ନୂଆଦିଲ୍ଲୀ: କେଉଁଠୁ ଆସିଥାଇପାରେ କରୋନା ଭୂତାଣୁ ? ଚୀନର ଉହାନ୍ ଲ୍ୟାବ୍ ନା କୌଣସି ପଶୁପକ୍ଷୀ ? ଭିନ୍ନ ଭିନ୍ନ ଥିଓରୀ ଓ ଭିନ୍ନ ଭିନ୍ନ ମତବାଦକୁ ନେଇ ଭୂତାଣୁ ସଂକ୍ରମଣକୁ ୧୫ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ, ଏନେଇ କାହାରି ପାଖରେ ବି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ପ୍ରଥମେ ସନ୍ଦେହ ଘେରରୁ ଆସିଥିଲା ସାପ, ଏହାପରେ ପାଙ୍ଗୋଲିନ ବା ବଜ୍ରକାପ୍ତା ଓ ପରେ ପରେ ଶାଳିଆପତନି ଭଳି ରାତ୍ରିଚର […]
ନୂଆଦିଲ୍ଲୀ: ଯଦି କୌଣସି ଅନ୍ଲାଇନ୍ ପ୍ଲାଟଫର୍ମ କିମ୍ବା ଅଟୋ ଡେବିଟ୍ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟରୁ ପଇସା କଟୁଛି, ତାହେଲେ ଆଜିଠୁ ଏ ସମ୍ପର୍କିତ ନିୟମରେ ପରିବର୍ତ୍ତନ ହେବ। ଯାହା ଆପଣଙ୍କ ଜାଣିବା ନିହାତି ଜରୁରୀ। ଏଣିକି ଏସବୁ ନେଣଦେଣ ପାଇଁ ଗ୍ରାହକଙ୍କ ପାଖକୁ ମେସେଜ ଆସିବ। ଆଉ ମେସେଜକୁ OK କଲେ ହିଁ ଟ୍ରାଞ୍ଜାକ୍ସନ ହୋଇପାରିବ। ଏଥିସହ ଆଜିଠୁ ଆୟକର ଦାଖଲ ନିୟମରେ ବି କିଛି ପରିବର୍ତ୍ତନ ହେବ। ଓଟିଟି ପ୍ଲାଟ୍ଫର୍ମର ସବ୍ସ୍କ୍ରିପସନ୍ ହେଉ କିମ୍ବା ମୋବାଇଲ […]
ବ୍ରହ୍ମପୁର : କୋଭିଡ ହସ୍ପିଟାଲରେ ପାଠପଢ଼ା । କଲେଜ ବନ୍ଦ, କୋଚିଂ ସେଣ୍ଟର ବନ୍ଦ । ହେଲେ ଚାଟାର୍ଡ ଆକାଉଣ୍ଟାଟାଣ୍ଟ ହେବାର ସ୍ୱପ୍ନ ଆଗରେ ଅଦୃଶ୍ୟ ଭାଇରସର ଯନ୍ତ୍ରଣା ହାରିଯାଉଛି । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଦିନରାତି କଠିନ ପରିଶ୍ରମ କରୁଛନ୍ତି କରୋନା ସଂକ୍ରମିତ ଯୁବକ । ପାଠପଢ଼ାରେ ବାଧା ସୃଷ୍ଟି କରିପାରିନି ମହାମାରୀର ମାୟାଜାଲ । ଅଦୃଶ୍ୟ ଭାଇରସ୍ ଭୟରେ ଜୀବନଯାତ୍ରା ଠପ୍ ହୋଇ ଯାଇଥିବା ବେଳେ କୋଭିଡ୍ ହସ୍ପିଟାଲରେ ରହି ପରୀକ୍ଷା ପାଇଁ […]
ଭଦ୍ରକ(ପାର୍ଥସାରଥି ନାୟକ): ବୟସ ଠାରୁ ୧୦ ଗୁଣ ଅଧିକ ସାଉଣ୍ଟିଛନ୍ତି ପୁରସ୍କାର ଓ ମାନ ପତ୍ର । ଘରର କାନ୍ଥ ଓ ଘର ଭିତରରେ ଦୃଶ୍ୟ ହିଁ କହୁଛି ଝିଅର ସଫଳତାର କାହାଣୀ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଏହି କଳା ପ୍ରତି ସଂପୂର୍ଣ୍ଣ ସମର୍ପିତ ଥିବା ଛାତ୍ରୀ ଜଣଙ୍କ ଛୋଟ ବେଳ ହୁଁ ନିଜ କଳାର ପ୍ରଦର୍ଶନ କରି ଚାଲିଛନ୍ତି । ଅଳ୍ପ ବୟସରୁ ସାଉଁଣ୍ଟି ଚାଲିଛନ୍ତି ମାନପତ୍ର, ପୁରସ୍କାର, ମେଡାଲ ଓ […]
ଥିରୁବନ୍ତପୁରମ୍: ପ୍ଲାଷ୍ଟିକ୍ ପାଲ ଘୋଡ଼ା ଝୁପୁଡ଼ି ଘରୁ ଆଇଆଇଏମ୍ ପ୍ରଫେସର୍ । କଠିନ ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ । ଦୁଇ ଓଳି ଦୁଇ ମୁଠା ଖାଇବାକୁ ନଥିଲେ ସୁଦ୍ଧା ଭବିଷ୍ୟତରେ ଶିକ୍ଷକ ସାଜି ଶିକ୍ଷାର ଆଲୋକ ବାଣ୍ଟିବାକୁ ଚାହୁଁଥିଲା ଗରିବ ପୁଅ । ଶେଷରେ ଆଜି ତାଙ୍କର ଝାଳବୁହା ପରିଶ୍ରମର ମୂଲ୍ୟ ମିଳିଛି । ମେଧାକୁ ପାଥେୟ କରି ସଂଘର୍ଷ ଓ ସଫଳତାର କାହାଣୀ ଲେଖିଲେ ରଞ୍ଜିତ୍ ରାମଚନ୍ଦ୍ରନ । ଦୃଢ଼ ଇଚ୍ଛାଶକ୍ତି ଓ […]
ଭୋକରେ ଆଉଟୁପାଉଟୁ ପେଟ ଖୋଜେନା ସ୍ୱାଦିଷ୍ଟ ଭୋଜନ । ଦାନା ମୁଠେ ପଡ଼ିଗଲେ, ଅମୃତ ମିଳିଗଲା ପରେ ଲାଗେ । ମୁଠାଏ ପଖାଳ ଆଉ ଚେନାଏ ପିଆଜର ପ୍ରକୃତ ମୂଲ୍ୟ ବୁଝେ ଗରିବ ବାପୁଡ଼ା । ଦି ଓଳି ଦି ମୁଠା ଖାଇବାକୁ ନଥିଲେ ବି ପରିବାର ପାଇଁ ଗରିବର ଖୋଲା ଆଖି ଖିଲିଖିଲି ସ୍ୱପ୍ନ ଦେଖି ହସୁଥାଏ । ଧନୀ ଲୋକେ ବାଛି ବାଛି ଖାଦ୍ୟ ଖାଉଥିବା ବେଳେ ଅଇଁଠା ପତ୍ର ଚାଟି ଭଙ୍ଗା ନଳକୂପର […]
ଜୟପୁର: ଆଜିର ଦିନରେ ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କଠୁ କମ୍ ନୁହେଁ। ଅନେକ କ୍ଷେତ୍ରରେ ମହିଳାମାନେ ସେମାନଙ୍କର ଦକ୍ଷତା,ପାରଦର୍ଶିତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ପକାଇ ସଫଳତାର ଶୀର୍ଷରେ ପହଞ୍ଚୁଛନ୍ତି, ନିଜର ନାଁକୁ ଉଜ୍ଜ୍ୱଳ କରିପାରିଛନ୍ତି। ହେଲେ ଏମିତି ଏକ ଦିନ ଥିଲା ଯେତେବେଳେ ଝିଅମାନଙ୍କୁ ଅଭିଶାପ ଓ ବୋଝ ବୋଲି ଲୋକମାନେ ଭାବୁଥିଲେ। ଏଥିପାଇଁ ଅନେକ ସ୍ଥାନରେ ଝିଅମାନେ ଜନ୍ମ ହେବା କ୍ଷଣି ସେମାନଙ୍କୁ ମାରି ଦେଉଥିଲେ। ୧୯୬୦ ମସିହାରେ ରାଜସ୍ଥାନ ଅଜମୈର ଜିଲ୍ଲାର […]
ମାତୃଭୂମି ଏବଂ ମାତୃଭାଷାକୁ ସୁରକ୍ଷା ଦେବାରେ ସରକାର ଯେତିକି ବିଫଳ, ଏଥିପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରେ ତଥାକଥିତ ବୁଦ୍ଧିଜୀବି ସେତିକି ସମ୍ବେଦନହୀନ । ତେଣୁ ଆଜି ଉଭୟେ ମାତୃଭୂମି ଏବଂ ମାତୃଭାଷା ବିପଦରେ । ଏଭଳି କହିବାର ମାନେ ବୁଝିବାକୁ ହେଲେ ଓଡିଶାର ଏନ୍ତୁଡିଶାଳ କୁହାଯାଉଥିବା ପାରଳାଖେମୁଣ୍ଡି ସହରର ସ୍ଥିତିକୁ ଦେଖିବାକୁ ହେବ । ଏଠାରେ ଅଣଓଡିଆ ଭାଷାର ପ୍ରଭାବ ଏତେ ଯେ, ଓଡିଆ ଭାଷା ଏଠାରେ ନିଜର ପରିଚୟ ଖୋଜିବା ଭଳି ସ୍ଥିତି […]
ଓଡିଶା ଇତିହାସରେ ଏପ୍ରିଲ ୧ ତାରିଖ ଅବିସ୍ମରଣୀୟ ଦିନ। ୧୯୩୬ ଆଜିର ଦିନରେ ସାରା ଭାରତ ବର୍ଷରେ ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ଆମ ରାଜ୍ୟ ଓଡିଶା। ଏହା ପୂର୍ବରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଆମ ଉତ୍କଳ। ୧୫୬୮ ମସିହାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ୪୨ ଥରରେ ମାଟ୍ରିକ୍ ପାସ୍, ୧୦ ଥରରେ ଦ୍ୱାଦଶ। ୮ ବର୍ଷର ପାଠକୁ ପଢ଼ିବାକୁ ଲାଗିଛି ପ୍ରାୟ ୫୦ ବର୍ଷ। ଫେଲ୍ ହେଲେ ପୁଣି ପରୀକ୍ଷା ଦେଉଥିଲେ। ଥରେ ନହେଲେ ପୁଣି ଆଉ ଥରେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପାଠ ପଢ଼ିବାକୁ ଯେ କେବଳ ବୟସ କିମ୍ବା ଅର୍ଥ ଆବଶ୍ୟକ ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି ଢେଙ୍କାନାଳ ସଦର ବ୍ଲକ୍ ପାରିଖେଦା ଗାଁର ତ୍ରିଲୋଚନ। ବିଫଳତା ସଫଳତାର ସୋପାନ। ବାରମ୍ବାର ବିଫଳ […]
ଭୁବନେଶ୍ୱର: ଏବେ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଅତିଷ୍ଠ ହେଉଛି ଜୀବନ। ଏପରି ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା କଷ୍ଟକର ହୋଇପଡୁଛି। ଓଡ଼ିଶାରେ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳିଛି। ଗରମ ଏବଂ ଗୁଳୁଗୁଳିରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ନ୍ତି। ଖରାରେ ବାହାରକୁ ନ ବାହାରିବା ସବୁଠୁ ଭଲ। ହେଲେ ଯଦି କୌଣସି କାମରେ ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି, ତା’ହାଲେ ସତର୍କତା ଅବଲମ୍ୱନ କଲେ ଆସିବାକୁ […]
ବାଲିଗୁଡ଼ା(ଅଜିତ କୁମାର ନାୟକ): ସୁନ୍ଦର ସ୍ୱାସ୍ଥ୍ୟ ରେସ୍ରେ ସମସ୍ତଙ୍କୁ ପଛରେ ପକାଇ ଟାଇଟଲ୍ ହାସଲ କଲେ ହୋମ୍ଗାର୍ଡ। ପ୍ରତିକୂଳ ପରିସ୍ଥିତି ସହ କଠିନ ପରିଶ୍ରମ ଯୋଗୁ ଏଭଳି ସଫଳତା ପାଇଛନ୍ତି ବାଲିଗୁଡା ଥାନାରେ କାର୍ଯ୍ୟରତ ଦିଲୀପ କୁମାର ପାତ୍ର। କେବଳ ପୋଲିସ ଡିପାର୍ଟମେଣ୍ଟରେ ନୁହେଁ ବରଂ ସାରା ଜିଲ୍ଲାରେ ତାଙ୍କୁ ନେଇ ଚର୍ଚ୍ଚା। ଜିମ୍ରେ ଚାଲିଛି ୱାର୍କ ଆଉଟ୍। ବଡି ବିଲଡିଂ ପାଇଁ କଠିନ ପରିଶ୍ରମ। ଆଉ ଏହି କଠିନ ପରିଶ୍ରମ ହିଁ ଆଣି ଦେଇଛି ସଫଳତା। […]
ଚୌଦ୍ୱାର(ପ୍ରକାଶ କୁମାର ନାୟକ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱରେ ଆଜିର ଦିବସକୁ ମହିଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ପ୍ରଥମ ଥର ପାଇଁ ନ୍ୟୁୟର୍କରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଞ୍ଜ’। କଳା ହେଉ ଅବା କ୍ରୀଡ଼ା ରାଜନୀତି, ପ୍ରଶାସନ ଓ ସେନା ସବୁ କ୍ଷେତ୍ରରେ ସଫଳତାର ପାଇ ଏବେ ଆଗରେ ରହୁଛନ୍ତି ମହିଳା। ହକ୍ […]
ସମଗ୍ର ବିଶ୍ୱରେ ଓଡ଼ିଆ ଖାଦ୍ୟପେୟର ପରିଚୟ ସ୍ୱତନ୍ତ୍ର। ଏହାର ଲୋକପ୍ରିୟତାକୁ ଆହୁରି ସୁଦୂର ପ୍ରସାରିତ କରିଛି ଆମର ପଖାଳ ଭାତ। ସେଇଥି ପାଇଁ ତ ଯିଏ ଓଡ଼ିଶା ଆସେ ପଖାଳ ନ ଖାଇଲେ ତା ମନ ବୁଝେ ନାହିଁ। ଏମିତି କି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଖାଳ ଭାରି ପସନ୍ଦ। ଖାଣ୍ଟି ଓଡ଼ିଆ ଖାଦ୍ୟ ତଥା ପ୍ରତିଟି ଓଡ଼ିଆଙ୍କ ପ୍ରାଣ ପଖାଳକୁ ବେଶ ପସନ୍ଦ କରିଥାନ୍ତି ନବୀନ। ଏ କଥା ଆମେ କହୁନୁ, ଖୋଦ ମୁଖ୍ୟମନ୍ତ୍ରୀ […]
କୃଷି ପ୍ରଧାନ ରାଜ୍ୟ ଓଡ଼ିଶା। ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଖଟିଖିଆର ଭାତ ହାଣ୍ଡିରୁ ଆରମ୍ଭ କରି ସୌଖିନ ହୋଟେଲ ପର୍ଯ୍ୟନ୍ତ ସବୁଠି ରହିଛି ଏହାର ଚାହିଦା। ଟେଷ୍ଟି ପାଇଁ ପଖାଳ ସହିତ ଏକାଧିକ ରୁଚି ପୂର୍ଣ୍ଣ ଉପାଦାନ ଯୋଡା ଯାଇଥିଲେ ବି କେବେ ହେଲେ ଏହା ନିଜର ମୌଳିକତା ହରାଇ ନାହିଁ। ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ […]
ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଆର୍ଥିକ, ରାଜନୈତିକ, ସାମାଜିକ ତଥା ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଯୋଗଦାନ ବଢ଼ାଇବା ଓ ତାଙ୍କୁ ନିଜର ଅଧିକାର ପ୍ରତି ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ। ଏହା ବ୍ୟତୀତ ସମାଜରେ ସେମାନଙ୍କୁ ଉଚିତ ସ୍ଥାନ ଦେବା ସହ ତାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ପାଇଁ ଏହି ଉତ୍ସବ ପାଳନ କରାଯାଏ । ପ୍ରତିବର୍ଷ ଏହି ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍ ରହିଥାଏ । ତେବେ ଚଳିତ ବର୍ଷର […]
ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। କୁହାଯାଏ, ମା’ ବାଗ୍ଦେବୀଙ୍କୁ ପୂଜା କଲେ ବିଦ୍ୟା ଓ ବୁଦ୍ଧି ଲାଭ ହୁଏ। ହିନ୍ଦୁ ଧର୍ମ ଅନୁସାରେ, ବସନ୍ତ ପଞ୍ଚମୀର ବହୁତ ମହତ୍ୱ ଅଛି। ଶାସ୍ତ୍ର ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀ ଜନ୍ମଗ୍ରହଣ କରିଥିଲେ। ବସନ୍ତ ପଞ୍ଚମୀର […]
ଭୁବନେଶ୍ୱର(ଅରିନ୍ଦମ ଦାସ): ଭୁବନେଶ୍ୱର ବିମାନ ବନ୍ଦରର ରନ୍ୱେ ଅବସ୍ଥା ଠିକ୍ ନ ଥିବାରୁ ବିମାନ ଅବତରଣ ବେଳେ ବିପଦ ଉପୁଜିବା ନେଇ ପାଇଲଟ୍ ଆଶଙ୍କା ପ୍ରକଟ କରିଛନ୍ତି। ଦୀର୍ଘ ବର୍ଷ ହେବ ରି-କାର୍ପେଟିଂ ହୋଇ ନ ଥିବାରୁ ଏଭଳି ସମ୍ଭାବନା ଉପୁଜିଛି। ଦୈନନ୍ଦିନ ଭୁବନେଶ୍ୱର ବିମାନବନ୍ଦରର ରନ୍ୱେରେ ଅବତରଣ କରୁଛି ଅନେକ ବିମାନ। ହେଲେ ରନ୍ୱେର ମରାମତି ହୋଇନଥିବାରୁ ଏବେ ନାନା ଆଶଙ୍କା ଉପୁଜିଛି। ରନ୍ୱେ ରି-କାର୍ପେଟିଂ ପାଇଁ କାମ ଆରମ୍ଭ ହେଉ ହେଉ କରୋନା ପାଇଁ କଟକଣା […]
ବରଫ ଉପରେ ଦୁଃସାହାସିକ କ୍ରୀଡା। ଧୋତି ଓ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷ ସ୍କିଂ କରିଛନ୍ତି ଭାରତୀୟ ଦମ୍ପତି।ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି ଦିବ୍ୟା ଓ ମଧୁଙ୍କର ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯାହାକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର। ସଫେଦ ବରଫ ଉପରେ ଦୁଃସାହସିକ କ୍ରୀଡ଼ା, ତା ପୁଣି ଭାରତୀୟ ପାରମ୍ପରିକ ପରିପାଟୀରେ। ଯୁଗ ବଦଳିବା ସହ ଲୋକମାନଙ୍କ ପିନ୍ଧିବା ଶୈଳୀ ବଦଳିଯାଉଛି। […]
ନୂଆଦିଲ୍ଲୀ: ମାଙ୍କଡ଼ ତଡ଼ିବାରେ ଗ୍ରାମବାସୀଙ୍କୁ ସାହାଯ୍ୟ କରିବେ ଗରିବଙ୍କ ମସିହା। ତାଲାବନ୍ଦ ସମୟରେ ଶ୍ରମିକଙ୍କ ଭଗବାନ୍ ସାଜିଥିବା ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏବେ ମାଙ୍କଡ଼ ତଡ଼ିବେ। କଥାଟି ଟିକିଏ ଅଜବ ଲାଗୁଥିଲେ ବି, ସମ୍ପୂର୍ଣ୍ଣ ସତ। ମହାମାରୀରେ ଜୀବନ ସହ ସଂଗ୍ରାମ କରୁଥିବା ମଣିଷଙ୍କ ମୁହଁରେ ହସ ଫୁଟାଇଥିବା ଦେବଦୂତ ଗ୍ରାମବାସୀଙ୍କୁ ମାଙ୍କଡ଼ ଦୌରାତ୍ମ୍ୟରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତା। ତାଲାବନ୍ଦ ଠାରୁ […]
ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହର ଏକ ଭିଡିଓ ଫଟୋଗ୍ରାଫର କ୍ରମାଗତ ଭାବରେ ନବବଧୂର ଫଟୋ କ୍ଲିକ୍ କରୁଥିଲା ବେଳେ ରାଗିଗଲେ ବର ରାଗରେ ଚାପୁଡ଼ା ମାରି ଫଟୋଗ୍ରାଫି ନିଶା ଉତ୍ତାରିଦେଲେ, ଷ୍ଟେଜ ଉପରେ ହସି ହସି ଗଡ଼ିଗଲେ କନ୍ୟା ନୂଆଦିଲ୍ଲୀ: ବିବାହ ଉତ୍ସବରେ ଫଟୋଗ୍ରାଫରଙ୍କୁ ବ୍ରହ୍ମଚାପୁଡ଼ା। ବରକୁ କୋଣଠେସା କରି ଲଗାତାର କନ୍ୟାର ଫଟୋ ଉଠାଉଥିଲେ ଫଟୋଗ୍ରାଫର। କିଛି ସମୟ ନୀରବ ରହିବା ପରେ ହଠାତ ରାଗିଗଲେ ବରବାବୁ। ଆଉ ଫଟୋଗ୍ରାଫର ବାବୁଙ୍କର ଠାଣିବାଣୀରେ ବ୍ରେକ […]
ଡିଜେଲ ପକାଇଲେ, ଝିଅକୁ ଖୋଜି ଦେବୁ! ରକ୍ଷକ ଯେବେ ଭକ୍ଷକ ସାଜେ ଅଭିଯୋଗ କରିବ କାହାକୁ? କାନପୁର: ମଳିମୁଣ୍ଡିଆ ଝିଅବୋହୂଙ୍କ ଇଜ୍ଜତ୍ କ’ଣ ଇଜ୍ଜତ୍ ନୁହେଁ? ଅପହୃତ ନାବାଳିକା ଝିଅକୁ ଖୋଜିବାକୁ କହିଲେ ଲାଞ୍ଚ ମାଗୁଛନ୍ତି ପୋଲିସ ବାବୁ। ତାଳି ପଡ଼ିଥିବା ଛିଣ୍ଡା ଲୁଗାର ଚିରା ପଣତରେ ଝିଅ ପାଇଁ ଭିକ ମାଗୁଛି ଦିବ୍ୟାଙ୍ଗ ମା’। କାନ୍ଦି କାନ୍ଦି ବିକଳ ହୋଇ କହୁଛି, ବଢ଼ିଲା ଝିଅ ମୋର କିପରି ଥିବ ? ହେଲେ ଗରିବ ମା’ର ଲୁହ […]
ସକ୍ଷମ ଭିନ୍ନକ୍ଷମ ଅନନ୍ତ ବୈଶ୍ୟ ଚାଷୀଙ୍କ ପାଇଁ ତିଆରି କଲେ ସ୍ୱତନ୍ତ୍ର ଆପ୍ ନାକ ଦ୍ୱାରା ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଅଙ୍ଗୁଳିରେ ଲାପଟପ୍ ଚଳାଉଛନ୍ତି AKTUର ଟପ୍ -6 ଆପରେ ସ୍ଥାନ ପାଇଛି ଏହି ଆପ୍ କାନପୁର: ଜୀବନରେ ଚ୍ୟାଲେଞ୍ଜ ନଥିଲେ, ଜୀବନରେ କିଛି ମଜା ନାହିଁ। ଅସୁବିଧା କାହା ଜୀବନରେ ନାହିଁ ? ଜୀବନଟା ସମସ୍ତଙ୍କ ପାଇଁ ସମସ୍ୟା ବହୁଳ। ହେଲେ ଅଦ୍ୟମ ଚେଷ୍ଟା ଓ ଆତ୍ମବିଶ୍ୱାସ ବଳରେ ଜଣେ ନିଜର ସ୍ୱପ୍ନ ପୂରଣ […]
ଫେବୃଆରୀ ପହିଲାରୁ ଦେଶର ଅର୍ଥନୀତି ସଜାଡି ହୋଇପାରେ। ନଚେତ ବିଗିଡି ଯିବାର ମଧ୍ୟ ଅନେକ ସମ୍ଭାବନା ରହିଛି । କାରଣ ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏ ଦିନ ଅନେକ ବଡ ଘୋଷଣା ହେବାର ରହିଛି। ଆଉ କିଛିଟା ପରିବର୍ତ୍ତନ ହେଲେ ଯାହାର ପ୍ରଭାବ ଆପଣଙ୍କ ପକେଟ ଉପରେ ସିଧା ପଡିବ। ବଜେଟ ବ୍ୟତୀତ ଫେବୃଆରୀ ପହିଲାରୁ ଦେଶର ଅନେକ ପରିବର୍ତ୍ତନ ହେବାକୁ […]