• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

jatra
ଧୁମଧାମ୍‌ରେ ପାଳିତ ଖାଇଫୋଡ଼ ଯାତ୍ରା

ପିପିଲି ( ଦୁତିକୃଷ୍ଣ ପଟ୍ଟନାୟକ) : ପୁରୀ ସାକ୍ଷୀଗୋପାଳ ଭୀମପୁର ଗାଁରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି ଖାଇଫୋଡ଼ ଯାତ୍ରା।  ଦୋକାନ ବଜାର ସାଙ୍ଗକୁ ଭକ୍ତମାନଙ୍କ ଭିଡ଼ରେ ବେଶ ଚଳଚଂଚଳ ହୋଇ ଉଠିଥିଲା ମାଆ ଗଡ଼ଚଣ୍ଡୀଙ୍କ ପୀଠ। ଦେହରେ ନୂତନ ବସ୍ତ୍ର । ମଥାରେ ମା’ଙ୍କ ସିନ୍ଦୁର। ହାତରେ କତା ରଶି ଓ ଲୁହା କଂଟା। ଗାଁ ପୋଖରୀ କୂଳରେ ମାନସିକଧାରୀଙ୍କ ପିଠିରେ ଚାଲିଛି କଣ୍ଟା ଫୋଡା। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଭୀମପୁର ଗାଁରେ ଅନୁଷ୍ଠିତ ଖାଇଫୋଡ […]

  • Friday, 16 July 2021
family reunites
୨୪ ବର୍ଷ ତଳେ ହଜି ଯାଇଥିଲା ଝିଅ

ନୂଆଦିଲ୍ଲୀ: ପିଲାମାନଙ୍କ ପ୍ରତି ପିତାମାତାଙ୍କର ଭଲପାଇବା ସବୁବେଳେ ଅତୁଟ ରହିଥାଏ। ଦୁନିଆରେ ବାପା-ମା’ଙ୍କ ଭଳି ଭଲପାଇବା ଆଉ ସେହ୍ନ କେଉଁଠୁ ବି ମିଳିନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ପିତା ଦୀର୍ଘ ୨୪ ବର୍ଷ ଧରି ତାଙ୍କର ହଜିଯାଇଥିବା ଝିଅକୁ ଖୋଜୁଥିଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ଏହି ଘଟଣା ସତ୍ୟ ବୋଲି ଜଣାପଡ଼ିଛି। ତେବେ ପଢ଼ନ୍ତୁ ପୂରା ଘଟଣା… ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଚାଇନାର ଚେଙ୍ଗ୍‌ଦୁ ସହରର। ୱାଙ୍ଗ ମିଙ୍ଗ୍‌କିଙ୍ଗ୍‌ […]

space
ହୋଟେଲ୍‌ର ଦାମ୍‌ ଶୁଣିଲେ ଉଡ଼ିଯିବ ହୋସ୍

ଭୁବନେଶ୍ୱର (ସଂଗ୍ରାମ କେଶରୀ ଦାସ ମହାପାତ୍ର): ଆପଣ ମହାକାଶ ଯାତ୍ରାର ସ୍ୱପ୍ନ ଦେଖୁଛନ୍ତି କି? ଜିରୋ ଗ୍ରାଭିଟିରେ ମହାକାଶଚାରୀଙ୍କ ପରି ଭାସି ବୁଲିବାକୁ ଚାହୁଁଛନ୍ତି କି? ଗୋଟିଏ ଦିନରେ ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ଚାହୁଁଛନ୍ତି କି? କିଛି ନହେଲେ ବି, ଆପଣ ପୃଥିବୀ ବାହାରେ ଛୁଟି କଟାଇବାକୁ ଚାହୁଁଛନ୍ତି କି? ଆଉ ୪ ବର୍ଷ ଅପେକ୍ଷା କରନ୍ତୁ । ଆପଣଙ୍କ ଇଚ୍ଛା ୨୦୨୨ ମସିହା ସୁଦ୍ଧା ପୂରଣ ହୋଇପାରେ । କାରଣ ମହାକାଶରେ ପ୍ରଥମ […]

ram
ରାଜ୍ୟବ୍ୟାପୀ ରାମନବମୀର ଧୂମ୍, ସବୁଠି ଭକ୍ତିମୟ ପରିବେଶ

ଭୁବନେଶ୍ୱର :  ପବିତ୍ର ରାମନବମୀରେ ରାଜଧାନୀର ରାମ ମନ୍ଦିରରେ ଭକ୍ତିମୟ ପରିବେଶ। ମର୍ଯ୍ୟାଦା ପୁରୁଷଙ୍କ ଜନ୍ମତିଥିରେ ତାଙ୍କ ପୂଜା ଆରାଧନା ଲାଗି ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଗହଳିଚହଳି। ବିଧି ବିଧାନରେ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କ ନାମ ସଙ୍କୀର୍ତ୍ତନରେ ଉଚ୍ଛୁଳି ଉଠିଥିଲା ପରିବେଶ। ଏପଟେ ରାମନବମୀ ଅବସରରେ ବେଶ୍ ଚଳଚଞ୍ଚଳ ଥିଲା ରାଉରକେଲା ହନୁମାନ ବାଟିକାସ୍ଥିତ ରାମ ମନ୍ଦିର ପରିସର। ଏଠାରେ ତିନି ଦିନ ଧରି ନାମ, ଯଜ୍ଞ ଚାଲିଥିବା ବେଳେ ଆଜି ବିଭିନ୍ନ ଆଖଡ଼ା ପକ୍ଷରୁ […]

  • Friday, 16 July 2021
jj
କନ୍ଧମାଳରେ ସରକାରଙ୍କ ଫମ୍ଫା ପ୍ରତିଶ୍ରୁତି ; ୧୫ ବର୍ଷ ହେଲା ଫଳକରେ ସୀମିତ ସ୍ୱଜଳ ଧାରା ପ୍ରକଳ୍ପ

ଫୁଲବାଣୀ( ତ୍ରିନାଥ ସାହୁ) /ଝାରସୁଗୁଡ଼ା (ଭାଗୀରଥୀ ସାହୁ) : ନିର୍ବାଚନ ଆସିଲେ ଭୋଟରଙ୍କୁ ମିଳେ ପୁଳା ପୁଳା ପ୍ରତିଶ୍ରୁତି। ଭୋଟ୍ ସରିଗଲେ ପ୍ରତିଶ୍ରୁତି ପାଳନ ତ ଦୂରର କଥା, ଆଉ ଦର୍ଶନ ବି ମିଳେନି। ଅନ୍ୟ ସୁବିଧା କଥା ଛାଡ଼ନ୍ତୁ ଟୋପାଏ ବିଶୁଦ୍ଧ ପାଣି ପାଇଁ ବର୍ଷ ବର୍ଷ ଧରି ଡହଳ ବିକଳ ହୁଅନ୍ତି ଜନତା। ଏମତିକି ୧୫ ବର୍ଷ ତଳେ ବିଜେଡି ସରକାରର ପ୍ରଥମ ପାଳିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତି ପଡ଼ିଥିବା ଏକ ପାନୀୟ ଜଳ […]

  • Friday, 16 July 2021
water
ମିଳୁନି ରାସ୍ତା ପାଣି ଭଳି ମୌଳିକ ସୁବିଧା, ବିଜୁଳି ଏହି ଗାଁରେ ସାତ ସପନ

ଭୁବନେଶ୍ୱର : ରାସ୍ତା, ପାଣି, ବିଜୁଳି ଓ ସ୍ୱାସ୍ଥ୍ୟ ସେବା ନିର୍ବାଚନର ଏ ଚାରି  ପ୍ରମୁଖ ପ୍ରସଙ୍ଗକୁ ନେଇ ଏବେ ମଇଦାନରେ ମୁହାଁମୁହିଁ ହେଉଛନ୍ତି ନେତା। ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପ୍ରତିଶ୍ରୁତିର ପାହାଡ଼ ଠିଆ କଲା ବେଳେ ସବୁ ଦଳର ଫୋକସରେ ରହୁଛି ଏ ଚାରି ପ୍ରସଙ୍ଗ। ହେଲେ ରାଜ୍ୟରେ ଏବେ ବି ଏମିତି ଅପହଞ୍ଚ ଇଲାକା ଅଛି ଯେଉଁଠି ନେତାଙ୍କ ପାଦ କେବଳ ଭୋଟ୍ ବେଳେ ପଡେ। ସୁନ୍ଦରଗଡ ଡୁଙ୍ଗୁରିପାଲିର ପାହାଡ଼ ଉପରେ ଥିବା […]

  • Friday, 16 July 2021
air
୧୧୦ଟି ଲଢୁଆ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କ ତିକ୍ତ ହେବାରେ ଲାଗିଥିବା ବେଳେ ଭାରତ ଧୀରେ ଧୀରେ ନିଜର ବାୟୁସେନାର ଶକ୍ତି ବଢ଼ାଇବାରେ ଲାଗିଛି। ବାୟୁ ସେନାକୁ ଆହୁରି ମଜବୁତ୍‌ କରିବା ପାଇଁ ଏବେ ଆମେରିକାଠାରୁ ୧୧୦ଟି ଲଢ଼ୁଆ ବିମାନ କିଣିବାକୁ ଯାଉଛି ଭାରତ। ଏଥିପାଇଁ ବଜେଟ୍‌ ରହିଛି ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା। ଏଥିପାଇଁ ଶୁକ୍ରବାର ବାୟୁ ସେନା ପକ୍ଷରୁ ପ୍ରାରମ୍ଭିକ ଟେଣ୍ଡର ସୂଚନା ଜାରି କରାଯାଇଛି। ମେକ୍‌ ଇନ୍‌ […]

jio
ଜିଓର ଆଇପିଏଲ ଧମାକା ଅଫର :୨୫୧ ଟଙ୍କାରେ ୧୦୨ଜିବି , ୫୧ଦିନ

ଶନିବାର ଠାରୁ ଆରମ୍ଭ ହେଉଛି ଆଇପିଏଲ ଧମାକା। ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । କ୍ରିକେଟ ପ୍ରେମୀଙ୍କ ଏହି ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ଆଗେଇ ଆସିଛି ଦେଶର ପ୍ରମୁଖ ମୋବାଇଲ ଅପରେଟର କମ୍ପାନୀ ଜିଓ। ଆକର୍ଷଣୀୟ ୨୫୧ଟଙ୍କିଆ ଆଇପିଏଲ୍‌ ପ୍ୟାକ୍‌ ଘୋଷଣା କରିଛି। ୫୧ ଦିନର ଅବଧି ସହ ୧୦୨ଜିବିର ଡାଟା ଜିଓ ଗ୍ରାହକମାନେ ପାଇପାରିବେ। ଏହି ପ୍ଲାନ ମୁତାବକ, ସମସ୍ତ ମ୍ୟାଚ ୫୧ ଦିନ ପର୍ଯ୍ୟନ୍ତ ଲାଇଭ ଗ୍ରାହକମାନେ ଦେଖିପାରିବେ ବୋଲି […]

village 09
ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ଖୁଲୁଣ୍ଡିପାଣି ଗାଁର କୁନି କୁନି ପିଲା

ଦେବଗଡ଼ (ସିଦ୍ଧାର୍ଥ ଗୁରୁ) : ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ସୀମାରେ ଅଛି ଝରାକଣ୍ଡଳ ପଂଚାୟତର ଖୁଲୁଣ୍ଡିପାଣି ଗାଁ। ଆଦିବାସୀ  ଅଧ୍ୟୁଷିତ ଏହି  ଗାଁର ସମସ୍ତ ପରିବାର ବିପିଏଲ୍ ତାଲିକାଭୁକ୍ତ ହୋଇଥିବାବେଳେ ମଜୁରୀ କରି ଗୁଜରାଣ ମେଣ୍ଟାଇଥା’ନ୍ତି।  ହେଲେ ଏହି ଗାଁକୁ ସରକାରୀ ଯୋଜନା ଏବେବି ଅପହଞ୍ଚ। ଗାଁରେ ପାଖାପାଖି ୩୫ ଜଣ ଶିଶୁ ଥିବାବେଳେ ସେମାନଙ୍କ ପାଇଁ କୌଣସି ଅଙ୍ଗନଓ୍ୱାଡି କେନ୍ଦ୍ର କିମ୍ବା ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇନାହିଁ। ଏପରିକି ବିଜୁଳି, ପାନୀୟ ଜଳ ମଧ୍ୟ ଏମାନଙ୍କ […]

  • Friday, 16 July 2021
sai anish
ତୁଣ୍ଡରେ ବିଭିନ୍ନ କାର୍‌ର ନାଁ

କୋରାପୁଟ: ବର୍ଣ୍ଣବୋଧ ପଢ଼ିବା ପୂର୍ବରୁ ତୁଣ୍ଡରେ ବ୍ରହ୍ମାଣ୍ଡର କଥା। ମାତ୍ର ସାଢେ ୪ବର୍ଷର ଏକ ଛୁଆର ପାଟି ଖୋଲିଲେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ସମସ୍ତେ। ବିଚକ୍ଷଣ ପ୍ରତିଭା ସହ ଅବିଶ୍ୱସନୀୟ ସ୍ମରଣଶକ୍ତି। ଆଉ ଏଥିପାଇଁ ମିଳିଛି ବହୁତ ସମ୍ମାନ ଆଉ ସ୍ୱୀକୃତି। ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ… କୋରାପୁଟର ସାଇ ଅନିଶ ପଟ୍ଟନାୟକଙ୍କୁ ଏବେ ସ୍ମରଣଶକ୍ତିର ଶହନ୍‌ସାହ କୁହାଯାଉଛି। କାରଣ ଖେଳକୁଦ କରିବା ବୟସରେ ଏବେ ସେ ଜାତୀୟ ,ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ହୋଇ ସାରିଛନ୍ତି। […]

village--r
ଭୋଟ ବେଳେ ନେତା ଦେଉଛନ୍ତି ଗଦା ଗଦା ପ୍ରତିଶ୍ରୁତି ; ହେଲେ ବଦଳୁନି ଗାଁ ଲୋକଙ୍କ ଭାଗ୍ୟ

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) / ନୂଆପଡ଼ା( ମାୟାଧର ସରାଫ) : ଗାଁ ବିକାଶରେ ଦେଶରେ ବିକାଶ। ଏ ଚିନ୍ତାଧାରା ଆଜିର ନୁହେଁ, ବହୁ ପୁରୁଣା। ହେଲେ ଏ ନାରା ଦେଉଥିବା ନେତା ଓ ଶାସନ ପ୍ରଶାସନର ନଜର ଆଢୁଆଳରେ ଏମିତି ଅନେକ ଗାଁ ଅଛି, ଯେଉଁଠି ଆଜି ବି ପଡ଼ିନି ବିକାଶର ପାଦଚିହ୍ନ। ସରକାରଙ୍କ ସବୁ ଉନ୍ନୟନମୂଳକ ଯୋଜନା, ସବୁ ସୁବିଧା ସୁଯୋଗରୁ ବର୍ଷ ବର୍ଷ ଧରି ବଞ୍ଚିତ ହୋଇ ରହୁଛନ୍ତି ଗରିବ ଖଟିଖିଆ ମଣିଷ। […]

  • Friday, 16 July 2021
village people
ତାତିଲେ ଲୋକେ : ମୌଳିକ ସୁବିଧା ନାହିଁ ତ ଭୋଟ ନାହିଁ

ଅନୁଗୁଳ( ବିରଜା ପ୍ରସାଦ ଦାସ) /କୋରାପୁଟ (ସୂର୍ଯ୍ୟ ପଣ୍ଡା) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ଣ୍ଣପାଳ ଗାଁ। ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଏଠାରେ ପହଞ୍ଚି ପାରିନି ବିକାଶ। ସରକାରୀ ଯୋଜନା ଏଠି ଅପହଞ୍ଚ। ଗାଁକୁ ନାହିଁ ଭଲ ରାସ୍ତା କି ପାନୀୟ ଜଳର ସୁବିଧା। କୂଅ କିମ୍ବା ନଳକୂଅ ନଥିବାରୁ ଗାଁରେ ଥିବା ଅପରିଷ୍କାର ପୋଖରୀ କିମ୍ବା ଚୁଆ ପାଣି ପିଅନ୍ତି ଗ୍ରାମବାସୀ। ଏହାସହ ସରକାରଙ୍କ ଆବାସ ଯୋଜନା ଭଳି […]

  • Friday, 16 July 2021
yojana
ଆଦିବାସୀଙ୍କ ଲାଗି ହଜାରେ ଯୋଜନା ; ନାହିଁ ବିକାଶର ଗନ୍ଧ

ମାଲକାନିଗିରି  (ଜିତେନ୍ଦ୍ର ବେଉରା) : ଗାଁର ବିକାଶ ଆଉ ଆଦିବାସୀଙ୍କ ଉନ୍ନତି ପାଇଁ ସରକାରଙ୍କ ହଜାରେ ଯୋଜନା। ଅନ୍ଧାରୀ ମୁଲକରେ ବଞ୍ଚୁଥିବା ଅନୁସୂଚିତ ଜନଜାତି ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ନେତାଙ୍କ କେତେ ବୟାନବାଜି। ହେଲେ ଆମ ରାଜ୍ୟରେ ଏବେ ବି ଏମିତି କିଛି ଅଞ୍ଚଳ ଅଛି, ଯେଉଁଠି ଏଯାଏଁ ପଡ଼ିନି ବିକାଶର ପାଦ ଚିହ୍ନ। ସ୍ୱାଧୀନ ଦେଶର ନାଗରିକ ହୋଇବି ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତା ଆଜି ବି ଏମାନଙ୍କ ପାଇଁ […]

  • Friday, 16 July 2021
ANANDI
ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍‌ ଯୋଶୀଙ୍କ ପ୍ରେରଣାଦାୟୀ କାହାଣୀ  

  ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଡାକ୍ତର ଆନନ୍ଦି ଗୋପାଲ୍‌ ଯୋଶୀ । ଆଜି ତାଙ୍କର ୧୫୩ତମ ଜୟନ୍ତୀ।୧୮୬୫ ମସିହା ମାର୍ଚ୍ଚ ୩୧ ତାରିଖରେ ମହାରାଷ୍ଟ୍ର ଥାନେ ଜିଲ୍ଲାର କଲ୍ୟାଣ ଅଞ୍ଚଳରେ ଆନନ୍ଦି ଗୋପାଲ୍‌ ଯୋଶୀ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଡାକ୍ତର, ଯିଏ ଆମେରିକାରେ ଡାକ୍ତରୀ ଡିଗ୍ରୀ ହାସଲ୍ କରିଥିଲେ। ଏଥିସହିତ ଦେଶର ପ୍ରଥମ ମହିଳା ଭାବେ ସେ ଆମେରିକା ଯାଇଥିଲେ। ସ୍ୱାମୀଙ୍କ ପ୍ରେରଣା ପାଇ ପାଠ ପଢିଥିଲେ: ଆନନ୍ଦି ମାତ୍ର ୯ ବର୍ଷ […]

rajendra
ଅର୍ଥାଭାବ : ଆଇଆଇଟି ପାଠରେ ଡୋରି ବାନ୍ଧିବେ ରାଜେନ୍ଦ୍ର

ଗଜପତି : ଅର୍ଥାଭାବରୁ ଅଧୁରା ରହିବ ଆଇଆଇଟି ଇଂଜିନିୟର ହେବାର ସ୍ୱପ୍ନ। ଏଭଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲାରୁ।  ଖଡ଼ଗପୁର ଆଇଆଇଟିରେ ସିଟ୍‌ ପାଇ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ରାଜେନ୍ଦ୍ର କୁମାର କୁମ୍ଭ ଆର୍ଥିକ ସଙ୍କଟ ପାଇଁ ପାଠରେ ଡୋରି ବାନ୍ଧିବାକୁ ବସିଛନ୍ତି। ରାଜେନ୍ଦ୍ର ହେଉଛନ୍ତି ଗଜପତି ଜିଲ୍ଲାରୁ ପ୍ରଥମ ଛାତ୍ର ଯିଏକି ଆଇଆଇଟି ଖଡ଼ଗପୁର ଭଳି ଏକ ପ୍ରତିଷ୍ଠିତ ସର୍ବ ଭାରତୀୟ ଶିକ୍ଷାନୁଷ୍ଠାନରେ ପାଠପଢୁଥିଲେ। ରାୟଗଡ଼ ବ୍ଲକ ସ୍ଥିତ ରେମ୍ପି ଗାଁରେ […]

bolangir
ଅର୍ଥାଭାବରୁ ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ

ଭୁବନେଶ୍ୱର: ଯିଏ ଦିନେ ଘର ଚଳାଉଥିଲା, ତା ଗୋଡ ଓ ହାତରେ ପଡିଛି ବେଡ଼ି।  ଅର୍ଥାଭାବରୁ ମାନସିକ ଅନଗ୍ରସର ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ। ଏପରି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲ୍‌ଟିକ୍‌ରା ଅଞ୍ଚଳରେ। ଗୋପବନ୍ଧୁ ନଗର ବାସିନ୍ଦା ଗୋବିନ୍ଦ ଝାଙ୍କର ବଡପୁଅ ଯିଏକି ଦିନେ ପରିବାର ପ୍ରତିପୋଷଣ କରୁଥିଲେ ଏବେ ସେ ନିଜେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି। କାରଣ ସେ ଏବେ ମାନସିକ ଅନଗ୍ରସର। ଭୋକ ହେଲେ ନିଜେ […]

mallya
ତୃତୀୟ ଥର ବିବାହ କରିବେ ମାଲ୍ୟା!

ନୂଆଦିଲ୍ଲୀ: ୬୨ ବର୍ଷରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା। ପୂର୍ବରୁ ୨ ଥର ବିବାହ  କରି ସାରିଥିବା ମାଲ୍ୟା ପୁଣିଥରେ ତୃତୀୟ ଥର ଲାଗି ବିବାହ କରିବା ନେଇ ବିଭିନ୍ନ ଯୋଜନା କରୁଥିବାର କୁହାଯାଉଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନ ପଳାଇଥିବା ମାଲ୍ୟା ତାଙ୍କ ପାର୍ଟନର ପିଙ୍କି ଲାଲ୍‌ୱାନିଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଫର୍ମର ଏୟାର ହୋଷ୍ଟେସ୍‌ ପିଙ୍କି ଲାଲ୍‌ୱାନି ମାଲ୍ୟାଙ୍କ ସହିତ […]

monk
ହୀରା ବ୍ୟବସାୟୀଙ୍କ ୧୨ବର୍ଷର ପୁଅ ହେଲେ ସନ୍ୟାସୀ

ସୁରତ : ଯେଉଁ ବୟସରେ ପିଲାମାନେ ଖେଳ ଓ ଖେଳନା ବିଷୟରେ ଭାବିଥାନ୍ତି, ସାଙ୍ଗସାଥି ମେଳରେ ଦିନ ବିତାନ୍ତି, ସେହି ଚପଳ ବୟସରେ ଯଦି ପିଲାଟିଏ ସନ୍ୟାସୀ ହେବାର ନିଷ୍ପତ୍ତି ନିଏ, ଏହା ସମସ୍ତଙ୍କ ପାଇଁ ନିଶ୍ଚୟ ଆଶ୍ଚର୍ଯ୍ୟର କଥା ହେବ। ଏବେ ଏମିତି ଏକ ଘଟଣାକୁ ନେଇ  ଖୁବ୍‌ ଚର୍ଚ୍ଚା। ସୁରତର ହୀରା ବ୍ୟବସାୟୀ ଦୀପେସ ଶାହଙ୍କ ୧୨ ବର୍ଷର ପୁଅ ଭବ୍ୟ ଶାହ। ୭ମ ଶ୍ରେଣୀରେ ପାଠପଢ଼ୁଥିବା ଭବ୍ୟ ବାଛି ନେଇଛନ୍ତି ସନ୍ନ୍ୟାସୀର ପଥ। […]

  • Friday, 16 July 2021
meteor
ଏବେ ଟଙ୍କା ଦେଲେ ହେବ ଉଲକାପାତ

ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର): ରାତିରେ ଆକାଶରୁ ଉଲକାପାତ ଦେଖିଲେ ଅନେକେ ନିଜ ମନସ୍କାମନା ପୁରଣ ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଉଲକାପାତ ଦେଖିବା ଏକ ସୌଭାଗ୍ୟର କଥା। କିନ୍ତୁ ଏବେ ଆପଣଙ୍କ ଇଚ୍ଛାରେ ହୋଇପାରିବ ଉଲକାପାତ। ଆକାଶରୁ ଖସିବ ନୀଳ, ସବୁଜ ଓ କମଳା ଆଦି ରଙ୍ଗର ଉଜ୍ଜ୍ୱଳ ଉଲକା। ଆପଣ ଚାହିଁଲେ କୌଣସି ଉତ୍ସବରେ ଆତସବାଜିରେ ଲୋକଙ୍କ ମନୋରଞ୍ଜନ କରାଇବା ପରିବର୍ତ୍ତେ ଉଲକାପାତ କରାଇ ସେମାନଙ୍କୁ ଚକିତ କରିଦେଇପାରିବେ। କାରଣ […]

chocolate
ବିଶ୍ୱର ସବୁଠୁ ଦାମୀ ଚକୋଲେଟ୍

ପର୍ତ୍ତୁଗାଲ: ଚକୋଲେଟ୍ କାହାର ବା ପସନ୍ଦ ନୁହେଁ, ଏହା ସମସ୍ତଙ୍କ ପସନ୍ଦ। ଯେତେବେଳେ ବି କିଛି ମିଠା ଜିନିଷ ଖାଇବାକୁ ମନକୁ ଆସେ ପ୍ରଥମେ ଚକୋଲେଟ୍ କଥା ହିଁ ମନେ ପଡ଼େ। ଆଜି ଯାଏଁ ଆମ୍ଭେମାନେ କେବଳ ଦାମୀ ଚକୋଲେଟର ନାଁ ଶୁଣିଛେ, ମାତ୍ର କେବେ ଶୁଣିନାହଁ କି ଚକୋଲେଟର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ବି ହୋଇପାରେ। ଟଙ୍କେ କି ଦୁଇ ଟଙ୍କା ନୁହଁ, ଚକୋଲେଟର ମୂଲ୍ୟ ୬ ଲକ୍ଷ ଟଙ୍କା। ପର୍ତ୍ତୁଗାଲର ଓବିଡୋସରେ ଅନୁଷ୍ଠିତ […]

ଜମଦ-୨
ଛାତ୍ରଙ୍କ ଅଦ୍ଭୁତ ସଫଳତା : ମାତ୍ର ୫୦ ହଜାର ଟଙ୍କାରେ ତିଆରି କଲେ ମିନି କାର୍

ବଲାଙ୍ଗିର : ସମସ୍ତଙ୍କର ଇଚ୍ଛା ମୋ ପାଖରେ କାର୍‌ଟିଏ ଥାଆନ୍ତା କି ? କିନ୍ତୁ ବାଧକ ସାଜେ ଅର୍ଥ। କାରଣ କାର୍‌ଟିଏ କିଣିବାକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼େ।  ତେଣୁ ଇଚ୍ଛା ଥାଇ ବି ଲୋକେ କାରଟିଏ କିଣି ପାରି ନଥାନ୍ତି। କିନ୍ତୁ ବଲାଙ୍ଗିରର କିଛି ଛାତ୍ର ମାତ୍ର ୫୦ ହଜାର ଟଙ୍କାରେ ତିଆରି କରିଛନ୍ତି ମିନି କାର୍। ଏହି କାର୍ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ବଲାଙ୍ଗିର ସହର ରାସ୍ତାରେ ଗଡ଼ୁଛି ଟୁ ସିଟର୍ […]

police --
ପୋଲିସ୍‌ ଅଫିସରଙ୍କୁ ସଲାମ୍‌ : ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଦେଲେ ଜୀବନ

ଦୁନିଆରେ ଏମିତି ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ନିଜର ସବୁ ସୁଖକୁ ପଛ କରିଦେଇଛନ୍ତି। ନିଜ ଜୀବନ ବଦଳରେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଛନ୍ତି। ଏହିଭଳି ଜଣେ ବ୍ୟକ୍ତି ହେଲେ ଫ୍ରାନ୍‌ସର ଲେଫ୍ଟନାଣ୍ଟ କର୍ଣ୍ଣଲ୍‌ ଅର୍ଣ୍ଣଡ୍ ବେଲ୍‌ଟ୍ରାମ୍‌। ଗତ ଶୁକ୍ରବାର ଦକ୍ଷିଣ ଫ୍ରାନ୍‌ସର ଏକ ସୁପରମାର୍କେଟ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଆତଙ୍କବାଦୀମାନେ ଜଣେ ମହିଳାଙ୍କୁ ବନ୍ଦୀ କରିନେଇଥିଲେ। ଅର୍ଣ୍ଣଡ୍ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ କବଳରୁ ମହିଳାଙ୍କୁ ରକ୍ଷା କରିବା ପାଇଁ […]

  • Friday, 16 July 2021
0d062de78ba4d73fed35c58e603a0fab
ରତ୍ନଭଣ୍ଡାରରେ ରହିଛି ସର୍ପ ଗର୍ତ୍ତ !

ପୁରୀ: “ଭିତର ରତ୍ନଭଣ୍ଡାରର ପୂର୍ବ ଓ ପଶ୍ଚିମ କାନ୍ଥରେ ରହିଛି ୨ଟି ବଡବଡ ଗର୍ତ୍ତ। ଏହି ଗର୍ତ୍ତରେ ବିରାଟ ସର୍ପ ଯିବାଆସିବା କରିପାରିବାର ପଥ ରହିଛି। କୁହାଯାଏ ଶ୍ରୀ ଲୋକନାଥ ସର୍ପ ରୂପରେ ଭଣ୍ଡାର ରକ୍ଷା କରନ୍ତି। ପୂର୍ବରୁ ଏହି ସର୍ପଙ୍କୁ ମହାପ୍ରସାଦ ସମର୍ପଣର ବିଧି ରହିଥିଲା”। ଏହି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ବୁଦ୍ଧିଜୀବୀ […]

  • Friday, 16 July 2021
police
୭ ବର୍ଷିୟ ପିଲାର ଇଚ୍ଛା ହେଲା ପୂରଣ : ଦିନକ ପାଇଁ ହେଲେ ପୋଲିସ ଇନ୍ସପେକ୍ଟର

ମୁମ୍ୱାଇ: ପୁଣି ଥରେ ଜଣେ ୭ ବର୍ଷର କ୍ୟାନସର ରୋଗୀକୁ ଗୋଟିଏ ଦିନ ପାଇଁ ପୋଲିସ ଇନ୍ସପେକ୍ଟର କରି ପ୍ରଶଂସା ସାଉଁଟିଛି ମୁମ୍ୱାଇ ପୋଲିସ। ତାଙ୍କ ନାଁ ଅର୍ପିତ ମଣ୍ଡଳ। ସେ ପୋଲିସ ଇନ୍ସପେକ୍ଟର ହେବାକୁ ଚାହୁଁଥିଲେ। ଅର୍ପିତଙ୍କ ସମ୍ପର୍କରେ ମୁମ୍ୱାଇ ପୋଲିସ ଜାଣିବା ପରେ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ  ଚାହିଁଥିଲେ। ଏହାପରେ ଇଣ୍ଡିଆ ଫାଉଣ୍ଡେସନ ସହାୟତାରେ ତାଙ୍କ ଇଚ୍ଛା ପୂରଣ କରାଯାଇଛି। ନିକଟରେ ଅର୍ପିତଙ୍କୁ  ଗୋଟିଏ ଦିନ ପାଇଁ ମୁଲୁଣ୍ଡ ପୋଲିସ ଷ୍ଟେସନର […]

  • Friday, 16 July 2021
delhi court
ଦିଲ୍ଲୀ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି : ବଞ୍ଚିଗଲେ ୨୦ ଆପ୍ ବିଧାୟକ

ନୂଆ ଦିଲ୍ଲୀ  : ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି( ଆପ୍‌)ର ୨୦ ଜଣ ବିଧାୟକଙ୍କୁ ଜୀବନଦାନ ଦେଇଛନ୍ତି। ଲାଭଜନକ ପଦରେ ଥିବା ମାମଲାରେ ଜାନୁୟାରୀ ୧୯ରେ ୨୦ ଜଣ ବିଧାୟକଙ୍କ ପଦକୁ  ରଦ୍ଦ କରିଦେଇଥିଲେ ନିର୍ବାଚନ କମିଶନ। ଦିଲ୍ଲୀ  ଉଚ୍ଚ ନ୍ୟାୟାଳୟର ବିଚାର ପରେ ଏହି ବିଧାୟକମାନଙ୍କ ସଦସ୍ୟତା ପଦ ବଳବତ୍ତର ରହିଛି। सत्य की जीत हुई। दिल्ली के लोगों द्वारा चुने हुए प्रतिनिधियों को ग़लत तरीक़े से बर्खास्त […]

  • Friday, 16 July 2021