• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

talak
ଟ୍ରିପଲ୍‌ ତଲାକ ବିଲ୍‌ ପାସ୍‌ ପରେ...ସଜାଡ଼ି ହେଉଛି ଉଜୁଡ଼ା ଘର

ଲକ୍ଷ୍ନୌ: ତିନ୍ ତଲାକ୍‌ ବିଲ୍‌ ରାଜ୍ୟ ସଭାରେ ଅନୁମୋଦନ ପାଇଲା ପରେ ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିଛି ଲୋକ ତ ଏହାକୁ ବିରୋଧ କରି ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯିବାକୁ ଚାହୁଁଛନ୍ତି। କିନ୍ତୁ କିଛି ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ଅନେକଙ୍କ ଉଜୁଡା ଘର ସଜାଡି ହେଉଥିବା ଦେଖିବାକୁ ମିଳୁଛି । ଯେଉଁମାନେ ତିନି ତଲାକ କହି ପତ୍ନୀଙ୍କୁ ଛାଡ଼ି ଦେଇଥିଲେ, ସେମାନେ ଏବେ ସସମ୍ମାନେ ନିଜ ପତ୍ନୀଙ୍କୁ ଫେରାଇ ଆଣୁଛନ୍ତି। […]

station
ଛୋଟ ଛୁଆର ଉପସ୍ଥିତି ବୁଦ୍ଧି ମା’କୁ ମରଣ ମୁହଁରୁ ଫେରାଇ ଆଣିଲା

ନୂଆଦିଲ୍ଲୀ:ଛୋଟ ଛୋଟ ଛୁଆ ଦୁହିଁଙ୍କୁ ନେଇ ମା’ ପହଞ୍ଚିଲା ଷ୍ଟେଶନରେ। ମା’ ସହ ବୁଲିବାକୁ ଯାଉଥିବାରୁ ପିଲାମାନଙ୍କ ମନ ଭାରି ଖୁସି । ହେଲେ ମା’ ମନରେ ଯେ ଏତେ ଭୟଙ୍କର କଥା ଛପି ରହିଛି ନିରୀହ ଶିଶୁ ଦୁହେଁ ବା ଜାଣିବେ କିପରି ? ପିଲାଙ୍କୁ ସୁରକ୍ଷିତ ଜାଗାରେ ଛିଡ଼ା କରାଇ ମା’ ଚାଲି ଯାଇଥିଲା ଆତ୍ମହତ୍ୟା କରିବାକୁ । ହେଲେ କରି ପାରିଲେନି। ଛୋଟ ଛୋଟ ସେଇ ପିଲାମାନେ ହିଁ ତାଙ୍କ ଜୀବନ ବଞ୍ଚାଇଲେ। […]

vlcsnap-error389
ଚମକିଲେ ଓଡ଼ିଆ ପୁଅ: ‘ଅର୍ଗାନ୍ ସିକ୍ୟୋର’ ଆପ୍ସ ତିଆରି କରି ଜିତିଲେ ମାଇକ୍ରୋସଫ୍ଟ ପୁରସ୍କାର

ବେଙ୍ଗାଲୁରୁ: ଇଣ୍ଟରନେଟରେ ଏକ ଓ୍ୱେବ୍ ସିରିଜ୍ ଦେଖି ଲୋକଙ୍କ ସମସ୍ୟା ବାବଦରେ ହୃଦବୋଧ କଲେ। ଆଉ ୬ ମାସ ପରେ ସମସ୍ୟାର ସମାଧାନ ନିଜେ କରି ସଫଳ ହୋଇଛନ୍ତି ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର। ଲୋକମାନେ ଅର୍ଗାନ ଡୋନେସନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି କିନ୍ତୁ ଠିକଣା ସମୟରେ ଅଙ୍ଗପ୍ରତ୍ୟଙ୍ଗ ଲୋଡୁଥିବା ବ୍ୟକ୍ତିଙ୍କୁ ଏହା ମିଳୁ ପାରୁ ନାହିଁ। ଓ୍ୱେବ୍ ସିରିଜରେ ଏଭଳି କିଛି ସମସ୍ୟା ବାବଦରେ ଦେଖିଥିଲେ ପ୍ରତୀକ। ଏହାପରେ ଇଣ୍ଟରନେଟରେ ଅଧିକ ଗବେଷଣା କରି […]

12345
ଦିଲ୍ଲୀରେ ମାଗଣା ବିଜୁଳି ! ମାସକୁ ୨୦୦ ୟୁନିଟ୍‌ ଛାଡ଼୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି କେଜ୍ରିଓ୍ୱାଲ ସରକାର ଘୋଷଣା କରିଛନ୍ତି। ଏହାପରେ ୨୦୧ ୟୁନିଟରୁ ୪୦୦ ୟୁନିଟ୍ ମଧ୍ୟରେ ବିଜୁଳି ବ୍ୟବହାର କଲେ ମୋଟ ବିଲର ମାତ୍ର ୫୦ ପ୍ରତିଶତ ଟଙ୍କା ଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀ […]

unnao
ଦିଲ୍ଲୀ କୋର୍ଟରେ ହେବ ଉନ୍ନାଓ ମାମଲାର ବିଚାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ  ନୁହେଁ, ଦିଲ୍ଲୀର ଏକ ଫାଷ୍ଟ ଟ୍ରାକ କୋର୍ଟରେ ଉନ୍ନାଓ ମାମଲାର ବିଚାର ହେବ। ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଘଟଣାର ସମସ୍ତ ୪ଟି ଯାକ ମାମଲାର ବିଚାର ଦିଲ୍ଲୀରେ ହେବ।  ଏହା ସହିତ ମାମଲାର ସବୁ କାଗଜପତ୍ର ସହିତ ଷ୍ଟାଟସ୍ ରିପୋର୍ଟ ଆଜି ଦିନ ୧୨ ସୁଦ୍ଧା ଦେବାକୁ ସିବିଆଇକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଉନ୍ନାଓ ଘଟଣାକୁ ପ୍ରସଙ୍ଗରେ ସୁପ୍ରିମକୋର୍ଟ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ମାମଲାକୁ ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତର କରିବା […]

Prez_1552146908946_1561002554870
ଟ୍ରିପଲ ତଲାକ୍ ବିଲକୁ ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ଏଥିସହ ଏହି ଆଇନ୍ ପିଛିଲା ଭାବରେ ୧୯ ସେପ୍ଟେମ୍ୱର ୨୦୧୮ରୁ ଲାଗୁ ହୋଇଛି। ସୂଚନାଯୋଗ୍ୟ ଏହି ବିଲ୍ ସଂସଦର ଦୁଇଟି ସଦନରେ ପାରିତ ହୋଇସାରିଛି। ମୋଦି ସରକାର ଏହି ବିଲକୁ ୨୫ ଜୁଲାଇରେ ଲୋକସଭାରେ ପାରିତ କରିଥିବା ବେଳେ ୩୦ ଜୁଲାଇରେ ରାଜ୍ୟସଭାରେ ପାରିତ କରିଥିଲେ। ଏହି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ୧୯ ସେପ୍ଚେମ୍ୱର ୨୦୧୮ […]

2345
ସୁଇମିଂ ପୁଲ୍‌ରେ ସୁନାମୀ !

ବେଜିଂ: ସୁଇମିଂ ପୁଲ୍‌ରେ ଅଭାବନୀୟ ଘଟଣା। ଶାନ୍ତ ପାଣି ଚାହୁଁ ଚାହୁଁ ଅଶାନ୍ତ ହୋଇଗଲା। ସୁନାମୀ ଆସିଲା କି ? ଏମିତି ପ୍ରଶ୍ନ ମନକୁ ଆସୁ ଆସୁ ମାଡ଼ି ଆସିଲା ବିରାଟ ଢେଉ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ଚୀନର ଏକ ୱାଟର୍ ପାର୍କରେ। ଶତାଧିକ ଲୋକ ସୁଇମିଂ ପୁଲ୍‌ର ମଜା ନେଉଥିଲେ।  ହଠାତ୍‌ ଉଠି ଆସିଲା ବିରାଟ ଉଚ୍ଚର ଢେଉ। ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ। କେତେଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି […]