହ କରି ରେକର୍ଡ କରିବା ନିଶା ଶୁଣିଛନ୍ତି କି ? ଭାରତ ତଥା ବିଭିନ୍ନ ଦେଶରୁ ଚକୋଲେଟ ଜରି ସଂଗ୍ରହ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳ ମେଣ୍ଢାଖାଇର ଅଞ୍ଚଳର ଝିଅ ପ୍ରଜ୍ଞା ପରମିତା ମନ୍ତ୍ରୀ […]

  • Sunday, 04 July 2021
0000
ଶବ ସତ୍କାର ପୂର୍ବରୁ ଉଠି ବସିଲା ୧୨ ବର୍ଷର ଝିଅ, କଥା କହିଲା ଆଉ ତା’ ପରେ...

ଜାକର୍ତା: ଇଣ୍ଡୋନେସିଆର ଇଷ୍ଟ ଜାଭାରେ ଘଟିଛି ଏକ ଅଜବ ଘଟଣା ଯାହା ସ୍ଥାନୀୟ ମିଡିଆରେ ପ୍ରମୁଖ ଖବରର ସ୍ଥାନ ପାଇଛି। ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୨ ବର୍ଷର ଏକ ଝିଅର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ତେବେ ଆଶ୍ଚର୍ଯ୍ୟର କଥା, ସତ୍କାର ପୂର୍ବରୁ ଯେତେବେଳେ ଶିଶୁର ମା’  ଶବକୁ  ଧୋଇଦେଲେ ଅଚାନକ ଝିଅଟି ଉଠି ବସିଲା ଏବଂ କଥା କହିବାକୁ ଲାଗିଲା। ଘର ଲୋକଙ୍କ ଖୁସି କହିଲେ ନ ସରେ। ହେଲେ ଏହି ଖୁସି […]

  • Sunday, 04 July 2021
old-man
୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

ନୂଆଦିଲ୍ଲୀ: କଥାରେ ଦୃଢ଼ ମନୋବଳ ଆଗରେ ବୟସ ହାର ମାନିଥାଏ। ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାର ପାନିପତରେ। ପାନିପତରେ ରହୁଥିବା ଜମସେର୍ ସିଂହ ସାନ୍ଧୁ ଅଗଷ୍ଟ ୨୫ ତାରିଖ ଅର୍ଥାତ୍ ମଙ୍ଗଳବାର ନିଜର ୬୨ତମ ଜନ୍ମଦିନ ପାଳନ କରିଛନ୍ତି। ତେବେ ସେ ନିଜର ପ୍ରତି ଜନ୍ମଦିନରେ ଏମିତି ନିଆରା ଢଙ୍ଗରେ ପାଳିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି। ଜମସେର୍ ନିଜର ଜନ୍ମଦିନରେ ସେତିକି କିଲୋମିଟର୍ ଦୌଡ଼ନ୍ତି, ଯେତିକି ବର୍ଷରେ ସେ […]

  • Sunday, 04 July 2021