• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

husband
କି ଯୁଗ ହେଲାରେ ବାବା !! ଶେଷକୁ ସ୍ୱାମୀକୁ ବିକ୍ରି କରିଦେଲା ସ୍ତ୍ରୀ

ସ୍ୱାମୀକୁ ବିକ୍ରି କରିଦେଲା ସ୍ତ୍ରୀ। ମାତ୍ର ଦେଢ କୋଟି ଟଙ୍କାରେ ନିଜ ୭ ଜନ୍ମର ସାଥୀକୁ ବିକ୍ରି କରିଦେଲା ସ୍ତ୍ରୀ।ମିଳିଥିବା ସୂଚନା ଅନୁସାରେ, ଏପରି ଘଟଣାଟି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି। ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।

  • Wednesday, 14 July 2021
poison
ବିଶ୍ୱାସ ହେଉନଥିଲେ ବି ସତ: ବିଷ ବିକି କୋଟିପତି ହେଲେ ଯୁବକ

ବଜାରରେ ବିକ୍ରି ହେଉଛି ବିଷ। ବିଷ ବିକି ବିକି ଲକ୍ଷପତି ୨୫ ବର୍ଷ ବୟସ୍କ ମହମ୍ମଦ ହାମିଦ୍ ବୋସ୍ତା। ହୁଏତ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେଉଥିବ। କିନ୍ତୁ ଘଟଣାଟି ପୂରା ସତ୍ୟ।  ମିଳିଥିବା ସୂଚନା ଅନୁସାରେ, ବିଷ ବିକ୍ରି କରୁଛନ୍ତି ମିଶରରେ ରହୁଥିବା ହାମିଦ୍। ଆଜିର ଦିନରେ କେବଳ ବିଚ୍ଛାର ବିଷ ବିକ୍ରି କରି କରି ସେ ଲକ୍ଷପତି ହୋଇଛନ୍ତି। ତାଙ୍କର ଏହି ଅଜବ ସଉକ ଦିନେ ଯେ,  ତାଙ୍କୁ ଲକ୍ଷପତି କରିଦେବ ତାହା ସେ ନିଜେ ବି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ହାମିଦ୍ ବିକ୍ରି କରୁଥିବା ଏକ ଗ୍ରାମ ବିଷର ମୂଲ୍ୟ ପାଖାପାଖି ୭୩ ଲକ୍ଷ ଟଙ୍କା ରହିଛି।

  • Wednesday, 14 July 2021
khbar-odisha-chapal
ଗୋବରରୁ ତିଆରି ହେଉଛି ଏମିତି ସାମଗ୍ରୀ ଯାହାକୁ ଦେଖିଲେ ଆପଣ ପେଟ ପୂରିଯିବ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଗୋବରକୁ ପବିତ୍ର ବୋଲି ମନାଯାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗୋବର ନାଁ ଶୁଣିଲେ ନାକ ଟେକନ୍ତି। ହେଲେ, ଆମ ରାଜ୍ୟରେ ପୂଜାପାଠ, ହୋମ ଯଜ୍ଞ ଆଦିରେ ଗୋବର ଆବଶ୍ୟକ ହୋଇଥାଏ। ଏପରିକି ପୂଜାପାଠ, ପର୍ବପର୍ବାଣିରେ ଘର ଦ୍ୱାର ମୁହଁରେ ଗୋବର ଲିପାଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗୋବର ଉପରେ ବର୍ତ୍ତମାନ ସମୟରେ ରିସର୍ଚ୍ଚ ଚାଲିଛି। ହୁଏତ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ କିନ୍ତୁ ଘଟଣାଟି […]

  • Wednesday, 14 July 2021
Train
ପୁଣି ବଢିବ ରେଳ ଭଡା: ଜାଣନ୍ତୁ କେଉଁ ତାରିଖରୁ ବଢିବ ଭଡା.....

ବଢିବ ଟ୍ରେନ ଭଡା। ଭଡା ବଢିବା ନେଇ ନିଷ୍ପତ୍ତି ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ। ଆସନ୍ତା ୬ ତାରିଖରୁ ବର୍ଧିତ ଭଡା ଲାଗୁ ହେବ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ , କରୋନା ମହାମାରୀ ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୨ରୁ ଯାତ୍ରୀ ପରିବହନ ଉପରେ ରୋକ ଲଗାଇଥିଲା ରେଳ ମନ୍ତ୍ରଣାଳୟ।

  • Wednesday, 14 July 2021
New years new rule
ନୂଆ ବର୍ଷ ଆସିଲା, ଦେଶରେ ନୂଆ ନିୟମ ବି ଲାଗୁ ହେଲା

ନୂଆ ବର୍ଷ ଆସିଲା, ଦେଶରେ ନୂଆ ନିୟମ ବି ଲାଗୁ ହେଲା। ଅନେକ କ୍ଷେତ୍ରରେ ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ତେବେ ଏହି ନିୟମ ସମ୍ପର୍କରେ ଆପଣ ବି ଜାଣିବା ନିହାତି ଦରକାର। କାହିଁକି ନା ଟିକିଏ ଅସାବଧାନତା ହେତୁ ଆପଣଙ୍କୁ ଦେବାକୁ ପଡିପାରେ ମୋଟା ଅଙ୍କର ଜୋରିମାନା। ତେଣୁ ନିଶ୍ଚିତ ଭାବରେ ଜାଣିରଖନ୍ତୁ କେଉଁ ନିୟମରେ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର।

  • Wednesday, 14 July 2021
Gold-Rate
୨୦୨୧ରେ ଏତିକି ବଢିବ ସୁନା ଦର !!

ହୁ ହୁ ହୋଇ ବଢିବାରେ ଲାଗିଛି ସୁନା ଦର। ସୁନା କିଣିବାକୁ ଏଣିକି ଲାଗୁଛି ଡର। କହିବାକୁ ଗଲେ, ବର୍ତ୍ତମାନ ସମୟରେ ୧୦ ଗ୍ରାମ ସୁନାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କାରୁ ଅଧିକ ରହିଛି। କିନ୍ତୁ ଲୋକମାନେ ସୁନା କିଣିବାରେ କମ କରୁନଥିବା ଅନେକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହାରି ମଧ୍ୟରେ ସୁନାକୁ ନେଇ ଯେଉଁ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଛି ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି।

  • Wednesday, 14 July 2021
Politics
ଜାତୀୟ ସ୍ତରରେ ୨୦ ମସିହାରେ କେଉଁ ନେତା ଥିଲେ ଚର୍ଚ୍ଚାରେ?

ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। କରୋନା ମହାମାରୀର ପରିଚାଳନା କେତେ ସୁନ୍ଦର ଭାବରେ ମୋଦି କରିଥିଲେ ତାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚା ବି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ନିଜ କେଶ କିମ୍ବା ଦାଢି କାଟିନାହାନ୍ତି। ଯାହାକୁ ନେଇ ବେଶ ଚର୍ଚ୍ଚା ହୁଏ।

2020 Politics
୨୦୨୦ରେ ରାଜ୍ୟରେ କେଉଁ ନେତା ଥିଲେ ଚର୍ଚ୍ଚାରେ?

୨୦୨୦ ମସିହାରେ ରାଜ୍ୟଠୁ ଦେଶର ରାଜନୀତି ବେଶ ଚର୍ଚ୍ଚିତ ଓ ଘଟଣାବହୁଳ ଥିଲା। କରୋନା ମହାମାରୀ ବି ରାଜନୀତିରେ ପୂର୍ଣ୍ଣଚ୍ଛେଦ ଟାଣି ପାରିନଥିଲା। ତେବେ କେଉଁ ନେତା ନିଜ କାମ ଲାଗି ଚର୍ଚ୍ଚାରେ ରହିଥିଲେ ତ ଆଉ କେଉଁ ନେତା ନିଜ ବିବାଦୀୟ ମନ୍ତବ୍ୟ ଓ ବିବାଦୀୟ କାମ ଲାଗି ଚର୍ଚ୍ଚାରେ ଥିଲେ। ତେବେ ନଜର ପକାନ୍ତୁ କିଛି ଚର୍ଚ୍ଚିତ ନେତାଙ୍କ ଉପରେ…

2020 politics
୨୦ରେ ଚର୍ଚ୍ଚାରେ ଥିଲେ ଏହି ୨୦ ନେତା: ଜାଣନ୍ତୁ କିଏ କାହିଁକି ହୋଇଥିଲେ ଚର୍ଚ୍ଚିତ

୨୦୨୦ ମସିହାରେ ରାଜ୍ୟଠଉ ଦେଶର ରାଜନୀତି ବେଶ ଚର୍ଚ୍ଚିତ ଓ ଘଟଣା ବହୁଳ ଥିଲା। କରୋନା ମହାମାରୀ ବି ରାଜନୀତିରେ ପୁନଚ୍ଛେଦ ଟାଣିପାରିନଥିଲା। ତେବେ କେଉଁ ନେତା ନିଜ କାମ ଲାଗି ଚର୍ଚ୍ଚାରେ ରହିଥିଲେ ତ ଆଉ କେଉଁ ନେତା ନିଜ ବିବାଦୀୟ ମନ୍ତବ୍ୟ ଓ ବିବାଦୀୟ କାମ ଲାଗି ଚର୍ଚ୍ଚାରେ ଥିଲେ। ତେବେ ନଜର ପକାନ୍ତୁ କିଛି ଚର୍ଚ୍ଚିତ ନେତାଙ୍କ ଉପରେ...

  • Wednesday, 14 July 2021
toll gate
ରାସ୍ତାରେ ଆଉ ରହିବ ନାହିଁ ଟୋଲଗେଟ୍

ଖୁବଶୀଘ୍ର ଦେଶରଉ ଉଠିଯିବ ଟୋଲଗେଟ୍। ଆଉ ରାସ୍ତାରେ ଯିବା ବେଳେ ଆଉ ଗାଡି ଚାଳକଙ୍କୁ ଲଗାଇବା ଲାଗି ପଡିବ ନାହିଁ ଲମ୍ବା ଲାଇନ କି ବାରମ୍ବାର ଦେବାକୁ ପଡିବ ନାହିଁ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତିନ ଗଡକରୀ।

  • Wednesday, 14 July 2021
Indo-Pak 1971 War
କେଉଁ ଚିଠି କି ପଢିକି ସରେଣ୍ଡର କରିଥିଲା ପାକ୍ ସେନା?

ନୂଆଦିଲ୍ଲୀ : 1971 ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଅନେକ ଦିନ ଧରି ଚାଲିଥିଲା। କିନ୍ତୁ ୨ୟ ପାରା ବାଟାଲିଅନ୍ ଗ୍ରୁପ୍ ଆସିବା ପରେ ପାକିସ୍ତାନୀ ସେନା ବାଂଲାଦେଶର ରାଜଧାନୀ ଢାକାକୁ ଘେରି ରହିଥିଲା। ଏହି ସମୟ ମଧ୍ୟରେ ପାକ୍ ସେନାର ଲେଫ୍ଟନାଣ୍ଟ ଜେନେରାଲ ଏଏକେ ନିଆଜୀଙ୍କ ନିକଟକୁ ଏକ ଚିଠି ପଠାଯାଇଥିଲା। କିନ୍ତୁ ପାସ ସେନା ଢାକାରେ ବ୍ୟାପକ ଭାବରେ ବ୍ୟାପିଥିଲେ । ​​କ୍ୟାପଟେନ ନିର୍ବାଣ ଏବଂ ତାଙ୍କ ଦଳ ଏହି ଚିଠିକୁ […]

1971 war
ମାତ୍ର ୧୩ ଦିନରେ ଧୂଳି ଚାଟିଲା ପାକିସ୍ତାନ

ନୂଆଦିଲ୍ଲୀ : ଡିସେମ୍ବର ୧୬ ତାରିଖ ଆସିବା ମାତ୍ରେ ପ୍ରତ୍ୟେକ ଭାରତୀୟ ୧୯୭୧ ମସିହାକୁ ହିଁ ମନେ ପକାନ୍ତି । କାରଣ ଏହି ତାରିଖରେ ପଡୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନ ଭାରତର୧୧ ଟି ଏୟାର ଫିଲ୍ଡ ଉପରେ ଆକ୍ରମଣ କରିଥିଲା ।  ମାତ୍ର ୧୩ ଦିନ ମଧ୍ୟରେ ପାକିସ୍ତାନକୁ କଡା ଜବାବ ଦେବାରେ ସଫଳ ହୋଇଥିଲା ଭାରତ ।  ଘୋମାଘୋଟ ଯୁଦ୍ଧରେ ପାକିସ୍ତାନୀ […]

farmer
୨୦୦ ଟଙ୍କାର ଜମି କିଣିଲେ, ୬୦ ଲକ୍ଷ ଟଙ୍କାର ହୀରା ପାଇଲେ

ସତରେ ଭାଗ୍ୟ ବଡ ବଳବାନ । ଭଗବାନ କେତେ ବେଳେ କାହାକୁ କଣ ଦେବେ ତାହା କେବି ବି କହିପାରିବେ ନାହିଁ । ସେଥି ପାଇଁ ତ କୁହାଯାଏ ଆଲ୍ଲା ଯେବେ ଦେବେ ଛପର ଫାର୍ଡକି ଦେବେ । ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବୁ ଯାହାକୁ ନେଇ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ । ମିଳିଥିବା ସୂଚନା ଅନୁସାରେ, ଗତ ମାସରେ ମଧ୍ୟ ପ୍ରଦେଶର ଜଣେ ବ୍ୟକ୍ତି ମାତ୍ର ୨୦୦ […]

  • Wednesday, 14 July 2021
dog
ମଣିଷ ଭଳି ଆପଣ ନିଜ ପଶୁଙ୍କର କରି ପାରିବେ ବୀମା...ଜାଣନ୍ତୁ କେମିତି?

ଆଜିକାଲି ସମୟରେ ସମସ୍ତେ ପ୍ରାୟ ନିଜ ଘରେ ପୋଷା କୁକୁର ରଖିବାକୁ ବେଶ ପସନ୍ଦ କରୁଛନ୍ତି । କେବଳ ଯେ, ପସନ୍ଦ କରୁଛନ୍ତି ତାହା ନୁହେଁ ବରଂ ଅଧିକାଂଶ ଲୋକ ରଖୁଛନ୍ତି । ଆମେ ନିଜେ ନିଜର ଯେପରି ନୀତିଦିନ ନିଜର ଯତ୍ନ ନିଅନ୍ତି ସେମାନଙ୍କର ମଧ୍ୟ ଆମେ ମାନେ ସେମିତି ଭାବରେ ଯତ୍ନ ନିଅନ୍ତି । ବର୍ତ୍ତମାନ ସମୟରେ ସମସ୍ତେ ସ୍ୱାସ୍ଥ୍ୟକୁ ନେଇ ବେଶ୍ ଯତ୍ନବାନ ହେଉଛନ୍ତି । ଶରୀରରେ କିଛି ବି ସମସ୍ୟା ଦେଖାଗଲେ […]

  • Wednesday, 14 July 2021
Bolb-thum
ବଲବର ଦାମ ୯ ଲକ୍ଷ ଟଙ୍କା । ଏମିତି ଏ ବଲ୍ ରେ କ'ଣ ଅଛି ଯେ ଏହାର ଦାମ ଏତେ ଅଧିକ ରହିଛି

ବଲର ଦାମ ୯ ଲକ୍ଷ । ବିଶ୍ୱାସ ହେଉନଥିଲେ ବି ସତ । ସାଧାରଣ ଭାବରେ ଆପଣ ଭାବୁଥିବେ କି ବଜାରରେ ତ ୪୦ କିମ୍ବା ୫୦ ଟଙ୍କାରେ ଭଲ ବଲ ମିଳିଯାଉଛି । ଏ ବଲରେ ଏମିତି କଣ ଅଛି ଯେ, ଏହାର ଦାମ ଶହେ ନୁହେଁ କି ୨ ଶହ ନୁହେଁ ବରଂ ୯ ଲକ୍ଷ ଟଙ୍କା ।

  • Wednesday, 14 July 2021
sonu sood
ଗରୀବଙ୍କୁ ସାହାଯ୍ୟ କରିବାକୁ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତି ବନ୍ଧକ ରଖିଲେ ସୋନୁ ସୁଦ୍...

ଅନ୍ୟକୁ ସାହାଯ୍ୟ କରିବାକୁ ନିଜ ସମ୍ପତ୍ତି ବନ୍ଧକ ରଖିଲେ ଅଭନେତା ସୋନୁ ସୁଦ୍ । ଲକ୍ଷେ ନୁହେଁ କି ୨ ଲକ୍ଷର ନୁହେଁ ବରଂ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି ସୋନୁ । ଜୁହୁରେ ଅବସ୍ଥିତ ନିଜର ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି ସୋନୁ । ତେବେ ଏହି ସମ୍ପତ୍ତିରେ ୨ ଟି ଦୋକାନ ଏବଂ ୬ ଟି ଉଚ୍ଚ କୋଟୀର ଫ୍ଲାଟ ରହିଛି ।

  • Wednesday, 14 July 2021
60 women
ମହିଳାମାନଙ୍କ ପାଇଁ ଖୁସି ଖବର, ମିଳିବ ୬୦ ହଜାର ଟଙ୍କା...ଜାଣନ୍ତୁ କିଏ ଓ କାହିଁକି ଦେଉଛି ଟଙ୍କା ?

ସବୁ ମହିଳାଙ୍କୁ ମିଳିବ ୬୦ ହଜାର ଟଙ୍କା । ଏମିତି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି । କାରଣ କୌଣସି ବି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଲେ ତାହା ବହୁ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଥାଏ

  • Wednesday, 14 July 2021
itali house
ମାତ୍ର ୯୦ ଟଙ୍କାରେ ମିଳିବ ଘର !!  ଜାଣନ୍ତୁ କେଉଁଠାରେ ମିଳୁଛି ଘର

ଇଟାଲୀ : ମାତ୍ର ୯୦ ଟଙ୍କାରେ ମିଳୁଛି ଘର ।  ହଁ ଆଜ୍ଞା ଆପଣଙ୍କ ବିଶ୍ୱାସ ହେଉନଥିଲେ ବି ସତ । ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁସାରେ ମାତ୍ର ୯୦ ଟଙ୍କାରେ ଘର ଯେ।ଗାଇ ଦିଆଯିବ ବେ।ଲି ଜଣାପଡିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଯଦି ଆପଣ ସେହି ଘରକୁ କିଣିବା ଲାଗି ଇଚ୍ଛା ରଖିଛନ୍ତି ତେବେ ଆପଣ ପ୍ରଥମେ ୯୦ ଟଙ୍କା ଦେଇ ଘର କିଣିବେ ସତ କିନ୍ତୁ ଆପଣ ସେହି […]

  • Wednesday, 14 July 2021
main
କରୋନା ସୁପରସ୍ପ୍ରେଡର କିଏ? ଗବେଷଣା କହୁଛି ସଂକ୍ରମିତ ନୁହଁନ୍ତି!

ଭୁବନେଶ୍ୱର: ବିଶ୍ୱକୁ ଘାରିଛି ମହାମାରୀ ଚିନ୍ତା। ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛି କରୋନା ସଂକ୍ରମଣ। ଦିନକୁ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ପାଖାପାଖି ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶେଷ କରି ଆମେରିକା, ସ୍ପେନ, ଇଟାଲୀ ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି। ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତି […]

  • Wednesday, 14 July 2021
89449428_2925044187552866_6
ରାଜନୀତିରେ ଗ୍ଲାମର ସାଥୀ

ଭୁବନେଶ୍ୱର: ଅଭିନେତ୍ରୀଙ୍କ ହାତ ଧରିଲେ ନେତା। ପ୍ରଥମେ ଚୋରା ପ୍ରେମ ଆଉ ଶେଷରେ ବିବାହ। ଆମେ କହୁଛୁ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓ ବଲିଉଡ୍ ଅଭିନେତ୍ରୀ ଝିଲିକଙ୍କ କଥା। ଅଭିନେତ୍ରୀ ଝିଲିକ ରାଜନେତା ପ୍ରିତିରଞ୍ଜନ ଘଡାଇଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ସେହି ସସପେନ୍ସର ଅନ୍ତ ଘଟିଛି। ଦେଖିବାକୁ ଗଲେ, ପାୱାର-ଗ୍ଲାମର ପ୍ରେମ କିଛି ନୂଆ କଥା ନୁହେଁ। ରିଲ୍ ଲାଇଫରୁ ଆସି ପଲିଟିକାଲ ଫାମିଲି ସହ ଆଟାଚ୍ ହେବାରେ ଝିଲିକ୍ ପ୍ରଥମ ନୁହଁନ୍ତି। ତାଙ୍କ […]

  • Wednesday, 14 July 2021
Mahanadi girl
ମହାନଦୀର ପ୍ରଖର ସୁଅରେ ଭାସି ଆସିଥିଲେ, ପୁଣି ଜୀବନରେ ଆସିଲା ନୂଆ ମୋଡ଼

ଝାରସୁଗୁଡ଼ା: ଯୁଗ ଆସି କେଉଁଠି ପହଞ୍ଚିଲାଣି, ହେଲେ ଆଜି ବି ଏମିତି ଅନେକ ପରିବାର କନ୍ୟା ସନ୍ତାନ ପାଇଁ କୁଣ୍ଠିତ ପ୍ରକାଶ କରୁଛନ୍ତି। ହେଲେ ରକ୍ତ ସମ୍ପର୍କ ନଥାଇ ବି, ମନର ସମ୍ପର୍କ ଓ ମମତାର ସମ୍ପର୍କ କେତେ ଯେ ନିବିଡ଼ ହୋଇପାରେ, ତାହା ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁରର କାଲୋ ଦମ୍ପତି। ୫ ବର୍ଷ ତଳେ ଛତିଶଗଡ଼ରୁ ମହାନଦୀରେ ଭାସି ଆସିଥିବା ଜଣେ ଝିଅକୁ ସେମାନେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। […]

  • Tuesday, 13 July 2021
lord ram
ଜାଣନ୍ତୁ, ରାମନବମୀର ବିଶେଷ ମହତ୍ୱ

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀରେ ରାମନବମୀ ପାଳନ କରାଯାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ, ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ତ୍ରେତୟାଯୁଗରେ ରାବଣର ଅତ୍ୟାଚାରର ସବୁ ଦିନ ପାଇଁ ଅନ୍ତ ଘଟାଇବା ପାଇଁ ତଥା ଧର୍ମର ପୁନଃ ସ୍ଥାପନ ପାଇଁ ଭଗବାନ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ଚୈତ୍ର ଶୁକ୍ଲପକ୍ଷ ନବମୀରେ ପୁନର୍ବସୁ ନକ୍ଷତ୍ର ତଥା କର୍କଟ ଲଗ୍ନରେ ରାଜା ଦଶରଥଙ୍କ ଘରେ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଚଳିତ […]

truck
ଆପଣ ପୁରୁଣା ଗାଡ଼ି ଚଲାଉଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଏହି ଜିନିଷ...

ଭୁବନେଶ୍ୱର: ଆପଣଙ୍କର ପୁରୁଣା ଗାଡ଼ି ପୁରା ଫିଟ୍ ଅଛି, ଏଣୁ ସ୍କ୍ରାପିଂ ପଲିସିରୁ ବାଦ୍ ପଡ଼ିଯିବେ ଭାବି ଖୁସି ହେଉଛନ୍ତି କି ? ହେଲେ ତାହା ଏତେଟା ସହଜ ନୁହେଁ। କାହିଁକି ନା ପୁରୁଣା ଗାଡ଼ି ଚଲାଇବାକୁ ହେଲେ, ଆପଣଙ୍କୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଗ୍ରୀନ୍‌ ଟ୍ୟାକ୍ସ। ରାଜ୍ୟ ଗୁଡ଼ିକୁ ଏମିତି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର। ପୁରୁଣା ଓ ପ୍ରଦୂଷଣକାରୀ ଯାନବାହନ ଚଳାଚଳକୁ ନିରୁତ୍ସାହିତ କରିବା ଲାଗି କେନ୍ଦ୍ର ସରକାରଙ୍କ ଗ୍ରୀନ୍ ଟ୍ୟାକ୍ସ […]

  • Tuesday, 13 July 2021
Corona
କେମିତି ମଣିଷ ଶରୀରରେ ପ୍ରବେଶ କଲା କରୋନା ଭୂତାଣୁ ?

ନୂଆଦିଲ୍ଲୀ: କେଉଁଠୁ ଆସିଥାଇପାରେ କରୋନା ଭୂତାଣୁ ? ଚୀନର ଉହାନ୍‌ ଲ୍ୟାବ୍ ନା କୌଣସି ପଶୁପକ୍ଷୀ ? ଭିନ୍ନ ଭିନ୍ନ ଥିଓରୀ ଓ ଭିନ୍ନ ଭିନ୍ନ ମତବାଦକୁ ନେଇ ଭୂତାଣୁ ସଂକ୍ରମଣକୁ ୧୫ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ, ଏନେଇ କାହାରି ପାଖରେ ବି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। କରୋନା ଭୂତାଣୁର ଉତ୍ପତ୍ତିକୁ ନେଇ ପ୍ରଥମେ ସନ୍ଦେହ ଘେରରୁ ଆସିଥିଲା ସାପ, ଏହାପରେ ପାଙ୍ଗୋଲିନ ବା ବଜ୍ରକାପ୍ତା ଓ ପରେ ପରେ ଶାଳିଆପତନି ଭଳି ରାତ୍ରିଚର […]

  • Tuesday, 13 July 2021
new rules from april 1
ଆଜିଠୁ ବଦଳିବ ଏହିସବୁ ନିୟମ

ନୂଆଦିଲ୍ଲୀ: ଯଦି କୌଣସି ଅନ୍‌ଲାଇନ୍‌ ପ୍ଲାଟଫର୍ମ କିମ୍ବା ଅଟୋ ଡେବିଟ୍‌ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟରୁ ପଇସା କଟୁଛି, ତାହେଲେ ଆଜିଠୁ ଏ ସମ୍ପର୍କିତ ନିୟମରେ ପରିବର୍ତ୍ତନ ହେବ। ଯାହା ଆପଣଙ୍କ ଜାଣିବା ନିହାତି ଜରୁରୀ। ଏଣିକି ଏସବୁ ନେଣଦେଣ ପାଇଁ ଗ୍ରାହକଙ୍କ ପାଖକୁ ମେସେଜ ଆସିବ। ଆଉ ମେସେଜକୁ OK କଲେ ହିଁ ଟ୍ରାଞ୍ଜାକ୍ସନ ହୋଇପାରିବ। ଏଥିସହ ଆଜିଠୁ ଆୟକର ଦାଖଲ ନିୟମରେ ବି କିଛି ପରିବର୍ତ୍ତନ ହେବ। ଓଟିଟି ପ୍ଲାଟ୍‌‌ଫର୍ମର ସବ୍‌ସ୍କ୍ରିପସନ୍ ହେଉ କିମ୍ବା ମୋବାଇଲ […]

  • Tuesday, 13 July 2021