• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Capture-9-....
ନଗଡ଼ାରେ ଫେଲ୍‌ ମାରିଛି କାଳିଆ ଯୋଜନା

ଯାଜପୁର (ଅଭୟ ପତି ): ଦିନେ ଭୋକର ଭୂଗୋଳ ପାଇଁ ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲା ନଗଡ଼ାରେ ଏବେ ଫେଲ ମାରିଛି ସରକାରଙ୍କ କାଳିଆ ଯୋଜନା। ଚାଷୀ ଅଭିଯୋଗ କରିଛନ୍ତି ସେମାନେ କେବଳ କାଳିଆ ଯୋଜନାର ନାଁ ଶୁଣିଛନ୍ତି, ହେଲେ ଆବେଦନ କରିଥିଲେ ବି ଆଜି ଯାଏ ଟଙ୍କାଟିଏ ମିଳିନି। ସେପଟେ ପଇସା ମିଳିବା ତ ଦୂରର କଥା, ଚାଷ କାର୍ଯ୍ୟ ବନ୍ଦ ପାଇଁ ଜଙ୍ଗଲ ବିଭାଗ ବି ତାଗିତ କରୁଥିବା ସେମାନେ କହିଛନ୍ତି। ଅପପୁଷ୍ଟି ଦ୍ୱାରା […]

  • Tuesday, 20 July 2021
old man (1)
ବୃଦ୍ଧ ବାପାଙ୍କ ଗୋଡ଼ରେ ଶିକୁଳି ପକାଇଲେ ପରିବାର ଲୋକେ

ଗଞ୍ଜାମ: କଥାରେ ଅଛି ବାପା ମାଆ ସ୍ୱର୍ଗଠୁ ବଡ଼। ନିଜ ପୁଅ ଝିଅ ଓ ପରିବାର ଲୋକଙ୍କ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ହେଲେ ଅନେକ ସମୟରେ ବାପା ମାଆ ମାନେ ନିଜ ରୋଜଗାର କ୍ଷମ ପୁଅ ଝିଅଙ୍କ ନିକଟରେ ଅଲୋଡ଼ା ହୋଇଯାଆନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। ଶିକୁଳିରେ ବନ୍ଧା ହୋଇଛି ହାତ ଗୋଡ଼। ଦୁଇ ଗୋଡ଼କୁ ଲୁହା କଡାରେ ବନ୍ଧା ଯାଇଥିବାବେଳେ, ଦୁଇ ହାତକୁ ବି ସେହିଭଳି ବନ୍ଧା ଯାଇଛି। ଆଉ ଏହାପରେ ବି […]

  • Tuesday, 20 July 2021
pregnant woman
ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଭାରରେ ବୋହି ନଦୀ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଗଲା

କୋରାପୁଟ: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଭାର ବୁହା ହୋଇ ନଦୀ ପାର୍‌ କରାଯାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ କାରିକୋନ୍‌ ଗାଁରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି କାରିକୋନ୍‌ ଗାଁ ସୁବାଇ ନିରିକିୟାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଘର ଯାଏ ପହଞ୍ଚି ପାରିନଥିଲା। […]

  • Tuesday, 20 July 2021
malkangiri (1)
ମାଲକାନଗିରି ମୋଟୁ ଘାଟରେ ଫେରୀ ସେବା ଅଚଳ; ଛୋଟ ଡଙ୍ଗା ପାଲଟିଛି ଏକମାତ୍ର ଭରସା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଘାଟରେ ଅଚଳ ହୋଇପଡ଼ିଛି ମାଲ୍ୟବନ୍ତ ଫେରୀ ସେବା। ଫଳରେ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ସାବେରୀ ନଦୀ ପାର ହେଉଛନ୍ତି ଲୋକେ। କେବଳ ଓଡ଼ିଶା ନୁହଁ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ର ଲୋକେ ବି ଏହି ଘାଟ ଉପରେ ନିର୍ଭର କରୁଛନ୍ତି। ତେବେ ଯାନ୍ତ୍ରିକ ସମସ୍ୟା ଯୋଗୁ ନଦୀ କୂଳରେ ଅଚଳ ହୋଇ ପଡ଼ିଛି ବୋଟ୍। ମାଲ୍ୟବନ୍ତ ଫେରୀ ସେବା ଅଚଳ ହୋଇପଡ଼ିଥିବାରୁ ଛୋଟ ଡଙ୍ଗାରେ […]

  • Tuesday, 20 July 2021
drone
ଚାଷ କାମରେ ଡ୍ରୋନ୍‌ର ବ୍ୟବହାର

ରାୟଗଡ଼ା: ଚାଷ କାମରେ ଅତ୍ୟାଧୁନିକ ଡ୍ରୋନ୍‌ର ବ୍ୟବହାର। ଔଷଧ ସିଞ୍ଚନଠାରୁ ଆରମ୍ଭ କରି ଧାନ ବୁଣା, ସାର ବୁଣା  ସବୁକିଛି ହୋଇପାରିବ ଡ୍ରୋନ୍‌ ମାଧ୍ୟମରେ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ରାୟଗଡା ଜିଲ୍ଲା ଗୁଡାରୀ ବ୍ଳକ୍‌ର ସନ୍ୟାସୀଗୁଡାର ପି. ବାବୁ ରାଓ ଏମିତି ଏକ ନୂତନ ଡ୍ରୋନ୍‌ ତିଆରି କରିଛନ୍ତି। ପ୍ରାୟ ୩ଲକ୍ଷ ୫୦ହଜାର ଟଙ୍କା ବିନିମୟରେ ସେ ଏହି ଅତ୍ୟାଧୁନିକ ଡ୍ରୋନ୍‌ ସ୍ପ୍ରେ ମେସିନ୍ ତିଆରି କରିଥିବାବେଳେ, ନୂତନ ଏହି ମେସିନ୍‌କୁ ନେଇ ସେ […]

  • Tuesday, 20 July 2021
boat
ବାଲେଶ୍ୱର ପନ୍ତେଇ ଘାଟରେ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା

ବାଲେଶ୍ୱର: ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଅନେକ ନିୟମ କରୁଛନ୍ତି। ମାତ୍ର ଏସବୁ ନିୟମକୁ ଫୁ କରି ମନମୁଖୀ ଭାବେ ନାଉରିଆ ଡଙ୍ଗା ଚଳାଉଛନ୍ତି। ବାଲେଶ୍ୱର ଜିଲ୍ଲା ପନ୍ତେଇ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଯିବାଆସିବା କରୁଥିବା ନେଇ ଅଭିଯୋଗ ହେଉଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ପାଣି ଭିତରେ ବିପଦ ସଙ୍କୁଳ ଭାବେ ଯାତ୍ରା କରୁଛନ୍ତି ଯାତ୍ରୀ। ଟିକିଏ ଏପଟସେପଟ […]

  • Tuesday, 20 July 2021
jami
ଭୂମିହୀନ ପରିବାରଙ୍କୁ ସରକାରୀ ଯୋଜନାରେ ମିଳୁନି ସୁଫଳ

ରାୟଗଡ଼ା: ଘରକୁ ବିଜୁଳି ସଂଯୋଗ ହୋଇଛି, ଭୋଟର ତାଲିକାରେ ନାଁ ରହିବା ସହ, ମ୍ୟୁନିସିପାଲଟିରୁ ଘର ନମ୍ବର ଓ ଆଧାର କାର୍ଡ ବି ରହିଛି। ହେଲେ ଆଜି ଯାଏ ମିଳିନି ପଟ୍ଟା। ଗୁଣପୁର ସହରାଞ୍ଚଳରେ ନୂଆକରି ସାମିଲ ହୋଇଥିବା ଶବର କଲୋନୀର ପୂର୍ଣ୍ଣଚନ୍ଦ୍ର ଦାଶଙ୍କ କାହାଣୀ ଏମିତି। ୨୦୧୮ ମସିହାରେ ଡ୍ରୋନ୍‌ ମାଧ୍ୟମରେ ହୋଇଥିବା ସର୍ଭେରେ କେବଳ ତାଙ୍କ ଘର ବାରିପଟର ଲାଟିନର ଫଟୋ ଆସିଥିବା କହି ତାଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ପୂର୍ଣ୍ଣଚନ୍ଦ୍ର […]

  • Tuesday, 20 July 2021
oliove
କମୁଛି ଅଲିଭ୍ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସଂଖ୍ୟା

ପୁରୀ: ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଉପକୂଳରେ କମିବାରେ ଲାଗିଛି ଅଲିଭ୍ ରିଡ୍‌ଲେ ଅଣ୍ଡା ଦାନ ସଂଖ୍ୟା। ପୁରୀ ଜିଲ୍ଲାର ସମୁଦ୍ର ଉପକୂଳରେ ଗତବର୍ଷ ଅପେକ୍ଷା ବହୁ କମ୍ ମାତ୍ରାରେ ଅଲିଭ୍ ରିଡ୍‌ଲେ ବାସ ଠାବ ହୋଇଛି। ଯେଉଁଠି ଶହ ଶହ ସଂଖ୍ୟାରେ ବିରଳ ଅଲିଭ୍ ରିଡଲେ କଇଁଛଙ୍କ ବାସ ସ୍ଥାନ ଥିଲା ତାହା ଆଜି ଖାଲିପଡ଼ିଛି। ପୁରୀ ଜିଲ୍ଲା ଉପକୂଳରେ ଚଳିତ ବର୍ଷ ମାତ୍ର ୩୦ଟି କଇଁଛଙ୍କ ବସାରୁ ଅଣ୍ଡା ସଂଗୃହିତ ହୋଇଛି। ଗତ […]

  • Tuesday, 20 July 2021
rayagada (2)
ପୋଲ ନିର୍ମାଣ ନହେଲେ ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଧମକ

ରାୟଗଡ଼ା: ନଦୀ ଡେଇଁ ଆରପାରିକୁ ଗଲେ ପୂରଣ ହୁଏ ପେଟପାଟଣା। ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନାଗାବଳୀ ନଦୀ ପାର ହେଲେ ନିଜ ନିଜ କାମକୁ ଯାଇଥାନ୍ତି। ଆଉ ନଦୀ ଉଛୁଳା ହେଲେ ସମସ୍ତେ ଜଳବନ୍ଦୀ। ରାୟଗଡ଼ା ସୀମାନ୍ତ ଅନିଜା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ଅନିଜା ନିକଟ ନାଗାବଳୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅନେକ ଦିନରୁ ଲୋକେ ଦାବି କରି ଆସୁଛନ୍ତି। ହେଲେ ପ୍ରତିଥର କେବଳ […]

  • Tuesday, 20 July 2021
cable
ବେଆଇନ୍ ଭାବେ ସେସୁ ଖୁଣ୍ଟିରେ କେବୁଲ୍ ଟାଣିଛି ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍

ଭୁବନେଶ୍ୱର : ରାଜଧାନୀର ଛାତି ଉପରେ ଚାଲିଛି ବେଆଇନ କାମ। ଖୁଲମଖୁଲା ଆଇନ ଉଲ୍ଲଙ୍ଘନ କରୁଛି ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍। କେବଳ ଭୁବନେଶ୍ୱର ନୁହେଁ, କଟକ ସହରର ଗଳିକନ୍ଦିରେ ଗୋଟିଏ ଖୁଣ୍ଟରୁ ଅନ୍ୟ ଖୁଣ୍ଟକୁ ଜାଲ ପରି ବିଛାଯାଇଛି କେବୁଲ ତାର। ୨୦୧୬ରୁ ସଂସ୍ଥା ବେଆଇନ ଭାବେ ସେସୁର ବିଦ୍ୟୁତ୍ ଖୁଣ୍ଟରେ କେବୁଲ ଟାଣିବା ସହ ବିଦ୍ୟୁତ୍ ବ୍ୟବହାର କରି ଯୋଗାଉଛି କେବୁଲ ସେବା। ଓଟିଭିର ଅନୁସଂଧାନ ଅନୁଯାୟୀ […]

  • Tuesday, 20 July 2021
vima
ଓଡ଼ିଶାରେ ଏଇଠି ପୂଜା ପାଆନ୍ତି ୨୦ ଫୁଟ୍‌ ଉଚ୍ଚର ଭୀମ ମୂର୍ତ୍ତି

ମୟୂରଭଞ୍ଜ: ଘଣ୍ଟ, ଶଙ୍ଖ, ଭଜନ କିର୍ତ୍ତନରେ ଭକ୍ତିମୟ ହୋଇ ଉଠିଛି ମୟୂରଭଞ୍ଜର ପାଉଁଶିଆ ଗାଁ। ଏଠାରେ ସ୍ୱତନ୍ତ୍ର ରିତିନିତିରେ ପୂଜା ପାଉଛନ୍ତି, ମଧ୍ୟମ ପାଣ୍ଡବ ଭୀମ। ପାଉଁଶିଆ ଗାଁରେ ଭୀମ ଏକାଦଶୀରୁ ଚାଲିଛି ଭୀମ ମେଳା। ଦୀର୍ଘ ୪୧ ବର୍ଷ ଧରି ୨୦ ଫୁଟ୍ ଉଚ୍ଚର ସୁନ୍ଦର ଭୀମ ମୂର୍ତ୍ତି ସହିତ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ଗାଁ ମୁରବୀଙ୍କ ତତ୍ତ୍ୱାବଧାନରେ ଏହି ପ୍ରସିଦ୍ଧ ମେଳା ଚାଲିଥିବାବେଳେ ବିଭିନ୍ନ ପୌରାଣିକ ବିଷୟ ବସ୍ତୁର ସୁନ୍ଦର […]

  • Tuesday, 20 July 2021
bk
ବଢ଼ିଛି କୃଷ୍ଣସାର ମୃଗଙ୍କ ସଂଖ୍ୟା, ରକ୍ଷଣାବେକ୍ଷଣରେ ଢିଲା

ବ୍ରହ୍ମପୁର: ଖୋଲା ଆକାଶ ତଳେ ବିଚରଣ କରୁଛନ୍ତି କୃଷ୍ଣ ସାର ମୃଗ। କିଏ ପଡ଼ିଆରେ ବୁଲି ଖାଦ୍ୟ ଖୋଜୁଛି ତ କିଏ ଡିଆଁ ମାରି ଖେଳୁଛି। ଏଭିଲ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଈ ଗାଁରେ। ଏଠାରେ ହଜାର ହଜାର କୃଷ୍ଣସାର ମୃଗ ଦେଖିବାକୁ ମିଳନ୍ତି। ଏବେ ଏହି କୃଷ୍ଣ ସାର ମୃଗର ସଂଖ୍ୟା ୪ ହଜାରକୁ ବୃଦ୍ଧି ପାଇଲାଣି। ସ୍ଥାନୀୟ ଲୋକେ ମଧ୍ୟ ନିଜ ପିଲା ଭଳି ଏମାନଙ୍କ  ଯତ୍ନ ନେଇଥାନ୍ତି। ହେଲେ […]

  • Tuesday, 20 July 2021
cold
ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି; ଦାରିଙ୍ଗବାଡିରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ। କୋରାପୁଟଠାରୁ କେନ୍ଦୁଝର ଚାରିଆଡ଼େ ତାପମାତ୍ରା ହ୍ରାସ ପାଇଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ପାରଦ ୧୦ ଡିଗ୍ରୀରୁ ତଳକୁ ଖସିଥିବା ବେଳେ ବାରିପଦାରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ତେବେ ଏଭଳି ପାଗ ଆଗକୁ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। କୋରାପୁଟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୋରାପୁଟରେ ପାରଦ ଖସିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ସେହିଭଳି […]

  • Tuesday, 20 July 2021
crop damage
ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ

କୋରାପୁଟ: ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ। ଘୂର୍ଣ୍ଣିଝଡ଼ ‘ପେତାଇ’ ଚାଷୀଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି। ପେତାଇ ପ୍ରଭାବରେ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ସହ ପନିପରିବା ଚାଷ ବି ନଷ୍ଟ ହୋଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ସେପଟେ ବର୍ଷା ଜନିତ ଫସଲ ନଷ୍ଟର ଆକଳନ ପାଇଁ ଟିମ୍ ଗଠନ କରି ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଖୋଲା ଆକାଶ ତଳେ ଧାନ ପଡ଼ି ରହିଛି। […]

  • Tuesday, 20 July 2021
dadan -1
ଆନ୍ଧ୍ର ପରେ ମୁମ୍ବାଇରେ ଦାଦନ ଦୁଃଖ

ଭୁବନେଶ୍ୱର: ସରୁନି ଦାଦନ ଦୁଃଖ। ପେଟପାଟଣା ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇ କିଏ କିଡନୀ ହରାଉଛି ତ କିଏ ପଙ୍ଗୁ ହେଉଛି। କିଏ ଦୂରାରୋଗରେ ଆକ୍ରାନ୍ତ ହେଉଛି ତ ଆଉ କିଏ ଶବ ହୋଇ ଫେରୁଛି। ନିର୍ଯାତନାର ଶିକାର ହେବା ଘଟଣା ବଢ଼ିବାରେ ଲାଗିଛି। ସେହିପରି ଯୁବତୀମାନଙ୍କୁ ମଧ୍ୟ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ଶୀକାର ହେବାକୁ ପଡ଼ୁଛି। ଏହାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଦିନକୁ […]

  • Tuesday, 20 July 2021
nuapada
ଜରାଜୀର୍ଣ୍ଣ ଅବସ୍ଥାରେ ନୂଆପଡ଼ା ଜିଲ୍ଲା ସଂଗ୍ରହାଳୟ

ନୂଆପଡ଼ା: ଅବହେଳିତ ଅବସ୍ଥାରେ ନୂଆପଡ଼ା ଜିଲ୍ଲା ସଂଗ୍ରହାଳୟ। ନୂଆପଡ଼ାର ପ୍ରାଚୀନ ସଭ୍ୟତା ମାରାଗୁଡ଼ାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ସଂଗ୍ରହାଳୟ ଖୋଲାଯାଇଥିଲା। ହେଲେ କର୍ମଚାରୀ ନଥିବାରୁ ଅନେକ ସମୟରେ ଏହି ସଂଗ୍ରହାଳୟଟି ବନ୍ଦ ରହିଥିବା ବେଳେ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ଇତିହାସର ମୂକସାକ୍ଷୀ ମାରାଗୁଡ଼ା ସଭ୍ୟତା। ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଖନନ ବେଳେ ଏହି ସଭ୍ୟତା ସହିତ ଜଡ଼ିତ ଅନେକ ମୂଲ୍ୟବାନ ପଥର ମୂର୍ତ୍ତି, ସୁନା ଟଙ୍କା, ଘରକରଣା ସାମଗ୍ରୀ ମିଳିଥିଲା। ମାରାଗୁଡ଼ା ସଭ୍ୟତାର […]

  • Tuesday, 20 July 2021
jharsuguda airport
ଜାନୁଆରୀ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ିବ ବିମାନ!

ଝାରସୁଗୁଡ଼ା: ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ସିଡ୍ୟୁଲ୍‌ ବିମାନ ଉଡ଼ାଣ। ଏଥର ଛୋଟ ବିମାନ ନୁହେଁ, ବରଂ ବୋଇଂ ପ୍ରଭୃତି ବିମାନ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବ। ଚଳିତମାସ ଡିସେମ୍ବର ୩୧ ତାରିଖରେ ଟେଣ୍ଡର ଖୋଲା ହେବା ପରେ ଉଡ଼ାଣ ତାରିଖ ସ୍ପଷ୍ଟ ହେବ ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚୌହାନ୍ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ, କୋଲକାତା, […]

  • Tuesday, 20 July 2021
crop damage
‘ପେତାଇ’ ଧୋଇନେଲା ବର୍ଷକର ପରିଶ୍ରମ; ଚିନ୍ତାରେ ଚାଷୀ

ବଲାଙ୍ଗିର/ବୌଦ୍ଧ: ବର୍ଷାରେ ନଷ୍ଟ ହୋଇଗଲା ବର୍ଷକର ପରିଶ୍ରମ। ଅମଳ ବେଳେ ପେତାଇ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କ୍ଷେତଠାରୁ ଖଳା ଯାଏ ସବୁଠି ବର୍ଷା ପ୍ରଭାବରେ ଧାନ ଫସଲ ନଷ୍ଟ ହୋଇ ଯାଇଛି। କ୍ଷେତରେ କଟା ହୋଇ ପଡ଼ିଥିବା ଧାନ ଉଠାଇ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀ ସମୟ ନପାଇବା ଯୋଗୁ ବର୍ଷାରେ ପାଚିଲା ଧାନ ଭିଜି ଯାଇଛି। ଏପରିକି ଲଗାଣ ବର୍ଷାରେ କ୍ଷେତରେ ପାଣି ମଧ୍ୟ […]

  • Tuesday, 20 July 2021
cesu colony
କଟକର ସେସୁ କଲୋନୀ ପାଲଟିଛି ଭୂତ କୋଠି

କଟକ: କଟକର ସେସୁ କଲୋନୀ ପାଲଟିଛି ଭୂତ କୋଠି। ଆଉ ଅସୁରକ୍ଷିତ କୋଠାରେ ରହୁଛନ୍ତି କର୍ମଚାରୀ ଓ ତାଙ୍କ ପରିବାର। କେଉଁଠି ଛାତରୁ ସିମେଣ୍ଟ ଖସୁଛି ତ ଆଉ କେଉଁଠି ଘରର କାନ୍ଥରେ ଗଛ ଉଠି ଗଲାଣି। ତେବେ  ବାରମ୍ବାର ଅଭିଯୋଗ ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି। କୌଣସି ମୁହୂର୍ତ୍ତରେ ବି ଏହି କୋଠା ଭୁଶୁଡ଼ି ଯାଇପାରେ। କଟକ ବାଦାମବାଡ଼ି ନିକଟରେ ଏହି କଲୋନୀ ରହିଛି। ଏହି କଲୋନୀରେ ୧୮୦ କର୍ମଚାରୀ ନିଜ ପରିବାର […]

  • Tuesday, 20 July 2021
fall
ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ମହାଦେବ ମୁଣ୍ଡିଆ ପର୍ଯ୍ୟଟନ ସ୍ଥଳ

କେନ୍ଦୁଝର  : ପାହାଡ଼ ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲାରେ ରହିଛି ଅନେକ ମନୋରମ ପର୍ଯ୍ୟଟନ ସ୍ଥଳୀ।  ହେଲେ ଜିଲ୍ଲାର ବାଂଶପାଳ ବ୍ଲକ ଚମ୍ପାଝରରେ ଥିବା ‘ମହାଦେବ ମୁଣ୍ଡିଆ’ ପାହାଡ଼ ପର୍ଯ୍ୟଟନ ମାନଚିତ୍ରର ଆଢୁଆଳରେ ରହିଯାଇଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ଦୁଇଟି ସୁନ୍ଦର ଜଳପ୍ରପାତ ରହିଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହେଡ଼୍ କ୍ୱାର୍ଟରରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ବରଗୋଡ଼ା ଛକ। ଏହି ଠାରୁ ୪ କିଲୋମିଟର ମାଟି ରାସ୍ତାରେ […]

  • Tuesday, 20 July 2021
hostel2
ଅବ୍ୟବସ୍ଥା ଭିତରେ ଦେବଗଡ଼ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ

ଦେବଗଡ଼: ଅବ୍ୟବସ୍ଥା ଭିତରେ ଦେବଗଡ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ। ନାରୀ ଶିକ୍ଷା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ଯୋଜନା କେମିତି ବାଟବଣା ହେଉଛି ତାହା ଏହି ଛାତ୍ରୀ ନିବାସକୁ ଦେଖିଲେ ସ୍ପଷ୍ଟ ହୋଇଯିବ। ଆଜ୍‌ବେଷ୍ଟସ୍‌ ଭାଙ୍ଗି ଯାଇଥିବା ବେଳେ ଦିନରେ ଖରା, ରାତିରେ ଶୀତର ପ୍ରକୋପ ଓ ବର୍ଷା ହେଲେ ଏଥିରୁ ପାଣି ଲିକ୍‌ ହେଉଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ କାନ୍ଥ ସନ୍ତସନ୍ତିଆ ରହୁଥିବାରୁ ଛାତ୍ରୀଙ୍କୁ ବିଦ୍ୟୁତ୍‌ ଝଟ୍‌କା […]

  • Tuesday, 20 July 2021
Capture 5
ସାହୁକାର ପାଖରେ ବନ୍ଧା ପଡ଼ିଛି ଖାଉଟି କାର୍ଡ

କୋରାପୁଟ: ଖାଦ୍ୟ ନିରାପତ୍ତା ଅଭିଯାନ ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଯୋଜନା ରହିଛି । ହେଲେ କୋରାପୁଟ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ସରକାରଙ୍କ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଫେଲ୍ ମାରିଥିବା ଦେଖିବାକୁ ମିଳିଛି । କେଉଁଠାରେ କାର୍ଡ ଥିଲେ ଭି ସୁବିଧା ପାଇବାରୁ ହିତାଧିକାରୀ ବଞ୍ଚିତ ହେଉଥିବାବେଳେ କେଉଁଠାରେ କେଜିଏ ଚାଉଳ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ଖାଉଟି । ଖାଉଟି କାର୍ଡ ଅଛି, […]

  • Tuesday, 20 July 2021
Capture 4
୪ ବଦଳରେ ଜଣେ ଡାକ୍ତରରେ ଚାଲିଛି ଚିକିତ୍ସା

ଗଜପତି: ଗଜପତି ଜିଲ୍ଲା ଆର.ଉଦୟଗିରିର ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟ ସେବା। ଏଠାରେ ୪ ଡାକ୍ତରଙ୍କ ସ୍ଥାନରେ ମାତ୍ର ଜଣେ ଡାକ୍ତରଙ୍କ ଦ୍ୱାରା ଚାଲିଛି ରୋଗୀ ସେବା। ଫଳରେ ଏହି ମେଡିକାଲ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକେ ସେବା ନ ପାଇ ନିରାଶ ହେଉଛନ୍ତି । ମେଡିକାଲ ଆଉଟଡୋରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ରୋଗୀ । ହେଲେ ଡାକ୍ତରଙ୍କ ଦେଖା ନାହିଁ। ଜରୁରୀକାଳୀନ ପରିସ୍ଥିତିରେ ବି ଦୀର୍ଘ ସମୟ […]

  • Tuesday, 20 July 2021
farmer
ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରୁ ଗଭୀର ଅବପାତର ରୂପ ନେଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ଚେନ୍ନାଇଠାରୁ ୭୩୦ କିଲୋମିଟର ପୂର୍ବ ଓ ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ସେପଟେ ଲଘୁଚାପ ବର୍ଷାକୁ ନେଇ ଚିନ୍ତାରେ ଚାଷୀ। ଅନେକ ସ୍ଥାନରେ ଧାନ କଟା ସରିଥିବାବେଳେ, କିଛି ଚାଷୀ ଖଳାରେ  ଧାନ ଗଦା କରିଛନ୍ତି। ଆଉ କିଛି ଚାଷୀ ଧାନ ଅମଳ କରିବାରେ ଲାଗିଛନ୍ତି। ତେବେ ଠିକ୍ ଏହି ସମୟରେ ଲଘୁଚାପ ବର୍ଷା ଚାଷୀଙ୍କ […]

  • Tuesday, 20 July 2021
ang
କେଉଁଠି ବାରଣ୍ଡା ତ କେଉଁଠି ଗଛ ତଳେ ଚାଲୁଛି ଅଙ୍ଗନବାଡ଼ି

ଭଦ୍ରକ:  ରାଜ୍ୟସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ମିଳୁଥିଲେ ବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଗ୍ରାମାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ହୋଇପାରୁନି। ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନିମନ୍ତେ ମଧ୍ୟ ତତ୍ପରତା ପ୍ରକାଶ ପାଉନି। ଫଳରେ ବର୍ଷ ବର୍ଷ ଧରି କେଉଁଠି ବାରଣ୍ଡା ତ କେଉଁଠି ଗଛ ତଳେ ଚାଲୁଛି ଅଙ୍ଗନବାଡ଼ି କେନ୍ଦ୍ର। ଭଦ୍ରକ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ୬ଟି ଅଙ୍ଗଓ୍ୱାଡି କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ତେବେ […]

  • Tuesday, 20 July 2021