ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଛି ଏକ ବଡ ସୁରାକ୍। ଇଡିରୁ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଲୋକଙ୍କ ଖାତାକୁ ଏକ ବଡ ରକମରର ଟଙ୍କା ଟ୍ରାନ୍ସଫର ହୋଇନାହିଁ। ସୁଶାନ୍ତଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟ ଥିଲା। ହେଲେ ଅଧିକରୁ ଅଧିକ ଟଙ୍କା ଦେବା ନେବା ସେ ଗୋଟିଏ ବ୍ୟାଙ୍କର ଖାତାରୁ ହିଁ କରୁଥିଲେ। […]
ଗ୍ୱାଲିଅର: ସିନ୍ଧିଆ ରାଜବଂଶର ୨୦୦ ବର୍ଷର ପୁରୁଣା ଅଳଙ୍କାରକୁ ଜନ୍ମାଷ୍ଟମୀ ଅବସରରେ ଗ୍ୱାଲିଅରର ଏହି ମନ୍ଦିରକୁ ସଜାଯାଇଥାଏ। ଏହି ଅଳଙ୍କାରର ମୂଲ୍ୟ ପ୍ରାୟ ୧୦୦ କୋଟି ବୋଲି ଜଣାପଡ଼ିଛି। କରୋନା ଭାଇରସ ଯୋଗୁ ଏଥର ଅନ୍ଲାଇନ୍ରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି। ଏହି ମନ୍ଦିରର ନାଁ ଗୋପଳ ମନ୍ଦିର। ଯାହା ଗ୍ୱାଲିଅରର ଫୁଲବାଗରେ ଅବସ୍ଥିତ। ଏହି ମନ୍ଦିରର ଅଳଙ୍କାରକୁ ଜିଲ୍ଲା ରାଜକୋଷରୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରତିବର୍ଷ ମନ୍ଦିରକୁ ଅଣାଯାଇଥାଏ। ଅଳଙ୍କାର ଗୁଡ଼ିକର ପ୍ରଥମେ ତାଲିକା ପ୍ରସ୍ତୁତ […]
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅସମ୍ମାନଜନକ ବୟାନ ବଢି ବଢି ଚାଲିଛି। ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡେମୋକ୍ରାଟିକ୍ ପାଟିର ଜୋ ବିଡେନ Joe Biden ଉପରାଷ୍ଟ୍ରପତି ପଦ ପାଇଁ ଭାରତୀୟ ମୂଳ କମଲା ହେରିଶଙ୍କ ନାମ ସୁପାରିଶ କରିଛନ୍ତି। ଏହାପରେ ଟ୍ରମ୍ପ କମଲାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଛନ୍ତି। ଗତକାଲି କମଲାଙ୍କୁ ‘ଦୁଷ୍ଟ ମହିଳା’ ବୋଲି ଆକ୍ଷେପ କରିଥିବାବେଳେ ଆଜି ଆଉ ପାଦେ ବଢି ଯାଇଛନ୍ତି। […]
ନୂଆଦିଲ୍ଲୀ: ଦେଶରେ ମାଡ଼ି ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ। ପ୍ରତିଦିନ ନୂଆ ନୂଆ ରେକର୍ଡ ପାର୍ କରୁଛି ସଂକ୍ରମଣ। ମୃତ୍ୟୁ ସଂଖ୍ୟା ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ଛୁଇଁଛି। ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୬୬ ହଜାର ୯୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୮କୁ ବୃଦ୍ଧି ଘଟିଛି । ସେହିପରି ୨୪ ଘଣ୍ଟାରେ ୯୪୨ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ […]
ନୂଆଦିଲ୍ଲୀ: ଦେଶର ଟିକସଦାତାଙ୍କୁ ଉତ୍ସାହିତ କରିବା ପାଇଁ ଟିକସ ବ୍ୟବସ୍ଥାରେ ସୁଧାର ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଟିକସଦାତାଙ୍କ ପାଇଁ ନୂଆ ନିୟମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ-ଅନରିଂ ଦି ଅନେଷ୍ଟର ନାମକ ଏକ ନୂଆ ପ୍ଲାଟଫର୍ମ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଫେସ୍ ଲେସ୍ ହେବ ଟ୍ୟାକ୍ସ ସିଷ୍ଟମ । ୨୫ ସେପ୍ଟେମ୍ବରରେ ଫେସ୍ ଲେସ୍ ଅପିଲର ଶୁଭାରମ୍ଭ ହେବ। ଏହାଦ୍ୱାରା ଘରେ ବସି ଟେକ୍ନୋଲଜି ସାହାଯ୍ୟରେ ଟାକ୍ସ ଭରି ପାରିବେ […]
ଭୋପାଳ: ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳର ଏସ୍ପି ମୟଙ୍କ ଅୱସ୍ତି ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି। ଏସିପ୍ଙ୍କ ଜୋତା ଭିତରେ ଏକ ବିଷାକ୍ତ ସାପ ଲୁଚି ରହିଥିଲା। ଜୋତା ଭିତରୁ ମୋଜାକୁ ବାହାର କରିବା ପାଇଁ ସେ ଯେତେବେଳେ ଜୋତା ଭିତରେ ହାତ ଭର୍ତ୍ତି କରିଥିଲେ, ତାଙ୍କ ହାତ ବିଷାକ୍ତ ସାପ ଦେହରେ ବାଜିଥିଲା। କିନ୍ତୁ ସାପଟି ତାଙ୍କୁ ଚୋଟ ମାରିବା ପୂର୍ବରୁ ସେ ସତର୍କ ହୋଇ ଯାଇଥିଲେ। ସତର୍କତା […]
ମୁମ୍ବାଇ: ମୃତ୍ୟୁର ୯ ଦିନ ପୂର୍ବରୁ ଶେଷଥର ପାଇଁ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଫୋନ୍ରେ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସହ କଥା ହୋଇଥିଲେ। ଅଳ୍ପ ସମୟ ପାଇଁ ସେ ରିୟାଙ୍କ ସହ କଥା ହୋଇଥିଲେ। କଲ୍ ଡିଟେଲ ରେକର୍ଡସ୍(CDR)ରୁ ଏହା ଜଣାପଡ଼ିଛି। CDRରୁ ମିଳିଥିବା ତଥ୍ୟ ଅନୁସାରେ, ଜୁନ୍ ୫ରେ ସୁଶାନ୍ତ ଓ ରିୟା୨ ଥର ଫୋନ୍ରେ କଥା ହୋଇଥିଲେ। ଏହି ବାର୍ତ୍ତାଳାପ ୨ ମିନିଟ୍ରୁ ମଧ୍ୟ କମ୍ ଥିଲା। ଜୁନ୍ ୫ ସକାଳ ୮ଟା […]
ମୁମ୍ୱାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି। ଗତକାଲି ସୈଫ୍ ଅଲ୍ଲୀ ଖାନ୍ ଓ କରୀନା ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କରୀନା ମା’ ହେବା କଥା ଶୁଣି ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏନେଇ ତାଙ୍କ ଭଉଣୀ ଓ ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ମଧ୍ୟ ସୋସିଆଲ ମିଡିଆରେ କରୀନାକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର ମଧ୍ୟ ଅଭିନନ୍ଦନ […]
ନୂଆଦିଲ୍ଲୀ: କରୋନା ନିୟନ୍ତ୍ରଣ ଲାଗି ଆବଶ୍ୟକ ଭ୍ୟାକ୍ସିନ୍ କେନ୍ଦ୍ର ସରକାର ହିଁ କ୍ରୟ କରିବେ । ଭ୍ୟାକସିନ୍ କ୍ରୟ, ଏଥିଲାଗି ଅର୍ଥ ବ୍ୟବସ୍ଥା ଏବଂ ବଣ୍ଟନ ନେଇ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର । ଗତକାଲି ନୀତି ଆୟୋଗର ସ୍ୱାସ୍ଥ୍ୟ ସମ୍ପର୍କିତ ବିଭାଗ ମୁଖ୍ୟ ଭିକେ ପଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭ୍ୟାକସିନ୍ ଭାରତକୁ ଆସିବା ପରେ କିମ୍ବା ଭାରତରେ ନିର୍ମାଣ ହେବା ପରେ କିପରି ଏହାର ପରିଚାଳନା କିଣାଯିବ ସେ […]
ଲକ୍ଷ୍ନୌ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି। ମହନ୍ତ ମହନ୍ତ ନିତ୍ୟଗୋପାଳ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିଲେ। ଯାହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରେ ତାଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ସୂଚନା ମିଳିଛି। ଏହାପରେ ମହନ୍ତ ନିତ୍ୟ ଗୋପାଳଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଚିକିତ୍ସା ବ୍ୟବସ୍ଥା ପଚାରି ବୁଝିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି ନେଇ ଲଗାତର ସ୍ୱର ଉଠିବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ପୁଣିଥରେ ନିଜ ଭାଇଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏ ନେଇ ଶ୍ୱେତା ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ହାତଯୋଡ଼ି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। View this post on Instagram We stand together as a nation […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ବଡ଼ ଖବର। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କର କୋଭିଡ୍-୧୯ ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ସେ ୟୁଏଇରେ ହେବାକୁଥିବା ଆଇପିଏଲର ୧୩ଶ ସଂସ୍କରଣର ପ୍ରସ୍ତୁତି ପାଇଁ ଶୀଘ୍ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ। ଧୋନି ବର୍ତ୍ତମାନ ରାଞ୍ଚିରେ ଅଛନ୍ତି ଏବଂ ସେ ନିୟମ ଅନୁଯାୟୀ ଏକ ବେସରକାରୀ ହସ୍ପିଟାଲରେ […]