• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Hrithik-Tiger-War
ସିଲଭର୍‌ ସ୍କ୍ରିନ୍‌ରେ ଦୁଇ ଆକ୍ସନ୍‌ ଷ୍ଟାର୍‌ ହ୍ରିତ୍ୱିକ୍‌-ଟାଇଗର୍‌

ମୁମ୍ୱାଇ: ପ୍ରଥମଥର ପାଇଁ ସିଲଭର୍‌ ସ୍କ୍ରିନ୍‌ରେ ଏକାଠି ନଜର ଆସିବେ ଦୁଇ ଆକ୍ସନ୍‌ ଷ୍ଟାର ହ୍ରିତିକ୍‌ ରୋଶନ୍‌ ଓ ଟାଇଗର୍‌ ଶରାଫ୍‌। ଅପକମିଙ୍ଗ୍‌ ହିନ୍ଦୀ ଫିଲ୍ମ ‘ୱାର୍‌’ରେ ଦୁହିଁଙ୍କର ଅଭିନୟ ଦେଖିବାକୁ ମିଳିବ। ଆଜି ‘ୱାର୍‌’ ପିଲ୍ମର ଟିଜର ରିଲିଜ୍‌ ହୋଇଛି। ୫୪ ସେକେଣ୍ଡର ଏହି ଟିଜର୍‌ରେ ଦୁଇ ସୁପରଷ୍ଟାରଙ୍କର ଫୁଲ୍‌ ଆକ୍ସନ୍‌, ଫାଇଟ୍‌ ସହିତ ଡ୍ୟାନ୍ସ ଓ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମର ଟିଜର୍‌ ରିଲିଜ୍‌ ନେଇ ହ୍ରିତ୍ୱିକ୍‌ ଓ ଟାଇଗର୍‌ ନିଜ ଟ୍ୱିଟର୍‌ […]

5555555555
ଟସ୍ ହାରିଥିବା ଟିମ୍ ହେବ ଚାମ୍ପିଅନ୍..ଏମିତି କହେ ଲର୍ଡ୍ସର ଇତିହାସ

ଲଣ୍ଡନ: କ୍ରିକେଟର ମକ୍କା ଭାବେ ପରିଚିତ ଐତିହାସିକ ଲର୍ଡ୍ସରେ ଖେଳିବା ସୌଭାଗ୍ୟର କଥା ହୋଇଥାଏ। ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଲର୍ଡ୍ସରେ ଖେଳାଯାଉଛି। ଏଥିରେ ସାମ୍ନାସାମ୍ନି ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍। ଫାଇନାଲରେ କିଏ ଜିତିବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଲର୍ଡ୍ସ ମଇଦାନର ଏକ ବଡ଼ ବିଶେଷତ୍ୱ ମଧ୍ୟ ରହିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲରେ ଯେଉଁ ଟିମ୍ ଟସ୍ ଜିତିଛି, ସେହି ଟିମ୍ ମ୍ୟାଚ୍ ହାରିଛି। ଅର୍ଥାତ୍ […]

222222222222222222
ପୁଣି ଝଟ୍‌କା: ୩ ୱିକେଟ ହରାଇଲା ନ୍ୟୁଜିଲ୍ୟାଣ୍ଡ

ଲର୍ଡ୍ସ: ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ୱକପର ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ଝଟକା ଲାଗିଛି। ପ୍ରାରମ୍ଭିକ ୱିକେଟ୍ ହରାଇବା ପରେ ସ୍ଥିତି ସମ୍ଭାଳିଥିବା ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ଆଉଟ୍ କରି ଇଂଲଣ୍ଡ ପେସ୍ ବୋଲର୍ ଲିଆମ୍ ପ୍ଲଙ୍କେଟ୍। ପ୍ଲଙ୍କେଟ୍ ପ୍ରଥମେ କେନ୍ ୱିଲିୟମସନ୍ (୩୦)ଙ୍କୁ ଆଉଟ୍ କରିଥିବା ବେଳେ ପରେ ନିକୋଲ୍ସଙ୍କୁ କ୍ଲିନ୍ ବୋଲ୍ଡ କରିଛନ୍ତି। ୱିଲିୟମସନ୍ ଓ ନିକୋଲ୍ସ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। […]

basant-patra
ମନେ ପଡେ ସେଇ ଚକା ଆଖି..ଆଉ ତା’ର ଆଶ୍ୱାସନା

ତାଙ୍କ ପାଇଁ ନନ୍ଦିଘୋଷ କେବେ ଅଟକି ଯାଇନି…କିନ୍ତୁ ତାଙ୍କ ଦରଦୀ କଣ୍ଠର ଯାଦୁରେ ମନ ନନ୍ଦିଘୋଷ ଆପେ ଆପ ଅଟକି ଯାଏ ବଡ଼ଦାଣ୍ଡରେ..। ହାତପାଆନ୍ତରେ ଅବଢା ମୁଠାଏ ମିଳୁ ବା ନ ମିଳୁ, ତାଙ୍କ କଣ୍ଠରୁ ‘ଅବଢା ମୁଠିଏ ମୋତେ ମିଳୁ…ମହାବାହୁ..’ ଗୀତ ଥରେ ଶୁଣି ଦେଲେ ମହାପ୍ରସାର ମହମହ ବାସ୍ନାରେ ପେଟ ପୂରିଯାଏ…ସେ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ବସନ୍ତ ପାତ୍ର...।ଜଗନ୍ନାଥଙ୍କୁ ନେଇ ତାଙ୍କ ଅନୁଭୂତି ଆସନ୍ତୁ ଜାଣିବା…. ଓଡ଼ିଶାରେ ରହିବାର ଅଦମ୍ୟ ଇଚ୍ଛା ମୋତେ […]

TELEMMGLPICT000203735203_trans++YGGZxE-BlFTHPG6FlsHtqzoe3yVowsApoK4-KBfJXPY
ନ୍ୟୁଜିଲ୍ୟାଣ୍ଡର ପ୍ରାରମ୍ଭିକ ବିପର୍ଯ୍ୟୟ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍। ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଓପ୍ନର ମାର୍ଟିନ୍ ଗପ୍ଟିଲ୍ ମ୍ୟାଚରେ ଭଲ ଆରମ୍ଭ କରିଥିଲେ ହେଁ, ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ସେ ମାତ୍ର ୧୯ ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଛନ୍ତି। ତେବେ ଅନ୍ୟତମ ଓପ୍ନର ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନ୍ ଧୈର୍ଯ୍ୟ […]

ka.........
କର୍ଣ୍ଣାଟକ ରାଜନୀତି: ବିଧାୟକ ଦଳ ବୈଠକ ଡାକିଲା କଂଗ୍ରେସ

ବେଙ୍ଗାଲୁରୁ: ବିଦ୍ରୋହୀମାନଙ୍କୁ ମନାଇବାରେ ବିଫଳ ହୋଇଥିବା କଂଗ୍ରେସ-ଜେଡିଏସ୍‌ ଯୋଡ଼ି କେମିତି ସରକାରକୁ ବଞ୍ଚାଇବେ, ସେ ଚିନ୍ତାରେ ପଡ଼ିଛନ୍ତି। ଗତକାଲି କିଛିଟା ଆଶା ଦେଇଥିବା କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଆଜି ପୁଣିଥରେ ବିଜେପି କ୍ୟାମ୍ପକୁ ଚାଲି ଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା ଆସନ୍ତାକାଲି ଦଳର ବିଧାୟକମାନଙ୍କୁ ନେଇ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ବେଙ୍ଗାଲୁରୁ ଠାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଆସ୍ଥା […]

63134-miyxwrcjvc-1500035566
ଆସାମରେ ବନ୍ୟା ସ୍ଥିତି ଭୟଙ୍କର: ବୁଡ଼ିଗଲା କାଜିରଙ୍ଗା ଜାତୀୟ ପାର୍କର ୭୦% ଅଞ୍ଚଳ

ବାକସା: ଲଗାଣ ବର୍ଷା ଯୋଗୁ ଆସାମରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସ୍ଥିତି ଏବେ ଉତ୍କଟ ରୂପ ଧାରଣ କରିଛି। ବନ୍ୟା ଯୋଗୁ କାଜିରଙ୍ଗା ଜାତୀୟ ପାର୍କର ୭୦% ଅଞ୍ଚଳ ଓ ୯୫ଟି କ୍ୟାମ୍ପ ସଂପୂର୍ଣ୍ଣ ରୂପେ ପାଣିରେ ବୁଡ଼ି ଯାଇଛି। ଫଳରେ ଅନେକ ଜୀବଜନ୍ତୁ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଛି। ବନ ବିଭାଗ ବନ୍ୟଜନ୍ତୁଙ୍କୁ ଉଚ୍ଚ ସ୍ଥାନକୁ ନେଇଥିଲେ ହେଁ, ଏବେ ବି ଶହଶହ ବାଘ, ଜଳହସ୍ତୀ, ହାତୀ ଏବଂ ଗଣ୍ଡା ଭଳି ପଶୁଗୁଡ଼ିକ ପାଣିରେ […]

1563013867-7895
ନେପାଳରେ ବନ୍ୟା ବିତ୍ପାତ: ୪୩ ମୃତ, ୨୪ ନିଖୋଜ

କାଣ୍ଠମାଣ୍ଡୁ: ଗତ କିଛି ଦିନ ଧରି ନେପାଳରେ ପ୍ରବଳ ବର୍ଷା ଲାଗ ରହିଛି। ଫଳରେ ବିଭିନ୍ନ ନଦୀରେ ଆସିଥିବା ବନ୍ୟା ଓ ଏଥିଯୋଗୁ ହୋଇଥିବା ଭୂସ୍ଖଳନରେ ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ନିଖୋଜ ହୋଇଯାଇଛନ୍ତି। ଏହା ସହିତ ୨୦ ଜଣ ଲୋକ ଆହତ ହୋଇଛନ୍ତି।  ବନ୍ୟା ଯୋଗୁ ନେପାଳର ଅଧିକାଂଶ ସ୍ଥାନ ଏବେ ଜଳମଗ୍ନ ହୋଇ ରହିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଗତ କିଛି ଦିନ ଧରି ଏଠାରେ ପ୍ରବଳ […]

11111
ଆଜି ୱାର୍ଲଡ୍‌ କପ୍‌ ବିଗ୍‌ ଫାଇଟ୍‌, ଯିଏ ଜିତିବ ରଚିବ ଇତିହାସ

ନୂଆଦିଲ୍ଲୀ:ସ୍ପୋର୍ଟସ୍‌ ୱାର୍ଲଡ୍‌ର ଆଜି ସୁପର ସଣ୍ଡେ। ୪୪ଦିନର ସଂଘର୍ଷ ଓ ରୋମାଞ୍ଚ ଶେଷ ହେବା ପରେ ଆଜି ଅନୁଷ୍ଠିତ ହେବ କ୍ରିକେଟ୍ ବିଶ୍ୱକପ୍‌ର ଟାଇଟଲ୍ ଟକ୍କର । ମୁହାଁମୁହିଁ ହେବେ ଆୟୋଜକ ଇଂଲଣ୍ଡ-ନ୍ୟୁଜିଲାଣ୍ଡ। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚ ହେବ। ଆଜି ସାରା ବିଶ୍ୱ ଦେଖିବ କିଏ ହେବ ଚାମ୍ପିଅନ୍‌। ଯିଏ ବି ହେଉନା କାହିଁକି ୱାର୍ଲଡ କପ୍‌ ଇତିହାସରେ ଜଣେ ନୂଆ ଚାମ୍ପିଅନଙ୍କ ନାଁ ସାମିଲ୍‌ ହେବ। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପୂର୍ବରୁ ବିଶ୍ୱକପ୍ ଫାଇନାଲ୍ […]

D_V_tCFWkAAI8lh
ସୋମାଲିଆରେ ଆତଙ୍କୀ ଆକ୍ରମଣ, ସାମ୍ବାଦିକଙ୍କ ସମେତ ୨୬ ମୃତ

କିସ୍‌ମାୟୋ: ସୋମାଲିଆର କିସ୍‌ମାୟୋ ହୋଟେଲରେ ଏକ ଆତଙ୍କବାଦୀ ହମ୍‌ଲାରେ ଜଣେ ପ୍ରସିଦ୍ଧ ସାମ୍ବାଦିକ ଏବଂ କିଛି ବିଦେଶୀ ନାଗରିକଙ୍କ ସମେତ ୨୬ ଜଣ ପ୍ରାଣ ହରାଇଛନ୍ତି। ପ୍ରଥମେ ଜଣେ ଆତ୍ମଘାତୀ ଆତଙ୍କବାଦୀ କାର୍‌ ବିସ୍ଫୋରଣ କରିବା ପରେ କିଛି ବନ୍ଧୁକଧାରୀ ହୋଟେଲ ଭିତରେ ପଶି ଅତର୍କିତ ଭାବେ ଗୁଳିଚାଳନା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ମୃତ ସାମ୍ବାଦିକଙ୍କ ନାମ ହୋଡାନ୍‌ ନାଲେୟା ବୋଲି ଜଣାପଡ଼ିଛି। ଅଲ୍‌ କାଏଦା ସହିତ ଜଡ଼ିତ ଆତଙ୍କବାଦୀ ସଂଗଠନ ଅଲ୍‌-ସବାବ୍‌ ଏହି […]

bjp-22
ସଂସଦରେ ସ୍ୱଚ୍ଛତା ଅଭିଯାନ: ଝାଡ଼ୁ ମାରିଲେ ବିଜେପି ନେତା

ନୂଆଦିଲ୍ଲୀ:ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା। ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ମନ୍ତ୍ରୀ ଓ ସାଂସଦ ସଂସଦ ପରିସରରେ ଝାଡୁ ମାରିଥିଲେ। ଖୋଦ୍ ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରତାପ ଷଡ଼ଙ୍ଗୀ, ସାଂସଦ ହେମାମାଳିନୀ ସଂସଦ ପରିସରରେ ଝାଡ଼ୁ ମାରିଥିବା ଦେଖିବାକୁ ମିଳିଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, […]

assam-flood
ଆସାମ୍‌ରେ ବନ୍ୟା ତାଣ୍ଡବ: ୬ ମୃତ

ନୂଆଦିଲ୍ଲୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ରାଜ୍ୟର ୩୩ ଜିଲ୍ଲାରୁ ୨୧ଟି  ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ  ପ୍ରବାହିତ ହେଉଛି। ତେବେ ଲଗାଣ ବର୍ଷା ମଧ୍ୟ ସ୍ଥିତିକୁ ଆହୁରି ସଙ୍ଗିନ କରି ଦେଇଛି। ଗତକାଲି ବର୍ଷା ଯୋଗୁ ବିଭିନ୍ନ  ସ୍ଥାନରେ ମାଟି ଅତଡ଼ା  ଧସି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ରାଜ୍ୟରେ ଚଳିତ […]

vvvv
କର୍ଣ୍ଣାଟକ ରାଜନୀତି: ଦଳକୁ ଫେରିବେ ବିଦ୍ରୋହୀ ବିଧାୟକ !

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଆଉ ଏକ ଟ୍ୱିଷ୍ଟ। ବିଦ୍ରୋହୀ କଂଗ୍ରେସ ବିଧାୟକ ପୁଣି ଥରେ ଦଳକୁ ଫେରିବା ନେଇ ମିଳିଛି ଆଭାସ। ଆଜି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ଏମ୍‌ଟିବି ନାଗରାଜ୍ ଦଳକୁ ଫେରିବା ନେଇ ସୂଚନା ଦେଇଛନ୍ତି। ଏହା ପରେ କର୍ଣ୍ଣାଟକରେ ଲାଗି ରହିଥିବା ଅସ୍ଥିରତାରେ କିଛିଟା ସୁଧାର ଆସିବା ନେଇ ବାଟ ଫିଟିଛି ।  ଅପରପକ୍ଷେ ସବୁ ସମସ୍ୟାର ସମାଧାନ ହେବ ଏବଂ ତା’ ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ବରିଷ୍ଠ କଂଗ୍ରେସ […]

1111
ଥାନାରେ ବୀରେନ୍ଦ୍ର ସେହୱାଗଙ୍କ ପତ୍ନୀ ଆରତି, ଆଣିଲେ ଠକେଇ ଅଭିଯୋଗ

ନୂଆଦିଲ୍ଲୀ:କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କୁ କ୍ରିକେଟ ପ୍ରେମୀ ଭୁଲି ନ ଥିବେ ନିଶ୍ଚୟ । ବୀରେନ୍ଦ୍ରଙ୍କ ପତ୍ନୀ ଆରତୀ ସାଂଘାତିକ ଠକେଇର ଶିକାର ହୋଇଛନ୍ତି। ସମାଧାନ କରି ନ ପାରି ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିନା ଅନୁମତିରେ ସାଢେ ୪ କୋଟି ଟଙ୍କା ଲୋନ୍‌ କରାଯାଇଛି। ଏଥିପାଇଁ ତାଙ୍କର ଫଲ୍‌ସ ସିଗ୍ନେଚର ମଧ୍ୟ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆପଣ ଭାବୁଛନ୍ତି ନା, କିଏ ଠକିଛି ତାଙ୍କୁ ! ବୀରେନ୍ଦ୍ର କି ? ନା, […]

kkkkkkkkkkkkkkk
ହାତ ଯୋଡି କଙ୍ଗନା କହିଲେ ବ୍ୟାନ୍‌ ନିଷ୍ପତ୍ତିରେ ସଂଘ କାଏମ୍‌ ରହୁ

ମୁମ୍ୱାଇ:  ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର ଗୀତ ରିଲିଜ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ସାମ୍ବାଦିକ ଜଷ୍ଟିନ ରାଓଙ୍କ  ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି।  ‘ଏଣ୍ଟରଟେନ୍‌ମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’  ନାମକ ସଂସ୍ଥା ପକ୍ଷରୁ ଗତ ମଙ୍ଗଳବାର କଙ୍ଗନାଙ୍କୁ ବୟକଟ୍‌ କରାଯିବା ନେଇ ଘୋଷଣା କରାଯାଇଥିଲା। ଅପରପକ୍ଷେ କୌଣସି ଅସୁବିଧାରେ ପଡିଯିବା ଆଶଙ୍କାରେ  ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ର ପ୍ରଡ୍ୟୁସର ଏକତା କପୁର ପୂର୍ବରୁ କ୍ଷମା ମାଗି ସାରିଛନ୍ତି। […]

ICC-World-Cup-2019-Sachin-Tendulkar-to-open-the-innings-again-today-after-5-years-but-this-time-as-a-commentator
ଭାଙ୍ଗିଯିବ କି ସଚିନ୍‌ଙ୍କ ୧୬ ବର୍ଷର ରେକର୍ଡ ?

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି ଉଭୟ ରୋହିତ ଶର୍ମା ଓ ଡେଭିଡ୍ ୱାର୍ଣ୍ଣର। ଦୁହେଁ ସଚିନ୍‌ଙ୍କ ରେକର୍ଡରେ ଖୁବ୍ ନିକଟତର ହୋଇଥିଲେ ବି ଏହାକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ତେବେ ସଚିନ୍‌ଙ୍କ ଏହି ରେକର୍ଡ ଯେ ଅତୁଟ ରହିବ, ତାହା ଫାଇନାଲ୍ ମ୍ୟାଚ୍ ନ ଖେଳା ଯିବା ପର୍ଯ୍ୟନ୍ତ କୁହାଯାଇ ପାରିବ ନାହିଁ। କାରଣ ତାଙ୍କର ଏହି ରେକର୍ଡ ଭାଙ୍ଗିବାକୁ ଇଂଲଣ୍ଡର ଜୋ ରୁଟ୍ […]

sp12-MS-Dhoni
ଧୋନିଙ୍କ ଅବସର ନେଇ ଜବାବ ରଖିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ପାଖରୁ ହାରିବା ପରେ ଏବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଗ୍ରହଣ ସମ୍ଭାବନା ନେଇ ଅଟକଳବାଜି ଚାଲିଛି। ଖୁବଶୀଘ୍ର ସେ ଦିନିକିଆ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏ ବାବଦରେ ଧୋନି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଏବଂ  ଟିମ୍ ଇଣ୍ଡିଆର କ୍ୟାପଟେନ କୋହଲି ମଧ୍ୟ ଧୋନିଙ୍କ ଅବସର ନେବା ବିଷୟରେ ସେ କିଛି ଜାଣି ନାହାନ୍ତି ବୋଲି ସ୍ପଷ୍ଟ […]

wcc
ଭନଙ୍କ ଭବିଷ୍ୟବାଣୀ ସତ ହେଲେ...କାହା ଭାଗ୍ୟରେ ବିଶ୍ୱକପ୍‌ !

ଭୁବନେଶ୍ୱର:ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍‌ ମାଇକେଲ ଭନଙ୍କ ଭବିଷ୍ୟବାଣୀ ସତ ହୋଇଛି। ସେ କହିଥିଲେ, ଯିଏ ଭାରତକୁ ହରାଇବ ସେ ବିଶ୍ୱକପ୍‌ ଜିତିବ। ଏଥର ଫାଇନାଲ୍‌କୁ ଯାଇଥିବା ଉଭୟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇଛନ୍ତି। ଲିଗ୍‌ ମ୍ୟାଚ୍‌ରେ କେବଳ ଇଂଲଣ୍ଡ ହିଁ ଏକମାତ୍ର ଦଳ ଭାବେ ଭାରତକୁ ହରାଇବାରେ ସକ୍ଷମ ହୋଇଥିଲା। ସେହିପରି ସେମି ଫାଇନାଲ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିଥିଲା ଟିମ୍ ଇଣ୍ଡିଆ। ଏଣୁ ଭାରତକୁ ହରାଇଥିବା ଏହି ଦୁଇ ଟିମ୍‌ ମଧ୍ୟରୁ କିଏ ହାତେଇବ  ବିଶ୍ୱକପ୍  ? […]

sena
ଭାରତୀୟ ଯବାନଙ୍କ ମାନବିକତା, ପାକିସ୍ତାନକୁ ବଢାଇଲେ ସହାୟତାର ହାତ

ନୂଆଦିଲ୍ଲୀ: ସୀମାନ୍ତରେ ଦୁଇ ଦେଶ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡ଼ିଲାଣି ଭାରତ। ହାତରେ ବନ୍ଧୁକ ଧରି ଖରା, ବର୍ଷା, ଶୀତରେ ଛିଡ଼ା ହୋଇଛନ୍ତି ଭାରତୀୟ ଯବାନ ପାକ୍‌ ସେନାର ମୁକାବିଲା କରିବା ପାଇଁ। ବନ୍ଧୁକ ହାତରେ ଧରିଲେ ବି ମାନବିକତା ଭୁଲିନାହାନ୍ତି ଭାରତୀୟ ସେନା । ସେଥିପାଇଁ ପ୍ରୋଟୋକଲ ଭାଙ୍ଗି ପାକିସ୍ତାନ ପ୍ରତି ବଢାଇଛନ୍ତି ସହାୟତାର ହାତ। ଭାରତ-ପାକ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଏକ ଗାଁର ୭ବର୍ଷର ଏହି ଶିଶୁ […]

77777
ଦେଶର ରାଷ୍ଟ୍ରପତି, ହେଲେ ଜାଣି ନାହାନ୍ତି ଶରୀରରେ କିଡ୍‌ନୀ କେଉଁଠି ଅଛି !

ନୂଆଦିଲ୍ଲୀ: ଜାଣନ୍ତି, ଶରୀରରେ କିଡ୍‌ନୀର ସ୍ଥାନ କେଉଁଠି ? ହାର୍ଟରେ ! କେବେ ଶୁଣିଥିଲେ ? ଏକଥା ଆମେ କହୁନୁ, କହିଛନ୍ତି  ନିଜେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଏଭଳି ଅଦ୍ଭୁତ କଥାଟି ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ସତ। ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିବା ଟ୍ରମ୍ପଙ୍କ ପାଇଁ ନୂଆ ନୁହେଁ। ଅନେକ ସମୟରେ ଏପରି ଓଲଟାସିଧା କଥା ପାଇଁ  ୟୁଜର୍ସ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥାନ୍ତି। ଏବେ ଏହି ଅଦ୍ଭୁତ […]

Indira-Jaising-and-Anand-Grover-with-CBI
ବିଦେଶୀ ଫଣ୍ଡିଂ ମାମଲାରେ ଆଇନଜୀବୀ ଇନ୍ଦିରା ଜୟସିଂହ, ଆନନ୍ଦ ଗ୍ରୋଭର

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଆଇନଜୀବୀ ଇନ୍ଦିରା ଜୟସିଂହ ଏବଂ ଆନନ୍ଦ ଗ୍ରୋଭରଙ୍କ ଦିଲ୍ଲୀ ଏବଂ ମୁମ୍ୱାଇ ବାସଭବନରେ ଆଜି ସିବିଆଇ ରେଡ୍ କରିଛି। ଲୟର୍ସ କଲେକ୍ଟିଭ ନାମରେ ଏନଜିଓ ସଂସ୍ଥା ଖୋଲି ଏହି ଦୁଇ ଆଇନଜୀବୀ ବେଆଇନ ଭାବରେ ତାଙ୍କ ସଂସ୍ଥା ପାଇଁ ଟଙ୍କା ଆଣୁଥିବା ଅଭିଯୋଗରେ ସିବିଆଇ ଏହି ରେଡ୍ କରିଛି। ଲୟର୍ସ କଲେକ୍ଟିଭ୍ ଏନଜିଓ ସଂସ୍ଥା ସାମାଜିକ କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇଥିଲା। ହେଲେ ଏହି ସଂସ୍ଥା ବିଦେଶରୁ ବେଆଇନ ଭାବରେ ଟଙ୍କା ଆଣୁଥିବା […]

Antivirus_1555010071939
ସାବଧାନ! ଆପଣଙ୍କ ମୋବାଇଲ୍‌ରେ ଅଜାଣତରେ ଇନ୍‌ଷ୍ଟଲ ହେଉଛି ଭାଇରସ୍‌ ଆପ୍ସ !

ନୂଆଦିଲ୍ଲୀ: ଆପଣଙ୍କ ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ କେତେ ସୁରକ୍ଷିତ? ସାଇବର ସିକ୍ୟୁରିଟିର ଏକ ରିପୋର୍ଟ ଆସିବା ପରେ ଆଣ୍ଡ୍ରୋଏଡ ଫୋନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦେଶରେ ପାଖାପାଖି ୧.୫ କୋଟି ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଜାଣତରେ ଭାଇରସ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ଚେକ୍ ପଏଣ୍ଟ ରିସର୍ଚ୍ଚ ସଂସ୍ଥା କହିଛି। ଏହି ଭାଇରସ ସାରା ବିଶ୍ୱରେ ୨.୫ କୋଟି ଡିଭାଇସକୁ ଆକ୍ରମଣ କରିଥିବା ବେଳେ ୧.୫ କୋଟି ମୋବାଇଲ ଡିଭାଇସ ଭାରତର ବୋଲି ଏହି […]

Supreme-Court-
ଅଯୋଧ୍ୟା ଜମି ବିବାଦ ମାମଲା: ମଧ୍ୟସ୍ଥିଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏହାପରେ ୨୫ ଜୁଲାଇରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ୧୮ ତାରିଖରେ ଦାଖଲ ହେବାକୁ ଥିବା ମଧ୍ୟସ୍ଥି କମିଟିର ରିପୋର୍ଟ ଯଦି  ସନ୍ତୋଷଜନକ ନ ହୁଏ, ତାହେଲେ ସୁପ୍ରିମକୋର୍ଟ ୨୫ ତାରିଖରୁ ମାମଲାର ଦୈନିକ ଶୁଣାଣି କରିବେ। ଆବେଦନକାରୀ ଦର୍ଶାଇଥିଲେ […]

2222222
ସେମିରେ ହାରି ବି ବିଶ୍ୱ କପ୍‌ ଜିତିଯାଇଛି..ଟିମ୍‌ ଇଣ୍ଡିଆକୁ ପ୍ରଶଂସା କରି ଏମିତି କହିଲେ ଅମୀର ଖାନ୍‌

ନୂଆଦିଲ୍ଲୀ:ବିଶ୍ୱକପ୍‌ କ୍ରିକେଟ୍‌ରୁ ଭାରତ ବିଦାୟ ନେଇଛି। ବୁଧବାର ନ୍ୟୁଜ୍‌ଲ୍ୟାଣ୍ଡ ପାଖରୁ ୧୮ ରନ୍‌ରେ ହାରିବା ପରେ ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ସ୍ୱପ୍ନ ଧୂଳିସାତ ହୋଇଯାଇଛି। ନ୍ୟୁଜଲ୍ୟାଣ୍ଡ ୨୩୯ ରନ୍‌ କରି ଜିତିଥିବାବେଳେ ଭାରତ ୪୯.୩ ଓଭରରେ ୨୨୧ ରନ୍‌ କରି ଅଲ୍‌ ଆଉଟ ହୋଇ ଯାଇଥିଲା। ଟିମ୍‌ ଇଣ୍ଡିଆର ଏହି ପରାଜୟ ଅବଶ୍ୟ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ହତାଶ କରିଛି। ତେବେ ସମସ୍ତେ ଭାରତୀୟ ଟିମ୍‌ର ପ୍ରଦର୍ଶନକୁ ଖୁବ୍‌ ପ୍ରଶଂସା କରିଛନ୍ତି। ଭାରତ-ନ୍ୟୁଜ୍‌ଲ୍ୟାଣ୍ଡକୁ ମ୍ୟାଚ୍‌କୁ ନେଇ ମଧ୍ୟ […]