ସୁରତ: ରିଲ୍ ଲାଇଫରେ ଆମେ କେତେ ହିରୋଙ୍କୁ ଦେଖିଛୁ। ଅନେକ ଅସମ୍ଭବ କାମ ଚୁଟ୍କିରେ କରି ଦିଅନ୍ତି। ହେଲେ ସୁରତର ଭୟାନକ ଅଗ୍ନିକାଣ୍ଡ ବେଳେ ଏମିତି ଜଣେ ହିରୋଙ୍କୁ ଦେଖିବାକୁ ମିଳିଛି, ଯିଏ ରିଲ୍ ନୁହେଁ, ରିଅଲ୍ ହିରୋ। ନିଜ ଜୀବନକୁ ମରଣ ମୁହଁକୁ ଠେଲି ନିଶ୍ଚିତ ମୃତ୍ୟୁ ମୁଖରୁ ଅନେକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେଇପାରନ୍ତି। ଆସନ୍ତାକାଲି କଂଗ୍ରେସର ୱାର୍କିଂ କମିଟି ବୈଠକ ବସିବ। ଏହି ସମୟରେ ରାହୁଲ ଗାନ୍ଧିଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧି ତାଙ୍କ ଇସ୍ତଫାପତ୍ର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦେଇଥିଲେ।ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ବରଂ ଇସ୍ତଫା ପ୍ରସଙ୍ଗରେ ୱାର୍କିଂ କମିଟି ନିଷ୍ପତ୍ତି ନେବ ବୋଲି ସୋନିଆ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେପି ପୁଣିଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ବିଜେପି ଏକାକୀ ୩୦୦ରୁ ଅଧିକ ଆସନ ଜିତିଥିବା ବେଳେ ଏନ୍ଡିଏ ୩୫୧ଟି ଆସନ ପାଇଛି। ଅର୍ଥାତ ୨୦୧୪ ତୁଳନାରେ ୨୦୧୯ରେ ବିଜେପି ଅଧିକ ଭଲ ପ୍ରଦର୍ଶନ କରିଛି। ୨୦୧୪ ପରି କଂଗ୍ରେସର ପ୍ରଦର୍ଶନ ୨୦୧୯ରେ ମଧ୍ୟ ନୈରାଶ୍ୟଜନକ ରହିଛି। ତେବେ ବିଜେପିର ଏହି ବିଶାଳ ବିଜୟ ପଛରେ କାରଣ କ’ଣ? କେଉଁ ପ୍ରସଙ୍ଗ […]
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଅନେକ ହେଭିୱେଟ୍ଙ୍କ ରାଜନୀତିକ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ଅନେକ କଂଗ୍ରେସ ହେଭିୱେଟ୍ ଚଳିତ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛନ୍ତି। ତେବେ ପରାଜୟ ପ୍ରାର୍ଥୀଙ୍କ ମଧ୍ୟରେ ୭ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛି। ୩ ଥର ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ହୋଇଥିବା ଶିଲା ଦୀକ୍ଷିତ ଉତ୍ତର ପୂର୍ବ ଦିଲ୍ଲୀରୁ କଂଗ୍ରେସ ଟିକେଟ୍ରେ ଲଢ଼ି ପରାସ୍ତ ହୋଇଛନ୍ତି। ସେହିପରି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନୈନିତାଲ-ଉଦ୍ଧମସିଂହ ନଗରରୁ […]
ନୂଆଦିଲ୍ଲୀ: ଦେଶରେ ବିଜେପି ପୁଣି ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ଏବେ ମୋଦିଙ୍କ ଦ୍ୱିତୀୟ ସରକାରରେ କିଏ କିଏ ମନ୍ତ୍ରୀ ହେବେ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ଦଳକୁ ସଫଳତା ଦେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ ଦ୍ୱିତୀୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଜେପିରେ ଲଗାତର କେହି ସଭାପତି କେହି ରହିପାରିବେନି ବୋଲି ନିୟମ ରହିଛି। ସେହିପରି, ଦଳର ସଭାପତି ଥିବା ବ୍ୟକ୍ତି ମନ୍ତ୍ରୀ […]
ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ବିଜେପିକୁ ମାତ୍ ଦେବାରେ ମହାମେଣ୍ଟ ବିଫଳ ହେବାପରେ ମହାମେଣ୍ଟର ସହଯୋଗୀ ଦଳ ବହୁଜନ ସମାଜ ପାର୍ଟି(ବିଏସ୍ପି) ସୁପ୍ରିମୋ ମାୟାବତୀ ପରାଜୟ ପାଇଁ ଇଭିଏମ୍କୁ ଦାୟୀ କରିଛନ୍ତି। ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ କରି ୮୦ ଲୋକସଭା ଆସନରୁ ଅଧିକାଂଶ ଆସନ ଜିତିବେ ବୋଲି ଆକଳନ କରିଥିଲେ। ତେବେ ନିର୍ବାଚନ ଫଳାଫଳ ପରେ ଦେଶ ଇଭିଏମ୍ ଉପରେ ଭରସା ତୁଟାଇ ସାରିଥିବା ମାୟାବତୀ କହିଥିଲେ। ଏଥିସହ ଦକ୍ଷିଣ […]
ନୂଆଦିଲ୍ଲୀ: ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ ତାରିଖରେ ଶପଥ ନେଇପାରନ୍ତି। ଲଗାତର ଦ୍ୱିତୀୟ ଥର ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ୨୦୧୪ଠାରୁ ଏଥର ଅଧିକ ସିଟ୍ ହାସଲ କରି ବିଜେପି ପୁଣିଥରେ ଦେଶରେ ସରକାର ଗଠନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଆଜି ଦଳର ବରିଷ୍ଠ ନେତା ଲାଲ୍କୃଷ୍ଣ ଆଡଭାନିଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦଳର ରାଷ୍ଟ୍ରୀୟ […]
ନୂଆଦିଲ୍ଲୀ: ପୁଣିଥରେ ଦେଶ ଗେରୁଆ ମୟ ହେବ ବୋଲି ବର୍ତ୍ତମାନର ଭୋଟ୍ ଗଣତି ଆଧାରରେ କୁହାଯାଉଛି। ଅର୍ଥାତ୍ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ଦେଶକୁ ଶାସନ କରିବେ। ତେବେ ନୂଆ ସରକାର ଆସନ୍ତା ୨୬ ତାରିଖ ଦିନ ଗଠନ ହେବ ବୋଲି ଜଣାପଡ଼ିଛି। ୨୬ ତାରିଖ ରବିବାର ପଡ଼ୁଛି। ସେହି ଦିନ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ […]
ନୂଆଦିଲ୍ଲୀ: ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରେକର୍ଡ କରିପାରନ୍ତି। ତାଙ୍କୁ ଦଳ ଗୁଜରାଟ୍ର ଗାନ୍ଧି ନଗରରୁ ପ୍ରାର୍ଥୀ କରିଥିଲା। ଲାଟେଷ୍ଟ୍ ଟ୍ରେଣ୍ଡ ଅନୁଯାୟୀ, ଶାହ ପ୍ରତିପକ୍ଷ ଦଳର ପ୍ରାର୍ଥୀଙ୍କ ଠାରୁ ୫.୩୦ ଲକ୍ଷ ଭୋଟରେ ଆଗରେ ରହିଛନ୍ତି। ଯଦି ଏହି ବ୍ୟବଧାନରେ ସେ ଜିତିବେ, ତା’ହେଲେ ସେ ନିଶ୍ଚିତ ଏକ ରେକର୍ଡ କରିବେ। ୨୦୧୪ରେ ଏହି ଆସନରୁ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ପ୍ରାର୍ଥୀ ହୋଇଥିଲେ। ସେ ମଧ୍ୟ […]
ନୂଆଦିଲ୍ଲୀ: ଭୋଟ୍ ଗଣତି ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଆଗୁଆ ରହିଥିବାରୁ ଏବେ ଦଳ ମଧ୍ୟରେ ନାହିଁ ନଥିବା ଉତ୍ସାହ। ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଉଛି। ଏହି ଆକଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,“ ଏହା ଭାରତର ବିଜୟ। ଭାରତ ପୁଣିଥରେ ଜିତିଛି। ଆମେ ଏକାଠି ବଢ଼ିଲେ। ଆମେ ଏକାଠି ଯୋଜନା କଲେ। ଆମେ ଏକାଠି ଏକ ଶକ୍ତିଶାଳୀ […]
ନୂଆଦିଲ୍ଲୀ: ୫୪୨ ଲୋକସଭା ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୩ଶହରୁ ଅଧିକ ଆସନରେ ଆଗରେ ରହିଛି। ସେହିପରି ୟୁପିଏ ୧୨୨ଟି ଆସନ୍ରେ ଆଗୁଆ ରହିଛି। ଅନ୍ୟପକ୍ଷେ, ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଦେଶରୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟି ଥିବାବେଳେ ବିଜେପି କର୍ମୀମାନେ ସେଲିବ୍ରେସନ୍ ଆରମ୍ଭ କରି ଦେଇଛନ୍ତି। ପରସ୍ପରକୁ ମିଠା ଖୁଆଇ ଖୁସିର ମୁହୂର୍ତ୍ତକୁ ବାଣ୍ଟିଛନ୍ତି। […]