• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

sushma-2
ପ୍ରେମକୁ ସଫଳ କରିବା ପାଇଁ ଖୁବ୍‌ ସଂଘର୍ଷ କରିଥିଲେ ସୁଷମା

ନୂଆଦିଲ୍ଲୀ: ଆମ ଗହଣରେ ଆଉ ନାହାନ୍ତି ସୁଷମା ସ୍ୱରାଜ। ମଙ୍ଗଳବାର ରାତିରେ କାର୍ଡିଆକ୍ ଆରେଷ୍ଟରେ ତାଙ୍କର ପରଲୋକ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକୁ ଦେଶ ସବୁ ଦିନେ ମନେ ରଖିବ। ଜଣେ ନେତ୍ରୀ ଭାବେ ତାଙ୍କ ଦକ୍ଷତା ଉପରେ କେହି କେବେ ପ୍ରଶ୍ନ ଉଠାଇ ନାହାନ୍ତି। କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭଳି ପଦରେ କାର୍ଯ୍ୟ କରିଥିଲେ ବି ସୁଷମା ଭାରି ମିଶାଣିଆ। କେବଳ ନିଜ ଦଳ ନୁହେଁ, ଅନ୍ୟ ଦଳର ନେତାଙ୍କ ସହିତ […]

୧୨୩
ମୃତ୍ୟୁ ଘଣ୍ଟାଏ ପୂର୍ବରୁ କୁଳଭୂଷଣଙ୍କ ଓକିଲଙ୍କୁ ଫୋନ୍‌ କରି ଥିଲେ ସୁଷମା, ୧ ଟଙ୍କା ଫି’ ନେଇ ଯିବାକୁ କହିଥିଲେ

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ମାମଲା ଲଢ଼ୁଥିବା ଦେଶର ଜଣାଶୁଣା ଓକିଲ ହରିଶ୍‌ ସାଲ୍‌ଭେଙ୍କୁ ମଙ୍ଗଳବାର ରାତିରେ ଫୋନ୍‌ କରିଥିଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍‌ ଏବଂ ବୁଧବାର ତାଙ୍କ ଘରକୁ ଆସି ତାଙ୍କର ଏକ ଟଙ୍କା ନେଇଯିବାକୁ କହିଥିଲେ। ହେଲେ ଫୋନ୍‌ କରିବାର ପ୍ରାୟ ଘଣ୍ଟାଏ ପରେ ସେ ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଏ ଖବର ପାଇବା ପରେ ହଠାତ୍ ବିଶ୍ୱାସ କରି ପାରି ନଥିଲେ ହରିଶ୍‌ ସାଲ୍‌ଭେ। ଅନ୍ତର୍ଜାତୀୟ ନ୍ୟାୟାଳୟରେ ଭାରତ ପକ୍ଷରୁ […]

b-96-1-750x430
୩୭୦ ପାଇଁ ବଳିପଡ଼ିଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀ, ତାଙ୍କ ସ୍ଵପ୍ନ ସାକାର କଲା ବିଜେପି

ଭୁବନେଶ୍ୱର:”ଏକ ହି ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଔର୍ ଦୋ ନିଶାନ୍‌ ନହିଁ ଚଲେଗା”। ଏହି ନାରା ଦେଇ ୧୯୫୩ ମେ’ ୧୧ରେ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିଲେ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ। ଧାରା ୩୭୦କୁ ବିରୋଧ କରି ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ଶ୍ୟାମା ପ୍ରସାଦଙ୍କୁ ଗିରଫ କରଗଲା। ଆଉ ଏହାର ହଠାତ୍‌ ମାସକ ପରେ ୨୩ ଜୁନ୍‌ ୧୯୫୩ରେ ତାଙ୍କର ରହସ୍ୟଜନକ ମୃତ୍ୟୁର ଖବର ଆସିଲା। କୁହାଯାଏ […]

k1
କଶ୍ମୀରରେ ବିକ୍ରି ହେଉଛି ଜମି! ମୂଲ୍ୟକୁ ନେଇ ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ: ଗତକାଲି ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ପୂର୍ବରୁ ୩୭୦ ଧାରାରେ ଅନ୍ୟ ରାଜ୍ୟର ଲୋକଙ୍କୁ କଶ୍ମୀରରେ ସମ୍ପତ୍ତି କିଣିବା ପାଇଁ ଅନୁମତି ନଥିଲା। ଠିକ୍‌ ସେହିପରି କଶ୍ମୀରର ଝିଅମାନେ ଅନ୍ୟ ରାଜ୍ୟରେ ବିବାହ କଲେ, ସେମାନଙ୍କ ନାଗରିକତ୍ୱ ହରାଇବାକୁ ପଡୁଥିଲା। କିନ୍ତୁ ୩୭୦ ଧାରା ଉଠିବା ପରେ ଜଣେ ବ୍ୟକ୍ତି ଚାହିଁଲେ କଶ୍ମୀରରେ ସମ୍ପତ୍ତି କିଣି ପାରିବେ। କଶ୍ମୀରକୁ ସୋଶାଲ ମିଡିଆରେ ୟୁଜର୍ସ ବିଭିନ୍ନ ପ୍ରକାର ମିମ୍ ପୋଷ୍ଟ କରୁଛନ୍ତି। […]

adhir
ଧାରା ୩୭୦ ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ-କହିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଥିବା ବେଳେ ଏହାକୁ କଂଗ୍ରେସ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିଛି। ତେବେ ଆଜି ଲୋକସଭାରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିପାରିବେ ନାହିଁ ଏବଂ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଲୋକସଭାରେ ସେ ଏଭଳି ମତ ରଖୁଥିବା ବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଶ୍ଚର୍ଯ୍ୟ ହୋଇ ଅଧୀର ରଞ୍ଜନଙ୍କୁ […]