ନୂଆଦିଲ୍ଲୀ: ମେ’ ୧୮ ତାରିଖରେ ଆଣ୍ଡାମାନ ପହଞ୍ଚିବା ପରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ଏକ ପ୍ରକାରର ଧିମା ହୋଇଯାଇଥିଲା। ଏହା କେବେ କେରଳ ଛୁଇଁବ, ତାକୁ ନେଇ ନାନା ପ୍ରକାରର ଆଶଙ୍କା ପ୍ରକାଶ ପାଇଥିଲା। ତେବେ ମୌସୁମୀ ଆସନ୍ତା ୩ ଦିନ ମଧ୍ୟରେ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ମୌସୁମୀ ଆଣ୍ଡାମାନ ଓ ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। […]
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଧାରଣାରେ ବସିବେ। ନିର୍ବାଚନ ଜିତିବା ପରେ ବିଜେପି କର୍ମୀ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟାଇବା ସହ ଟିଏମ୍ସି କର୍ମୀଙ୍କ ଘର ଦ୍ୱାର ଭଙ୍ଗାରୁଜା କରିଥିବା ମମତା ଅଭିଯୋଗ କରିଛନ୍ତି। ବିଜୁପୁର ଓ ନଇହାତୀ ଅଞ୍ଚଳରେ ଏଭଳି ଘଟଣା ହୋଇଥିବା ସେ କହିବା ସହ ପ୍ରତିବାଦରେ ଧାରଣା ଦେବେ ବୋଲି ମମତା କହିଛନ୍ତି। ନିର୍ବାଚନ ବେଳେ ବିଜେପି କର୍ମୀଙ୍କୁ ଟିଏମ୍ସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ, ଟିଏମ୍ସିର ଶହେ […]
ଭୁବନେଶ୍ୱର: ଆଜିକାଲି ଆଣ୍ଠୁ ଏବଂ ଅଣ୍ଟା ବିନ୍ଧିବା ଏକ ସାଧାରଣ କଥା। ଅନେକ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି। ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି। ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ଘରୋଇ ଉପଚାର। ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ। ଥଣ୍ଡା ପାଣି ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି କିମ୍ବା ଅଣ୍ଟା ବିନ୍ଧା ହେଉଛି ତେବେ ଥଣ୍ଡା ପାଣିର ପଟି ନେଇ ଆଣ୍ଠୁ ଏବଂ ଅଣ୍ଟାରେ […]
ନୂଆଦିଲ୍ଲୀ: ଆଜିଠାରୁ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ନରେନ୍ଦ୍ର ମୋଦି। ଆଜି ସଂଧ୍ୟା ୭ଟାରେ ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳ ପଦ ଓ ଗୋପନୀୟତାର ଶପଥ ନେବେ। ଏଥିପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ କରାଯାଇଛି। ଗତଥର ଭଳି ଏଥର ମଧ୍ୟ ବିଭିନ୍ନ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନରେନ୍ଦ୍ର ମୋଦି ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବକୁ ଦେଶ ବିଦେଶର ୬ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ […]
ମୁମ୍ୱାଇ: ବଲିଉଡ୍ ବିୟୁଟି ଦିଶା ପଟାନୀଙ୍କ ଲାଗି ଏବେ ତାଙ୍କ ବୟସ କାଳ ହୋଇଛି। ହାତୀ ମୁଣ୍ଡରେ ସୁନା କଳସ ଢାଳିବା ପରି କ୍ୟାରିଅର ଆରମ୍ଭରେ ଦବଙ୍ଗ ଖାନଙ୍କ ସହ କାମ କରି ଦିଶାଙ୍କ ମନ ଗଗନେ ଉଡୁଥିଲା। ହେଲେ ଉଭୟଙ୍କ ମଧ୍ୟରେ ବୟସ ତାରତମ୍ୟ ଢେର ଅଧିକ ହୋଇଥିବାରୁ ଏପରି ସୁଯୋଗ ପୁଣି ତାଙ୍କ ଭାଗ୍ୟରେ ଜୁଟିବ କି ନାହିଁ ତାକୁ ନେଇ ଟେନସନରେ ଦିଶା। ସଲମାନ କିନ୍ତୁ ଚୁଟକିରେ ଦିଶାଙ୍କ ଏହି ଟେନସନ ଦୂର […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ, ରିଅଲ୍ ଲାଇଫ୍ ଏବଂ ବଲିଉଡ୍ ଅଭିନେତା ଅର୍ଜୁନ କପୁର୍ଙ୍କ ସହ ରିଲେସନ୍ସିପ୍କୁ ନେଇ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ଏବେ ସେ ପୁଣି ଥରେ ଏକ ଫଟୋ ଶେଆର୍ କରି ଚର୍ଚ୍ଚାକୁ ଆସିବା ସହ ତାଙ୍କୁ ଟ୍ରଲ୍ ହେବାକୁ ପଡ଼ିଛି। ସେ ସୋଶାଲ୍ ମିଡିଆ ସାଇଟ୍ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଶେଆର୍ କରିଛନ୍ତି, ଯେଉଥିରେ ସେ ଏକ ନ୍ୟୁଡ୍ ଡ୍ରେସ୍ ପିନ୍ଧି କାଖ […]
ଭୁବନେଶ୍ୱର: ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତା ସୁନୀଲ ନାୟକଙ୍କ ପରଲୋକ ହୋଇଛି। ହୃଦ୍ଘାତରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ଏକ କମେଡି ଧାରାବାହିକର ସୁଟିଂ ସେଟ୍ରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବହୁ ଟେଲି କଳାକାର ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ସୁନୀଲଙ୍କ ମୃତ୍ୟୁକୁ ନେଇ ଓଡ଼ିଆ ଟେଲି ଓ […]