• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

kiki---
କିମିଅା କରୁଛି କିକି ଚ୍ୟାଲେଞ୍ଜ୍‌

ଭୁବନେଶ୍ୱର : ସୋଶାଲ ମିଡିଅାରେ କିକି ଚ୍ୟାଲେଞ୍ଜକୁ ନେଇ ଏବେ ଜୋରସୋର ଚର୍ଚ୍ଚା। ରାସ୍ତାରେ କାର ଚାଲିଥିବାବେଳେ ଚଳନ୍ତା କାରରୁ ଓହ୍ଲାଇ ଜଣେ କାରର ଡୋର୍ ସାଇଡ୍‌ରେ ନାଚ କରିବା ସହ ଡ୍ରାଇଭର ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ନେବା ହେଉଛି କିକି ଚ୍ୟାଲେଞ୍ଜ। ସୋଶାଲ ମିଡିଅାରେ ବହୁଳ ଭାବେ ଭାଇରାଲ ହୋଇଛି ଏହି ଭିଡିଓ। କାନାଡାର ରାପ୍‌ ଗାୟକ ଡ୍ରେକ୍‌ର ଲୋକପ୍ରିୟ ଅାଲବମ୍‌ ସ୍କୋର୍ପିଅନର ଏକ ଗୀତରେ କାରରୁ ବାହାରି ନାଚ କରୁଛନ୍ତି। ଅନ୍ୟ ଜଣେ […]

  • Monday, 19 July 2021
golden bridge
ସୋଶାଲ ମିଡିଅାରେ ଭାଇରାଲ ଭିଏତନାମର ଗୋଲଡେନ୍ ବ୍ରିଜ୍

ଭୁବନେଶ୍ୱର : ସୋଶାଲ ମିଡିଅାରେ ଭାଇରାଲ ହୋଇଛି ଭିଏତନାମର ଗୋଲଡେନ୍ ବ୍ରିଜ୍। ଡାନାଙ୍ଗରେ ରହିଛି ଏହି ବିଶାଳକାୟ ପୋଲ। ପାହାଡ ଉପର ଦେଇ ଯାଇଛି ଏହି ସୁନ୍ଦର ବ୍ରିଜ୍। ପାହାଡରେ ଥିବା ଜଙ୍ଗଲ ମଧ୍ୟରୁ ବାହାରିଥିବା ଦୁଇଟି କଂକ୍ରିଟ୍ ହାତ ଉପରେ ରହିଛି ଏହି ସୁନ୍ଦର ପୋଲ। ଭିଏତନାମର ଏହି ଗୋଲଡେନ୍ ବ୍ରିଜ୍ ଦେଖିବାକୁ ସାରା ବିଶ୍ୱରୁ ବିଭିନ୍ନ ଦେଶର ପର୍ଯ୍ୟଟକଙ୍କୁ ଅାକୃଷ୍ଟ କରୁଛି। ୧୫୦ ମିଟର ଲମ୍ବ ଏହି ବ୍ରିଜ୍ ଜଙ୍ଗଲ ମଧ୍ୟରେ ଦୁଇ ହାତ […]

  • Monday, 19 July 2021
sdm
ଅଧା ବାଟରେ ପ୍ରସବ ଯନ୍ତ୍ରଣା, ନିଜ ଗାଡ଼ିରେ ମେଡିକାଲ ନେଲେ ଏସଡିଏମ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରାଯାଇଛି। ଏନେଇ ସବୁକିଛି ଠପ୍‌ ହୋଇଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏନେଇ ମଧ୍ୟପ୍ରଦେଶର ବରୱାନୀଠାରେ ଜଣେ ପ୍ରବାସୀ ଗର୍ଭବତୀ ମହିଳାଙ୍କର ରାସ୍ତାରେ ହଠାତ୍‌ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏହି ସମୟରେ ସ୍ଥାନୀୟ ଏସଡିଏମ୍‌ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଏସଡିଏମ୍‌ ଆମ୍ୱୁଲାନ୍ସକୁ ଅପେକ୍ଷା ନକରି ଗର୍ଭବତୀ ମହିଳାଙ୍କୁ […]

  • Monday, 19 July 2021
vlcsnap-error958
ନିର୍ମାଣାଧୀନ ଚେକ୍‌ ଡ୍ୟାମ୍‌ କାମ ନିମ୍ନମାନର ଅଭିଯୋଗ

ରାୟଗଡ଼ା (ମନୋଜ ପାତ୍ର) : ରାୟଗଡ଼ା ଜିଲ୍ଲା ଘୋଡ଼ାନାଲରେ ନିର୍ମାଣାଧୀନ ଚେକ୍‌ ଡ୍ୟାମ୍‌ର କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଲୁହାଛଡ଼କୁ ଟାଣିଲେ ଉପୁଡ଼ି ଯାଉଥିବା ସହ ବାଲିବସ୍ତା ପୁରାଇ କଂକ୍ରିଟ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। କେବଳ ଏତିକି ନୁହେଁ, ଚାଷ ଜମିର ତଳ ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରାଯାଉଥିବାରୁ ଚାଷୀ ନିରାଶ ହୋଇ ପଡିଛନ୍ତି। ତେବେ ଡ୍ୟାମ ତିଆରି ଲାଗି ଭୁଲ ଜାଗା ନିର୍ଦ୍ଧାରଣ […]

  • Monday, 19 July 2021
tier
ଆଗେ ଆଗେ ବାଘ, ପଛେ ପଛେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ସବୁକିଛି ଠପ୍‌ ହୋଇଯାଇଛି। ଏଭଳି ପରିସ୍ଥିତିରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିରେ ପ୍ରବାସୀ ଶ୍ରମିକମାନେ ଚିତାବାଘର ପଛେପଛେ ରାସ୍ତା ପାର ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ବଲିଉଡର ଲୋକପ୍ରିୟ […]

  • Monday, 19 July 2021
snake
ଡାକ୍ତର ପଚାରିଲେ କେଉଁ ସାପ କାମୁଡିଛି, ରୋଗୀଙ୍କ ଉତ୍ତର ଶୁଣି ଡାକ୍ତରଙ୍କ ହୋଶ ଉଡ଼ିଗଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ବଳରାମପୁର ହସ୍ପପିଟାଲରେ ଗୁରୁବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସେହି ମେଡିକାଲରେ ସାପ କାମୁଡିଥିବା ଜଣେ ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଯେତେବେଳେ ତାଙ୍କୁ ପଚାରିଲେ ଯେ ତମର କ’ଣ ହୋଇଛି ରୋଗୀ ଜଣକ ତାଙ୍କୁ ସାପ କାମୁଡିଥିବା କହିଥିଲେ । ହେଲେ ଡାକ୍ତର କେଉଁ ସାପ କାମୁଡିଛି ବୋଲି ପଚାରିବାରୁ ରୋଗୀ ଜଣଙ୍କ ଯେପରି ତାହାର ଉତ୍ତର ଦେଲେ ତାହା ଦେଖି ଛାନିଆ […]

  • Monday, 19 July 2021
2baby
କାଠ ଗାଡ଼ିରେ ଗର୍ଭବତୀ ପତ୍ନୀ ଓ ଶିଶୁକୁ ଧରି ୮ଶହ କି.ମି ଚାଲିଲେ ଶ୍ରମିକ

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ଉପାୟମାନ ଅବଲମ୍ୱନ କରୁଥିବାର ଦେଖୁବାକୁ ମିଳୁଛି। ଘରକୁ ଫେରୁଥିବା ଶ୍ରମିକଙ୍କର ଏଭଳି କଷ୍ଟ ଓ ଯନ୍ତ୍ରଣା ପ୍ରକୃତରେ ଦୃଦୟ ବିଦାରକ। ଏଠି ଆଉଜଣେ ଶ୍ରମିକଙ୍କ ଘରବାହୁଡା ଦୁଃଖ ଓ ଯନ୍ତ୍ରଣା କଥା କହିବୁ ଯିଏ ହାତ ତିଆରି ଏକ କାଠଗାଡ଼ିରେ ଗର୍ଭବତୀ ପତ୍ନୀ ଓ ଶିଶୁ ସନ୍ତାନକୁ […]

  • Monday, 19 July 2021
puadd
ଶାରୀରିକ ଭିନ୍ନକ୍ଷମ ପୁଅ ପାଇଁ ମା’ ସାଜିଲା ଶ୍ରବଣ କୁମାର

ଭୋପାଲ: ଦିନେ ଦୃଷ୍ଟିହୀନ ବାପା-ମା’ଙ୍କୁ ଭାରରେ ବୋହି ବୁଲୁଥିଲେ ଶ୍ରବଣକୁମାର। ଆଜି ଭିନ୍ନକ୍ଷମ ପୁଅ ପାଇଁ ଶ୍ରବଣକୁମାର ସାଜିଛନ୍ତି ମା‘। ପୁଅକୁ ଝୁଲାରେ ବୋହି ଚାଲିଚାଲି ଯାଉଛନ୍ତି। ମହାମାରୀ କରୋନା ଯୋଗୁଁ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି। ଜଣେ ମା’ ନିଜ ଶାରୀରିକ ଭିନ୍ନକ୍ଷମ ପିଲାଟିକୁ […]

  • Monday, 19 July 2021
nursha
କରୋନା ଯୁଦ୍ଧରେ ଇଏ ଆଗଧାଡ଼ିର ନାୟିକା, ପେଟରେ ସନ୍ତାନ ହାତରେ ରୋଗୀ ସେବା

ନୂଆଦିଲ୍ଲୀ: ଆଜି ବିଶ୍ୱ ନର୍ସ ଦିବସରେ ଆମେ ଏଭଳି ଜଣେ ନର୍ସଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ବର୍ତ୍ତମାନ କରୋନା ଯୁଦ୍ଧରେ ଲୋକମାନଙ୍କ ପାଇଁ ଲଢ଼େଇ କରୁଛନ୍ତି। କର୍ଣ୍ଣାଟକର ଶିବାମୋଗାସ୍ଥିତ ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ରୁପା ପ୍ରବୀଣ ରାଓ ନାମକ ଜଣେ ମହିଳା । ସେ ୯ମାସର ଗର୍ଭାବସ୍ଥାରେ ଥିବା ଜଣାପଡିଛନ୍ତି।  ଏଭଳି ଅବସ୍ଥାରେ ଥାଇ ମଧ୍ୟ ଦେଶରେ ମହାମାରୀ କରୋନା ଭାରସର ଯୁଦ୍ଧରେ ନିଜକୁ ସାମିଲ କରି ରୋଗୀମାନଙ୍କର ସେବା କରୁଛନ୍ତି। ରୁପା ପ୍ରବୀଣ […]

  • Monday, 19 July 2021
bottel
ଘର ବାହୁଡ଼ା ଶ୍ରମିକ ଯନ୍ତ୍ରଣା: ଛିଣ୍ଡିଗଲା ଚପଲ, ପାଣି ବୋତଲ ପାଦରେ ବାନ୍ଧି ଚାଲିଲେ ଅସରନ୍ତି ବାଟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସମଗ୍ର ଦେଶରେ ନିଜର କାୟାକୁ ବିସ୍ତାର କରିବାରେ ଲାଗିଛି।  ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ମେ’ ୧୭ରେ ଶେଷ ହେବାକୁ ଯାଉଛି।‌ କରୋନା ସଂକ୍ରମଣ ଯୋଗୁ ଜୀବିକା ହରାଇ ବାହାରେ ଫସି ରହିଥିବା ଶ୍ରମିକମାନେ ଏବେ ଗ୍ରାମାଭିମୁଖୀ। ହେଲେ ଘରକୁ ଫେରିବା ପାଇଁ କୌଣସି ସାଧନ ନାହିଁ। ନ ଗାଡ଼ିମୋଟର ଅଛି ନା ପାଖରେ ଅଛି ଅର୍ଥ। ଏପରି ପରିସ୍ଥିତିରେ ଶ୍ରମିକମାନେ ଶହ […]

  • Monday, 19 July 2021
vlcsnap-error764
ଦୁର୍ଗମ ଅଞ୍ଚଳକୁ ବାଇକ୍‌ରେ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ସ୍ୱାଧୀନତାର ଏତେ ବର୍ଷ ପରେ ବି କରୁଆଡ଼େରାରେ ପହଞ୍ଚି ପାରିନି ସରକାରଙ୍କ ବିକାଶ ରଥ। ଗାଁକୁ ରାସ୍ତା ନାହିଁ କି ପିଇବା ପାଣି ପାଇଁ ନଳ କୂଅଟିଏ ବି ନାହିଁ। ବର୍ଷା ହେଲେ ଡିବିରି ଆଲୁଅ ସାହା ଭରସା। ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାରୁ ଗୁରୁତର ରୋଗୀ ଖଟିଆରେ ବୁହା ହୁଅନ୍ତି। କିନ୍ତୁ ଏବେ ବଣ ପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କରୁଆଡ଼େରାରେ ପହଞ୍ଚିବ ବିକାଶ। ଆଉ ଲୋକଙ୍କୁ ମିଳିବ […]

  • Monday, 19 July 2021
vlcsnap-error016
ଯୋଜନା ନାଁରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

ବାଲେଶ୍ୱର: ସର୍ବଶିକ୍ଷା ଅଭିଯାନରେ ସରକାରଙ୍କ ରୋଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଯୋଜନା ନାଁରେ ସରକାରୀ ଅର୍ଥକୁ ଅଧିକାରୀମାନେ ଆତ୍ମସାତ କରୁଛନ୍ତି। ଏଭଳି ଏକ ଅଭିଯୋଗ ହୋଇଛି ବାଲେଶ୍ୱର ଜିଲ୍ଲାରୁ। ବାଲେଶ୍ୱର ଜିଲ୍ଲା ବୋଳଂଚକ ୟୁଜିୟୁପି ସ୍କୁଲରେ ଅବ୍ୟବସ୍ଥାରେ ପାଠପଢ଼ା ଚାଲିଛି। ସ୍କୁଲର ବାରଣ୍ଡାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୨୦୧୦ରେ ସର୍ବଶିକ୍ଷା ଯୋଜନାରେ ସ୍କୁଲର ଶ୍ରେଣୀଗୃହ ନିର୍ମାଣ ପାଇଁ ୯ଲକ୍ଷ ୬୦ହଜାର ଟଙ୍କା ଆସିଥିଲା। କିନ୍ତୁ ସ୍କୁଲ […]

  • Monday, 19 July 2021
ju
ଛାତରୁ ଖସୁଥିବା ଜଳବୁନ୍ଦା କହେ କେଉଁବର୍ଷ କେତେ ବୃଷ୍ଟିପାତ ହେବ

କାନପୁର: ଉତ୍ତରପ୍ରଦେଶର କାନପୁରଠାରୁ ୫୦ କିଲୋମିଟର ଦୂର ଭିତରଗାଓଁ ନିକଟସ୍ଥ ଏକ ଗାଁ ବେହଟା ବୁଜୁର୍ଗସ୍ଥିତ ଜଗନ୍ନାଥ ମନ୍ଦିରର ଅନେକ ରହସ୍ୟ ଆଜିର ବୈଜ୍ଞାନିକ ଯୁଗରେ ବି ଚର୍ଚ୍ଚାରେ। ଧାର୍ମିକ, ଐତିହାସିକ ଏବଂ ଭୌଗୋଳିକ କାରଣରୁ ଏହି ତୀର୍ଥସ୍ଥଳର ଅଦ୍ଭୁତ ରହସ୍ୟ ବାବଦରେ ଜାଣିବାକୁ ଚେଷ୍ଟା କରି ଗବେଷକ ମାନେ ମଧ୍ୟ ହାର ମାନିଛନ୍ତି। ମନ୍ଦିର କାନ୍ଥରୁ ଝରୁଥିବା ପାଣି ବୁନ୍ଦା ଏହି ମନ୍ଦିରର ସବୁଠୁ ବଡ଼ ରହସ୍ୟ। ସମ୍ପୂର୍ଣ୍ଣ ଓଡ଼ିଶା ପରମ୍ପରାରେ ଅନୁପ୍ରାଣିତ ଏହି ମନ୍ଦିରରେ […]

tiger day1
ଅାଜି ବିଶ୍ୱ ବ୍ୟାଘ୍ର ଦିବସ

ଅାଜି ବିଶ୍ୱ ବ୍ୟାଘ୍ର ଦିବସ। ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ବ୍ୟାଘ୍ର ଦିବସ ପାଳନ କରାଯାଉଛି। ୨୦୧୦ରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ୟାଘ୍ର ସମ୍ମିଳନୀରେ ଜୁଲାଇ ୨୯କୁ ବ୍ୟାଘ୍ର ଦିବସ ରୂପେ ଘୋଷଣା କରାଯାଇଥିଲା। ଘଞ୍ଚ ଜଙ୍ଗଲ କମିବା ଯୋଗୁଁ ବାଘ ସଂଖ୍ୟା ମଧ୍ୟ କମୁଛି। ପରିବେଶ ସନ୍ତୁଳନ ରକ୍ଷା ପାଇଁ ବାଘଙ୍କ ସଂରକ୍ଷଣ ଜରୁରୀ। ଏଥିପାଇଁ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା […]

  • Monday, 19 July 2021
canal
ନିର୍ମାଣର ମାସେ ନପୁରୁଣୁ ଭୁଷୁଡ଼ିଲା କେନାଲ୍‌

ରାୟଗଡ଼ା: ନିର୍ମାଣକୁ ମାସେ ପୁରିନଥିବାବେଳେ କେନାଲ ଭୁଷୁଡି ପଡ଼ିଛି ବୋଲି ଅଭିଯୋଗ ହୋଇଛି। ଯାହା ଫଳରେ ଚାଷ ଜମିକୁ ପାଣି ଯିବା ପରିବର୍ତ୍ତେ ଏଣେ ତେଣେ ବୋହିଯାଉଛି। ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ମାଳିସିରିପୁର ଗାଁ ନିକଟରେ। ଏଠାରେ ପ୍ରାୟ ୧୦ ଫୁଟ୍ ଓସାରରେ ଭୁଷୁଡି ପଡିଛି କେନାଲ।  ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ୩ଟି ପଞ୍ଚାୟତର ୪ ଶହ ଏକରରୁ ଅଧିକ ଚାଷ ଜମିକୁ ଜଳସେଚନ […]

  • Monday, 19 July 2021
705f1277-7db1-4788-85c7-9534504533c0
ଯେମିତି କାମକୁ ସେମିତି ଦରମା : ସରକାରୀ ବ୍ୟାଙ୍କ୍‌ କର୍ମଚାରୀଙ୍କ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ୍‌ କର୍ମଚାରୀଙ୍କ ପାଇଁ ଏବେ ଲାଗୁ ହେବ ନୂଆ ନିୟମ । କର୍ମଚାରୀଙ୍କ ପ୍ରଦର୍ଶନ ଆଧାରରେ ମିଳିବ ମାସିକ ବେତନ। ଷ୍ଚେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI), ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍(PNB) ଏବଂ ବ୍ୟାଙ୍କ୍‌ ଅଫ୍‌ ବରୋଦା ପ୍ରଦର୍ଶନ ଆଧାରରେ ଦରମା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ବ୍ୟାଙ୍କ୍‌ର କେଉଁ କର୍ମଚାରୀଙ୍କ ପାଇଁ ଲାଗୁହେବ ଏହି ନିୟମ ? ବିଜିନେସ୍‌ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ, ଏହି ନିୟମ ଜେନେରାଲ୍‌  ମ୍ୟାନେଜର ଗ୍ରେଡ୍‌ର ଅଧିକାରୀ […]

  • Monday, 19 July 2021
yogi
ପୁଲିସ ୟୁନିଫର୍ମରେ ମୁଖ୍ୟମନ୍ତ୍ରୀଙ୍କଠୁ ଅାଶୀର୍ବାଦ ନେବା ଫଟୋ ଭାଇରାଲ

ଗୋରଖପୁର : ମୁଖ୍ୟମନ୍ତ୍ରୀଙ୍କ ଅାଶିଷ ଲାଭ କରିଛନ୍ତି ପୋଲିସ ଅଧିକାରୀ। ତାହା ପୁଣି ପୁଲିସ ୟୁନିଫର୍ମରେ। ଏପରି ଘଟଣା ପରେ ଏବେ ପୁଣି ଥରେ ବିବାଦ ଘେରକୁ ଅାସିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ। ଗୋରଖପୁର ସର୍କଲ ଅଫିସର୍ ପ୍ରବୀଣ କୁମାର ସିଂ ଗତକାଲି ଗୁରୁ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କୁ ଭେଟିଥିଲେ। ତେବେ ଏହି ସମୟରେ ସେ ତାଙ୍କଠୁ ଅାର୍ଶୀବାଦ ନେଉଥିବା ଫଟୋକୁ ସୋସିଅାଲ୍ ମିଡିଅାରେ ଅପଲୋଡ୍‌ କରିଥିଲେ ସେ। ଯାହାକୁ ନେଇ ଏବେ […]

  • Monday, 19 July 2021
6
ଧୂମ୍‌ଧାମ୍‌ରେ ସରିଲା ରଜ ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ରଜ ସଂକ୍ରାନ୍ତି। ରଜ ଉତ୍ସବର ଦ୍ୱିତୀୟ ଦିନ। କାଲି ଭଳି ଆଜି ବି ଦୋଳି ଖେଳ ସାଙ୍ଗକୁ ସୁଆଦିଆ ପିଠା ଓ ପାନରେ ମହକୁଛି ପରିବେଶ। ବ୍ରହ୍ମପୁରରେ ଦିବ୍ୟାଙ୍ଗ ଉତ୍ସବ ପାଳିଥିବା ବେଳେ ନିଜ ନିଜ ଅଞ୍ଚଳରେ ଆୟୋଜିତ ରଜ ଉତ୍ସବରେ ସାମିଲ ହୋଇଥିଲେ ରାଜନେତା। ରଜ ସହ ସୁଆଦିଆ ମିଠା ପାନର ସମ୍ପର୍କ ବେଶ୍ ନିବିଡ଼। ୧୦-୧୨ ପ୍ରକାର ମସଲା ପଡ଼ିଥିବା ସୁଆଦିଆ ପାନ ଖଣ୍ଡେ ଖାଇ ମନ ପୂରିବା ଯାଏଁ ଦୋଳି […]

3
ଫୋନି ତାଣ୍ଡବର ଦେଢ଼ ମାସ ପରେ, ଆଜି ବି ଅନ୍ଧାରରେ ଏମାନେ

ଭୁବନେଶ୍ୱର:ଝଡ଼ ଫୋନି ତାଣ୍ଡବକୁ ୟା ଭିତରେ ବିତିଗଲାଣି ଦେଢ଼ ମାସ । ବାତ୍ୟା ମାଡ଼ରେ ଘାଇଲା ସର୍ବହରା ମଣିଷମାନେ ଜୀବନ ପୁଣି ସଜାଡ଼ିବାକୁ  ଉଦ୍ୟମ ତ’ କରୁଛନ୍ତି, ହେଲେ ପାରୁନାହାନ୍ତି । କାରଣ ସେଥିରେ ପ୍ରତିବନ୍ଧକ ସାଜିଛି ବିଜୁଳି ଯନ୍ତ୍ରଣା ସାଙ୍ଗକୁ ପ୍ରଶାସନର ଚରମ ନିଷ୍କ୍ରିୟତା । ଦିନରେ ଅସହ୍ୟ ଗରମ ସାଙ୍ଗକୁ ରାତିର ଘନ ଅନ୍ଧକାର ଜୀବନକୁ ଦୁର୍ବିସହ କରି ପକାଇଛି। କେବେ ବିଜୁଳି ଆସିବ ସେକଥା କାହାରିକୁ  ଜଣାନାହିଁ । ପିପିଲିର ପ୍ରଭାବିତ  ଅଞ୍ଚଳରେ […]

kala
ଏଇ ଦିନଟି ବିଜେଡି ପାଇଁ କାହିଁକି ଏତେ ଲକି, ଜାଣିଛନ୍ତି ?

ଭୁବନେଶ୍ୱର: ଆଜି ସେଇ ମେ’ ୨୯। ନୂଆ ସରକାର ଶପଥ ନେଇଛନ୍ତି। ୫ମ ପାଳିରେ ଶାସନ ଗାଦିରେ ଆସୀନ ହୋଇଛି ବିଜେଡି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ଏହି ଅବସରରେ ମନେପଡୁଛି ୬ ବର୍ଷ ତଳର କଥା। ୬ ବର୍ଷ ତଳେ ଅର୍ଥାତ୍‌ ୨୦୧୨ ମସିହାର ଠିକ୍‌ ଆଜିର ଦିନରେ ବିଜେଡି ପାଇଁ ଘୋଟି ଆସିଥିଲା କଳା ବାଦଲ। ମିଡ୍‌ନାଇଟ୍‌ ଅପରେସନ୍‌ରେ କ୍ଷଣିକେ ସବୁକିଛି ଓଲଟି ଯାଇଥାନ୍ତା। ନବୀନଙ୍କ ଅନୁପସ୍ଥିତିରେ ଏକ ଜଘନ୍ୟ ଷଡ଼ଯନ୍ତ୍ର […]

dagi
ପ୍ରକାଶ ପାଇଲା ADR ରିପୋର୍ଟ: ଓଡ଼ିଶା ବିଧାନସଭାରେ ୬୭ ଜଣ ଦାଗୀ ବିଧାୟକ

ଭୁବନେଶ୍ୱର: ପ୍ରକାଶ ପାଇଛି ADR(Odisha Election Watch and Association for Democratic Reforms) ରିପୋର୍ଟ। ୧୪୬(ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି) ବିଧାନସଭା ଆସନ ପାଇଁ ଏଥର ନିର୍ବାଚନ ହୋଇଥିବା ବେଳେ ଗତ ନିର୍ବାଚନଗୁଡିକ ଅପେକ୍ଷା ଏଥର ଦାଗି ନେତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।   ନିର୍ବାଚିତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୪୬% ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏହି ହାରକୁ ଆଧାର କଲେ ୬୭ […]

uop
‘ଆପଣମାନଙ୍କ ପାଖରେ ମୁଁ ଚିର କୃତଜ୍ଞ’

ଭୁବନେଶ୍ୱର: “ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଏ ହେଉଛି ମନ୍ଦିର। ଏଠାରେ ବସିବା ପାଇଁ ସୁଯୋଗ ଦେଇଥିବା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖରେ ମୁଁ ଚିର କୃତଜ୍ଞ। ଏଠାରେ ପ୍ରତିନିଧିତ୍ୱ କରୁଥିବାରୁ ସେମାନଙ୍କ ପାଖରେ ମୁଁ ସର୍ବଦା ଋଣି ରହିବି। ଏଥିପାଇଁ ମୋର ଦଳୀୟ ସହଯୋଗୀ, ବନ୍ଧୁ, ଶିକ୍ଷକ, ଶୁଭଚିନ୍ତକ ଏବଂ ପରିବାର ସଦସ୍ୟଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ୍‌ ଦେଉଛି।” Temple of “Largest Democracy” of the World! Forever shall I […]

5
‘ସେ ଆଖି ସାମ୍ନାରେ ତଳେ ପଡ଼ି ପ୍ରାଣ ହରାଇଥିଲେ, ସାରା ଜୀବନ ଏ ଦୃଶ୍ୟ ମନେ ରହିବ, ଦୁଃଖ ଦେବ’

ଅହମ୍ମଦାବାଦ: ଗୁଜରାଟର ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶିଲା କୋଚିଂ ସେଣ୍ଟରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ୟା’ ଭିତରେ ହିରୋ ପାଲଟି ଯାଇଛନ୍ତି ‘କେତନ ଜୋରାୱାଡ଼ିଆ’। କାରଣ ତିନି ମହଲା କୋଠାରେ ନିଆଁ ଲାଗିଥିବା ବେଳେ ସେ ସେଥିରେ ଚଢ଼ି ବିପଦରେ ପଡ଼ିଥିବା ପିଲାମାନଙ୍କୁ ବଞ୍ଚାଇବାର ଅଦମ୍ୟ ସାହସ ଦେଖାଇଥିଲେ। ସେ ନିଜ […]

uu
ନନାଙ୍କ ଛକାରେ ୨ କୋଟିପତି ନେତା ଚିତ୍‌ପଟାଙ୍ଗ

ନୀଳଗିରି(ବିଶ୍ୱମ୍ୱର ଦାସ): ପ୍ରତାପ ଷଡ଼ଙ୍ଗୀ। ଗାଁରେ ଡାକନ୍ତି ପ୍ରତାପ ନନା। ଭାରି ସିଧାସାଧା ମଣିଷଟିଏ। କଥା ତାଙ୍କର ରୋକଠୋକ ହେଲେ ମଧ୍ୟ ମନଟା ସରଳ ଆଉ ନିଷ୍କପଟ। ୪ ବଖରା ଚାଳଛପର ଘରେ ଭିତରେ ସୁନ୍ଦର ଭାରତର ସ୍ୱପ୍ନ ଦେଖୁଥିବା ଏହି ମଣିଷ ଜଣକ ଦିଲ୍ଲୀ ଯିବେ। ସଂସଦ ଭବନରେ ବାଲେଶ୍ୱରିଆଙ୍କ ସମେତ ଓଡ଼ିଶା ଲୋକଙ୍କ ସୁଖ, ଦୁଃଖ ଓ ହକ୍‌ ବଖାଣିବେ। ସତ କହିବାକୁ ଗଲେ ଏଥର ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ଛକା ମାରିଛନ୍ତି। ମଇଦାନରେ […]

kalam 1
ପୋଖରାନ୍‌ରୁ ରାଷ୍ଟ୍ରପତି ଭବନ: କଲାମଙ୍କ ଜୟଯାତ୍ରା

(ପ୍ରଦୀପ ଭାରତୀ) “ମରୁଭୂମିର ପୂର୍ଣ୍ଣିମା ରାତି ମତେ ଭାରି ଭଲ ଲାଗେ। ପୂର୍ଣ୍ଣଚନ୍ଦ୍ରର ଏହି ରାତିରେ ମୁଁ କିଛି ସମୟ ଏକୁଟିଆ ରହିବାକୁ ଚାହେଁ। ମୁଁ ପୋଖରାନ୍‌କୁ ଭଲ ପାଏ। କାରଣ କିଛି କରିବା ପାଇଁ ଏହା ଥିଲା ଏକ ଉତ୍କୃଷ୍ଟ ମଞ୍ଚ” ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବ୍‌ଦୁଲ କଲାମ ଜୟପୁରରେ ୨୦୦୫ରେ ୬୦୦ ସ୍କୁଲ ପିଲାଙ୍କ ସହ କଥାବାର୍ତ୍ତା ହେବା ସମୟରେ ଏହି କଥା କହିଥିଲେ। ବାସ୍ତବରେ ତାଙ୍କର ଏହି ବକ୍ତବ୍ୟ ବହୁତ […]

  • Monday, 19 July 2021