• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

66666
ବ୍ରିଟେନ୍‌ କ୍ୟାବିନେଟ୍‌ରେ ଭାରତୀୟ ମନ୍ତ୍ରୀ-ପ୍ରୀତି, ଆଲୋକ ଓ ଋଷି

ନୂଆଦିଲ୍ଲୀ: ନବନିର୍ବାଚିତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‌ସନଙ୍କ କ୍ୟାବିନେଟ୍‌ରେ ଭାରତୀୟ।  ଜଣେ କି ଦୁଇ ଜଣ ନୁହେଁ, ୩ ଜଣ  ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି।  କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ୩ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଅଛନ୍ତି ପ୍ରୀତି ପଟେଲ। ତାଙ୍କ ପରିବାର ଓ ସମ୍ପର୍କୀୟ ଗୁଜରାଟ ଅଞ୍ଚଳର। ବ୍ରିଟିଶ କ୍ୟାବିନେଟ୍‌ରେ ତାଙ୍କୁ ମିଳିଛି ଗୃହମନ୍ତ୍ରୀ ଦାୟିତ୍ୱ । ଏହା ପୂର୍ବରୁ କୌଣସି ଭାରତୀୟ ବଂଶୋଦ୍ଭବଙ୍କୁ ବ୍ରିଟିଶ ସରକାରରେ ଏପରି ଗୁରୁ ଦାୟିତ୍ୱ ଦିଆଯାଇ ନ […]

୩ ଚୋରା ଗଞ୍ଜେଇ ଚାଲାଣକାରୀ ଧରାପଡ଼ିଲେ

ନୟାଗଡ଼: ନୟାଗଡ଼ ପୋଲିସ୍ କବ୍‌ଜାରେ ଗଞ୍ଜେଇ ଚୋରା ଚାଲାଣକାରୀ । ୧୫ କିଲୋ ଗଞ୍ଜେଇ ସହ ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୋଲିସ୍ । ନୟାଗଡ଼ ଘଡ଼ୁଆଳ ଛକ ନିକଟରେ କିଛି ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ସନ୍ଦେହ ହେବାରୁ ପୋଲିସ୍ ଏମାନଙ୍କୁ ଧରି ପଚରାଉଚୁରା କରିଥିଲା। ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୁଲିସ ଜାଣିବାକୁ ପାଇ ସେମାନଙ୍କୁ  ଗିରଫ କରିଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସେମାନଙ୍କୁ ଗିରଫ କରି ସମସ୍ତଙ୍କ ନାଁରେ ମାମଲା […]

03-720x480
ଝିଅ ବାହାଘର ପାଇଁ ରାଜୀବ ହତ୍ୟାକାରୀ ନଳିନୀ ଶ୍ରୀହରନଙ୍କୁ ମିଳିଲା ପାରୋଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭେଲୋର ଜେଲ୍‌ରେ ଆଜୀବନ ସଜା କାଟୁଥିବା ନଳିନୀ ଶ୍ରୀହରନ ପାରୋଲରେ ବାହାରିଛନ୍ତି। ତାଙ୍କ ଝିଅର ବାହାଘର ପାଇଁ ସେ ପାରୋଲରେ ବାହାରିଛନ୍ତି। ମାଡ୍ରାସ ହାଇକୋର୍ଟ ଏ ନେଇ ଅନୁମତି ଦେଇଛନ୍ତି। ତେବେ ଏହି ପାରୋଲ ଅବଧି ବେଳେ ନଳିନୀ ଭେଲୋର ବାହାରକୁ ଯାଇ ପାରିବେ ନାହିଁ କି କୌଣସି ନେତା ଓ ମିଡିଆରେ କଥା ହୋଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ […]

44444
କଶ୍ମୀର ସହିତ ପିଓକେ ପ୍ରସଙ୍ଗରେ ବି ପାକ୍‌ ସହ ହେବ ଆଲୋଚନା: ରାଜନାଥ

ନୂଆଦିଲ୍ଲୀ: ଲୋକସଭାରେ ଆଜି ପୁଣିଥରେ ସରକାରଙ୍କ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଶ୍ମୀର ବୟାନ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ବୟାନରେ ସତ୍ୟତା ନଥିବା କଥା କହିଛନ୍ତି। ଏଥିସହ ସେ ପାକିସ୍ତାନ ସହ କେବଳ କଶ୍ମୀର ନୁହେଁ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି, “ବୈଦେଶିକ ମନ୍ତ୍ରୀ କହି ସାରିଛନ୍ତି ଯେ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ […]

124291-ixcniaqtdl-1563853569
ଶେଷରେ ଇମ୍ରାନ ମାନିଲେ, କହିଲେ ଦେଶରେ ଏବେ ବି ଅଛନ୍ତି ୪୦ ହଜାର ଆତଙ୍କୀ

ୱାଶିଂଟନ: ପାକିସ୍ତାନ  ଆତଙ୍କବାଦୀଙ୍କ ପାଇଁ ଏକ  ନିର୍ଭୟ ଆଶ୍ରୟସ୍ଥଳୀ । ଭାରତ କରିଆସୁଥିବା ଏହି ଅଭିଯୋଗକୁ ବିଳମ୍ବରେ ହେଲେ ମଧ୍ୟ ପାକିସ୍ତାନ ଶେଷରେ ସ୍ୱୀକାର  କରିଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାଁ ନିଜେ ଏହି କଥା ସ୍ୱୀକାର କରିଛନ୍ତି। ତିନି ଦିନିଆ ଆମେରିକା ଗସ୍ତ ଅବସରରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ  ଆମେରିକା ସଂସଦରେ ଏହି  ଆତଙ୍କୀ ସଂଗଠନର ଖୁଲାସା କରିଛନ୍ତି। ସେତିକି ନୁହେଁ, ଏହି ଘଟଣା ପାଇଁ ସେ ପୂର୍ବରୁ ଦେଶକୁ ଶାସନ କରୁଥିବା ସରକାରଙ୍କ ମୁଣ୍ଡରେ ଦୋଷ […]

5
ଭାରତରେ ଲଞ୍ଚ୍‌ ହେଲା ସବୁଠାରୁ ଶସ୍ତା ମୋବାଇଲ୍‌ ପ୍ଲାନ୍‌

ନୂଆଦିଲ୍ଲୀ: Netflix ସବୁଠାରୁ ଶସ୍ତା ମୋବାଇଲ୍‌ ପ୍ଲାନ୍‌ ଆଜି ଭାରତରେ ଲଞ୍ଚ୍‌ କରିଛି। ଯାହାର ଦାମ୍‌ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ମାସିକ ସବ୍‌ସ୍କ୍ରିସନ୍‌ ପ୍ଲାନ୍‌ ୧୯୯ ଟଙ୍କା ରହିଛି। ଏହା କେବଳ ଏସ୍‌ଡିରେ ଷ୍ଟ୍ରିମିଙ୍ଗ୍‌ ହୋଇପାରିବ। ମୋବାଇଲ୍‌ ଓ ଟାବ୍‌ଲେଟ୍‌ ୟୁଜର୍ସମାନେ ଏହାର ଫାଇଦା ଉଠାଇ ପାରିବେ। ବିଶେଷ କରି ଭାରତୀୟ ୟୁଜର୍ସମାନେ ଏହାର ଫାଇଦା ଉଠାଇ ପାରିବେ କାହିଁକି ନା ଏହି ପ୍ଲାନ୍‌ କେବଳ ଭାରତରେ ଉପଲ୍ଲବ୍ଧ। ଆଜିଠୁ Netflixର ଏହି ପ୍ଲାନ୍‌ ଭାରତରେ […]